Latest Odisha News

BREAKING NEWS

Browsing Category

ଖେଳ

କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟଙ୍କ ବୟାନ ପରେ କ୍ଷୀଣ ହେଲା ଟି୨୦ ବିଶ୍ୱକପ ଆଶା

ମେଲବୋର୍ଣ୍ଣ: କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ ଇରଲ ଇଡିଙ୍ଗସଙ୍କ ବୟାନ ପରେ ଚଳିତ ବର୍ଷ ହେବାକୁ ଥିବା ଟି୨୦ବିଶ୍ୱକପ କ୍ରିକେଟ ଆଶା କ୍ଷୀଣ ହୋଇଛି । କରୋନା ମହାମାରୀ ଲଢ଼େଇ ସମୟରେ ୧୬ ଟିମକୁ ଆଣି ମ୍ୟାଚ ଖେଳାଇବା ଅବାସ୍ତବ । ଭବିଷ୍ୟତ କଥା ଚିନ୍ତା କରି ପଦକ୍ଷେପ ନେବାକୁ ପଡିବ ବୋଲି ଇଡିଙ୍ଗସ…

ଅଷ୍ଟ୍ରେଲିଆରେ ସଚିନ, କୋହଲି ଓ କପିଳଙ୍କ ନାମରେ ରାସ୍ତା

ମେଲବୋର୍ଣ୍ଣ: ଭାରତର ଷ୍ଟାର କ୍ରିକେଟରଙ୍କ ନାମରେ ପଶ୍ଚିମ ମେଲବୋର୍ଣ୍ଣରେ କେତେଗୁଡିଏ ରାସ୍ତାର ନାମକରଣ କରାଯାଇଛି । ସଚିନ ତେନ୍ଦୁଲକର, ବର୍ତମାନର ଅଧିନାୟକ ବିରାଟ କୋହଲି ଓ କପିଳ ଦେବଙ୍କ ନାମରେ ରାସ୍ତାଗୁଡିକୂ ତେନ୍ଦୁଲକର ଡ୍ରାଇଭ, କୋହଲି କ୍ରେସେଂଟ, ଦେବ ଟେରସ ନାମରେ ନାମିତ କରାଯାଇଛି…

କୋଭିଡକୁ କିକ୍‌: ନ୍ୟୁଜିଲାଣ୍ଡରେ ରଗବୀ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ହେଲେ ୪୩୦୦୦ ଦର୍ଶକ

ୱେଲିଂଟନ: କୋଭିଡ-୧୯ ମହାମାରୀରୁ ନ୍ୟୁଜିଲାଣ୍ଡ ମୁକ୍ତ ହୋଇଛି । ଏଥିପାଇଁ ଦେଶରେ କଟକଣାକୁ ଉଠାଇ ଦିଆଯାଇଛି । ଏହାର ପ୍ରଭାବ ରଗବୀ ମ୍ୟାଚରୁ ଜଣାପଡିଥିଲା । ଇଡେନ ପାର୍କରେ ଅକଲାଣ୍ଡ ବ୍ଲୁଜର ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ୪୩୦୦୦ ଦର୍ଶକ ଉପସ୍ଥିତ ଥିଲେ । ଅନ୍ୟ ଅର୍ଥରେ କହିବାକୁ ଗଲେ…

ଇଟାଲିଆନ୍ କପ ଫୁଟବଲ : ଇଂଟର ମିଲାନ ସହ ମ୍ୟାଚ ଡ୍ର ରଖି ଫାଇନାଲରେ ନାପୋଲି

ନାପଲ୍ସ: ଚଳିତ ଇଟାଲିଆନ କପ ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲରେ ନାପୋଲି ଟିମ୍ ପ୍ରବେଶ କରିଛି । ବୁଧବାର ଫାଇନାଲରେ ଦଳ ଜୁଭେଟଂସକୁ ଭେଟିବ । ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ନାପୋଳି ଶକ୍ତିଶାଳୀ ଇଂଟର ମିଲାନ ବିପକ୍ଷରେ ମ୍ୟାଚ ୧-୧ରେ ଡ୍ର ରଖିବାରେ ସଫଳ ହୋଇଥିଲା । ଇଂଟରମିଲାନ…

ପରଲୋକରେ ଶତାୟୁ କ୍ରିକେଟର ବସନ୍ତ ରାଇଜି

ମୁମ୍ବାଇ : ଭାରତର ପୁରୁଣା ପ୍ରଥମ ଶ୍ରେଣୀୟ ଶତାୟୁ କ୍ରିକେଟର ବସନ୍ତ ରାଇଜିଙ୍କର ଆଜି ମୁମ୍ବାଇ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ଜ୍ୱାଇଁ ସୁଦର୍ଶନ ନାନାବତୀ କହିଛନ୍ତି । ବାର୍ଦ୍ଧକ୍ୟ କାରଣରୁ ତାଙ୍କର ମୃତ୍ୟୁ…

ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା, ଜିମ୍ବାୱେ ଗସ୍ତ ସ୍ଥଗିତ

ନୂଆଦିଲ୍ଲୀ: କରୋନା ଭାଇରସ ବିପଦକୁ ଦେଖି ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା, ଜିମ୍ବାୱେ ଗସ୍ତ ସ୍ଥଗିତ କରାଯାଇଛି । ବିସିସିଆଇ ଏ ସମ୍ପର୍କରେ ସୂଚନା ଦେଇଛି । ମହାମାରୀକୁ ଦୃଷ୍ଟିରେ ରଖି ସୀମିତ ଓଭର ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଜିମ୍ବାସ୍ବେ ଯିବ ନାହିଁ । ଏହାର ଗୋଟେ ଦିନ ପୂର୍ବରୁ…

ଆଇସିସି ବୈଠକ: ଟି୨୦ ବିଶ୍ୱକପ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ଆସନ୍ତା ମାସରେ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ବୈଠକରେ ପୁନର୍ବାର ଟି୨୦ ବିଶ୍ୱକପ ସମ୍ପର୍କରେ କୌଣସି ନିଷ୍ପତି ନିଆଯାଇ ପାରିଲା ନାହିଁ । ଆସନ୍ତା ମାସରେ ହେବାକୁ ଥିବା ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ଭିଡିଓ କନଫେରେନ୍ସ ମାଧ୍ୟମରେ ବୁଧବାର…

ଫେଡେରର ଆଘାତପ୍ରାପ୍ତ: ୨୦୨୧ ଆରମ୍ଭରେ ଟେନିସକୁ ଫେରିବେ

ଲଣ୍ଡନ: ସୁଇଜରଲାଣ୍ଡର ଷ୍ଟାର ଖେଳାଳି ରୋଜର ଫେଡେରର ୨୦୨୦ରେ ଟେନିସଠାରୁ ଦୂରେଇ ରହିବେ । ଆଣ୍ଠୁ ସମସ୍ୟା ଯୋଗୁ ତାଙ୍କର ପୁନର୍ବାର ଅସ୍ତ୍ରୋପଚାର କରାଯାଇଛି । ୨୦ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ଫେଡେରର ବୁଧବାର ଟୁଇଟରରେ ଏ ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ପୂର୍ଣ୍ଣ ଫିଟ ହେବା ପରେ…

ଡୋପ ଟେଷ୍ଟରେ ଧରାପଡିଲେ ଅମୃତପାଲ, ନୀରଜ : ଚାନୁ ଦୋଷମୁକ୍ତ

ନୂଆଦିଲ୍ଲୀ:ଭାରତୀୟ ଆଥଲେଟକୁ ପୁନର୍ବାର ଡୋପ କଳଙ୍କ ଛୁଇଁଛି । ବୁଧବାର ମିଳିଥିବା ରିପୋର୍ଟ ମୁତାବକ ବାସ୍କେଟବଲ ଖେଳାଳି ଅମୃତପାଲ ସିଂ ଓ ମହିଳା ବକ୍ସର ନୀରଜ ଫୋଗଟ ଡୋପ ଟେଷ୍ଟରେ ଧରା ପଡିଛନ୍ତି । ଦୁଇ ଜଣଙ୍କ ଉପରେ ୪ ବର୍ଷ ଲେଖାଏଁ ପ୍ରତିବନ୍ଧ ଲଗାଯାଇଛି । ଅପରପକ୍ଷରେ ୱେଟଲିଫ୍ଟର ସଂଜିତା…

କୋଭିଡ-୧୯ ମହାମାରୀକୁ ଆଖି ଆଗରେ ରଖି ଆଇସିସି ନୂତନ ନିୟମ ଜାରି

ମୁମ୍ବାଇ : କୋଭିଡ-୧୯ ମହାମାରୀକୁ ଆଖି ଆଗରେ ରଖି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୂତନ ନିୟମ ମଙ୍ଗଳବାର ଜାରି କରିଛି । ବୋଲରମାନେ ବଲକୁ ଚମକାଇବା ପାଇଁ ଳାଳ କିମ୍ବା ଛେପ ଲଗାଇ ପାରିବେ ନାହିଁ । ଯଦି କେହି ଏପରି କରେ ତାହାହେଲେ ପୂରା ଟିମ୍ ଦଣ୍ଡିତ  ହେବ । ସେହିପରି ଟେଷ୍ଟ…