Latest Odisha News

BREAKING NEWS

Browsing Category

ଖେଳ

ରେକର୍ଡ଼ କଲେ ରୋହିତ ଶର୍ମା, ବିଶ୍ୱକପରେ ବିରଳ ୫ଟି ଶତକୀୟ ଇନିଂସ !

ଲଣ୍ଡନ: ଟିମ୍ ଇଣ୍ଡିଆର ଦୁର୍ଦ୍ଦଶ ଓପନର୍ ରୋହିତ ଶର୍ମା ଏକ ପୁଣି ଏକ ଶତକ ଅର୍ଜନ କରି ବିଶ୍ୱକପରେ ଇତିହାସ ରଚିଛନ୍ତି । ରୋହିତ ଶନିବାର ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ତାଙ୍କର ୫ମ ଶତକ ହାସଲ କରିଛନ୍ତି । ରୋହିତ ମାତ୍ର ୯୨ଟି ବଲ୍ ଖେଳି ୧୦୨ ରନ ଅର୍ଜନ କରିଛନ୍ତି । ଭାରତ ୩୧…

ଶ୍ରୀଲଙ୍କା ବିପକ୍ଷରେ ଭାରତର ବିଜୟ ଲକ୍ଷ୍ୟ ୨୬୫ ରନ୍

ଲଣ୍ଡନ: ବିଶ୍ୱକପର ଚୁଡ଼ାନ୍ତ ଲିଗ୍ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ବିଜୟ ଲକ୍ଷ୍ୟ ରହିଛି ୨୬୫ ରନ୍ । ଶ୍ରୀଲଙ୍କା ଦଳ ଆଞ୍ଜେଲୋ ମାଥ୍ୟୁସଙ୍କ ଦମଦାର ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ କରିଛି ୨୬୪ ରନ୍ । ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣାରତ୍ନେ ଟସରେ ଜିତି…

ଶ୍ରୀଲଙ୍କାର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି, ଜିତିବା ଲକ୍ଷ୍ୟରେ ଭାରତ

ଲଣ୍ଡନ: ବିଶ୍ୱକପରେ ଆଜି ବିରାଟ ବାହିନୀ ତା’ର ଅନ୍ତିମ ଲିଗ୍ ମ୍ୟାଚ୍ ଖେଳୁଛି ପଡ଼ୋଶୀ ଶ୍ରୀଲଙ୍କା ସହିତ । ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣାରତ୍ନେ ଟସରେ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶକ୍ତିଶାଳୀ ଭାରତୀୟ ଦଳ ପୂର୍ବରୁ ସେମିଫାଇନାଲକୁ ଉନ୍ନୀତ ହୋଇସାରିଥିବା…

ବିଶ୍ୱକପରୁ ବିଦା ହେଲା ପାକିସ୍ଥାନ

ଲର୍ଡସ : ଚଳିତ ବିଶ୍ୱକପର ସେମିଫାଇନାଲରୁ ବାଦ ପଡ଼ିଲା ପାକିସ୍ଥାନ । ଶୁକ୍ରବାର ଖୋଳାଯାଇଥିବା ଶେଷ ଲିଗ୍ ମ୍ୟାଚ୍‌ରେ ବାଂଲାଦେଶକୁ ପରାସ୍ତ କରି ସାନ୍ତ୍ୱନା ମୂଳକ ବିଜୟ ହାସଲ କରିଛି ପାକିସ୍ତାନ। ଉଭୟ ପାକିସ୍ତାନ ଓ ବାଂଲାଦେଶ ଚଳିତ ବିଶ୍ୱକପରେ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଛନ୍ତି ।…

ପାକିସ୍ତାନର ବିଶାଳ ୩୧୫ ରନ, ବାଂଲାଦେଶକୁ ୭ ରନରେ ଅଲଆଉଟ୍ କଲେ ଯିବ ସେମିଫାଇନାଲ୍ !

