Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଏଥର ପରସ୍ପରର ସପକ୍ଷରେ ନୁହେଁ ବିପକ୍ଷରେ ନଜର ଆସିବେ ଶାହରୁଖ ଓ ସଲମାନ ଖାନ

ମୁମ୍ବାଇ: ଅଭିନେତା ଶାହରୁଖ ଖାନ ଏବଂ ସଲମାନ ଖାନଙ୍କୁ ଏକାଠି ଦେଖିବାକୁ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ଭରି ହୋଇ ରହିଛି । ଶେଷ ଥର ସଲମାନ ଖାନଙ୍କୁ ଶାହାରୁଖଙ୍କ ଚଳଚ୍ଚିତ୍ର ପଠାନରେ ଦେଖିବାକୁ ମିଳିଥିଲା । ସେବେଠାରୁ ପ୍ରଶଂସକମାନେ ଉଭୟଙ୍କୁ ଏକା ସାଙ୍ଗରେ ଦେଖିବାକୁ ଅପେକ୍ଷା କରି…

ଡନ ୩ରେ କିଆରା ଆଡଭାନୀଙ୍କ ଏଂଟ୍ରି

ମୁମ୍ବାଇ: ଫରହାନ ଅଖତାରଙ୍କ ଡନ ୩ ଫିଲ୍ମରେ କିଆରା ଆଡଭାନୀଙ୍କ ଏଂଟ୍ରି ହୋଇଛି । ପ୍ରଥମ ଥର ପାଇଁ ରଣବୀର ସିଂ ଓ କିଆରା ଯୋଡିଙ୍କୁ ଦର୍ଶକ ଏକତ୍ର ଦେଖିବାକୁ ପାଇବେ । ମେକର୍ସଙ୍କ ପକ୍ଷରୁ ଜାରୀ ଏକ ଭିଡିଓ ମାଧ୍ୟମରେ ଏ ସମ୍ପର୍କରେ ଘୋଷଣା କରାଯାଇଛି । ଗତ ବର୍ଷ ଫରହାନ ଡନ ୩ରେ ରଣବୀରଙ୍କୁ…

ଆରପାରିରେ ଅନୁପମା ଫେମ୍ ଅଭିନେତା ଋତୁରାଜ ସିଂ

ମୁମ୍ବାଇ: ଆରପାରିରେ ଅନୁପମା ଫେମ୍ ଅଭିନେତା ଋତୁରାଜ ସିଂ । ୫୯ ବୟସରେ ଆରପାରିକୁ ଚାଲିଗଲେ ଟିଭି ଇଣ୍ଡଷ୍ଟ୍ରିର ଭେଟେରିଆନ ଅଭିନେତା ଋତୁରାଜ ସିଂ । ମୁମ୍ବାଇର ଲୋଖଣ୍ଡୱାଲାସ୍ଥିତ ବାସଭବନରେ ଋତୁରାଜଙ୍କ ମୃତ୍ୟୁ ହୋଇଛି । ତେବେ ହୃଦଘାତରେ ଅଭିନେତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।…

ରାମଚରଣଙ୍କ ପରେ ସୂରିୟାଙ୍କ ସହ ଫିଲ୍ମ କରିବେ ଜାହ୍ନବୀ

ମୁମ୍ବାଇ: ଧଡକ ଫିଲ୍ମ ମାଧ୍ୟମରେ ବଲିଉଡରେ ପଦାର୍ପଣ କରିଥିବା ଜାହ୍ନବୀ କାପୁରଙ୍କ ଚାହିଦା ଦକ୍ଷିଣ ଭାରତ ଫିଲ୍ମରେ ବୃଦ୍ଧି ପାଇବାରେ ଲାଗିଛି । ସାଉଥ ସୁପରଷ୍ଟାର ରାମଚରଣଙ୍କ ସହ ସେ ଆରସି ୧୬ ଫିଲ୍ମ ସାଇନ କରିଛନ୍ତି । ଏହା ବୁଚି ବାବୁ ସନା ନିର୍ଦ୍ଦେଶନା ଦେବେ । ଜାହ୍ନବୀ ଜୁନିୟର…

ସାମ୍ନାକୁ ଆସିଲା ଅଜୟ ଦେବଗନଙ୍କ ଆଗାମୀ ଚଳଚ୍ଚିତ୍ର ‘ସଇତାନ’ର ନୂତନ ପୋଷ୍ଟର

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସଇତାନ’ ପାଇଁ ଆଜିକାଲି ଅଜୟ ଦେବଗନ୍ ଏବେ ଚର୍ଚ୍ଚାରେ ଅଛନ୍ତି । ଅଜୟଙ୍କ ପ୍ରଶଂସକମାନେ ଏବେ ଉତ୍ସାହର ସହିତ ଏହି ହରର୍ ଥ୍ରୀଲର ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି । ଏହାରି ଭିତରେ ଅଜୟଙ୍କ ପ୍ରଶଂସକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିବାକୁ…

