Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବ୍ୟକ୍ତିଗତ ତଥା ପ୍ରଚାର ଅଧିକାରର ସୁରକ୍ଷା ଦାବି କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଜ୍ୟାକି ଶ୍ରଫ

ନୂଆଦିଲ୍ଲୀ: ବଲିଉଡର ଭେଟେରାନ ଆକ୍ଟର ଜ୍ୟାକି ଶ୍ରଫ୍ ତାଙ୍କର ଭିନ୍ନ ଶୈଳୀ ପାଇଁ ଜଣାଯାଇଥାନ୍ତି । ତାଙ୍କର ଷ୍ଟାଇଲ୍ ଓ କଥାବାର୍ତ୍ତା କରିବାର ଅନ୍ଦାଜ ଯାହା ତାଙ୍କୁ ଅନ୍ୟ ବଲିଉଡ ଅଭିନେତାମାନଙ୍କ ଠାରୁ ଭିନ୍ନ କରିଥାଏ । ଯେତେବେଳେ ଜ୍ୟାକି କାହା ସହିତ କଥାବାର୍ତ୍ତା କରନ୍ତି, ସେ ନିଶ୍ଚିତ…

ପ୍ରାଚୀନ କାଳରୁ ହିଁ ‘ମାଆ’ଙ୍କ ସମ୍ମାନର୍ଥେ ପର୍ବ

ଭୁବନେଶ୍ବର: “ମାଆ” ଅମୂଲ୍ୟ ସେ ଶବ୍ଦ । ସୃଷ୍ଟିର ସେ ଅନନ୍ୟ ସମ୍ପଦ । ମାଆ ଥରେ ଡାକି ଦେଲେ ମନରେ ଆନ୍ଦୋଳିତ ହେଉଥିବା ଅସୁମାରୀ ପ୍ରଶ୍ନର  ଯେପରି ଉତ୍ତର ମିଳିଯାଏ । କୁହାଯାଏ ଭଗବାନ ସମସ୍ତଙ୍କୁ ସମାନ ଖୁସି ଦେଇପାରନ୍ତିନି ବୋଲି ସେ ସମସ୍ତଙ୍କୁ ମାଆ ଦେଇଛନ୍ତି । ଯେ ତାର ପଣତ କାନି…

ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କୁ ନୋଟିସ ଜାରି କଲା କୋର୍ଟ

ମୁମ୍ବାଇ: ମଧ୍ୟପ୍ରଦେଶ ହାଇକୋର୍ଟ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କୁ ନୋଟିସ ଜାରି କରିଛନ୍ତି । ଦୁଇ ବର୍ଷ ତଳେ ନିଜର ଏକ ପୁସ୍ତକ ଲଞ୍ଚକୁ ନେଇ ବିବାଦରେ ଫସିଛନ୍ତି ବଲିଉଡର ବେବୋ । ନିକଟରେ କରୀନା କପୁର ନିଜର ପ୍ରେଗ୍ନେନ୍ସି ଯାତ୍ରାକୁ ନେଇ ଏକ ବହି ଲଞ୍ଚ କରିଥିଲେ। ସେହି ବହିର…

୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପାଳିତ ହେବ ‘ଭାରତ ପର୍ବ’

ନୂଆଦିଲ୍ଲୀ: କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୭ତମ ସଂସ୍କରଣ ପାଇଁ ଦେଶ ପ୍ରସ୍ତୁତ ହେଉଥିବାବେଳେ ଏହା ଭାରତ ପାଇଁ ଏକ ସ୍ୱତନ୍ତ୍ର ବର୍ଷ । ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଥମ ଥର ପାଇଁ ଭାରତ ପର୍ବ ଆୟୋଜନ କରାଯିବ, ଯେଉଁଥିରେ ବିଶ୍ୱର ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ପ୍ରତିନିଧିମାନେ ଅଂଶଗ୍ରହଣ…

ସଲମାନ ଅଭିନୀତ ସିକନ୍ଦରରେ ହୀରୋଇନ ହେବେ ରଶ୍ମିକା

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାଁଙ୍କ ଆଗାମୀ ଫିଲ୍ମ ସିକନ୍ଦର ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବା ଆରମ୍ଭ ହୋଇଛି । ସଲମାନଙ୍କ ଟାଇଗର ୩ ଫିଲ୍ମ ବକ୍ସ ଅଫିସରେ ସେ ଭଳି କିଛି କମାଲ କରିପାରି ନ ଥିଲା । ଏହା ପରେ ସେ ଗଜନୀ, ହଲିଡେ ଫେମ ନିର୍ଦ୍ଦେଶକ ଏକଆର ମୁରୁଗୁଦାସଙ୍କ ସିକନ୍ଦର ଫିଲ୍ମ ସାଇନ…