ଲଣ୍ଡନ: କ୍ରିକେଟର ମକ୍କା କୁହାଯାଇଥିବା ଲଣ୍ଡନର ଲର୍ଡସଠାରେ ଆଜି ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ । ଏହି ମ୍ୟାଚ ପାକିସ୍ତାନ ଜିତିବାର ଯଥେଷ୍ଟ ସମ୍ଭାବନା ରହିଥିଲେ ମଧ୍ୟ ସେମିଫାଇନାଲ୍ ଯିବା ଅସମ୍ଭବ ହୋଇପଡ଼ିଛି । ପାକିସ୍ତାନ ପ୍ରଥମେ ବ୍ୟାଟିଂ…

ବିଶ୍ୱକପ: ସୂତା ଖିଅରେ ଝୁଲୁଛି ପାକିସ୍ତାନର ସେମିଫାଇନାଲ୍ ଆଶା

ଲଣ୍ଡନ: କ୍ରମାଗତ ତିନୋଟି ମ୍ୟାଚ ଜିତିଯିବା ପରେ ପାକିସ୍ତାନୀ ଫ୍ୟାନ୍ ବେଶ୍ ଉଲ୍ଲସିତ ହୋଇପଡ଼ିଥିଲେ ଯେ, ତାଙ୍କ ଦେଶ ସେମିଫାଇନାଲ୍ ଯିବା ନିଶ୍ଚିତ । ମାତ୍ର ଟୁର୍ଣ୍ଣାମେଣ୍ଟରେ ସମସ୍ତ ମ୍ୟାଚ୍ ଜିତିଆସୁଥିବା ଭାରତ ଇଂଲଣ୍ଡଠାରୁ ହଠାତ୍ ପରାସ୍ତ ହେବା ପରେ ପାକିସ୍ତାନର ସମସ୍ତ ସେମିଫାଇନାଲ୍…

ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସେମିଫାଇନାଲରେ ଇଂଲଣ୍ଡ, ପାକିସ୍ତାନକୁ ଝଟକା

ଲଣ୍ଡନ: ବିଶ୍ୱକପ କ୍ରିକେଟରେ ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆୟୋଜକ ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ୧୧୯ ରନରେ ପରାସ୍ତ କରିଛି । ଏହି ବିଜୟ ଫଳରେ ଇଂଲଣ୍ଡ ସମୁଦାୟ ୯ଟି ମ୍ୟାଚ ଖେଳି ମୋଟ ୧୨ ପଏଣ୍ଟ ହାସଲ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି । ଆଜିର ମ୍ୟାଚରେ…

ବିଶ୍ୱକପ୍ ପରେ କ୍ରିକେଟରୁ ଅବସର ନେବେ ଧୋନୀ !

ଲଣ୍ଡନ: କ୍ରିକେଟରୁ ଅବସର ନେବେ ମହେନ୍ଦ୍ର ସିଂହ ଧୋନୀ ! ଚଳିତ ବିଶ୍ୱକପର ଭାରତର ଶେଷ ମ୍ୟାଚ ଖେଳି ଧୋନୀ କ୍ରିକେଟରୁ ସବୁଦିନ ଅବସର ନେବା ସମ୍ପର୍କରେ ପିଟିଆଇରେ ପ୍ରକାଶିତ ହୋଇଛି । ଭାରତ ଯଦି ଜୁଲାଇ ୧୪ରେ ଲର୍ଡସଠାରେ ହେବାକୁ ଥିବା ଫାଇନାଲ୍ ଖେଳି ବିଶ୍ୱକପ ବିଜୟୀ ହୁଏ ତେବେ ଏହା…

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ଅମ୍ବାତି ରାୟୁଡୁ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ଜଣାଶୁଣା ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁ ବୁଧବାର ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରୁ ବାଦ ପଡିବା ପରେ ସେ ଏଭଳି ଅବସର ଘୋଷଣା କରିଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ପୂର୍ବରୁ ସେ…

ବିଶ୍ୱକପରେ କିପରି ସଭିଙ୍କ ହୃଦୟ ଜିଣିଲେ ୮୭ ବର୍ଷୀୟା କ୍ରିକେଟ୍ ଫ୍ୟାନ୍, ଜାଣନ୍ତୁ

ବର୍ମିଂହାମ୍: ଚଳିତ ବିଶ୍ୱକପରେ ଏବେ ପ୍ରତିଟି ମ୍ୟାଚକୁ ନେଇ ଯେତିକି ଆଲୋଚନା ହେଉଛି ତା’ଠୁଁ ବଳିଯାଇଛି ଜଣେ ୮୭ ବର୍ଷୀୟା ଭାରତୀୟ ଫାନଙ୍କୁ ନେଇ ଚର୍ଚ୍ଚା । ଭାରତୀୟ କ୍ରିକେଟ ଟିମର ବୟୋଜ୍ୟେଷ୍ଠ ଫ୍ୟାନ ହେଲେ ଚାରୁଲତା ପଟେଲ୍ । ଇଂଲଣ୍ଡର କ୍ରିକେଟ ଷ୍ଟାଡ଼ିୟମରେ ମ୍ୟାଚ୍ ଦେଖିବାର ନିଶା ଆଗରେ…