Latest Odisha News

BREAKING NEWS

Browsing Category

ଖେଳ

ବିରାଟଙ୍କ ଧୁଆଁଧାର ଶତକ ଓ ଭୁବନେଶ୍ୱରଙ୍କ ଘାତକ ବୋଲିଂ: ୫୯ ରନରେ ଜିତିଲା ଭାରତ

ପୋର୍ଟ ଅଫ ସ୍ପେନ: ବର୍ଷା ବାଧାପ୍ରାପ୍ତ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ୨ୟ ଦିନିକିଆରେ ଇଣ୍ଡିଜ୍ ଦଳକୁ ଡ଼କୱର୍ଥ ଲୁଇସ୍ ପଦ୍ଧତିରେ ୫୯ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । କପ୍ତାନ ବିରାଟ କୋହଲୀଙ୍କ ଉପଯୋଗୀ ଶତକ ଏବଂ ଫାଷ୍ଟ ବୋଲର୍ ଭୁବନେଶ୍ୱର କୁମାରଙ୍କ କଞ୍ଜୁସୀ ଘାତକ ବୋଲିଂ…

ଦ୍ୱିତୀୟ ଦିନିକିଆ: ଗେଲ୍ ଝଡ଼ ରୋକିବାକୁ କେଉଁ ନୀତି ଆପଣେଇଛନ୍ତି ବିରାଟ, ଜାଣନ୍ତୁ…

ପୋର୍ଟ ଅଫ ସ୍ପେନ: ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନିକିଆ ବିନା ଫଳାଫଳରେ ଧୋଇଗଲା ପରେ ଭାରତୀୟ ଦଳ ଆଜି ପୋର୍ଟ ଅଫ ସ୍ପେନରେ ୨ୟ ଦିନିକିଆରେ ୱେଷ୍ଟଇଣ୍ଡିଜ ଦଳକୁ ଭେଟୁଛି । ମହାନ କ୍ରିକେଟ ଖେଳାଳି କ୍ରିସ୍ ଗେଲ୍ ଆଜି ତାଙ୍କର ୩୦୦ତମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିବେ । ଏହି ମ୍ୟାଚକୁ…

ଜାଣନ୍ତୁ, କେଉଁମାନେ ଦେଶର ଟପ୍ ୧୦ ଧନୀକ ଖେଳାଳି…

ନୂଆଦିଲ୍ଲୀ: ପ୍ରକାଶ ପାଇଥିବା ଫୋବର୍ସ ଇଣ୍ଡିଆ ସେଲିବ୍ରିଟି ୨୦୧୮ ରିପୋର୍ଟ ଅନୁଯାୟୀ ଭାରତୀୟ ସେନସେସନାଲ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ ଓ ସାଇନା ନେହୱାଲଙ୍କ ବ୍ୟତିତ ଭାରତର ଅନ୍ୟ କ୍ରୀଡାବିତ୍ ମଧ୍ୟ ଟପ୍ ୧୦ ଧନୀ ତାଲିକାରେ ନିଜ ନାମକୁ ସାମିଲ କରିପାରିଛନ୍ତି । ଜାଣନ୍ତୁ, କେଉଁ…

ପୂରଣ ହେଲା ଓଡ଼ିଆଙ୍କ ସ୍ୱପ୍ନ: ‘ଓଡ଼ିଶା ଏଫସି’ ନାମରେ ଦଳ ଖେଳିବ ଇଣ୍ଡିଆନ ସୁପର୍ ଲିଗ୍ !

ନୂଆଦିଲ୍ଲୀ/ଭୁବନେଶ୍ୱର: ଚର୍ଚ୍ଚିତ ‘ଇଣ୍ଡିଆନ ସୁପର୍ ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ’ର ଆସନ୍ତା ସିଜନରେ ଦିଲ୍ଲୀ ଡାଇନାମୋସ୍ ଦଳ ‘ଓଡ଼ିଶା ଏଫସି’ ନାମରେ ନାମିତ ହେବ ବୋଲି ଗୋଲ.କମ୍ ରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଏହି ଖବର ଜଣାପଡ଼ିବା ପରେ ଓଡ଼ିଶାର କ୍ରୀଡ଼ାପ୍ରେମୀ ମହଲରେ ଆନନ୍ଦର ଲହରୀ…

ୟୁରୋପୀୟ ଦୌଡକୁଦ ଲାଗି ଦୂତୀଙ୍କୁ ମିଳିଲା ଭିସା

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଧାବକ ଦୂତୀ ଚାନ୍ଦ ଆସନ୍ତା ଅଗଷ୍ଟ ୧୩ ଓ ୧୯ ତାରିଖରେ ଆର‌୍ୟଲାଣ୍ଡ ଓ ଜର୍ମାନୀରେ ହେବାକୁ ଥିବା ଆଇଆଇଏଫ୍ ଟୁର୍ଣ୍ଣାମେଣ୍ଟ ଲାଗି ଭିସା ଆବେଦନ କରିଥିବାବେଳେ ପରିଶେଷରେ ତାଙ୍କୁ ଶନିବାର ଦିନ ଭିସା ପ୍ରଦାନ କରାଯାଇଛି । ଗତ କିଛି ଦିନ ପୂର୍ବରୁ ଓଡିଆ ଧାବିକା…

