Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କାର୍ତ୍ତିକଙ୍କ ଭୂୟସୀ ପ୍ରଶଂସା କରିବା ପରେ ତାଙ୍କୁ ପୁରସ୍କାର ଦେଇଦେଲେ ମନୋଜ ବାଜପେୟୀ

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ଅଭିନେତା ମନୋଜ ବାଜପେୟୀଙ୍କ ଏକ ପଦକ୍ଷେପ ପ୍ରଶଂସକଙ୍କ ଛାତି ଚଉଡା କରିଦେଇଛି । ଏକ ପୁରସ୍କାର ସମାରୋହ ଉତ୍ସବରେ ମନୋଜଙ୍କୁ ଜୋରମ ଫିଲ୍ମ ପାଇଁ ପୁରସ୍କାର ମିଳିଥିଲା । ଏହା ଘୋଷଣା ହେବା ପରେ ମନୋଜ ଷ୍ଟେଜ ଉପରୁ ହଠାତ କାର୍ତିକ ଆର୍ଯ୍ୟନଙ୍କୁ ଡାକିଥିଲେ ।…

ଶିବ ଅବତାର ସହ ‘ଶମ୍ଭୁ’ ଗୀତର ପ୍ରଥମ ଲୁକ୍ ସେୟାର କଲେ ଖିଲାଡି ଷ୍ଟାର, ଜାଣନ୍ତୁ କେବେ ରହିଛି ରିଲିଜ…

ମୁମ୍ବାଇ: ଫିଲ୍ମ ବ୍ୟତୀତ ଅକ୍ଷୟ କୁମାର ତାଙ୍କ ମ୍ୟୁଜିକ୍ ଭିଡିଓ ପାଇଁ ସବୁବେଳେ ପ୍ରଶଂସା ସାଉଁଟିଥାନ୍ତି । ବଲିଉଡର ଖିଲାଡି କୁମାର ତାଙ୍କର ଆଗାମୀ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ପାଇଁ ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି । ଏହି ଅଭିନେତା ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ଅଟନ୍ତି ।…

ଗର୍ଭାଶୟ କ୍ୟାନସରରେ ମୃତ୍ୟୁ ଖବରର ଦିନକ ପରେ ପୁନମ ପାଣ୍ଡେ କହିଲେ ‘ମୁଁ ଜୀବିତ’

ମୁମ୍ବାଇ: ଗର୍ଭାଶୟ କର୍କଟରେ ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ମୃତ୍ୟୁ ବରଣ କରିଥିବା ଖବର ଉପରୁ ହଟିଲା ପରଦା। ନିଜ ମୃତ୍ୟୁର ଦିନକ ପରେ ପୁନମ କହିଛନ୍ତି, 'ମୁଁ ଜୀବିତ ଅଛି'। ସେ ଇନଷ୍ଟାଗ୍ରାମରେ ସଫେଇ ଦେଇଛନ୍ତି ଯେ ସେ ସୁସ୍ଥ ଅଛନ୍ତି ଏବଂ କର୍କଟ ରୋଗ ପାଇଁ ସଚେତନତା ସୃଷ୍ଟି କରିବା…

ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ପୁନମଙ୍କ ମୃତ୍ୟୁ ଖବର

ମୁମ୍ବାଇ: ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଅକାଳ ବିୟୋଗ ଖବର ଫିଲ୍ମ ଇଣ୍ଡଷ୍ଟ୍ରି ଓ ପ୍ରଶଂସକଙ୍କୁ ଦୋହଲାଇ ଦେଇଛି । ତାଙ୍କ ମ୍ୟାନେଜର ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଥିଲେ । ତେବେ ଏହି ଖବରର ସତ୍ୟତା ଏ ପର୍ଯ୍ୟନ୍ତ ପୃଷ୍ଟି ହୋଇପାରୁ ନାହିଁ । ମୂଖ୍ୟତଃ ପୁନମଙ୍କ ଶବ ଏ ପର୍ଯ୍ୟନ୍ତ…

କର୍କଟ ରୋଗରେ ଯାଇଛି ଏହି ସବୁ କଳାକାରଙ୍କ ଜୀବନ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପୁଣମ ପାଣ୍ଡେଙ୍କ ଆକସ୍ମିକ ଦେହାନ୍ତରେ ବଲିଉଡ଼ ଜଗତରେ ଶୋକ ଖେଳିଯାଇଛି। ଗର୍ଭାଶୟ କର୍କଟ କାରଣରୁ ଏହି ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିଲା। କେବଳ ଏତିକି ନୁହେଁ, କର୍କଟ ରୋଗରେ ଅନେକ କଳାକାରଙ୍କ ଜୀବନ ହାନୀ ଘଟିଛି। ଆସନ୍ତୁ ଜାଣିବା କେଉଁ ମାନେ କର୍କଟରେ ଜୀବନ…

