Latest Odisha News

BREAKING NEWS

Browsing Category

ଖେଳ

କିଲିଆନ ଏମବାପେ ସବୁଠାରୁ ମୂଲ୍ୟବାନ ଫୁଟବଲ ଖେଳାଳି: ମେସି, ରୋନାଲ୍ଡୋଙ୍କୁ ପଛରେ ପକାଇଲେ

ପ୍ୟାରିସ: ଫ୍ରାନ୍ସ ଫୁଟବଲ କ୍ଲ ପ୍ୟାରିସ ସେଂଟ ଜର୍ମନ ପକ୍ଷରୁ ଖେଳୁଥିବା ୨୧ ବର୍ଷୀୟ କିଲିଆନ ଏମବାପେ ସବୁଠାରୁ ମୂଲ୍ୟବାନ ଖେଳାଳି ହୋଇଛନ୍ତି । ତାଙ୍କର ବ୍ରାଣ୍ଡ ଭାଲ୍ୟୁ ଏବେ ୨୪୯୦ କୋଟି ରହିଛି ଯାହା କି ଲିଓନେଲ ମେସି ଓ କ୍ରିଷ୍ଟିଆନ ରୋନାଲ୍ଡୋଙ୍କଠାରୁ ବହୁତ ଅଧିକ । ଫୁଟବଲ…

ନ୍ୟୁଜିଲାଣ୍ଡରେ ଷ୍ଟାଡିୟମ ପୂର୍ଣ୍ଣ ଦର୍ଶକଙ୍କ ଉପସ୍ଥିିତିରେ ଖେଳାଯିବ ରଗବୀ ସୁପର ଲିଗ

ଅକଲାଣ୍ଡ: ନ୍ୟୁଜିଲାଣ୍ଡ କରୋନା ମୁକ୍ତ ହେବା ପରେ ଏବେ ଏଠାରେ ଷ୍ଟାଡିୟମ ପୂର୍ଣ୍ଣ ଦର୍ଶକରେ ରଗବୀ ସୁପର ଲିଗ ଖେଳାଯିବ । ସ୍ଥାନୀୟ ସରକାର ମଧ୍ୟ ଏ ନେଇ ସମ୍ମତି ଦେଇଛନ୍ତି । ୧୩ ଜୁନରୁ ଆରମ୍ଭ ହେବାକୁ ଯାଉଥିବା ଏହି ମୁକାବିଲାର ପ୍ରଥମ ମ୍ୟାଚ ହାଇଲ୍ୟାଣ୍ଡର୍ସ ଓ ଚିଫ ମଧ୍ୟରେ ଖେଳାଯିବ ।…

କ୍ରିକେଟକୁ ବି କଳଙ୍କିତ କରିଛି ବର୍ଣ୍ଣବୈଷମ୍ୟ ବିବାଦ

ଭୁବନେଶ୍ୱର: ବର୍ଣ୍ଣବୈଷମ୍ୟ ମଣିଷଠାରୁ ମଣିଷକୁ ଅଲଗା କରିଥାଏ । ସବୁ କ୍ଷେତ୍ରରେ ଏହା ବ୍ୟାପିଯାଇଛି । ଖେଳ ବିଶେଷ କରି କ୍ରିକେଟ ମଧ୍ୟ ଏଥିରେ କଳଙ୍କିତ ହୋଇଛି । ଆସନ୍ତୁ ଜାଣିବା କିପରି ଏହି ବିବାଦକୁ କ୍ରିକେଟର ନାମ ତଳେ ପକାଇଛି ।୧୯୭୬ରେ ଇଂଲଣ୍ଡର ଅଧିନାୟକ ଟୋନୀ ଗ୍ରେଗ୍ ପ୍ରଥମ କରି…

ଆଇପିଏଲରେ ମୋତେ କାଳୁ ଡକା ଯାଉଥିଲା :ସାମୀ

କିଙ୍ଗଷ୍ଟନ:ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଡାରେନ ସାମୀ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍ ଉପରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ମୁଁ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ବେଳେ ବର୍ଣ୍ଣବୈଷମ୍ୟର ଶୀକାର ହୋଇଛି । ଆମେରିକାରେ ଜର୍ଜ ଫ୍ଲେଏଡଙ୍କ…

ବର୍ଣ୍ଣ ବୈଷମ୍ୟ ସଂଘର୍ଷ, ସାମାଜିକ ନ୍ୟାୟ ପାଇଁ ୭୫କୋଟି ଟଙ୍କା ଦେଲେ ମାଇକେଲ ଜୋର୍ଡାନ

ୱାଶିଂଟନ: ଆମେରିକାରେ ଜର୍ଜ ଫ୍ଲେଏଡଙ୍କ ହତ୍ୟା ପରେ ସାରା ଦେଶରେ ଅଶାନ୍ତି ବ୍ୟାପିଛି । ଏହି ଅବସରରେ ବର୍ଣ୍ଣ ବୈଷମ୍ୟ ସଂଘର୍ଷକୁ ରୋକିବା ଏବଂ ସାମଜିକ ନ୍ୟାୟ ପାଇଁ ବାସ୍କେଟବଲର ମହାନ ଖେଳାଳି ମାଇକେଲ ଜୋର୍ଡାନ ୭୫ କୋଟି ଟଙ୍କା ଦାନ କରିଛନ୍ତି । କୃଷ୍ଣକାୟ ବ୍ୟକ୍ତିଙ୍କ ଜୀବନ ମଧ୍ୟ…

