Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମାତାପିତା ହେବେ ଦୀପଭିର, ଇନଷ୍ଟାରେ ଦେଲେ ଗୁଡ୍ ନ୍ୟୁଜ୍

ମୁମ୍ବାଇ: ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଦୀପିକା ପାଦୁକୋନ ଏବଂ ରଣବୀର ସିଂ । ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସେ ପ୍ରେଗନେଣ୍ଟ ଥିବା ସୂଚନା ଦେଇଛନ୍ତି । ଏହି ଖବର ପାଇବା ମାତ୍ରେ ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି । ଗତ କିଛି ଦିନ ପୂର୍ବେ ଦୀପିକା ଏବଂ ରଣବୀର…

ସେଲଫି ଉଠାଉଥିଲେ ଫ୍ୟାନ୍, ଅଲି ଫଜଲଙ୍କ ଶାର୍ଟ ଉପରେ ଢ଼ଳିଗଲା କଫି

ନୂଆଦିଲ୍ଲୀ: ସେଲିବ୍ରେଟିଙ୍କ ସହ ଫୋଟ ଉଠାଇବାକୁ ସମସ୍ତେ ଭଲ ପାଆନ୍ତି। କିଏ ସେଲଫି ଉଠାନ୍ତି ଆଉ କିଏ ଫୁଲ୍ ପୋଜ୍ ଦେଇ ଉଠାଇବାକୁ ଇଚ୍ଛା କରନ୍ତି । ନିକଟରେ ଜଣେ ପ୍ରଶଂସକ ଅଭିନେତା ଅଲି ଫଜଲଙ୍କ ସହ ସେଲଫି ନେବାକୁ ଯାଇଥିଲେ । ହେଲେ ଅବହେଳା କାରଣରୁ ଅଲି ଫଜଲ ହାତରେ ଧରି ଥିବା କଫି ତାଙ୍କ…

ଅଟୋ ଡ୍ରାଇଭରଙ୍କ ‘ଖୋୟା-ଖୋୟା ଚାନ୍ଦ’ ଗୀତରେ ଫିଦା ହେଲେ ସଙ୍ଗୀତ ନିର୍ଦ୍ଦେଶକ ଅମିତ ତ୍ରିବେଦୀ

ନୂଆଦିଲ୍ଲୀ: ଆମ ଦେଶର ଲୋକଙ୍କ ଭିତରେ ପ୍ରତିଭା ଭରପୂର ହୋଇ ରହିଛି । ନିଜର ଖୁସିକୁ ଛୋଟ ଛୋଟ ଜିନିଷ ମାଧ୍ୟମରେ ଖୋଜି ସ୍ୱପ୍ନ ପୂରଣ କରିଥାନ୍ତି । ସୋସିଆଲ ମିଡିଆ ଯୁଗରେ ଏପରି ଘଟଣା ବେଶ୍ ଦେଖିବାକୁ ମିଳୁଛି । ଏପରି ଏକ ଘଟଣା ଗତକାଲି ମୁମ୍ୱାଇ ରାସ୍ତାରେ ନଜରକୁ ଆସିଥିଲା । ଜଣେ…

‘ତେରା କ୍ୟା ହୋଗା ଲଭଲି’ ର ଟ୍ରେଲର ରିଲିଜ, ଫ୍ୟାନ୍ସ କହିଲେ ଆକୁ ହିଁ କୁହନ୍ତି ଫିଲ୍ମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ବର୍ତ୍ତମାନ ମା' ହେବାର ଜର୍ଣ୍ଣିକୁ ଏଞ୍ଜୟ କରୁଥିବା ଦେଖିବାକୁ ମିଳିଛି । ଏହା ଭିତରେ ଫ୍ୟାନ୍ସ ମାନେ ସେ କେବେ ଅନସ୍କ୍ରିନକୁ କମ୍ ବ୍ୟାକ କରିବେ ସେନେଇ ପଚାରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ଆଗାମୀ ଫିଲ୍ମ 'ତେରା କ୍ୟା ହୋଗା ଲଭଲି' ର…

ଏହି ଅଭିନେତ୍ରୀ ଗଗନଯାନ ମହାକାଶଚାରୀ ପ୍ରଶାନ୍ତ ନାୟାରଙ୍କୁ ବିବାହ କରିଛନ୍ତି, ୪୦ ଦିନ ପରେ କଲେ ଖୁଲାସା