ବରିଷ୍ଠ ଅଭିନେତା ପଦ୍ମଶ୍ରୀ ସାଧୁ ମେହେରଙ୍କ ପରଲୋକ

ମୁମ୍ବାଇ: ବିଶିଷ୍ଠ ଫିଲ୍ମ ଅଭିନେତା, ନିର୍ଦ୍ଦେଶକ ତଥା ନିର୍ମାତା ସାଧୁ ମେହେରଙ୍କ ପରଲୋକ । ୮୪ ବର୍ଷ ବୟସରେ ମୁମ୍ବାଇରେ ଆଖି ବୁଜିଛନ୍ତି ଏହି ଭେଟେରାନ ଆକ୍ଟର। ଏନେଇ ସୂଚନା ଦେଇଛନ୍ତି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର । ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାରେ ଖ୍ୟାତି…

ରାଜନୀତିରେ ଏଣ୍ଟ୍ରୀ କଲେ ତାମିଲି ସୁପରଷ୍ଟାର ଥଲାପତି ବିଜୟ, ଗଠନ କଲେ ନିଜର ନୂଆ ଦଳ

ଚେନ୍ନାଇ: ତାମିଲ ସୁପରଷ୍ଟାର ଥଲାପତି ବିଜୟ ରାଜନୀତିରେ ଦମଦାର ଏଣ୍ଟ୍ରୀ କରିଛନ୍ତି । ଅଭିନେତା ଫିଲ୍ମ ରୁ ରାଜନୀତି ଦୁନିଆକୁ ନିଜ ଯାତ୍ରା ଆରମ୍ଭ କରିଛନ୍ତି । ବିଜୟଙ୍କ ପାଇଁ ରାଜନୀତି ପ୍ଲାଟଫର୍ମ ସମ୍ପୂର୍ଣ୍ଣ ନୂଆ । ତେବେ ଅଭିନେତା ଜଣକ କୌଣସି ରାଜନୈତିକ ଦଳରେ ଯୋଗ ଦେଇନାହାଁନ୍ତି, ବରଂ…

ପରଲୋକରେ ସୋଶିଆଲ ମିଡିଆର ଚର୍ଚ୍ଚିତ ଚେହେରା ପୁନମ୍ ପାଣ୍ଡେ

ମୁମ୍ବାଇ: ନିଜର ବୋଲ୍ଡ ଅନ୍ଦାଜ ପାଇଁ ସବୁବେଳେ ସୋଶିଆଲ ମିଡିଆ ହେଉ ଅବା ଟିଭି ପରଦାରେ ଚର୍ଚ୍ଚାରେ ରହୁଥିବା ପୁନମ୍ ପାଣ୍ଡେଙ୍କ ପରଲୋକ । ଏନେଇ ଅଭିନେତ୍ରୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦିଆଯାଇଛି । ପୁନମଙ୍କ ଏଭଳି ଭାବରେ ଆକସ୍ମିକ ମୃତ୍ୟୁ ଖବର ତାଙ୍କର ସମସ୍ତ ଫ୍ୟାନ୍ସଙ୍କୁ ଚକିତ…

ବହୁଭାଷୀ ଚଳଚ୍ଚିତ୍ର ‘ଜୟ ମା’ ସମଲେଇର’ ଶୁଭ ମହୁରତ

ସମ୍ବଲପୁର : ମାଆ ସମଲେଶ୍ୱରୀଙ୍କ ଗାଥା ଓ ମହିମାକୁ ନେଇ ସନଲିଶା ସିଗ୍ନେଚର, ଶିରିଡି ସାଈବାବା ମୁଭିଜ ଓ ନ୍ୟୁ ଜେନେରେସନ ଫିଲ୍ମସ ମିଳିତ ଆନୁକୂଲ୍ୟରେ ବହୁଭାଷୀ ଚଳଚ୍ଚିତ୍ର 'ଜୟ ମା ସମଲେଇ' ର ଶୁଭ ମହୁରତ ମାଆ ସମଲେଶ୍ଵରୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନିର୍ଦ୍ଦେଶକ…

ରାଜନୀତିରେ ପ୍ରବେଶ କରିବେ ଥାଲାପତି ବିଜୟ

ମାଡ୍ରାସ: ତାମିଲ ସୁପରଷ୍ଟାର ଥାଲାପତି ବିଜୟ ଫିଲ୍ମ ଦୁନିଆରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଏବେ ସେ ରାଜନୀତିରେ ପ୍ରବେଶ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ତାଙ୍କ ପ୍ରଶଂସକମାନେ ବେଶ ଉତ୍ସାହିତ ଅଛନ୍ତି । ବିଜୟ ଦୀର୍ଘ ଦିନ ହେବ ନିଜର ଏକ ପାର୍ଟି…