Latest Odisha News

BREAKING NEWS

Browsing Category

ଖେଳ

ଧାୱନ, ଆୟାରଙ୍କ ଅର୍ଦ୍ଧଶତକ: ଦିଲ୍ଲୀ କ୍ୟାପିଟାଲ୍ସ-୧୬୧/୭

ଦୁବାଇ:ଚଳିତ ଆଇପିଏଲର ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଅନୁଷ୍ଠିତ ହେଉଛି । ଟସ୍ ଜିତି ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ଉଇକେଟ ହରାଇ ୧୬୧ ରନ ସଂଗ୍ରହ କରିଛି । ଫଳରେ ରାଜସ୍ଥାନ ବିଜୟ ପାଇଁ ୧୬୨ ରନ ଆବଶ୍ୟକ କରୁଛି । ଶିଖର…

IPL ମହାସମର: ଦିଲ୍ଲୀଠୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ଖେଳିବ ରାଜସ୍ଥାନ

ଦୁବାଇ: ଆଇପିଏଲରେ ଆଜି ରହିଛି ଏକ ହାଇଭୋଲଟେଜ ଲଢ଼େଇ । ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ଥିବାରୁ ଆଜିର ଲଢ଼େଇ ଜୋରଦାର ହେବା ଆଶା କରାଯାଉଛି । ଦିଲ୍ଲୀଠାରୁ ପୂର୍ବ ମ୍ୟାଚ ପରାଜୟର ବଦଲା ନେବା ଲକ୍ଷ୍ୟରେ ମୈଦାନକୁ…

IPL ମହାସମର: ହାଇଦ୍ରାବାଦକୁ ୨୦ ରନରେ ହରାଇଲା ଚେନ୍ନାଇ

ଦୁବାଇ: ସନ୍ ରାଇଜର୍ସ ହାଇଦ୍ରାବାଦାଠାରୁ ପ୍ରଥମ ମ୍ୟାଚ୍ ପରଜାୟର ବଦଲା ନେଲା ଚେନ୍ନାଇ ସୁପରକିଙ୍ଗ । ଆଇପିଏଲରେ ଖେଳାଯାଇଥବା ୨୯ତମ ମୁକାବିଲାରେ ହାଇଦ୍ରାବାଦକୁ ୨୦ ରନରେ ପରାସ୍ତ କରିଛି ଧୋନିଙ୍କ ଚେନ୍ନାଇ । ୧୬୮ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ଟିମ୍ ନିର୍ଦ୍ଧାରିତ…

ହାଇଦ୍ରାବାଦ ସମ୍ମୁଖରେ ୧୬୮ ରନର ଲକ୍ଷ୍ୟ

ଦୁବାଇ:ଇଣ୍ଡିଆନ ପ୍ରିମିୟର ଲିଗରେ ମଙ୍ଗଳବାର ଅନୁଷ୍ଠିତ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍‌ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୬୭ ରନ କରିଛି । ଫଳରେ ମ୍ୟାଚରେ ବିଜୟ ହାସଲ ପାଇଁ ସନରାଇଜର୍ସ ହାଇଦ୍ରାବାଦକୁ ୧୬୮ ରନ ଆବଶ୍ୟକ ହେବ । ଚେନ୍ନାଇ ପକ୍ଷରୁ ସାମ୍ କୁରାନ…

ଶେଷରେ ଘରକୁ ଚେନ୍ନାଇ ରଙ୍ଗରେ ରଙ୍ଗେଇଦେଲେ ଧୋନୀ ପ୍ରଶଂସକ

ମାଡ୍ରାସ:ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ଭଲ ପ୍ରଦର୍ଶନ କରୁ ନ ଥିଲେ ମଧ୍ୟ ଏହାର ପ୍ରଶଂସକ କିନ୍ତୁ ଏବେ ବି ବିଶ୍ୱାସ ତୁଟି ନାହିଁ । ତାମିଲନାଡୁର ଗୋପୀ କ୍ରିଷ୍ଣନ ଏବଂ ତାଙ୍କ ପରିବାର ସଦସ୍ୟ ଧୋନୀ ଏବଂ ଚେନ୍ନାଇ…

ରୋନାଲ୍ଡୋ କରୋନା ସଂକ୍ରମିତ

ଲିସବନ:ପର୍ତୁଗାଲର ମହାନ ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ରୋନାଲ୍ଡୋ ନିଜର କୋଭିଡ-୧୯ ଟେଷ୍ଟ କରାଇଥିଲେ । ମଙ୍ଗଳବାର ରିପୋର୍ଟରେ ସେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏବେ ସେ ୧୪ ଦିନ କ୍ୱାରେଂଟାଇନରେ…

ଧୋନିଙ୍କ ଆଗରେ ଅଗ୍ନି ପରୀକ୍ଷା, ହାଇଦ୍ରାବାଦ ବିପକ୍ଷ ମ୍ୟାଚ ଜିତିବାକୁ ହେବ

ଦୁବାଇ: ଆଇପିଏଲରେ ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ । ଆଜିର ମ୍ୟାଚ ଚେନ୍ନାଇ ପାଇଁ ବେଶ ଗୁରୁତ୍ୱ ରଖୁଛି । ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇକୁ ବିଜୟ ସହ କମବ୍ୟାକ୍ କରିବାକୁ ହେବ । ସିରିଜରେ ରହିବାକୁ ହେଲେ ଆଜିର ମ୍ୟାଚକୁ ବଡ଼ ବ୍ୟବଧାନରେ…

କୋଲକାତାକୁ ୮୨ ରନରେ ହରାଇଲା ବାଙ୍ଗାଲୋର

ଶାରଜା: ଆଇପିଏଲର ସୋମବାର ଖେଳାଯାଇଥିବା ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୮୨ ରନରେ ପରାସ୍ତ କର ବିଜୟୀ ହୋଇଛି ରୟାଲ ଚ୍ୟାଲେଂଜର୍ସ ବାଙ୍ଗାଲୋର । ଏଥି ସହ ରୟାଲ ଚ୍ୟାଲେଂଜର୍ସ ତାର ପଞ୍ଚମ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଦୁଇ ଓିକେଟ ହରାଇ ୧୯୪ କନ କରାଥିଲା ଦଳ…

ଡି’ଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ: କୋଲକାତା ଆଗରେ ୧୯୫ ରନର ବିଜୟ ଲକ୍ଷ୍ୟ

ସାରଜା : ଚଳିତ ଆଇପିଏଲର ୨୮ତମ ମ୍ୟାଚରେ ଏବି ଡି’ଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ଓ ଅନ୍ୟମାନଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୯୫ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ଡି’ଭିଲିୟର୍ସ ବିସ୍ଫୋରକ ବ୍ୟାଟିଂ କରି ନିଜର…

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଲା ବାଙ୍ଗାଲୋର

ସାରଜା: ସାରଜା କ୍ରିକେଟ ଷ୍ଟାଡିୟମରେ ଆଇପିଏଲର ହାଇ ଭୋଲଟେଜ ମୁକାବିଲା କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି । ଏଥିରେ ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଆଜିର ମ୍ୟାଚ ପାଇଁ କୋଲକାତା ଦଳ…