Latest Odisha News

BREAKING NEWS

Browsing Category

ଖେଳ

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ସୁଇମିଂ କୋଚ୍

ପାଣାଜୀ: ଗୋଆର ମାପୁସା ସନ୍ତରଣ କେନ୍ଦ୍ରରେ ପ୍ରଶିକ୍ଷଣ ଦେଉଥିବା ସୁରଜିତ ଗାଙ୍ଗୁଲୀ ନାମକ ଜଣେ କୋଚଙ୍କୁ ପୋଲିସ ଏକ ଦୁଷ୍କର୍ମ ଅଭିଯୋଗରେ ଦିଲ୍ଲୀରୁ ଗିରଫ ହୋଇଥିବା ଏନଡ଼ିଟିଭିରେ ଖବର ପ୍ରକାଶିତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ସ୍ୱିଇମିଂ କୋଚ୍ ସୁରଜିତ ସନ୍ତରଣ କେନ୍ଦ୍ରରେ ଜଣେ ୧୫…

ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନ ପି.ଭି ସିନ୍ଧୁଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଦିନ ନୂଆଦିଲ୍ଲୀ ଠାରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ ତଥା ବିଶ୍ୱ ବିଜୟିନୀ ପି.ଭି ସିନ୍ଧୁ ଏବଂ ତାଙ୍କ ପିତା ପି.ଭି ରମଣଙ୍କ ସହ ସାକ୍ଷାତ୍ କରି ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ପି.ଭି ସିନ୍ଧୁଙ୍କୁ…

ସଚିନ ତେନ୍ଦୁଲକରଙ୍କ ସମ୍ପତ୍ତି ବିଷୟରେ ଜାଣିଲେ ଉଡିଯିବ ହୋସ୍

ମୁମ୍ବାଇ: କ୍ରିକେଟ ଜଗତର ବାଦଶାହା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୦ ହଜାରରୁ ୧୧ ହଜାର କୋଟି ହେବ । ଯାହା ମଧ୍ୟରେ ରହିଛି ତାଙ୍କ ଘର ଗାଡି ଓ ଅନ୍ୟାନ୍ୟ ସମସ୍ତ ସମ୍ପତ୍ତି । ଜାଣନ୍ତୁ ସଚିନଙ୍କ ପାଖରେ ଥିବା ଘର ଓ ଗାଡିର ମୂଲ୍ୟ... ସଚିନଙ୍କ ଘର:…

ଜାଣନ୍ତୁ, ଟି-୨୦ କ୍ରିକେଟରୁ କାହିଁକି ଅବସର ନେଲେ ମିତାଲି ରାଜ୍ !

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ଅର୍ଥାତ୍ ଦୁଇ ଦଶନ୍ଧୀ ଧରି ଭାରତୀୟ ମହିଳା କ୍ରିକେଟ ସହିତ ଜଡ଼ିତ ହୋଇ ଆସିଥିବା କ୍ରିକେଟର୍ ମିତାଲି ଦୋରାଇ ରାଜ୍ ଟି-୨୦ କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଦେଶ ବିଦେଶରେ ରହିଥିବା ମିତାଲିଙ୍କର ଶହ ଶହ ଫ୍ୟାନଙ୍କ ଲାଗି ଏହା ଅସହ୍ୟ ହୋଇ ପଡ଼ିଥିବା ବେଳେ…

ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ବିରାଟ ବିଜୟ, ରେକର୍ଡ଼ କଲେ କୋହଲୀ…

ଜାମାଇକା: ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜକୁ ୨-୦ରେ ପୋଛିନେଇଛି । କିଙ୍ଗଷ୍ଟନ୍ ଟେଷ୍ଟରେ ଭାରତ ୨୫୭ ରନର ଏକ ବୃହତ ବିଜୟ ହାସଲ କରିଛି । ଭାରତୀୟ କପ୍ତାନ କୋହଲୀ ୱେଷ୍ଟଇଣ୍ଡିଜକୁ ୪୬୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ, ମାତ୍ର ଇଣ୍ଡିଜ ଦଳ ଭାରତୀୟ…

