Latest Odisha News
Browsing Category

ମନୋରଞ୍ଜନ

ବ୍ୟାଡମିଂଟନ ଖେଳାଳି ମାଥିୟସ ବୋଏଙ୍କୁ ବିବାହ କଲେ ତାପସୀ

ମୁମ୍ବାଇ: ଦୀର୍ଘ ଦିନର ପ୍ରେମ ସମ୍ପର୍କ କରେ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ବ୍ୟାଡମଂଟନ ଖେଳାଳି ବନ୍ଧୁ ମାଥିଏସ ବୋଏଙ୍କୁ ବିବାହ କରିଛନ୍ତି । ରିପୋର୍ଟ ମୁତାବକ ମାର୍ଚ୍ଚ ୨୩ରେ ଉଦୟପୁରରେ ପରିବାରଲୋକଙ୍କ ଉପସ୍ଥିତିରେ ଏହି ବିବାହ ହୋଇଥିଲା । ଏହାକୁ ସମ୍ପୂର୍ଣ୍ଣ ଭାବେ ଗୁପ୍ତ…

ଅକ୍ଷୟ ମହାନ୍ତିଙ୍କ ଜୀବନୀ ଗୀତକୁ ନେଇ ଫିଲ୍ମ – “ଖୋକା ଭାଇ ତମ ପାଇଁ” ଶୁଭ ମହୁରତ

ଭୁବନେଶ୍ୱର : କୁହୁ ସିନେ ଫ୍ଲିକ୍ସ ଓ ଭଦ୍ରା ମୋସନ ଷ୍ଟୂଡିଓ ମିଳିତ ଉଦ୍ୟମରେ ଓଡ଼ିଆ ଗୀତ ଓ ସଙ୍ଗୀତର ଅମଳିନ ପ୍ରତିଭା ଅକ୍ଷୟ ମହାନ୍ତିଙ୍କ ଉପରେ ଏକ ନିଆରା ଫିଲ୍ମ "ଖୋକା ଭାଇ ତମ ପାଇଁ" ର ଶୁଭ ମହୁରତ ଆର.ସି.ଏମ୍ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଖୋକା ଭାଇଙ୍କ…

ନାୟକ ୨ ଫିଲ୍ମକୁ ମେକର୍ସଙ୍କ ସବୁଜ ସଙ୍କେତ

ମୁମ୍ବାଇ: ଦିନକର ମୂଖ୍ୟମନ୍ତ୍ରୀ ଉପରେ ଆଧାରିତ ରାଜନୈତିକ ଫିଲ୍ମ ନାୟକ ୨୦୦୧ରେ ରିଲିଜ ହୋଇଥିଲା । ଅନୀଲ କାପୁର ଓ ଅମରୀଶ ପୁରୀ ଅଭିନୀତ ଏହି ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ୨୩ ବର୍ଷ ପରେ ଏହାର ସୀକ୍ୱେଲ କରିବା ପାଇଁ ମେକର୍ସଙ୍କ ପକ୍ଷରୁ ଆଗ୍ରହ ପ୍ରକାଶ କରାଯାଇଛି । ସିଦ୍ଧାର୍ଥ…

୬୦ ବର୍ଷରେ ପୁଣି ବିବାହ କଲେ ଗୋବିନ୍ଦା, ସାକ୍ଷୀ ରହିଲେ ମାଧୁରୀ ଓ ସୁନୀଲ

ମୁମ୍ବାଇ: ବଲିଉଡର ମୋଷ୍ଟ ପପୁଲାର ଅଭିନେତା ଗୋବିନ୍ଦା । ଗୋବିନ୍ଦାଙ୍କ ଡ୍ୟାନ୍ସ ଠୁ ଆରମ୍ଭ କରି ତାଙ୍କ କମେଡି ଓ ଅଭିନୟକୁ ଆଜି ବି ଲୋକେ ପ୍ରଶଂସା କରନ୍ତି । ତାଙ୍କର ସେହି ଅନ୍ଦାଜରେ ଆଜି ବି ଅନେକ ପ୍ରଶଂସକ ଦିୱାନା । ତେବେ ବର୍ତ୍ତମାନ ଗୋବିନ୍ଦା ବଡ ପରଦାରୁ ଦୁରେଇ ରହିଥିବା ବେଳେ ଛୋଟ…

ଅଶ୍ୱଥାମାଙ୍କ ଭୂମିକା କରିବେ ଶାହୀଦ କାପୁର

ମୁମ୍ବାଇ: ଲୋକପ୍ରିୟ କଳାକାର ଶାହୀଦ କାପୁର ରୋଶନ ଆଣ୍ଡ୍ର‌୍ୟୁଏଜଙ୍କ ଫିଲ୍ମ ଦେବା ପରେ ଆଉ ଏକ ପୌରାଣିକ ଫିଲ୍ମ ସାଇନ କରିଛନ୍ତି । ତେରି ବାତୋଁ ମେଁ ଐସା ଉଲଝା ଫିଲ୍ମରେ ଶାହୀଦଙ୍କ ଭୂମିକାଙ୍କୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏବେ ସେ ଅଶ୍ୱଥାମାଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ…

