Latest Odisha News

BREAKING NEWS

Browsing Category

ଖେଳ

ଚାଇନା ପାରା ବ୍ୟାଡ଼ମିଣ୍ଟନ: ଉଭୟ ଡ଼ବଲ୍ସ ଓ ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ ଭଗତ

ବେଜିଂ: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଆ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଚାଇନା ପାରା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାର ଉଭୟ ସିଙ୍ଗଲ୍ସ ଏବଂ ଡ଼ବଲ୍ସ ବିଭାଗରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । Reached Singles and Doubles Finals ?? In Singles, I will be playing…

ବିଶ୍ୱ ରେକର୍ଡ କରିବେ ବିରାଟ କୋହଲୀ, ହେବେ ଶ୍ରେଷ୍ଠ ଅଧିନାୟକ !

ନୂଆଦିଲ୍ଲୀ: ନୂଆ ରେକର୍ଡ ସୃଷ୍ଟି କରିବା ଦିଗରେ ଭାରତୀୟ ଅଧିନାୟକ ବିରାଟ କୋହଲୀ । ବିଶ୍ୱର ୩ ଜଣ ଶ୍ରେଷ୍ଠ ଟେଷ୍ଟ ଅଧିନାୟକ ତାଲିକାରେ ସାମିଲ ଥିବା କୋହଲି ଏବେ ନୂଆ ରେକର୍ଡ ସୃଷ୍ଟି କରିବା ନେଇ ଆଶା ପ୍ରକାଶ ପାଇଛି । ସୂଚନା ଅନୁସାରେ, ଯେଉଁ ଖେଳାଳିମାନେ ୩୦ଟି ଟେଷ୍ଟ ମ୍ୟାଚରେ…

‘ଓସିଏ’ ସମ୍ପାଦକ ଭାବେ ନିର୍ବାଚିତ ହେଲେ ସଞ୍ଜୟ ବେହେରା

କଟକ: ଓଡ଼ିଶା କ୍ରିକେଟ ଆସୋସିଏସର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ‘ଓସିଏ’ର ନୂତନ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ବହୁ ପ୍ରତିକ୍ଷୀତ ନିର୍ବାଚନରେ ଶ୍ରୀ ବେହେରା ସମୁଦାୟ ୭୧ଜଣ ସଦସ୍ୟଙ୍କ ମଧ୍ୟରୁ ୪୫ଟି ଭୋଟ ପାଇ ତାଙ୍କର ନିକଟତମ…

ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେ ଦୂତୀ ଚାନ୍ଦ…

ଦୋହା: ଭାରତର ଦ୍ରୁତତମ ମହିଳା ତଥା ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦଙ୍କୁ ନେଇ ଏବେ ଚାଲିଛି ଭାରତୀୟ କ୍ରିଡ଼ାଜଗତରେ ଚର୍ଚ୍ଚା । ଭାରତୀୟ ଆଥଲେଟ ଭାବେ ୧୦୦ ମିଟର୍ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟରେ ରହିଛନ୍ତି ଦୂତୀ ଚାନ୍ଦ । Speed training pic.twitter.com/zy1oBh2Yl4…

‘୧୮ବର୍ଷରୁ କମ୍ ଏଆଇଟିଏ ଟେନିସ’ ଟାଇଟଲ୍ ଜିତିଲେ ଓଡ଼ିଶା ଖେଳାଳି କବୀର ହଂସ

ଭୁବନେଶ୍ୱର: ଓଡ଼ିଶାର ଉଦୀୟମାନ ଯୁବ ଟେନିସ ଖେଳାଳି କବୀର ହଂସ ଅହମ୍ମଦାବାଦଠାରେ ଅନୁଷ୍ଠିତ ହୋଇଥିବା ଏଆରଏ-ଏଆଇଟିଏ ୧୮ ବର୍ଷରୁ କମ୍ ସିଙ୍ଗଲ୍ସ ଟାଇଟଲ୍ ଜିତିବାର ଗୌରବ ଅର୍ଜନ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ଅହମ୍ମଦାବାଦସ୍ଥିତ ‘ଅହମ୍ମଦାବାଦ ର‌୍ୟାକେଟ୍ ଏକାଡ଼େମୀ’ଠାରେ ଅନୁଷ୍ଠିତ…

ରାଜନୀତିରେ ପାଦ ଦେବେ ଦୂତୀ ଚାନ୍ଦ !

