Latest Odisha News

BREAKING NEWS

Browsing Category

ଖେଳ

ହକିକୁ ଭଗବାନଙ୍କ ଦାନ: ଧ୍ୟାନଚାନ୍ଦ

ଅଲିମ୍ପିକ୍ କ୍ରୀଡ଼ାରେ ୧୨୫ କୋଟି ଭାରତୀୟଙ୍କୁ ପ୍ରତିନିଧିତ୍ୱ କରି ୧୧୮ ଜଣ କ୍ରୀଡ଼ାବିତ ମାତ୍ର ୨ଟି ପଦକ ଜିତିବାରେ (୧ ରୌପ୍ୟ ଓ ୧ କାଂସ୍ୟ) ସକ୍ଷମ ହୋଇ ପଦକ ତାଲିକାରେ ୨୩ତମ ସ୍ଥାନ (ଗତ ଅଲିମ୍ପିକରେ ୧୫ତମ ସ୍ଥାନ) ହାସଲ କରିବା ଦେଶର ଅଗଣିତ କ୍ରୀଡ଼ାପ୍ରେମୀଙ୍କ ମନରେ ନୈରାଶ୍ୟ ଭରିଦେଇଥିବା…

ଓଡ଼ିଶାର ଏହି ୮ ଜଣ ଖେଳାଳିଙ୍କୁ ମିଳିଛି ଅର୍ଜୁନ ପୁରସ୍କାର, କେଉଁ ଖେଳ ଲାଗି ଜାଣନ୍ତୁ…

ଭୁବନେଶ୍ୱର: ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରିଥିବା କ୍ରୀଡ଼ା ପ୍ରତିଭାଧରମାନଙ୍କୁ ପ୍ରତିବର୍ଷ ଭାରତ ସରକାର ‘ଅର୍ଜୁନ ପୁରସ୍କାର’ରେ ସମ୍ମାନିତ କରିଥାଆନ୍ତି । ପ୍ରଖ୍ୟାତ ହକି ଖେଳାଳି ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ‘ଜାତୀୟ କ୍ରୀଡ଼ା ଦିବସ’ ରୂପେ ଭାରତରେ…

ରାଜଧାନୀରେ ଆରମ୍ଭ ହେଲା ‘ରାଜ୍ୟସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା’

ଭୁବନେଶ୍ୱର: ରାଜଧାନୀସ୍ଥିିତ ସହିଦନଗର ଇଣ୍ଡୋର ଷ୍ଟାଡ଼ିୟମରେ ବୁଧବାର ଦିନ ‘ରାଜ୍ୟସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା’ ଆରମ୍ଭ ହୋଇଛି ।ଏହି ପ୍ରତିଯୋଗିତା ‘ଓଡ଼ିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ଆସୋସିଏସନ’ ଏବଂ ‘ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ’ର ମିଳିତ ଉଦ୍ୟମରେ ଅନୁଷ୍ଠିତ ହେଉଛି । ଏହି…

ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶା: ୨୦୨୦ରେ ହେବ ୧୭ ବର୍ଷରୁ କମ୍ ବାଳିକା ଫୁଟବଲ ବିଶ୍ୱକପ

ଭୁବନେଶ୍ୱର: ୨୦୨୦ ଫିଫା ୧୭ ବର୍ଷରୁ କମ୍ ବାଳିକା ଫୁଟବଲ୍ ବିଶ୍ୱକପ ଇଣ୍ଡିଆ ଓଡ଼ିଶା ରାଜଧାନୀରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଏହାଫଳରେ ଓଡ଼ିଶାକୁ ବିଶ୍ୱକ୍ରୀଡ଼ା ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ମିଳିପାରିଛି । #Bhubaneswar becomes 1st venue to get provisional…

ଅରୁଣ ଜେଟଲୀଙ୍କ ନାମରେ ନାମିତ ହେବ ‘ଫିରୋଜ ଶାହ କୋଟଲା’ ଷ୍ଟାଡିୟମ୍

ନୂଆଦିଲ୍ଲୀ: 'ଫିରୋଜ ଶାହ କୋଟଲା' ଷ୍ଟାଡିୟମ୍ ଏବେ ଭାରତର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ନାମରେ ନାମିତ ହେବ । ଏନେଇ ମଙ୍ଗଳବାର ଦିନ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ଏକ ବିଶାଳ…

ୱେଷ୍ଟଇଣ୍ଡିଜକୁ ୩୧୮ ରନରେ ପରାସ୍ତ କରି ଭାରତର ବୃହତ ବିଜୟ

ଆଣ୍ଟିଗୁଆ: ଆଇସିସି ଟେଷ୍ଟ ଚାମ୍ପିୟନସିପର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜକୁ ୩୧୮ ରନରେ ପରାସ୍ତ କରି ଏକ ବୃହତ ବିଜୟ ହାସଲ କରିଛି । ଭାରତୀୟ ବୋଲର୍ ଯଶପ୍ରୀତ ବୁମରା ଘାତକ ବୋଲିଂ ପ୍ରଦର୍ଶନ କରି ୫ଟି ୱିକେଟ ନେବା ଫଳରେ ଟିମ୍ ଇଣ୍ଡିଆ ଏହି ବୃହତ ବିଜୟ ହାସଲ କରିପାରିଛି । ସୋମବାର…