ପୂର୍ବତନ ଖେଳାଳିଙ୍କ ପୁତ୍ର ବି‌‌‌‌‌‌ୟୋଗ

ଭୁବନେଶ୍ୱର: ରାଜ୍ୟର ଜଣାଶୁଣା ଫୁଟ୍‌ବଲ୍ ପ୍ରଶାସକ ତଥା ପୂର୍ବତନ ସନ୍ତୋଷ ଟ୍ରଫି‌ ଖେଳାଳି ପ୍ରଫୁଲ୍ଲ ମିଶ୍ରଙ୍କ ପୁତ୍ର ମିଥୁନ ମିଶ୍ରଙ୍କର ଗୁରୁବାର ୨୪ ବର୍ଷ ବୟସରେ ଅକାଳ ବି‌ୟୋଗ ଘଟିଛି। ସାଧାରଣ ଜ୍ୱର  ପରେ ଶ୍ୱାସକ୍ରିୟା ପିଡ଼ିତ ସମସ୍ୟା ବଢ଼ିବାରୁ ସମ୍‌ ହସପିଟାଲ୍‌ରେ ଚିକିତ୍ସାଧୀନ…

ବିଦେଶରେ ଆଇପିଏଲ କରିବା ପାଇଁ ଯୋଜନା କରୁଛି ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ବିଦେଶରେ ଆଇପିଏଲ କରିବା ପାଇଁ ଯୋଜନା କରୁଛି । ୧୦ ଜୁନରେ ହେବାକୁ ଥିବା ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆଯାଇପାରେ । କରୋନା ମହାମାରୀ ଯୋଗୁ ଆଇପିଏଲକୁ ଅନିଶ୍ଚିତତା ସମୟ ପାଇଁ ଘୁଂଚାଇ ଦିଆ ଯାଇଥିଲା । ବ୍ୟୟବହୂଳ ଓ ଲୋକପ୍ରିୟ…

ଜାତୀୟ କ୍ରୀଡା ପୁରସ୍କାର ଆବେଦନ ଜୁନ ୨୨କୁ ଘୁଂଚିଲା, ଆଥଲେଟ ନିଜ ନାମ ସୁପାରିଶ କରିପାରିବେ

ନୂଆଦିଲ୍ଲୀ:କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ଜାତୀୟ କ୍ରୀଡା ପୁରସ୍କାର ଅବେଦନ ତାରିଖକୁ ଜୁନ ୨୨ ପର୍ଯ୍ୟନ୍ତ ଘୁଂଚାଇ ଦେଇଛନ୍ତି । ସବୁଠାରୁ ବଡ କଥା ଖେଳାଳିମାନଙ୍କୁ ବିଶେଷ ଅଧିକାର ଦେବା ସହ ସେମାନେ ନିଜ ନାମ ସୁପାରିଶ କରିପାରିବେ ବୋଲି…

କ୍ରିକେଟରେ ମଧ୍ୟ ବର୍ଣ୍ଣ ବୈଷ୍ୟମତା ରହିଛି : କ୍ରିସ ଗେଲ୍‌

ନ୍ୟୁୟର୍କ: ଆମେରିକାର କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲାଏଡଙ୍କ ମୃତ୍ୟୁ ନେଇ ଆମେରିକାରେ ଜୋରଦାର ବିକ୍ଷୋଭ ଜାରି ରହିଛି । ବିଭିନ୍ନ ଦେଶର ସେଲିବ୍ରେଟି ମଧ୍ୟ ଏ ନେଇ ସେମାନଙ୍କ ମତ ମଧ୍ୟ ରଖିଛନ୍ତି । ୱେଷ୍ଟଇଣ୍ଡିଜର ଷ୍ଟାର କ୍ରିକେଟର କ୍ରିସ ଗେଲ୍ ମଙ୍ଗଳବାର ମୁହଁ ଖୋଲିଛନ୍ତି । କ୍ରିକେଟରେ…

ମୋଦିଙ୍କ ‘ଗୋ ଲୋକାଲ’ ମନ୍ତ୍ରରେ ସ୍ୱଦେଶୀ ବ୍ରାଣ୍ଡ୍‌ଙ୍କୁ ପ୍ରୋତ୍ସାହିତ କରିବାକୁ ଆଗେଇ ଆସିଲେ ସାନିଆ

ହାଇଦ୍ରାବାଦ : କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ସ୍ୱଦେଶୀ ବ୍ରାଣ୍ଡ୍‌ଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଆହ୍ୱାନକୁ ଆଉ ପାଦେ ଆଗେଇ ନେଇଛନ୍ତି ଟେନିସ୍ ତାରକା ସାନିଆ ମିର୍ଜା । ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ସ୍ୱତନ୍ତ୍ର ଭାରତୀୟ ବ୍ରାଣ୍ଡ୍‌,…