Latest Odisha News

BREAKING NEWS

Browsing Category

ଖେଳ

ଏସୀୟ କ୍ରୀଡ଼ା: ଜାପାନକୁ ୮ଟି ଗୋଲ ଦେଇ ହକି ସେମିଫାଇନାଲରେ ଭାରତ

ଜାକର୍ତ୍ତା: ପୁରୁଷ ହକିରେ ଆଜି ଭାରତ ଭେଟିଥିଲା ଜାପାନକୁ । ଜାପାନକୁ ୮-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ନିଜ ସ୍ଥାନ ସୁରକ୍ଷିତ କରିପାରିଛି ଭାରତ । ଆଜି ପୂର୍ବପରି ପୂରା ମ୍ୟାଚରେ ବେଶ୍ ପ୍ରଭାବ ବିସ୍ତାର କରି ଖେଳିଥିଲା ଭାରତୀୟ ଦଳ । ଜାପାନ ଭାରତଠୁ ଅପେକ୍ଷାକୃତ ଦୁର୍ବଳ ଦଳ…

ଏସୀୟ କ୍ରୀଡ଼ା: ମହିଳା କବାଡ଼ି ଦଳ ଜିତିଲେ ରୌପ୍ୟ, ପୁରୁଷ ଦଳକୁ ବ୍ରୋଞ୍ଜ ପଦକ

ଜାକର୍ତ୍ତା : ଏଥର ଏସୀଆନ ଗେମ୍ସରେ କବାଡ଼ି ଖେଳରେ ଭାରତୀୟ ଦଳ ନୈରାଶ୍ୟଜନକ ପଦର୍ଶନ କରିଛି । ଏସୀଆନ ଗେମ୍ସରେ ପୂର୍ବରୁ ସମସ୍ତ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଏଥର ଇରାନଠୁ ୨ଥର ହାରି ଭାରତ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି । ର ହୋଇଛି । ତେବେ ଖୁସିର କଥା ଭାରତ ଏକଚାଟିଆ…

ଏସୀୟ କ୍ରୀଡ଼ା: ଟେନିସ ଓ ନୌଚାଳନାରେ ଭାରତକୁ ମିଳିଲା ୨ଟି ସ୍ୱର୍ଣ୍ଣ ପଦକ

ଜାକର୍ତ୍ତା : ଏସୀୟ କ୍ରୀଡ଼ାରେ ଆଜି ଭାରତକୁ ମିଳିଛି ୨ଟି ସ୍ୱର୍ଣ୍ଣପଦକ । ଏହି ୨ଟି ସ୍ୱର୍ଣ୍ଣପଦକ ହାସଲ ଫଳରେ ଭାରତର ପଦକତାଲିକାରେ ସ୍ୱର୍ଣ୍ଣ ସଂଖ୍ୟା ୬ରେ ପହଁଚିଛି । ପୁରୁଷ ନୌଚାଳନାର ଦଳଗତ ଇଭେଣ୍ଟରେ ଭାରତ ଇଣ୍ଡୋନେସିଆ ଓ ଥାଇଲାଣ୍ଡକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି ।…

ଏସୀୟ କ୍ରୀଡ଼ା: ୨୬ଟି ଗୋଲ୍ ଦେଇ ବିଶ୍ୱହକିରେ ଇତିହାସ ରଚିଲା ଭାରତ !

ଜାକର୍ତ୍ତା : କେବଳ ଏସୀୟ କ୍ରୀଡ଼ାରେ ନୁହେଁ, ବରଂ ବିଶ୍ୱ ହକିରେ ଇତିହାସ ରଚିଲା ଭାରତୀୟ ହକି ଦଳ । ଆଜି ଏସିଆନ ଗେମ୍ସର ହକି ମ୍ୟାଚରେ ଭାରତୀୟ ଦଳ ହକଂକଙ୍ଗ ଚାଇନାକୁ ୨୬-୦ ଗୋଲରେ ପରାସ୍ତ କରି ଏକ ବୃହତ ବିଜୟ ହାସଲ କରିପାରିଛି । ଭାରତୀୟ ଦଳ ପ୍ରତିପକ୍ଷ ଟିମ୍ କୁ ୨୬ଟି ଗୋଲ୍ ଦେଇ…

ଏସୀୟ କ୍ରୀଡ଼ା: ପ୍ରଥମ ଭାରତୀୟ ମହିଳା ଭାବେ ବ୍ୟକ୍ତିଗତ ସୁଟିଂରେ ସ୍ୱର୍ଣ୍ଣ ଜିତିଲେ ରାହି

ଜାକର୍ତ୍ତା: ଏସିଆନ ଗେମ୍ସର ଚତୁର୍ଥ ଦିନରେ ଆଜି ଭାରତକୁ ମିଳିଛି ୪ର୍ଥ ସ୍ୱର୍ଣ୍ଣପଦକ । ମହିଳା ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ସୁଟର୍ ରାହି ସର୍ଣ୍ଣୋବତ୍ । ତେବେ ଏସୀୟ କ୍ରୀଡ଼ାରେ ପ୍ରଥମ ଭାରତୀୟ ମହିଳା ଭାବେ ବ୍ୟକ୍ତିଗତ ସୁଟିଂରେ…

ଏସୀୟ କ୍ରୀଡ଼ା: ମହିଳା ହକିରେ ୨୧ଟି ଗୋଲ ଦେଲା ଭାରତ !