ବିଶ୍ୱ ଚମ୍ପିୟାନ ହୋଇ ଇତିହାସ ରଚିଲେ ପି ଭି ସିନ୍ଧୁ, ଜିତିଲେ ବିଡ଼ବ୍ଲ୍ୟୁଏଫ ସ୍ୱର୍ଣ୍ଣ

ବାସେଲ୍ (ସ୍ୱିଜରଲ୍ୟାଣ୍ଡ): ଭାରତୀୟ ବ୍ୟାଡ଼ମିଣ୍ଟନ ତାରକା ପି ଭି ସିନ୍ଧୁ ପ୍ରଥମ ମହିଳା ଭାବେ ବିଶ୍ୱ ବ୍ୟାଡ଼ମିଣ୍ଟନ୍ ଚାମ୍ପିୟନସିପ ଫାଇନାଲ୍ ଜିତି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଗତ ତିନିଟି ବିଡ଼ବ୍ଲ୍ୟୁଏଫ ଫାଇନାଲରେ କ୍ରମାଗତ ଭାବେ ପ୍ରବେଶ କରିଥିଲେ ସିନ୍ଧୁ । ଏସିୟାନ ସିଲଭର୍…

ବିଶ୍ୱ ପାରା ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍: ଓଡିଶା ଖେଳାଳୀ ପ୍ରମୋଦ ଭଗତଙ୍କ ସ୍ୱର୍ଣ୍ଣ ପଦକ ହାସଲ

ବେସଲ୍: ସୁଇଜରଲ୍ୟାଣ୍ଡ ଠାରେ ଖେଳାଯାଇଥିବା ବିଶ୍ୱ ପାରା ବ୍ୟାଡମିଣ୍ଟନ୍ ଚାମ୍ପିଅନସିପର ଡବଲ୍ସରେ ସ୍ୱର୍ଣ୍ଣ ହାତେଇଛନ୍ତି ଓଡିଶାର ପ୍ରମୋଦ ଭଗତ । ଏହି ଡବଲ୍ସରେ ପ୍ରମୋଦ ଭଗତଙ୍କ ସହ ତାଙ୍କ ସାଥୀ ଥିଲେ ମନୋଜ ସରକାର । ବିଶ୍ୱ ପାରା ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ରେ ଦୁହେଁ ଫାଇନାଲ…

ବିଶ୍ୱ ଚାମ୍ପିୟନସିପ୍ ବ୍ୟାଡ଼ମିଣ୍ଟନ: ଫାଇନାଲରେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ବ୍ୟାଡ଼ମିଣ୍ଟନ୍ ସେନସେସନ୍ ପି ଭି ସିନ୍ଧୁ ବି ଡ଼ବ୍ଲୁ୍ୟଏଫ ବିଶ୍ୱ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପର ଫାଇନାଲରେ ପ୍ରବେଶ କରିଛନ୍ତି । ଏହି ସମ୍ମାନଜନକ ପ୍ରତିଯୋଗିତାର ସେମିଫାଇନାଲରେ ଭାରତୀୟ ମହିଳା ଖେଳାଳି ପି ଭି ସିନ୍ଧୁ ଚୀନ ତାରକା ଚେନ୍ ୟୁ ଫେଇଙ୍କୁ ୨୧-୭ ଏବଂ ୨୧-୧୪…

ବଜରଙ୍ଗ ପୁନିଆ ଓ ଦୀପା ମଲିକଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର

ନୂଆଦିଲ୍ଲୀ: କ୍ରୀଡ଼ା କ୍ଷେତ୍ରରେ ଉକ୍ରର୍ଷତାକୁ ମାନ୍ୟତା ପ୍ରଦାନ କରିବା ଏବଂ କ୍ରୀଡ଼ାବିତଙ୍କୁ ପୁରସ୍କୃତ କରିବା ଲାଗି ଜାତୀୟ କ୍ରୀଡ଼ା ପୁରସ୍କାର- ୨୦୧୯ ଘୋଷଣା କରିଛନ୍ତି । ଚଳିତ ଥର ଜାତୀୟ କ୍ରୀଡ଼ା ପୁରସ୍କାର-୨୦୧୯ରେ ଚୟନ କମିଟି ବଜରଙ୍ଗ ପୁନିଆ ଓ ଦୀପା ମଲିକଙ୍କ ସମେତ ପ୍ରାୟ ୧୯ ଜଣ…