Latest Odisha News

BREAKING NEWS

Browsing Category

ଖେଳ

ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର୍ସ: ରୁଷିଆ ଦଳକୁ ୪-୨ ଗୋଲରେ ପରାସ୍ତ କଲା ଭାରତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ଭରପୁର ଦର୍ଶକଙ୍କ ସାମ୍ନାରେ ଭାରତୀୟ ହକି ଦଳ ରୁଷିଆ ଦଳକୁ ବିପକ୍ଷରେ ୪-୨ ଗୋଲରେ ପରାସ୍ତ କରି ବିଜୟ ହାସଲ କରିଛି । India beat Russia 4-2 in the first leg of the #Tokyo2020 men’s hockey qualifier.@mandeepsingh995 scored two…

ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର୍ସ: ଆମେରିକାକୁ ୫-୧ ଗୋଲରେ ପରାସ୍ତ କଲା ଭାରତୀୟ ମହିଳା ଦଳ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଥିବା ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର୍ସ ହକିରେ ଆଜି ଭାରତୀୟ ମହିଳା ଦଳ ଯୁକ୍ତରାଷ୍ଟ୍ର ଆମେରିକା ଦଳକୁ ୫-୧ ଗୋଲରେ ପରାସ୍ତ କରିଛି । ଦଳ ପକ୍ଷରୁ ଗୁରଜିତ୍ କୌର୍ ଏକାକୀ ୨ଟି ଗୋଲ୍ ସ୍କୋର କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଲିଲିମା…

ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର୍ସ: ୧୮ ଜଣିଆ ଭାରତୀୟ ଦଳରେ ସାମିଲ୍ ହେଲେ ଓଡ଼ିଆ ଖେଳାଳି ବିରେନ୍ଦ୍ର ଲାକ୍ରା

ଭୁବନେଶ୍ୱର: ଉଦୀୟମାନ ଡ଼ିଫେଣ୍ଡର୍ ତଥା ଓଡ଼ିଆ ହକି ତାରକା ବିରେନ୍ଦ୍ର ଲାକ୍ରା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ କ୍ୱାଲିଫାୟର୍ସ ମ୍ୟାଚ ଲାଗି ଭାରତୀୟ ୧୮ ଜଣିଆ ଦଳରେ ସାମିଲ୍ ହୋଇଛନ୍ତି । ଭାରତୀୟ ଦଳର ଡ୍ରାଗ୍ ଫ୍ଲିକର୍ ସ୍ପେଶାଲିଷ୍ଟ ତଥା…

ଭୁବନେଶ୍ୱରକୁ ନେଇ ଚର୍ଚ୍ଚାରେ ଏବେ ଭିଭିଏସ୍ ଲକ୍ଷ୍ମଣଙ୍କ ଟ୍ୱିଟ୍ !

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରକୁ ନେଇ ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ୍ ଲକ୍ଷ୍ମଣଙ୍କ ଏକ ଟ୍ୱିଟ୍ ଏବେ ଚର୍ଚ୍ଚାରେ । ଓଡ଼ିଶାର ରାଜଧାନୀ ଫୁଟପାଥରେ କିପରି ଜଣେ ଅସହାୟ ବ୍ୟକ୍ତିଟିଏ ବୁଲା କୁକୁରଙ୍କୁ ସବୁଦିନ ଭୋଜନ ଦେଉଛନ୍ତି ତାକୁ ନେଇ ଫଟୋ ସହିତ ଟ୍ୱିଟ୍…

ସୌରଭ ଗାଙ୍ଗୁଲି ହେଲେ ‘ବିସିସିଆଇ’ ସଭାପତି

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର (ବିସିସିଆଇ) ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୌରଭ ଗାଙ୍ଗୁଲି। ୩୯ତମ ଅଧ୍ୟକ୍ଷ ଭାବେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହ ୧୯୫୪ ପରେ ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ ଦଳର ପୂର୍ବତନ…

୩-୦ରେ ଶୃଙ୍ଖଳା ଜିତିଲା ବିରାଟ ବାହିନୀ, ରୋହିତ ‘ପ୍ଲେୟାର ଅଫ ଦ ସିରିଜ’ ଘୋଷିତ

ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚମତ୍କାର ଖେଳ ପ୍ରଦର୍ଶନ କରି ରାଞ୍ଚି ଟେଷ୍ଟ ଜିତିବା ସହିତ ଭାରତୀୟ ଦଳ ଶୃଙ୍ଖଳାକୁ ୩-୦ରେ ପୋଛିନେଇଛି । ଦକ୍ଷିଣ ଆଫ୍ରିକାକୁ ୨ୟ ଇନିଂସରେ ୧୩୩ ରନରେ ଅଲଆଉଟ କରି ଭାରତ ଗୋଟିଏ ଇନିଂସ ସହିତ ୨୦୨ ରନରେ ବିଜୟ ହାସଲ କରିଛି । 11th straight series…