ମୁମ୍ବାଇ: ନିକଟରେ ଦକ୍ଷିଣ ଅଭିନେତ୍ରୀ ତଥା ଲେଖିକା ଲୀନା କୁମାର ତାଙ୍କ ଫ୍ୟାନ୍ସଙ୍କୁ ଏକ ବଡ଼ ସରପ୍ରାଇଜ୍ ଦେଇଛନ୍ତି । ଅଭିନେତ୍ରୀ ଜଣେ ଗଗାନ ଯାନ ମହାକାଶଚାରୀ ପ୍ରଶାନ୍ତ ନାୟାରଙ୍କୁ ବିବାହ କରିଥିବା ଖୁଲାସ କରିଛନ୍ତି । ଅଭିନେତ୍ରୀ ଲୀନା କୁମାର ଗତକାଲି ଅର୍ଥାତ୍ ୨୭ ଫେବୃଆରୀରେ ନିଜ…

ଅକ୍ଷୟ-ଟାଇଗରଙ୍କୁ ଦେଖିବାକୁ ଫ୍ୟାନଙ୍କ ଭିଡ଼ ; ପୁଲିସର ଲାଠିଚାର୍ଜ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ର ପ୍ରମୋଶନ ଇଭେଣ୍ଟରେ ଉତ୍ତେଜନା ଦେଖିବାକୁ ମିଳିଛି। ଅକ୍ଷୟ କୁମାର ଓ ଟାଇଗରଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ପ୍ରବଳ ଭିଡ ଜମିଥିଲା । ଫଳରେ ପୁଲିସକୁ ଲାଠି ଚାଳନା କରିବାକୁ ପଡ଼ିଲା ।…

ଜନ୍ମଦିନରେ ଉର୍ବଶୀଙ୍କୁ ହନି ସିଂଙ୍କ ସ୍ପେଶିଆଲ ଗିଫ୍ଟ, ସୁନାର କେକ କାଟିଲେ ଅଭିନେତ୍ରୀ

ମୁମ୍ବାଇ: ନିଜର ଗ୍ଲାମର୍ ଲୁକ୍ ଆଉ ଡ୍ୟାନ୍ସ ପାଇଁ ଲୋକଙ୍କ ମନରେ ରାଜ୍ କରୁଥିବା ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ୩୦ତମ ଜନ୍ମଦିନରେ ମିଳିଛି ଏକ ବଡ ଉପହାର । ଏହି ଭିତରେ ଉର୍ବଶୀଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଗତକାଲି ଉର୍ବଶୀ ତାଙ୍କର ୩୦ ତମ…

ଚର୍ଚ୍ଚାରେ ଫିର୍ ଆଏଗା ମୋଦୀ ଗୀତ; ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ

ଭୁବନେଶ୍ୱର: ପାଖେଇ ଆସିଲାଣି ନିର୍ବାଚନୀ ଋତୁ । ଏଥିପାଇଁ ସାରା ଦେଶରେ ନିର୍ବାଚନୀ ଉଷ୍ମତା ଦେଖିବାକୁ ମିଳିଲାଣି । ଏମିତିକି ବିଭିନ୍ନ ରାଜନୖତିକ ଦଳ ଭୋଟରଙ୍କ ନିକଟରେ ପହଞ୍ଚିଲେଣି । ଆଉ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରିସାରିଲେଣି । ଏହି କ୍ରମରେ ଭାରତୀୟ…

ପରଲୋକରେ ଜାତୀୟ ପୁରଷ୍କାର ବିଜେତା ନିର୍ଦ୍ଦେଶକ କୁମାର ସାହାନୀ

ମୁମ୍ବାଇ: ପରଲୋକରେ ଜାତୀୟ ପୁରଷ୍କାର ବିଜେତା ନିର୍ଦ୍ଦେଶକ କୁମାର ସାହାନୀ । ଚଳଚ୍ଚିତ୍ର ନିର୍ମାତା କୁମାର ସାହାନୀଙ୍କ ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି । ସାହନୀଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତ୍ରୀ ମୀତା ବଶିଷ୍ଠ କହିଛନ୍ତି ଯେ, ଗତକାଲି ରାତିରେ କୋଲକାତାର ଏକ ଡାକ୍ତରଖାନାରେ…