Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆରମ୍ଭ ହେଲା ପୁଷ୍ପା-୨ କାଉଣ୍ଟ ଡାଉନ, ଆଉ ମାତ୍ର ୨୦୦ଦିନର ଅପେକ୍ଷା

ମୁମ୍ବାଇ: ପୁଷ୍ପା-୧ର ଜବରଦସ୍ତ ସଫଳତା ପରେ ଏବେ ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକମାନେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପୁଷ୍ପା-୨କୁ ଚାତକ ପରି ଚାହିଁ ବସିଛନ୍ତି । ଏହାରି ଭିତରେ ଅଲ୍ଲୁଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର । ପୁଷ୍ପା-୨ର ରିଲିଜ ଡେଟ୍ ଘୋଷଣା କରିଛନ୍ତି ଫିଲ୍ମ ନିର୍ମାତା ।…

ଭାଲେଣ୍ଟାଇନ୍ ସପ୍ତାହରେ ପରଦାକୁ ଆସିବ ‘ଆଶିକ୍ ସରେଣ୍ଡର ହେଲା’

ଭୁବନେଶ୍ବର : ବିଶ୍ୱାସ ପ୍ରଡକସନ୍ସ ପ୍ରଯୋଜିତ ଓଡ଼ିଆ ଫିଲ୍ମ ଆଶିକ୍ ସରେଣ୍ଡର ଭଲେଣ୍ଟାଇନ୍ ସପ୍ତାହରେ ପରଦାକୁ ଆସିବ ବୋଲି ପ୍ରେସ୍ କ୍ଲବରେ ଟ୍ରେଲର ରିଲିଜ ଉତ୍ସବରେ ଫିଲ୍ମର ନିର୍ମାତା ରାଜା ପ୍ରକାଶ କରିଛନ୍ତି । ସିନେମାର କାହାଣୀ ସମ୍ପୂର୍ଣ୍ଣ ରୋମାଣ୍ଟିକ ହୋଇଥିବା ବେଳେ ପ୍ରେମ୍…

ବିଗ୍‌ବସ୍‌ ସିଜିନ-୧୭: ନିଜ ଜନ୍ମ ଦିନରେ ଟ୍ରଫି ହାତେଇଲେ ମୁନାୱାର ଫାରୁକି

ମୁମ୍ବାଇ: ରବିବାର ଶେଷ ହୋଇଛି ରିଆଲିଟି ଶୋ’ ବିଗବସ୍ ସିଜିନ-୧୭ । ଏହାର ବିଜେତା ହୋଇଛନ୍ତି ମୁନାୱାର ଫାରୁକି । ନିଜ ଜନ୍ମ ଦିନରେ ଗ୍ରାଣ୍ଡ ଫାଇନାଲରେ ଟ୍ରଫି ହାତେଇଛନ୍ତି ଷ୍ଟାଣ୍ଡଅପ୍‌ କମେଡିଆନ ମୁନାୱାର ଫାରୁକି । ଟ୍ରଫି ସାଙ୍ଗକୁ ତାଙ୍କୁ 50 ଲକ୍ଷ ଟଙ୍କାର ପୁରସ୍କାର ରାଶି ଓ ଏକ…

ପୁଣି ଫ୍ୟାନ୍ସଙ୍କ ମନ ଜିତିଲେ ରଣବୀର କପୁର, ସିକ୍ୟୁରିଟିଗାର୍ଡଙ୍କ ସହ ଏପରି କିଛି କଲେ

ନୂଆଦିଲ୍ଲୀ: 'ଆନିମଲ' ଷ୍ଟାର୍ ରଣବୀର କପୁର କେବଳ ଜଣେ ମହାନ ଅଭିନେତା ନୁହଁନ୍ତି ବରଂ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି । ସେ ପୁଣି ଥରେ ଏହା ପ୍ରମାଣ କରିଛନ୍ତି । ନିକଟରେ ସୋସିଆଲ ମିଡିଆରେ ଅଭିନେତାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ଏହି ଭିଡିଓରେ ରଣବୀର…

ବିବାଦରେ ରାହତ ଫତେ ଅଲ୍ଲୀ ଖାନ୍, ନିଜ ଛାତ୍ରଙ୍କୁ ବାଡ଼ୋଉଥିବାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଯେଉଁ ଗାୟକ ଦିନେ ତାଙ୍କ ସୁନ୍ଦର ଗାଇବା ଶୈଳୀ ପାଇଁ ଚର୍ଚ୍ଚାରେ ରହୁଥିଲେ । ସେ ଆଜି ତାଙ୍କ ନିଜର ଲଜ୍ଜାଜନକ ବ୍ୟବହାର ପ୍ରଦର୍ଶନ ପାଇଁ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଆମେ କହୁଛୁ ପାକିସ୍ତାନୀ ସିଙ୍ଗର ରାହତ ଫତେ ଅଲି ଖାନଙ୍କ ବିଷୟରେ । ନିକଟରେ ରାହତଙ୍କର ଏକ ଭିଡିଓ…