ସାମ୍ନାକୁ ଆସିଲା ଫିଲ୍ମ ‘ଯୋଦ୍ଧା’ ର ଟିଜର୍, ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ ସିଦ୍ଧାର୍ଥ ମଲୋହତ୍ରା

ମୁମ୍ବାଇ: ଦୀର୍ଘ ଦିନ ଧରି ଫ୍ୟାନ୍ସ ମାନେ ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଆଗାମୀ ଫିଲ୍ମ 'ଯୋଦ୍ଧା'କୁ ଅପେକ୍ଷା କରି ରହିଛନ୍ତି । ଫିଲ୍ମର ନାଁ ରୁ ଏହା ସ୍ପଷ୍ଟ ହୋଇଛି ଯେ ଏଥିରେ ଦମଦାର ଆକ୍ସନ୍ ସିନ୍ ଦେଖିବାକୁ ମିଳିବ । ସେଥିପାଇଁ ଫ୍ୟାନ୍ସ ମାନେ ଏହି ଫିଲ୍ମର ରିଲିଜ୍ କୁ…

ବିବାହ ବନ୍ଧନରେ ବାନ୍ଧିହେଲେ ମହାଦେବଙ୍କ ପାର୍ବତୀ, ସାମ୍ନାକୁ ଆସିଲା ବାହାଘରର ଭିଜୁଆଲ

ମୁମ୍ବାଇ: ଦେବୋଁ କେ ଦେବ ମହାଦେବରେ ମାତା ପାର୍ବତୀଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୋନାରିକା ଭଦୋରିଆ ତାଙ୍କ ନୂତନ ଜୀବନରେ ପାଦ ରଖିଛନ୍ତି । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ସୋନାରିକା । ସୋନାରିକା ଗତକାଲି ବିକାଶ ପରାଶରଙ୍କ ସହ ବିବାହ ବନ୍ଧନରେ ବାନ୍ଧି…

ୟୁଜର୍ସଙ୍କ ସମାଲୋଚନା ନେଇ ରାଗିଗଲେ ଆୟଶା, କହିଲେ ମୋତେ ମୋ ବାଟରେ ଛାଡି ଦିଅ

ମୁମ୍ବାଇ: ନିକଟରେ ମୁମ୍ବାଇ ବିମାନ ବନ୍ଦରରେ ବଲିଉଡ ଅଭିନେତ୍ରୀ ଆୟଶା ଟକିୟାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା । ତାଙ୍କ ଚେହେରାର ନାଟକୀୟ ପରିବର୍ତନ ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇ ପଡିଥିଲେ । ଏଥିନେଇ ୟୁଜର୍ସମାନେ ତାଙ୍କୁ ସମାଲୋଚନା କରି ବିଭିନ୍ନ ଟିପ୍ପଣୀ ଦେଇଥିଲେ ।…

ଆସନ୍ତୁ ଜାଣିବା କଣ ପାଇଁ ସଞ୍ଜୟ ହୋଇ ପାରିଲେନି କଟପ୍ପା

ମୁମ୍ବାଇ: ଏସଏସ ରାଜମୌଲୀଙ୍କ ବାହୂବଳୀରେ କଟପ୍ପା ଅଭିନୟ କରି ଲୋକପ୍ରିୟ ହୋଇଥିବା ସତ୍ୟରାଜ କିନ୍ତୁ ମେକର୍ସଙ୍କ ପ୍ରଥମ ପସନ୍ଦ ନ ଥିଲେ । ସଞ୍ଜୟ ଦତଙ୍କୁ ସେମାନେ ଏଥିପାଇଁ ସାଇନ କରିବାକୁ ଚାହୁଁଥିଲେ । ଏହାର ଖୁଲାସା ରାଜମୌଲୀଙ୍କ ପିତା ବିଜୟେନ୍ଦ୍ର ପ୍ରସାଦ କରିଛନ୍ତି । ତେବେ ସଞ୍ଜୟଙ୍କୁ…

ଏହି ପ୍ରତିଷ୍ଠିତ ନିର୍ଦ୍ଦେଶକଙ୍କୁ ୨ ବର୍ଷ ଜେଲ, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ସନ୍ନି ଦେଓଲଙ୍କ ଆଗାମୀ ଚଳଚ୍ଚିତ୍ର 'ଲାହୋର ୧୯୪୭' ର ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଚେକ୍ ବାଉନ୍ସ ମାମଲାରେ କୋର୍ଟ ଫିଲ୍ମ ନିର୍ଦ୍ଦେଶକଙ୍କୁ ଦଣ୍ଡ ସହିତ ଦୁଇଗୁଣ ଅର୍ଥ ଦେବାକୁ କହିଛନ୍ତି। ଜାମନଗରର ବିଶିଷ୍ଟ ଶିଳ୍ପପତି ତଥା ସିପିଂ…