Latest Odisha News

BREAKING NEWS

Browsing Category

ଖେଳ

ଚିତାକର୍ଷକ ଫାଇନାଲ୍ ଟାଇରେ ସମାପ୍ତ, ବିଶ୍ୱକପ ଜିତିଲା ଇଂଲଣ୍ଡ

ଲର୍ଡ଼ସ: ବିଶ୍ୱକପ ଜିତି ଲର୍ଡ଼ସ ଗ୍ରାଉଣ୍ଡରେ ଇତିହାସ ରଚିଲା ଇଂଲଣ୍ଡ । ଟାଇରେ ସମାପ୍ତ ହେଲା ବିଶ୍ୱକପ ଫାଇନାଲ ମ୍ୟାଚ୍ । ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଫାଇନାଲର ନିର୍ଦ୍ଧାରିତ ୫୦ ଓଭରରେ ଉଭୟ ଦଳ ୨୪୧ ରନ କରିବାଫଳରେ ଟାଇ ମ୍ୟାଚ୍ ସୁପର୍ ଓଭରରେ ନିର୍ଣ୍ଣୟ ହୋଇଥିଲା । ଅର୍ଥାତ୍ ୫୦…

ବିଶ୍ୱକପ ଫାଇନାଲ୍: ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ନ୍ୟୁଜିଲାଣ୍ଡର ପ୍ରଥମେ ବ୍ୟାଟିଂ

ଲର୍ଡ଼ସ: ଆଜି କ୍ରିକେଟର ମହାକୁମ୍ଭ ଆଇସିସି ବିଶ୍ୱକପ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେଉଛି । କ୍ରିକେଟର ମକ୍କା କୁହାଯାଉଥିବା ଚର୍ଚ୍ଚିତ ଲର୍ଡ଼ସ୍ କ୍ରିକେଟ ଗ୍ରାଉଣ୍ଡରେ ବହୁ ପ୍ରତୀକ୍ଷିତ ଏହି ବିଶ୍ୱକପ ଫାଇନାଲ୍ ମ୍ୟାଚ୍ ଆୟୋଜକ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଛି । ଟସ୍…

‘ସିଦ୍ଧାର୍ଥ ମିଶ୍ର ମେମୋରିଆଲ୍ ସର୍ଜନାତ୍ମକ ଲେଖା ପ୍ରତିଯୋଗିତା’ ଜିତିଲେ ଜାସଲିନ୍

ଭୁବନେଶ୍ୱର: ରାଜଧାନୀସ୍ଥିତ ଷ୍ଟୁଆର୍ଟ ସ୍କୁଲରେ ଅନୁଷ୍ଠିତ ହୋଇଥିବା ୨ୟ ‘ସିଦ୍ଧାର୍ଥ ମିଶ୍ର ମେମୋରିଆଲ୍ ସର୍ଜନାତ୍ମକ ଲେଖା ପ୍ରତିଯୋଗିତା’ ଜିତିଛନ୍ତି ଜାସଲିନ୍ ମହାପାତ୍ର । ଏହି ପୁରସ୍କାର ବିଜୟିନୀ ୧୦ମ ଷ୍ଟାଣ୍ଡାର୍ଡ଼ର ଛାତ୍ରୀଜଣକଙ୍କୁ ସିଦ୍ଧାର୍ଥଙ୍କ ପତ୍ନୀ ପ୍ରାଚୀତାରା ବିଜେତା…

ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରି ଫାଇନାଲରେ ଆୟୋଜକ ଇଂଲଣ୍ଡ

ବର୍ମିଂହାମ୍: ବିଶ୍ୱକପ କ୍ରିକେଟ୍ ୨୦୧୯ ର ଦାବୀଦାର କୁହାଯାଉଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ୮ ୱିକେଟର ଏକ ସହଜସାଧ୍ୟ ବିଜୟ ହାସଲ କରି ଆୟୋଜକ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିପାରିଛି । କଙ୍ଗାରୁ ଦଳ ଧାର୍ଯ୍ୟ କରିଥିବା ୨୨୩ ରନର ବିଜୟ ଲକ୍ଷ୍ୟକୁ ମାତ୍ର ୩୨.୧ ଓଭରରେ ୨ଟି ୱିକେଟ୍…

ବିଶ୍ୱକପ: ଅଷ୍ଟ୍ରେଲିଆ ୨୨୩ ରନରେ ଅଲଆଉଟ, ଫାଇନାଲ ଲକ୍ଷ୍ୟରେ ଇଂଲଣ୍ଡ

ବର୍ମିଂହାମ୍: ବିଶ୍ୱକପ ଫାଇନାଲ୍ ଖେଳିବାକୁ ଇଂଲଣ୍ଡ ସମ୍ମୁଖରେ ୨୨୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳ । ବିଶ୍ୱକପର ୨ୟ ସେମିଫାଇନାଲରେ ଆୟୋଜକ ଇଂଲଣ୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ମାତ୍ର ୨୨୩ ରନ ସ୍କୋରରେ ରଖିବାକୁ…