‘ଫାଇଟର’ର କମାଲ, ତିନି ଦିନରେ ରୋଜଗାର କଲାଣି ଏତିକି କୋଟି

ନୂଆଦିଲ୍ଲୀ: ବଡ଼ ପରଦାରେ ରିଲିଜ ହୋଇଛି ହାଇ ବଜେଟ ଫିଲ୍ମ ଫାଇଟର। ହ୍ରିତିକ ରୋଶନ, ଦିପିକା ପାଦୁକୋନ ଓ ଅନୀଲ କପୁରଙ୍କ ଅଭିନୀତ ଏହି ସିନେମା ଏବେ ଧିରେ ଧିରେ ଦର୍ଶକଙ୍କ ପସନ୍ଦ ଆସିବାରେ ଲାଗିଛି। ବଡ଼ ପରଦାରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ସିଜଲିଂ କେମେଷ୍ଟ୍ରିକୁ ଦର୍ଶକମାନେ…

ଭାଇରାଲ ହେଲା ବବି ଦେଓଲଙ୍କ ଉଦିରନ ଲୁକ

ମୁମ୍ବାଇ: ବବି ଦେଓଲଙ୍କ ତାଙ୍କ ଜନ୍ମଦିନ ଅବସରରେ ପ୍ରଶଂସକମାନଙ୍କୁ ଏକ ଚମତ୍କାର ଭେଟି ପ୍ରଦାନ କରିଛନ୍ତି । ଆନିମଲର ସଫଳତା ପରେ ଏବେ ସମସ୍ତଙ୍କ ନଜର ତାଙ୍କ ଆଗାମୀ ଫିଲ୍ମ କଙ୍ଗୁୱା ଉପରେ ରହିଛି । ସୂରିୟା ଅଭିନୀତ ଏହି ତାମିଲ ଫିଲ୍ମରେ ବବି ଖଳନାୟକ ଭୂମିକା କରୁଛନ୍ତି । ସୂରିୟା ଉଦିରନ…

ଟିଭି ପରଦାରେ ରାମଙ୍କ ରୋଲ କରିବା ନଥିଲା ସହଜ, ଜାଣନ୍ତୁ କ’ଣ କୁହନ୍ତି ରାମଙ୍କ ଅଭିନୟ କରିଥିବା ଅଭିନେତା

ଭୁବନେଶ୍ଵର: ଆପଣମାନେ ଟେଲି ଦୁନିଆରେ ଅନେକ ଥର ରାମାୟଣ ଦେଖିଥିବେ । ବର୍ତ୍ତମାନ ବଡ ପରଦାରେ ମଧ୍ୟ ରାମାୟଣ ଦେଖିବାକୁ ମିଳିଛି । ଆଉ ଏହି ରାମାୟଣରେ ଅନେକ କଳାକାର ରାମ ଭୁମିକାରେ ଅଭିନୟ କରିଛନ୍ତି । ଅଭିନେତା ଅରୁଣ ଗୋଭିଲଙ୍କ ଠାରୁ ଆରମ୍ଭ କରି ସୁପରଷ୍ଟାର ପ୍ରଭାସଙ୍କ ପର୍ଯ୍ୟନ୍ତ ।…

ବକ୍ସ ଅଫିସରେ ଧମାଲ କରୁଛି ଫାଇଟର, ଦ୍ୱିତୀୟ ଦିନରେ କରିଛି ଏତିକି କୋଟି ରୋଜଗାର

ମୁମ୍ବାଇ: ଜାନୁଆରୀ 25 ରେ ହାଇ ବଜେଟ ସିନେମା ଫାଇଟର ବଡ଼ ପରଦାରେ ରିଲିଜ ହୋଇଛି। ଦୁଇ ଦିନରେ ସିନେପ୍ରେମୀଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି ଏହି ସିନେମା। ଗଣତନ୍ତ୍ର ଦିବସ ଏକ ଜାତୀୟ ଛୁଟିଦିନ ହେତୁ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିଛି। ଫଳରେ ଦୁଇ ଦିନ ମଧ୍ୟରେ ଭାରତରେ…

ଦୀର୍ଘ ଦଶନ୍ଧି ପରେ ପଡ଼ୁଛି ଲକ୍ଷ୍ମୀ ନାରାୟଣ ମହାସଂଯୋଗ, ଆସନ୍ତା ମାସରୁ ବଦଳିଯିବ ଏହି ୫ ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କର ଚଳନ ବ୍ୟକ୍ତିର ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ। ଫେବୃଆରୀ ମାସରୁ କିଛି ରାଶିଙ୍କ ଭାଗ୍ୟରେ ବଦଳିବାକୁ ଯାଉଛି। ଫେବୃଆରୀ ମାସରେ ଶୁକ୍ର ଏବଂ ବୁଧ ଗ୍ରହ ମକର ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଲକ୍ଷ୍ମୀ ନାରାୟଣ…