Latest Odisha News
Browsing Category

ଖେଳ

ଦୁଇଟି ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ବ୍ୟାଡ଼ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା

ଭୁବନେଶ୍ୱର: ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ଘାନାର ଆକ୍ରାଠାରେ ଅନୁଷ୍ଠିତ ହୋଇଥିବା ଜେଇ ୱିଲସନ୍ ଅନ୍ତର୍ଜାତୀୟ ସିରିଜ୍ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଦୁଇଟି ଭିନ୍ନ ବିଭାଗର ଫାଇନାଲ ମ୍ୟାଚ ଜିତି ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ପ୍ରତିଯୋଗିତାର ମହିଳା ଡ଼ବଲ୍ସ ଏବଂ ମିକ୍ସଡ଼…

ୱେଷ୍ଟଇଣ୍ଡିଜ୍ ଗସ୍ତ ଲାଗି ଘୋଷିତ ହେଲା ଦଳ: କିଏ ରହିଲେ କିଏ ବାଦ୍ ପଡ଼ିଲେ, ଜାଣନ୍ତୁ

ମୁମ୍ବାଇ: ଆଗାମୀ ୱେଷ୍ଟଇଣ୍ଡିଜ୍ ସିରିଜ ଲାଗି ରବିବାର ଦିନ ଭାରତୀୟ ଦଳର ଖେଳାଳି ତାଲିକା ଘୋଷିତ ହୋଇଛି । ଏହି ତାଲିକା ଘୋଷଣା କରିଛନ୍ତି ବିସିସିଆଇ ସିଲେକ୍ସନ କମିଟି ଅଧ୍ୟକ୍ଷ ଏମ ଏସ କେ ପ୍ରସାଦ । ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଗସ୍ତରେ ଦିନିକିଆ, ଟି-ଟ୍ୱେଣ୍ଟି ଏବଂ ଟେଷ୍ଟ ମ୍ୟାଚ ଖେଳିବ…

ଗୋଟିଏ ମାସରେ ୫ଟି ସ୍ୱର୍ଣ୍ଣ ପଦକ ଜିତିଲେ ହିମା ଦାସ

ନୋଭ୍ ମେଷ୍ଟୋ (ଚେକ୍ ରିପବ୍ଲିକ): ଉଦୀୟମାନ ମହିଳା ଧାବିକା ହିମା ଦାସ ତାଙ୍କର ଚମତ୍କାର ଦୌଡ଼ ପ୍ରଦର୍ଶନ ଜାରି ରଖି ମାସକ ମଧ୍ୟରେ ୫ଟି ସ୍ୱର୍ଣ୍ଣ ପଦକ ଜିତିପାରିଛନ୍ତି । ସେ ଚେକ୍ ରିପବ୍ଲିକରେ ଅନୁଷ୍ଠିତ ହେଉଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତାର ୪୦୦ ମିଟର ହର୍ଡ଼ଲ୍ସରେ ପ୍ରଥମ ସ୍ଥାନ ହାସଲ…

କୋହଲୀଙ୍କ ଉପରେ ନିର୍ଭର କରୁଛି ଧୋନୀଙ୍କ କ୍ରିକେଟ ଭବିଷ୍ୟତ !

ଭୁବନେଶ୍ୱର: ଭାରତୀୟ କ୍ରିକେଟରେ ଏକ ଜାଜ୍ଜ୍ୱଲମାନ ତାରକା ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଭାରତୀୟ କ୍ରିକେଟକୁ ଏକ ନୂଆ ଦିଗନ୍ତ ଦେବାରେ ଧୋନୀଙ୍କର ରହିଛି ଅନେକ ପରିଶ୍ରମ ତଥା ଅକୁଣ୍ଠିତ ଉଦ୍ୟମ । ଏହି ମହାନ କ୍ରିକେଟ ତାରକାଙ୍କୁ ଭାରତୀୟ କ୍ରିକେଟପ୍ରେମୀ କେବେବି ଭୁଲି ପାରିବେ ନାହିଁ,…

ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍: ଭାରତୀୟ ମହିଳା ଓ ପୁରୁଷ ଦଳ ଜିତିଲେ ସ୍ୱର୍ଣ୍ଣ

କଟକ: କଟକରେ ଅନୁଷ୍ଠିତ ହୋଇଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିୟନସିପର ପୁରୁଷ ଦଳଗତ ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଇଂଲଣ୍ଡକୁ ୩-୨ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି । Here are the podium finishers for Men's Team event at 21st Commonwealth Table…

ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍: ଭାରତୀୟ ମହିଳା ଜିତିଲେ ସ୍ୱର୍ଣ୍ଣ, ଶୁଭେଚ୍ଛା ଜଣାଇଲେ ନବୀନ

କଟକ: ଭାରତୀୟ ମହିଳା ଟେବୁଲ୍ ଟେନିସ ଦଳ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ପ୍ରତିଯୋଗିତାର ଦଳଗତ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଭାରତୀୟ ଦଳ ଫାଇନାଲରେ ଶକ୍ତିଶାଳୀ ଇଂଲଣ୍ଡ ଦଳକୁ ୩-୦ ପଏଣ୍ଟରେ ପରାସ୍ତ କରି ଦଳଗତ ଚମ୍ପିଆନ ଆଖ୍ୟା ଅର୍ଜନ କରିପାରିଛି । ମିଳିଥିବା ସୂଚନାନୁଯାୟୀ,…

ସରକାରୀ ଶାସନରେ ହସ୍ତକ୍ଷେପ ଯୋଗୁଁ ଜିମ୍ବାୱେ ଦଳକୁ ନିଲମ୍ବିତ କଲା ଆଇସିସି

ଲଣ୍ଡନ: ଜିମ୍ବାୱେ କ୍ରିକେଟ୍ ପ୍ରେମୀଙ୍କ ଲାଗି ଖରାପ ଖବର । ସରକାରୀ ଶାସନଗତ କାର୍ଯ୍ୟକଳାପରେ ଜିମ୍ବାୱେ କ୍ରିକେଟର ହସ୍ତକ୍ଷେପ ଯୋଗୁଁ ଅନ୍ତର୍ଜାତୀୟ କିକ୍ରେଟ୍ ପରିଷଦ (ଆଇସିସି)ରୁ ନିଲମ୍ବିତ କରିଛି । ଆଇସିସିର ୱାଲ୍ଡ ଗଭର୍ନିଂ ବଡି ଏକ ବୈଠକରେ ଆଲୋଚନା କରିବା ସହ ସର୍ବସମ୍ମତିକ୍ରମେ…

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ସମସ୍ତ ମ୍ୟାଚ ଜିତି ସେମିରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ

କଟକ: ଜବାହରଲାଲ ନେହରୁ ଷ୍ଟାଡିୟମଠାରେ ଖେଳା ଯାଉଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସରେ ଲଗାତାର ସବୁ ମ୍ୟାଚରେ ବିଜୟ ହୋଇ ସେମିରେ ଜାଗା ପକ୍କା କରିଛନ୍ତି ଉଭୟ ଭାରତୀୟ ମହିଳା ଓ ପୁରୁଷ ଟେବୁଲ ଟେନିସ ଦଳ । ସୂଚନା ମୁତାବକ ଗୁରୁବାର ଭାରତୀୟ ପୁରୁଷ ଦଳ 'ଗ୍ରୁପ-ଏଫ'ରେ ୱେଲଜ ସହ…

ଫିନଲାଣ୍ଡରେ ବ୍ରୋଞ୍ଜ ଜିତିଲେ ଓଡିଆ ସ୍ପ୍ରିଣ୍ଟର ଅମୀୟ

ଫିନଲାଣ୍ଡ: ଫିନଲାଣ୍ଡର ମୋଟୋନେଟ୍ ଜିପି ଲାପିନହତିରେ ଅନୁଷ୍ଠିତ ହୋଇଥିବା ୧୦୦ମିଟର ପୁରୁଷ ବର୍ଗ ଦୌଡ ପ୍ରତିଯୋଗୀତାରେ ଓଡିଶାର ଉଦୀୟମାନ ସ୍ପ୍ରିଣ୍ଟର୍ ଅମୀୟ କୁମାର ମଲ୍ଲିକ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ୧୦.୫୫ ସେକେଣ୍ଡରେ କାଂସ୍ୟ ପଦକ ହାତେଇବା ସହ ଭାରତକୁ ପୁଣିଥରେ ଗୌରବାନ୍ୱିତ…

ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିୟନସିପ୍ ଆଜିଠୁ ଆରମ୍ଭ

କଟକ: ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିୟନସିପ୍ ବୁଧବାର ଦିନ ଠାରୁ କଟକରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାର ଉଦଘାଟନୀ ଉତ୍ସବରେ ଅନ୍ୟ ଅତିଥିମାନଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉପସ୍ଥିତ ରହିଛନ୍ତି । ଏହି ଚାମ୍ପିୟନସିପ୍ ଜୁଲାଇ ୧୭ରୁ ଆରମ୍ଭ ହୋଇ ୨୨ ତାରିଖ ଯାଏଁ…