Latest Odisha News

BREAKING NEWS

Browsing Category

ଖେଳ

ବାରବାଟୀ ଦିନିକିଆ: ଆଜି ଭାରତ-ୱେଷ୍ଟଇଣ୍ଡିଜ ଦଳର ଅଭ୍ୟାସ

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହି ପରିପ୍ରେକ୍ଷୀରେ ଅଭ୍ୟାସ୍ ମ୍ୟାଚ୍ ଖେଳିବା ଲାଗି ଟିମ୍ ଇଣ୍ଡିଆ ଷ୍ଟାଡିୟମରେ ପହଞ୍ଚିଛି । ପ୍ରାପ୍ତ…

ନୂଆଦିଲ୍ଲୀରେ ଓଡିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମକୁ ସାକ୍ଷାତ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଜାତୀୟ ମହିଳା ଦୃଷ୍ଟିହୀନ ଟି-ଟ୍ୱେଂଟି କ୍ରିକେଟ୍ ପ୍ରତିଯୋଗୀତାର ଫାଇନାଲରେ ବିଜୟ ହାସଲ କରିବା ଅବସରରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମକୁ ନୂଆଦିଲ୍ଲୀସ୍ଥିତ ବସଭବନରେ ସାକ୍ଷାତ୍ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି…

ବାରବାଟୀ ଦିନିକିଆ: ଭୁବନେଶ୍ବରରେ ପହଞ୍ଚିଲେ ଉଭୟ ଦଳର ଖେଳାଳି

ଭୁବନେଶ୍ୱର: ବାରବାଟୀରେ ଦିନିକିଆ ମ୍ୟାଚ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଭାରତୀୟ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମର ଖେଳାଳୀ । ସ୍ବତନ୍ତ୍ର ବିମାନ ଯୋଗେ ଗୁରୁବାର ଦିନ ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ଉଭୟ ଦଳ ପହଞ୍ଚିଛନ୍ତି। ଏହାପରେ କଡା ସୁରକ୍ଷା ଭିତରେ…

ବାରବାଟି ଦିନିକିଆ ମ୍ୟାଚ୍: କାଉଣ୍ଟରରେ ଆରମ୍ଭ ହେଲା ଟିକେଟ ବିକ୍ରି

କଟକ/ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହି ଅବସରରେ ଷ୍ଟାଡିୟମ୍ କାଉଣ୍ଟରରେ ଅଫଲାଇନ ଟିକେଟ ବିକ୍ରି ଗୁରୁବାର ଆରମ୍ଭ ହୋଇଛି । ଷ୍ଟାଡିୟମ୍…

୪୦୦ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ ଖେଳି ନୂଆ ରେକର୍ଡ଼ କଲେ କପ୍ତାନ କୋହଲୀ !

ବିଶାଖାପାଟଣା: ବିରାଟ କୋହଲି ୪୦୦ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ ଖେଳିବାର ଗୌରବ ଅର୍ଜନ କରିଛନ୍ତି । ସେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ଅବସରରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଏହି ମ୍ୟାଚ ବିଶାଖପଟମନରେ ଖେଳାଯାଉଛି । କୋହଲି ୮ମ ଭାରତୀୟ ଏବଂ ବିଶ୍ୱରେ ୩୩ତମ ଖେଳାଳି ଭାବେ ୪୦୦…

ଦୁର୍ଦ୍ଦଶ ଓପନର୍ ରୋହିତ ଶର୍ମା: ସେହ୍ୱାଗ-ଗାଙ୍ଗୁଲିଙ୍କ କେଉଁ ରେକର୍ଡ଼ର ସମକକ୍ଷ ହେଲେ ଜାଣନ୍ତୁ…

ବିଶାଖାପାଟଣା: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ମ୍ୟାଚରେ ରୋହିତ ଶର୍ମା ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରର ୨୮ତମ ଶତକ ହାସଲ କରିଛନ୍ତି । ଦିନିକିଆରେ ସର୍ବାଧିକ ଶତକ ହାସଲ କରିଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ସେ ତୃତୀୟ ଓ ଓଭରାଲ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେ ଦକ୍ଷିଣ…

ଦମଦାର୍ ବ୍ୟାଟିଂ ସହ କୁଲଦୀପଙ୍କ ହ୍ୟାଟ୍ରିକ୍; ୧୦୭ ରନରେ ଟିମ୍ ଇଣ୍ଡିଆ ଜିତିଲା ମ୍ୟାଚ୍

ବିଶାଖାପାଟଣା: ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ଓ ବୋଲରଙ୍କ ନିଖୁଣ ବୋଲିଂ ଆଗରେ ହାର୍ ମାନିଛି ଦୁର୍ଦ୍ଦଶ ୱେଷ୍ଟଇଣ୍ଡିଜ୍ ଦଳ । ପ୍ରଥମ ଦିନିକିଆ ଜିତି ଦୃଢ ମନୋବଳ ହାସଲ କରିଥିବା ୱେଷ୍ଟଇଣ୍ଡିଜ୍ ଦଳକୁ ବିଶାଖାପାଟଣା ଦିନିକିଆରେ ଭାରତ ୧୦୭ ରନରେ ପରାସ୍ତ କରି ଶୃଙ୍ଖଳାକୁ…

ରୋହିତ-ରାହୁଲ ଓ ଶ୍ରେୟସଙ୍କ ଧୁଆଁଧାର ବ୍ୟାଟିଂ; ଭାରତର ବିଶାଳ ୩୮୭ ରନ୍ !

ବିଶାଖାପାଟଣା: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ବିଶାଖାପାଟଣାଠାରେ ଅନୁଷ୍ଠିତ ହେଉଥିବା ୨ୟ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ଦୁର୍ଦ୍ଦଶ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ୱିକେଟ ବିନିମୟରେ କରିଛି ୩୮୭ ରନର ବିଶାଳ ସ୍କୋର । ଦୁଇ…

୨ୟ ଦିନିକିଆ ଟକ୍କର: ଟସ୍ ଜିତି ଭାରତକୁ ବ୍ୟାଟିଂ ପାଳି ଦେଲା ୱେଷ୍ଟଇଣ୍ଡିଜ

ନୂଆଦିଲ୍ଲୀ: ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବ । ବିଶାଖାପାଟଣାର ୱାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଦ୍ୱିପ୍ରହର ୧ଟା ୩୦ମି.ରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଏହି ୨ୟ ଦିନିକିଆ ଟକ୍କରରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ଭାରତକୁ ବ୍ୟାଟିଂ…

ପୁଣି କ୍ରିକେଟକୁ ଲେଉଟିବେ ଡ଼ି’ଭିଲିୟର୍ସ !

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଜଗତର ସବୁଠାରୁ ଲୋକପ୍ରିୟ ଖେଳାଳି ଏବି ଡି’ଭିଲୟର୍ସ ଅନ୍ତର୍ଜାତୀୟ ମ୍ୟାଚକୁ ପୁନଃ ପ୍ରତ୍ୟାବର୍ତନ ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଏନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ତାଙ୍କୁ ମନେଇବାରେ ଲାଗିଛି । ଡି’ଭିଲର୍ସ ୨୦୧୭ରେ ଅନ୍ତର୍ଜାତୀୟ…