ୟୁରୋପୀୟ ଦୌଡକୁଦ ଲାଗି ଭିସା ଚିନ୍ତାରେ ଦୂତୀ: ବୈଦେଶିକ ମନ୍ତ୍ରଣାଳୟକୁ ଲୋଡିଲେ ସାହାଯ୍ୟ

ଭୁବନେଶ୍ୱର: ପ୍ରଥମ ଭାରତୀୟ ମହିଳା ଭାବେ ‘ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସ’ର ୧୦୦ମି. ଦୌଡରେ ସ୍ୱର୍ଣ୍ଣ ହାସଲ କରିଥିବା ଓଡିଆ ଧାବିକା ଦୂତୀ ଚାନ୍ଦ ନିଜ ଭିସା ପାଇଁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସାହାଯ୍ୟ ଲୋଡିଛନ୍ତି । ଏନେଇ ଦୂତୀ ଗୁରୁବାର ଦିନ ଟ୍ୱିଟ୍ କରିଛନ୍ତି ।…

ଆଜି ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ମୁକାବିଲା

ଗାୟେନା: ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକକୁ ଟି-୨୦ ମୁକାବିଲାରେ ବିଜୟୀ ହୋଇ ସିରିଜ୍ ହାତେଇଥିବା ବେଳେ ଆଜିଠୁଁ ଆରମ୍ଭ ହେଉଛି ଦିନିକିଆ ଟକ୍କର୍ । ବିରାଟ କୋହଲୀଙ୍କ ଭାରତୀୟ ଦଳ ୱେଷ୍ଟ ଇଣ୍ଡିଜ ଦଳଠୁଁ ବେଶ୍ ଶକ୍ତିଶାଳୀ ସାବ୍ୟସ୍ତ ହେଉଥିଲେ ମଧ୍ୟ ଘରୋଇ ପିଚରେ କାରବିୟାନ୍ ଦଳକୁ ପରାସ୍ତ କରିବା…

‘ୟୁନିସେଫ’ର ବ୍ରାଣ୍ଡ୍ ଆମ୍ବାସଡ଼ର୍ ଭାବେ ନିଯୁକ୍ତ ହେଲେ ହିମା ଦାସ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଭାରତ ଲାଗି ସ୍ୱର୍ଣ୍ଣ ପଦକ ଜିତିଥିବା ସ୍ପ୍ରିଣ୍ଟର୍ ହିମା ଦାସଙ୍କୁ ୟୁନିସେଫ ପ୍ରଥମ ଯୁବ ବ୍ରାଣ୍ଡ୍ ଆମ୍ବାସଡ଼ର୍ ଭାବେ ନିଯୁକ୍ତ କରିଛି । ହିମାଙ୍କ ଏହି ନିଯୁକ୍ତି ଭାରତୀୟ କ୍ରୀଡ଼ାଜଗତକୁ ଗୌରବାନ୍ୱିତ କରିାପାରିଛି । ଏସମ୍ପର୍କରେ ୟୁନିସେଫ୍ ପକ୍ଷରୁ ଟ୍ୱିଟ୍…

ଟ୍ୱିଟରରେ ଧାରା ୩୭୦: ଦୁଇ କ୍ରିକେଟରଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ !

ନୂଆଦିଲ୍ଲୀ: ପୂର୍ବରୁ ପଡ଼ିଆରେ ପାକିସ୍ତାନୀ କ୍ରିକେଟରଙ୍କୁ ନିର୍ଦ୍ଦୁମ୍ ଧୁଲାଇ କରୁଥିବା ତଥା ଏବେ ରାଜନେତା ପାଲଟିଥିବା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଏବେ ଟ୍ୱିଟରରେ ମଧ୍ୟ ତାଙ୍କ ପ୍ରତିଦ୍ୱନ୍ଦୀଙ୍କୁ ଛାଡ଼ି ନାହାନ୍ତି । ସୋମବାର ଦିନ ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ କରିଛନ୍ତି…

ପ୍ରଥମ ଟି-୨୦ରେ ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ପରାସ୍ତ କଲା ଭାରତ

ଲାଉଡ଼ରହିଲ୍: ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ୪ ୱିକେଟରେ ବିଜୟ ହାସଲ କରିଛି । କାରବିୟାନ ଦଳର ୯୬ ରନର ବିଜୟ ଲକ୍ଷ୍ୟକୁ ଭାରତ ଆଉ ୧୬ଟି ବଲ୍ ବାକିଥାଇ ୬ ୱିକେଟ ବିନିମୟରେ ହାସଲ କରିପାରିଛି । ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ବିନିମୟରେ ୱେଷ୍ଟଇଣ୍ଡିଜ…