ଦୀପିକାଙ୍କ ସହ ବିବାହର ସମସ୍ତ ଫଟୋ ଡିଲିଟ କଲେ ରଣବୀର

ମୁମ୍ବାଇ:ରଣବୀର ସିଂ ଓ ଦୀପିକା ପାଦୁକୋନ ଖୁବ ଶୀଘ୍ର ୨ରୁ ୩ ହେବାକୁ ଯାଉଛନ୍ତି । ଏହି ଖୁସି ଖବର ବେଳେ ହଠାତ ରଣବୀର ଇନଷ୍ଟାଗ୍ରାମରେ ଦୀପିକାଙ୍କ ସହ ବିବାହର ସମସ୍ତ ଫଟୋକୁ ଡିଲିଟ କରି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛନ୍ତି । ଅବଶ୍ୟ ସେ ଅନ୍ୟ ଫଟୋ ବି ଡିଲିଟ କରିଛନ୍ତି ମାତ୍ର ସ୍ମରଣୀୟ…

ଷ୍ଟେଜରେ ନଖ କାଟିଲେ ଅରିଜିତ ସିଂ

ଦୁବାଇ: ବଲିଉଡର ଲୋକପ୍ରିୟ ଗାୟକ ଅରିଜିତ ସିଂଙ୍କ ପ୍ରତ୍ୟେକ ଗୀତ ଉପରେ ପ୍ରଶଂସକଙ୍କ ନଜର ରହିଥାଏ । ଏବେ ଦୁବାଇର ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ସେ ଚମତ୍କାର ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣିଥିଲେ । ତେବେ ଅଧାରୁ ହଠାତ ନେଲ କଟରରେ ନଖ କାଟିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ପ୍ରାସରିତ…

ସଲମାନଙ୍କ ଘର ବାହାରେ ଫାଏରିଂ ଘଟଣା: ରାଜସ୍ଥାନରୁ ୫ମ ଅଭିଯୁକ୍ତ ଗିରଫ, ମୁମ୍ବାଇ କୋର୍ଟରେ କରାଯିବ ହାଜର

ମୁମ୍ୱାଇ : ଏପ୍ରିଲରେ ସଲମାନ ଖାନଙ୍କ ଘରେ ଗୁଳି ବିନିମୟ କେବଳ ସାଧାରଣ ଲୋକଙ୍କ ମଧ୍ୟରେ ନୁହେଁ, ବରଂ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଭୟର ବାତାବରଣ ସୃଷ୍ଟି କରିଛି। ସଲମାନ ଖାନଙ୍କ ଆପାଟମେଣ୍ଟ ବାହାରେ ଗୁଳିମାଡ଼ ଘଟଣାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ୫ମ ଅଭିଯୁକ୍ତକୁ ଗିରଫ…

ୟୁନିସେଫ୍ ର ଭାରତର ନ୍ୟାସନାଲ ଆମ୍ବାସାଡାର ହେଲେ କରୀନା

ନୂଆଦିଲ୍ଲୀ: ୟୁନିସେଫ୍ ର ଭାରତର ନ୍ୟାସନାଲ ଆମ୍ବାସାଡାର ହେଲେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ । ୨୦୧୪ ରୁ କରୀନା ୟୁନିସେଫ୍ ସହ ଜଡିତ ଅଛନ୍ତି । ତାଙ୍କୁ ବ୍ରାଣ୍ଡ ଆମ୍ବାସାଡାର ଭାବେ ନିଯୁକ୍ତ କରାଯିବା ପରେ ସେ ବହୁତ ଖୁସି ଥିବା ଦେଖିବାକୁ ମିଳିଛି । ସେ ତାଙ୍କର ସୋସିଆଲ ମିଡିଆ…

ୟଶ ଅଭିନୀତ ଟକ୍ସିକ ଫିଲ୍ମରୁ ଓହରିଲେ କରୀନା

ମୁମ୍ବାଇ: ସାଉଥ ସୁପର ଷ୍ଟାର ତଥା କେଜିଏଫ ଫେମ ୟଶ ଅଭିନୀତ ଟକ୍ସିକ ଫିଲ୍ମରୁ ବଲିଉଡ ଅଭିନେତ୍ରୀ କରୀନା କାପୁର ଓହରି ଯାଇଛନ୍ତି । ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଏହି ଫିଲ୍ମ କରୀନାଙ୍କ କ୍ୟାରିୟରକୁ ନୂତନ ମୋଡ ଦେବ ବୋଲି ଅନୁମାନ କରାଯାଉଥିଲା । ତେବେ କରୀନା କେଉଁ…