Latest Odisha News

BREAKING NEWS

Browsing Category

ଖେଳ

ଏସିଆ ଅଣ୍ଡର୍-୨୦ ମହିଳା ରଗବୀ ସ୍କ୍ୱାଡରେ ସ୍ଥାନ ପାଇଲେ ଓଡିଶାର ୫ ଖେଳାଳୀ

ଭୁବନେଶ୍ୱର: ଲାଓସ୍ ଭିଏଣ୍ଟିନେଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆ ରଗବୀ ଅଣ୍ଡର୍-୨୦ ମହିଳା ପ୍ରତିଯୋଗିତା ଲାଗି ଭାରତୀୟ ମହିଳା ଟିମରେ ଓଡିଶାରୁ ପ୍ରାୟ ୫ଜଣ ଖେଳାଳୀ ସ୍ଥାନ ପାଇଛନ୍ତି । ଏହି ୭ ଦିନିଆ ଶୃଙ୍ଖଳା ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଭାରତୀୟ ବାଳିକା ଦଳରେ…

ଓସଜା ପକ୍ଷରୁ ପାଳିତ ହେଲା ‘ଅଶୋକ ପଟ୍ଟନାୟକ ସ୍ମାରକୀ’ ସ୍ମୃତି ସଭା

ଭୁବନେଶ୍ୱର: ରାଜ୍ୟରେ କ୍ରୀଡ଼ା ସାମ୍ବାଦିକତା ଧାରାର ପରମ୍ପରା ସ୍ଥାପନରେ ବିଶେଷ ଭୂମିକା ଗ୍ରହଣ କରିଥିବା ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସ୍ୱର୍ଗତଃ ଅଶୋକ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ ରବିବାର ଦିନ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପକ୍ଷରୁ ପାଳିତ ହୋଇଯାଇଛି । ଓସଜାର ସଭାପତି ସନ୍ଦୀପ…

ଅଲିମ୍ପିକ ଟେଷ୍ଟ ଇଭେଣ୍ଟ: ଜାପାନକୁ ୨-୧ ଗୋଲରେ ପରାସ୍ତ କଲା ଭାରତ

ଟୋକିଓ: ଟୋକିଓରେ ଅନୁଷ୍ଠିତ ହେଉଥିବା ଅଲିମ୍ପିକ ଟେଷ୍ଟ ଇଭେଣ୍ଟ ହକି ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ଘରୋଇ ଜାପାନ ଦଳକୁ ୨-୧ ସ୍କୋରରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି । ଏହି ଜାତୀୟ ଦଳରେ ୨ଜଣ ଓଡ଼ିଆ ଖେଳାଳି ଦୀପ୍ ଗ୍ରେସ ଏକ୍କା ଏବଂ ଲିଲିମା ମିଞ୍ଜ୍ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ…

ଓଡ଼ିଶାର ପାରା ବ୍ୟାଡ଼ମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ଘୋଷିତ ହୋଇଛି ଦେଶର ସମ୍ମାନଜନକ ତଥା ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ତାଲିକା । ଓଡ଼ିଶାର ଉଦୀୟମାନ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ପାଇବେ ଦେଶର ସମ୍ମାନଜନକ ଅର୍ଜୁନ ପୁରସ୍କାର । ଏହି ଖବର ପାଇବା ମାତ୍ରେ ଓଡ଼ିଶାର ସମସ୍ତ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସିର ବାତାବରଣ…

ଇଣ୍ଡିଆନ୍ ଗ୍ରାଣ୍ଡ୍ ପ୍ରିକ୍ସ୍ ୧୦୦ ମିଟର ସ୍ୱର୍ଣ୍ଣ ଜିତିଲେ ଦୂତୀ ଚାନ୍ଦ

ପାତିଆଲା: ଭାରତର ଦ୍ରୁତ ଧାବିକା ଦୂତୀ ଚାନ୍ଦ ପାତିଆଲାରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଦୂତୀ ଏହି ଦୌଡ଼ ପ୍ରତିଯୋଗିତାକୁ ୧୧.୪୨ ସେକେଣ୍ଡରେ ଅତିକ୍ରମ କରିଥିଲେ ।