ରଣଦୀପ ହୁଡ୍ଡାଙ୍କ କଙ୍କାଳ ରୂପୀ ଚେହେରା ଦେଖି ପ୍ରଶଂସକ ସ୍ତବ୍ଧ

ମୁମ୍ବାଇ: ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ତାଙ୍କର କଙ୍କାଳରୂପୀ ଚେହେରା ପ୍ରଶଂସକଙ୍କୁ ସ୍ତବ୍ଧ କରିଛି । ସେ ଫଟୋ ତଳେ କାଲାପାନୀ ଲେଖିଛନ୍ତି । ଅଭିନୟ ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋଭାବକୁ ସମସ୍ତେ ପ୍ରଶଂସା…

ରେଭ୍ ପାର୍ଟିକୁ ସାପ ବିଷ ଯୋଗାଉଥିବା ସ୍ୱୀକାର କଲେ ଏଲଭିଶ ଯାଦବ

ନୂଆଦିଲ୍ଲୀ: ପାର୍ଟିକୁ ସାପ ଏବଂ ସାପର ବିଷ ଯୋଗାଇଉଥିବା ଅଭିଯୋଗରେ ରବିବାର ଗିରଫ ହୋଇଛନ୍ତି ୟୁଟ୍ୟୁବର ତଥା ବିଗବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବ । ଏବେ ଜେଲ୍ ରେ ଦିନ କାଟୁଛନ୍ତି ଏଲଭିସ । ତେବେ ଏହି ଘଟଣାରେ ପୂର୍ବରୁ ସେ ଅସ୍ୱୀକାର କରୁଥିବାବେଳେ, ବର୍ତ୍ତମାନ ଗିରଫ ପରେ ନିଜ ଦୋଷ…

କଲକୀ ୨୮୯୮ ଏଡି ଓ ପୁଷ୍ପା ୨ ଫିଲ୍ମ ବକ୍ସ ଅଫିସରେ ହେବେ ସାମ୍ନା ସାମ୍ନି

ମାଡ୍ରାସ: ଦକ୍ଷିଣ ଭାରତର ୨ ପ୍ରତୀକ୍ଷୀତ ଫିଲ୍ମ କଲକୀ ୨୮୯୮ ଏଡି ଓ ପୁଷ୍ପା ୨ ଫିଲ୍ମକୁ ପ୍ରଂଶସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । କଲକୀ ୨୮୯୮ ଏଡିରେ ପ୍ରଭାସ ଏବଂ ପୁଷ୍ପା ୨ରେ ଅଲ୍ଲୁ ଅର୍ଜୁନ ଅଭିନୟ କରୁଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏହି ଦୁଇ ମେଗା…

ଜ୍ୟାକି ଚାନଙ୍କ ଲୁକ ଦେଖି ପ୍ରଶଂସକ ସ୍ତବ୍ଧ

ମୁମ୍ବାଇ: ୮୦ ରୁ ୯୦ ଦଶକ ମଧ୍ୟରେ ଆକ୍ସନ ଫିଲ୍ମକୁ କମିକ ଶୈଳୀରେ ଅଭିନୟ କରି ଜ୍ୟାକି ଚାନ ସାରା ବିଶ୍ୱରେ ଲୋକପ୍ରିୟ ହୋଇଥିଲେ । ତାଙ୍କ ଫିଲ୍ମର ଅଧିକାଂଶ ଫାଇଟ ଦୃଶ୍ୟ ସେ ନିଜେ ନିର୍ଦ୍ଦେଶନା ଦେଇଥାନ୍ତି । ନୂତନ ଶୈଳୀରେ ତାଙ୍କ ଆକ୍ସନ ଦୃଶ୍ୟକୁ ଦର୍ଶକମାନେ ଭଲ ପାଉଥିଲେ । ଦୀର୍ଘ ଦିନ ପରେ…

ୟୁଟ୍ୟୁବର ଏଲଭିଶ ଯାଦବ ଗିରଫ

ନୂଆଦିଲ୍ଲୀ: ଗିରଫ ହେଲେ ବିଗବସ ଓଟିଟି ବିଜେତା ତଥା ୟୁଟ୍ୟୁବର ଏଲଭିସ ଯାଦବ । ନୋଏଡା ସ୍ଥିତ ଏକ ରେଭ ପାର୍ଟିରେ ସାପ ବିଷ ମାମଲାରେ ତାଙ୍କୁ ପଚରାଉଚରା କରିବା ପରେ ଆଜି ନୋଏଡା ପୋଲିସ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କୁ ଗିରଫ କରିଛି । ଗତ ବର୍ଷ ନୋଏଡା ପୋଲିସ ସେକ୍ଟର ୩୯ ରେ ଏକ ଏଫଆଇଆର…