ହିମା ଦାସଙ୍କ ବାୟୋପିକ ନିର୍ମାଣ କରିବେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡରେ ଚାଲିଥିବା ବାୟୋପିକର ଧାରାରେ ସାମିଲ ହେବାକୁ ଯାଉଛି ସ୍ୱର୍ଣ୍ଣ ବିଜୟିନୀ ହିମା ଦାସଙ୍କ କାହାଣୀ । ଆସାମର ୧୮ ବର୍ଷ ବୟସ୍କା ଆଥଲେଟ ହିମା ଦାସ ଗତ ଆଇଏଏଫର ଅଣ୍ଡର୍-୨୪ ଚାମ୍ପିଅନସିପରେ ଏକ ମାସରେ ୫ଟି ସ୍ବର୍ଣ୍ଣ ଜିତି ଭାରତ ପାଇଁ ଗୌରବ ଆଣି ଦେଇଥିଲେ । ହିମାଙ୍କ ଖେଳ…

ତୃତୀୟ ଭାରତୀୟ ବୋଲର୍ ଭାବେ ବୁମରାଙ୍କ ଟେଷ୍ଟ ହ୍ୟାଟ୍ରିକ୍ ହାସଲ

ଜାମାଇକା: ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିିକ୍ ୱିକେଟ ହାସଲ କରିବାରେ ଯଶପ୍ରୀତ ବୁମରା ତୃତୀୟ ଭାରତୀୟ ବୋଲର ହେବାର ଗୌରବ ଅର୍ଜନ କରିଛନ୍ତି । ଜାମାଇକାଠାରେ ଅନୁଷ୍ଠିତ ହେଉଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ୨ୟ ଟେଷ୍ଟ ମ୍ୟାଚରେ ଶନିବାର ଦିନ ବୁମରା କେବଳ ଯେ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି…

ଭାରତ-ୱେଷ୍ଟଇଣ୍ଡିଜ ୨ୟ ଟେଷ୍ଟ: ମ୍ୟାଚ ଜିତିଲେ ଧୋନୀଙ୍କ ରେକର୍ଡ଼ ଭାଙ୍ଗିବେ ବିରାଟ କୋହଲୀ

ଜାମାଇକା: ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଜାମାଇକାର କିଙ୍ଗଷ୍ଟନଠାରେ ଆରମ୍ଭ ହେଉଛି ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଭାରତ ୧ମ ଟେଷ୍ଟରେ ବିପୁଳ ବିଜୟ ହାସଲ କରି ୧-୦ରେ ଶୃଙ୍ଖଳାରେ ଅଗ୍ରଣୀ ଲାଭ କରିଛି । ଜାସନ୍ ହୋଲ୍ଡରଙ୍କ ଇଣ୍ଡିଜଦଳ ଏହି ମ୍ୟାଚ ଜିତି ସିରିଜକୁ ୧-୧ରେ ବରାବର କରିବାକୁ ଉଦ୍ୟମ…

ଓଡ଼ିଶା ଲାଗି ସ୍ୱର୍ଣ୍ଣ ଜିତିଲେ ଦୂତୀ ଚାନ୍ଦ

ଭୁବନେଶ୍ୱର: ଭାରତର ଦ୍ରୁତତମ ମହିଳା ଦୂତି ଚାନ୍ଦ ଶୁକ୍ରବାର ଦିନ ଲଖନଉଠାରେ ଅନୁଷ୍ଠିତ ହେଉଥିବା ୫୯ତମ ଆନ୍ତଃରାଜ୍ୟ ସିନିୟର୍ ଆଥଲେଟିକ୍ସ ଚାମ୍ପିୟନସିପରେ ୧୦୦ ମିଟର ଦୌଡ଼ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଦୂତୀ ଏହି ଦୌଡ଼କୁ ୧୧.୩୮ ସେକେଣ୍ଡରେ ସମାପ୍ତ କରି ପ୍ରଥମ ସ୍ଥାନ ହାସଲ…

ଟ୍ୱିଟରରେ ‘କାଶ୍ମୀର ଆୱାର’କୁ ନେଇ ଝଡ଼, ଆଫ୍ରିଦିଙ୍କୁ ବର୍ଷିଲେ ଗମ୍ଭୀର !

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ହେବା ପରେ ପାକିସ୍ତାନ ରକ୍ତମୁଖା ହୋଇପଡ଼ିଛି । ଏବେ ଭାରତର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ କାଶ୍ମୀର ଉପତ୍ୟକା । କାଶ୍ମୀରକୁ ନେଇ ପାକିସ୍ତାନରେ ସବୁବେଳେ ରାଜନୈତିକ ଉତଥାନ ପତନ ହୋଇଥାଏ ଏକଥା ସମସ୍ତଙ୍କୁ ଜଣା । ଜମ୍ମୁ ଓ କାଶ୍ମୀରରେ ଏବେ…