ବିଶ୍ୱକପ୍ ୨ୟ ସେମିଫାଇନାଲ୍: ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ ଟକ୍କର୍

ବର୍ମିଂହାମ୍ : ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ୱକପର ୨ୟ ସେମିଫାଇନାଲରେ ଆୟୋଜକ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଦଳ ଗୁରୁବାର ଦିନ ମୁହାଁମୁହିଁ ହେଉଛନ୍ତି । ବର୍ମିଂହାମ୍ ସ୍ଥିତ ଏଜବେଷ୍ଟନ୍ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେଉଛି । ଭାରତୀୟ ସମୟାନୁଯାୟୀ ଅପରାହ୍ନ ୩ଟାରେ ମ୍ୟାଚ୍…

ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ବିଶ୍ୱକପରୁ ବିଦାୟ ନେଲା ଭାରତ…

ଲଣ୍ଡନ: ବିଶ୍ୱକପ୍ ସେମିଫାଇନାଲରେ ଭାରତ ଉନ୍ନତ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ବର୍ଷାବାଧକ ମ୍ୟାଚ ଭାରତ ଲାଗି ମହଙ୍ଗା ସାବ୍ୟସ୍ତ ହୋଇଛି । ଭାରତ ନ୍ୟୁଜିଲାଣ୍ଡଠାରୁ ୧୮ ରନରେ ପରାସ୍ତ ହୋଇ ଫାଇନାଲ୍ ଖେଳରୁ ବଞ୍ଚିତ ହୋଇଛି । ନ୍ୟୁଜିଲାଣ୍ଡ ଦଳ ଫାଇନାଲରେ ଇଂଲଣ୍ଡ-ଅଷ୍ଟ୍ରେଲିଆ ହେବାକୁ ଥିବା…

ସେମିଫାଇନାଲରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ, ସ୍କୋର – ୪୨ /୪

ଲଣ୍ଡନ: ବିଶ୍ୱକପର ବର୍ଷା ବାଧାପ୍ରାପ୍ତ ୧ମ ସେମିଫାଇନାଲ୍ ଖେଳରେ ବୁଧବାର ଦିନ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । କିୱି ଦଳର ୨୩୯ ରନକୁ ପିଛାକରି ଭାରତ ୧୧ ଓଭରରେ ୪ଟି ମୂଲ୍ୟବାନ ୱିକେଟ ହରାଇ କରିଛି ମାତ୍ର ୨୪ ରନ । ଭାରତୀୟ ଦଳ ୨୪୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି…

ଅଧାରୁ ଆରମ୍ଭ ହେଲା ସେମିଫାଇନାଲ୍, ମ୍ୟାଚ୍ ଜିତିବାକୁ ଭାରତର ୨୪୦ ରନ୍ ବିଜୟ ଲକ୍ଷ୍ୟ

ଲଣ୍ଡନ: ବର୍ଷା ବାଧାପ୍ରାପ୍ତ ହୋଇ ଗତକାଲି ଅଟକି ରହିଥିବା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ପୁଣି ଅଧାରୁ ଆରମ୍ଭ ହୋଇଛି । ମଙ୍ଗଳବାର ଦିନ ନ୍ୟୁଜିଲାଣ୍ଡ ଦଳ ୫ ୱିକେଟ ହରାଇ ୪୬.୧ ଓଭରରେ କରିଥିଲା ୨୧୧ ରନ୍ । ବର୍ଷା ନଥିବା ବେଳେ ଆଜି ୪୬.୨ ଓଭରରୁ ପୁନର୍ବାର ଖେଳ ଆରମ୍ଭ କରିଥିଲା କିୱି ଦଳ ।…

ବିଶ୍ୱକପ୍ ସେମିଫାଇନାଲ୍: ଜାଣନ୍ତୁ, ଆଜି ବର୍ଷା ହେଲେ କିପରି ଭାରତ ଯିବ ଫାଇନାଲ୍ !

ଲଣ୍ଡନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପର ପ୍ରଥମ ସେମିଫାଇନାଲ୍ ମ୍ୟାଚ ମଙ୍ଗଳବାର ଦିନ ଅନୁଷ୍ଠିତ ହେଉଥିବା ବେଳେ ବର୍ଷା ସାଜିଥିଲା ବାଧକ । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ଟି ୱିକେଟ ବିନିମୟରେ ମାତ୍ର ୨୧୧ ରନ୍ କରିଥିବା ବେଳେ ଓଲ୍ଡ ଟ୍ରାଫେଡରେ ଲଗାତର ପ୍ରବଳ…