ଭୁବନେଶ୍ୱର: ରାଜନୀତିରେ ପ୍ରବେଶ କରିବେ ଦୌଡ଼ରାଣୀ ଦୂତୀ ଚାନ୍ଦ ! ଆମେ ନୁହେଁ ଆଜ୍ଞା ଦୂତୀ ଚାନ୍ଦ ନିଜ ଟୁଇଟର ପେଜରେ ସେୟାର କରିଥିବା ଏକ ପୋଷ୍ଟରୁ ଏହା ଅନୁମାନ କରାଯାଉଛି । I have always wanted to join politics since childhood. My family has also been involved in…

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: ସିରିଜ୍ ୧-୧ରେ ବରାବର

ବେଙ୍ଗାଲୁରୁ: ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହୋଇଥିବା ଚୂଡ଼ାନ୍ତ ଟି-୨୦ ମ୍ୟାଚରେ ଭାରତକୁ ୯ ୱିକେଟରେ ପରାସ୍ତ କରି ତିନିଟିକିଆ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାକୁ ୧-୧ରେ ବରାବର ରଖିବାକୁ ଦକ୍ଷିଣ ଆଫ୍ରିକା ସକ୍ଷମ ହୋଇଛି । ଭାରତର ୧୩୪/୯ ରନର ଜବାବରେ ଦକ୍ଷିଣ ଆଫ୍ରିକା ୧୬.୫ ଓଭରରେ ୧୪୦ ରନ…

ବେଙ୍ଗାଲୁରୁ ଟି-୨୦: ଦକ୍ଷିଣ ଆଫ୍ରିକାକୁ ୧୩୫ ରନର ଟାର୍ଗେଟ୍ ଦେଲା ଭାରତ

ବେଙ୍ଗାଲୁରୁ: ଦକ୍ଷିଣ ଆଫ୍ରିକା ଦଳ ଟି-୨୦ ମ୍ୟାଚରେ ଭାରତକୁ ସ୍ୱଳ୍ପ ରନ ସ୍କୋର କରିବାକୁ ବାଧ୍ୟ କରିଛି । ଆଫ୍ରିକୀୟ ବୋଲର୍ ଓ ଫିଲ୍ଡରଙ୍କ ଚମତ୍କାର ଫିଲ୍ଡିଂ ସାଙ୍ଗକୁ ମାପଚୁପ ବୋଲିଂ ପ୍ରଦର୍ଶନ ଭାରକୁ ଏକ ବିଶାଳ ସ୍କୋର କରିବାରେ ରୋକିବାକୁ ସକ୍ଷମ ହୋଇଛି । ଭାରତ ନିର୍ଦ୍ଧାରିତ ୨୦ ଓଭରରେ…

ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତିମ ଟି-୨୦, କ୍ଲିନସୁଇପ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ବେଙ୍ଗାଲୁରୁ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ରବିବାର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍‌ ଏହି ମ୍ୟାଚ୍‌ ଜିତି ସିରିଜକୁ ୨-୦ରେ ହାତେଇବାକୁ ପ୍ରୟାସ କରିବ ।…

ବିଶ୍ୱ ବକ୍ସିଂ ଚାମ୍ପିୟନସିପ: ରୌପ୍ୟ ପଦକ ଜିତିଲେ ଅମିତ୍ ପୋଂଘଲ୍

ନୂଆଦିଲ୍ଲୀ: ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ଭାରତ ଲାଗି ରୌପ୍ୟ ପଦକ ଜିତି ଐତିହାସିକ ସଫଳତା ହାସଲ କରିଛନ୍ତି ଭାରତୀୟ ବକ୍ସର୍ ଅମିତ୍ ପୋଂଘଲ୍ । A well-deserved silver?for our #TOPSAthlete @Boxerpanghal as he went down to Uzbekistan’s Shakhobidin Zoirov in the…