ଜାକର୍ତ୍ତା : ହକି ଖେଳରେ ପୁରୁଷ ଦଳଠୁ କୌଣସି ଗୁଣରେ କମ୍ ନୁହଁନ୍ତି ଭାରତୀୟ ମହିଳା ଦଳ । ଆଜି ଏକ ମ୍ୟାଚରେ କାଜାକସ୍ଥାନକୁ ୨୧-୦ ଗୋଲରେ ଜିତି ଏକ ରେକର୍ଡ କରିଛି ଭାରତ । ଏହି ମ୍ୟାଚରେ ଭାରତ ପକ୍ଷରୁ ୪ ଜଣ ଖେଳାଳି ହ୍ୟାଟ୍ରିକ ଗୋଲ ଦେଇ ଦଳକୁ ବିଜୟୀ କରିଛନ୍ତି । ଏକ ଶକ୍ତିଶାଳୀ…

ଏସୀୟ କ୍ରୀଡ଼ା: ମହିଳା କୁସ୍ତିରେ ବ୍ରୋଞ୍ଜ୍ ଜିତିଲେ ଦିବ୍ୟା କାକରନ୍

ଜାକର୍ତ୍ତା: ଏସିଆନ ଗେମ୍ସ କୁସ୍ତିରେ ଭଲ ପ୍ରଦର୍ଶନ ଜାରି ରଖିଛି ଭାରତ । ମହିଳା ୬୮ କେଜି ଫ୍ରିଷ୍ଟାଇଲ୍ ବର୍ଗରେ ଭାରତୀୟ ମହିଳା ପହେଲମାନ ଦିବ୍ୟା କାକରନ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ତେବେ ଭାରତ ସନ୍ତରଣରେ ଏକ ପଦକ ହାତଛଡ଼ା କରିଛି । ଭାରତୀୟ ସନ୍ତରଣକାରୀ ବୀର୍ଧୱାଲ୍ ଖାଡ଼େ…

ଏସୀୟ କ୍ରୀଡ଼ା: ପୁରୁଷ ‘ସିପକଟାକ୍ରୋ’ ଦଳକୁ ମିଳିଲା ବ୍ରୋଞ୍ଜ୍

ଜାକର୍ତ୍ତା : ମଙ୍ଗଳବାର ଏସିଆନ ଗେମ୍ସରେ ଭାରତ ଲାଗି ଶୁଭ ମଙ୍ଗଳବାର ସାବ୍ୟସ୍ତ ହୋଇଛି । ସୁଟିଂରେ ଭାରତ ୩ଟି ପଦକ ହାସଲ କରିଥିବା ବେଳେ ପୁରୁଷ ସିପକଟାକ୍ରୋ ଦଳ ସୁନ୍ଦର ଖେଳ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାସଲ କରିବାରେ ସକ୍ଷମ ହୋଇଛି । ଏସିଆନ ଗେମ୍ସରେ ଭାରତ ପ୍ରଥମଥର ଲାଗି…

ଏସୀୟ କ୍ରୀଡ଼ା: ସୁଟିଂରେ ସ୍ୱର୍ଣ୍ଣ ଜିତିଲେ ସୌରଭ, ଅଭିଷେକ ଓ ସଞ୍ଜୀବଙ୍କୁ ରୌପ୍ୟ ପଦକ

ଜାକର୍ତ୍ତା : ଭାରତୀୟ ସୁଟର୍ ଙ୍କ ଠାରୁ କ୍ରୀଡ଼ାପ୍ରେମୀମାନେ ଅନେକ ଆଶା ରଖିଛନ୍ତି । ଅଲିମ୍ପିକ୍ସ ହେଉ କି ରାଜ୍ୟଗୋଷ୍ଠୀ କ୍ରୀଡ଼ା, ସୁଟିଂରେ ଭାରତର ଭଲ ରେକର୍ଡ ରହିଛି । ଚଳିତ ଏସିଆନ ଗେମ୍ସରେ ଯୁବ ଭାରତୀୟ ସୁଟର୍ ସୌରଭ ଚୌଧୁରୀ ଭାରତ ଲାଗି ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସୁଟିଂର…

ଏସୀୟ କ୍ରୀଡ଼ା: ଇତିହାସ ରଚିଲେ ବିନେଶ ଫୋଗଟ, ଜିତିଲେ ମହିଳା କୁସ୍ତିରେ ସ୍ୱର୍ଣ୍ଣ ପଦକ

ଜାକର୍ତ୍ତା : ଏସୀଆନ ଗେମ୍ସର ମହିଳା କୁସ୍ତିରେ ଭାରତ ଲାଗି ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ବିନେଶ ଫୋଗଟ । ମହିଳା ୫୦କେଜି ଫ୍ରିଷ୍ଟାଇଲ୍ କୁସ୍ତି ବିଭାଗରେ ବିନେଶ ଫାଇନାଲରେ ଜାପାନୀ ଯୋଦ୍ଧା ୟୁକି ଇରୀଙ୍କୁ ୬-୨ ପଏଣ୍ଟରେ ପରାସ୍ତ କରି ଭାରତ ଲାଗି ସ୍ୱର୍ଣ୍ଣ…