ପୁଣି ଟିମ୍ ଇଣ୍ଡିଆ କୋଚ୍ ପଦବୀରେ ରହିଲେ ରବି ଶାସ୍ତ୍ରୀ

ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟର୍ ରବି ଶାସ୍ତ୍ରୀ ପୁନର୍ବାର ଭାରତୀୟ କ୍ରିକେଟ ଦଳର କୋଚ୍ ପଦବୀରେ ରହିଛନ୍ତି । ଏନେଇ ଆଜି ସନ୍ଧ୍ୟାରେ ବିସିସିଆଇ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଚୟନ ବୈଠକରେ ଏହା ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବିସିସିଆଇର ଉପଦେଷ୍ଟା କମିଟି (ସିଏସି) ର ସଦସ୍ୟ କପିଳ…

କିଏ ହେବେ ଟିମ୍ ଇଣ୍ଡିଆ କୋଚ୍ ! ଆଜି ହେବ ଘୋଷଣା

ମୁମ୍ବାଇ: ଟିମ୍ ଇଣ୍ଡିଆର ନୂଆ କୋଚ୍ ଚୟନ ଶୁକ୍ରବାର ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହେଉଛି । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ବିସିସିଆଇ ଚୟନ କରିବେ ଭାରତୀୟ କ୍ରିକେଟ ଦଳର ଗୁରୁ । ଏହାବ୍ୟତୀତ କ୍ରିକେଟ ଦଳର ଅନ୍ୟ କିଛି କର୍ମକର୍ତ୍ତାଙ୍କ ନାମ ମଧ୍ୟ ଘୋଷଣା କରିବ ବିସିସିଆଇ ।…

ବିରାଟଙ୍କ ଦମଦାର୍ ଶତକ ଓ ଶ୍ରେୟସଙ୍କ ଧୁଆଁଧାର ବ୍ୟାଟିଂ: ଭାରତର ଦିନିକିଆ ସିରିଜ୍ ହାସଲ

ପୋର୍ଟ ଅଫ ସ୍ପେନ: ଟିମ୍ ଇଣ୍ଡିଆ କପ୍ତାନ୍ ବିରାଟ କୋହଲୀଙ୍କ ପୁଣି ଏକ ଦମଦାର୍ ଶତକୀୟ ଇନିଂସ ବଳରେ ଭାରତ ୱେଷ୍ଟଇଣ୍ଡିଜକୁ ୩ୟ ଦିନିକିଆରେ ପରାସ୍ତ କରି ଶୃଙ୍ଖଳାକୁ ୨-୦ ଜିତିପାରିଛି । ଭାରତୀୟ ଦଳ ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚରେ କାରବିଆନ୍ ଦଳକୁ ୬ ୱିକେଟରେ ପରାସ୍ତ କରିଛି ।…

ଦୂତୀଙ୍କୁ ମିଳିଲାନି ଭିସା, ସ୍ୱପ୍ନରେ ରହିଗଲା ‘ୟୁରୋପୀୟାନ ରେସ୍’ପଦକ ଆଶା !

ଭୁବନେଶ୍ୱର: ବାଷ୍ପରୁଦ୍ଧ ହୋଇଯାଉଛି ଭାରତର ଦ୍ରୁତତମ ଧାବିକା ତଥା ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତି ଚାନ୍ଦଙ୍କ କଣ୍ଠ । ସମ୍ମାନଜନକ ୟୁରୋପୀୟାନ୍ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଦୂତିଙ୍କୁ ମିଳିଲାନି ଭିସା । ପୂର୍ବରୁ ଦୂତିଙ୍କୁ ଆଇଏଏଏଫ ପ୍ରତିଯୋଗିତା ଲାଗି ଭିସା ମିଳିବା ନେଇ ବିଭିନ୍ନ…

ବିଜେପିରେ ଯୋଗଦେଲେ ଦଙ୍ଗଲ୍ କୁସ୍ତିଯୋଦ୍ଧା ବବିତା ଫୋଗଟ୍

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ସେଲେବ୍ରିଟି ରେସଲର୍ ବବିତା ଫୋଗଟ୍ ବିଜେପିରେ ଯୋଗଦାନ କରିଛନ୍ତି । ତାଙ୍କ ବାପା ମହାବୀର ଫୋଗଟ୍ ମଧ୍ୟ ତାଙ୍କ ସହିତ ସୋମବାର ଦିନ ଏହି ଜାତୀୟ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ବବିତାଙ୍କ ଜୀବନୀକୁ ନେଇ…