କ୍ରିକେଟରୁ ଅବସର ନେଲେ ନଟରାଜ ବେହେରା

ଭୁବନେଶ୍ୱର: ଓଡିଶା କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ହଳଧର ଦାସ ଅବସର ନେବାର ଗୋଟିଏ ଦିନ ପରେ ପୂର୍ବତନ ଓଡିଶା ରଣଜୀ ଖେଳାଳି ନଟରାଜ ବେହେରା ମଧ୍ୟ ସୋମବାର ଦିନ ସମସ୍ତ ପ୍ରକାର କ୍ରିକେଟରୁ ନିଜର ଅବସର ଘୋଷଣା କରିଛନ୍ତି । ଅବସର ସମ୍ପର୍କୀତ ଏକ ଚିଠି ସେ ଓସିଏ ନିକଟକୁ ପଠାଇଛନ୍ତି ।…

ତୃତୀୟ ଟେଷ୍ଟ: ପରାଜୟର ଦ୍ୱାରଦେଶରେ ଦକ୍ଷିଣ ଆଫ୍ରିକା

ଋାଞ୍ଚି: ଝାଡ଼ଖଣ୍ଡର ରାଞ୍ଚିଠାରେ ଅନୁÂିତ ହେଉଥିବା ୩ୟ ଟେଷ୍ଟର ୨ୟ ଇନିଂସରେ ଦକ୍ଷିଣ ଆଫ୍ରିକା ଦଳ ୧୩୨ ରନରେ ୮ଟି ୱିକେଟ ହରାଇ ଆସନ୍ନ ପରାଜୟର ସମ୍ମୁଖୀନ ହୋଇଛି । ଦକ୍ଷିଣ ଆଫ୍ରିକା ଦଳ ଦ୍ୱିତୀୟ ଇନିଂସରେ ୨୦୩ ରନରେ ପଛୁଆ ରହିଛି । ଭାରତୀୟ ବୋଲର୍ ମହମ୍ମଦ ସାମି ୩ଟି ଏବଂ ଉମେଶ ଯାଦବ ୨ଟି…

ଦୂତୀ ଚାନ୍ଦଙ୍କୁ ମିଳିଲା ‘ସ୍ପୋର୍ଟ୍ସପର୍ସନ ଅଫ୍ ଦ ଇୟର୍’ ସମ୍ମାନ

ଭୁବନେଶ୍ବର: ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କୁ ଭୋଗସ୍ ପକ୍ଷରୁ ସ୍ପୋର୍ଟ୍ସପର୍ସନ ଅଫ୍ ଦ ଇୟର୍ ୨୦୧୯ରେ ସମ୍ମାନରେ ପୁରସ୍କୃତ କରାଯାଇଛି। ‘‘ଟ୍ରାକରେ ରେକର୍ଡ ଭାଙ୍ଗୁଥୀବା ଦୂତୀ ଜଣେ ସମଲିଙ୍ଗୀ ଆଥଲେଟ୍ ମଧ୍ୟ ଲମ୍ବା ସମୟ ଧରି କ୍ରୀଡା କ୍ଷେତ୍ରରେ ତାଙ୍କ ଉଲ୍ଲେଖନୀୟ ସଫଳତା ଓ…

କ୍ରିକେଟରୁ ସନ୍ୟାସ ନେଲେ ଓଡିଶାର ପୂର୍ବତନ କ୍ରିକେଟ୍ ଅଧିନାୟକ ହଳଧର ଦାସ

ଭୁବନେଶ୍ବର: ଓଡିଶାର ପୂର୍ବତନ କ୍ରିକେଟ୍ ଅଧିନାୟକ ତଥା ରାଜ୍ୟର ପ୍ରଥମ ଆଇପିଏଲ୍ ଖେଳାଳି ହଳଧର ଦାସ ରବିବାର ଦିନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବା ଲାଗି ଘୋଷଣା କରିଛନ୍ତି । ଏନେଇ ସେ ଓଡିଶା କ୍ରିକେଟ୍ ଆସୋସିଏସନର ସଚିବଙ୍କୁ ଏକ ପତ୍ର ଲେଖୀଛନ୍ତି । ଜଣ ବିବାଦୀୟ ତଥା…