Latest Odisha News

BREAKING NEWS

Browsing Category

ଖେଳ

ମହିଳା କ୍ରିକେଟର ମାନସୀ ଯୋଶୀଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ପେସ ବୋଲର ମାନସୀ ଯୋଶୀ କରୋନା ସଂକ୍ରମିତ ହୋଇଛନ୍ତି । ଫଳରେ ୟୁଏଇରେ ଖେଳାଯିବାକୁ ଥିବା ମହିଳା ଟି୨୦ ଚ୍ୟାଲେଞ୍ଜରେ ସେ ଅଂଶ ଗ୍ରହଣ କରିପାରିବେ ନାହିଁ । ୨୭ ବର୍ଷୀୟ ମାନସୀ କରୋନା ଆକ୍ରାନ୍ତ ଥିବା ଜଣାପଡିବା ପରେ ଡେରାଡୁନରେ କ୍ୱାରେଂଟାଇନରେ…

ସ୍ମିଥଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ବାଙ୍ଗାଲୋର ସମ୍ମୁଖରେ ୧୭୮ ରନର ଟାର୍ଗେଟ

ଦୁବାଇ: ଆଇପିଏଲର ଶନିବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୧୭୮ ରନର ବିଜୟ ଲକ୍ଷ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମ୍ମୁଖରେ ରଖିଛି । ଅଧିନାୟକ ଷ୍ଟିଭେନ ସ୍ମିଥ( ୫୭ ରନ)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ୨୦ ଓଭରରେ ୬…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଉମର ଗୁଲ

କରାଚୀ:ପାକିସ୍ତାନ ପେସ ବୋଲର ଉମର ଗୁଲ ଶନିବାର ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଗୁଲ୍ ପାକିସ୍ତାନ ପକ୍ଷରୁ ଶେଷ ଆନ୍ତର୍ଜାତୀୟ ମ୍ୟାଚ ୨୦୧୬ରେ ଖେଳିଥିଲେ । ଏଠାରେ ଚାଲିଥିବା ଟି୨୦ ଲିଗରେ ସେ ବେଲୁଚିସ୍ତାନର ପ୍ରତିନିଧିତ୍ୱ କରୁଥିଲେ । ତାଙ୍କ ଦଳ…

କେକେଆର ରଣନୀତି ଫେଲ୍, ମୁମ୍ବାଇ ଆଗରେ ୧୪୯ ରନର ଲକ୍ଷ୍ୟ ରଖିଲା

ଆବୁଧାବି: ଚଳିତ ଆଇପିଏଲରେ ଶୁକ୍ରବାର କୋଲକାତା ନାଇଟ ରାଇଡର୍ସ ୧୪୯ ରନର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ରଖିଛି । ଦୀନେଶ କାର୍ତିକଙ୍କ ସ୍ଥାନରେ ଇଅନ ମୋର୍ଗାନ ନୂତନ ରଣନୀତି ସହ ପଡିଆକୁ ଓହ୍ଲାଇଥିଲେ ମଧ୍ୟ ତାହା କୋଲକାତାକୁ ବିଶେଷ ଫାଇଦାରେ ରଖି ନ ଥିଲା । ମୁମ୍ବାଇ ବୋଲରଙ୍କ…

ଟସ ଜିଣି କୋଲକାତାର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ଆବୁଧାବି : ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୩୨ ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟରାଇଡର୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ କୋଲକାତା ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । କୋଲକାତା ଦଳ ଆଜି ନବନିଯୁକ୍ତ ଅଧିନାୟକ ଇଅନ ମୋର୍ଗାନଙ୍କ…

ଅଧିନାୟକ ପଦ ଛାଡ଼ିବେ ଦିନେଶ କାର୍ତ୍ତିକ

ୟୁଏଇ: ଚଳିତ ବର୍ଷ ଆଇପିଏଲ ସଂସ୍କରଣରେ କେକେଆରର କ୍ୟାପଟେନ ଦିନେଶ କାର୍ତ୍ତିକ ଅଧିନାୟକତ୍ଵ ଛାଡିଥିବା ସୂଚନା ମିଳିଛି । ଶୁକ୍ରବାର ଦିନ ଅଫିସିଆଲ ୱେବସାଇଟରେ ଫ୍ରାଞ୍ଚାଇଜ ଘୋଷଣା କରିଛି ଯେ ବର୍ତ୍ତମାନ ଇଂଲଣ୍ଡ ଅଧିନାୟକ ଇଏନ୍ ମୋର୍ଗାନଙ୍କୁ ଅଧିନା ୟକତ୍ଵ ହସ୍ତାନ୍ତର କରିବାକୁ…

କୋହଲିଙ୍କ ଲଢ଼ୁଆ ବ୍ୟାଟିଂ : ପଞ୍ଜାବ ସମ୍ମୁଖରେ ୧୭୨ ରନର ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ସାରଜା:ଅଧିନାୟକ ବିରାଟ କୋହଲିଙ୍କ ଲଢ଼ୁଆ ବ୍ୟାଟିଂ ସହାୟତାରେ ଚଳିତ ଆଇପିଏଲର ଗୁରୁବାର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଙ୍ଗସ ଇଲେଭେନ ପଂଜାବ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ରଖିଛି । ବାଙ୍ଗାଲୋରର ଅଧିନାୟକ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୨୦…

ଆଇପିଏଲରେ ଇତିହାସ ରଚିଲେ କୋହଲି

ଦୁବାଇ: ଚଳିତ ଆଇପିଏଲରେ ଗୁରୁବାର ପଡିଆରେ ପାଦ ଦେଉ ଦେଉ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଟି୨୦ରେ ନିର୍ଦ୍ଦିଷ୍ଟ ଗୋଟିଏ ଟିମ୍ ପକ୍ଷରୁ ସେ ୨୦୦ ମ୍ୟାଚ ଖେଳିିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ସେ…

ପଞ୍ଜାବ ଦଳକୁ ଫେରିଲେ ବିସ୍ଫୋରକ କ୍ରିସ ଗେଲ୍ : ପ୍ରଥମେ ବ୍ୟାଟିଂ କରିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଶାରଜା: ଆଇପିଏଲରେ ଆଜି ମୁହାଁମୁହିଁ ହେଉଛନ୍ତି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗସ ଏକାଦଶ ପଞ୍ଜାବ । ଆରସିବି ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ । ହେଲେ ପଞ୍ଜାବ ଦଳକୁ  ବିସ୍ଫୋରକ କ୍ରିସ ଗେଲ୍ ଫେରିଛନ୍ତି ।  ବିରାଟ କୋହଲି ଟସ୍ ଜିତି…

ଦିଲ୍ଲୀର ଘାତକ ବୋଲିଂ ଆଗରେ ଆଣ୍ଠେଇଲା ରାଜସ୍ଥାନ

ଦୁବାଇ: ଶିଖର-ଶ୍ରେୟସଙ୍କ ବ୍ୟାଟିଂ ଓ ଘାତକ ବୋଲିଂ ଯୋଗୁ ଆଇପିଏରେ ପୁଣି ଥରେ ରାଜସ୍ଥାନକୁ ହରାଇଛି ଦିଲ୍ଲୀ । ଗତକାଲି ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧୩ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୭ ଓ୍ୱିକେଟ ହରାଇ…