Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଦୀର୍ଘ ଦଶନ୍ଧି ପରେ ପଡ଼ୁଛି ଲକ୍ଷ୍ମୀ ନାରାୟଣ ମହାସଂଯୋଗ, ଆସନ୍ତା ମାସରୁ ବଦଳିଯିବ ଏହି ୫ ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କର ଚଳନ ବ୍ୟକ୍ତିର ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ। ଫେବୃଆରୀ ମାସରୁ କିଛି ରାଶିଙ୍କ ଭାଗ୍ୟରେ ବଦଳିବାକୁ ଯାଉଛି। ଫେବୃଆରୀ ମାସରେ ଶୁକ୍ର ଏବଂ ବୁଧ ଗ୍ରହ ମକର ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଲକ୍ଷ୍ମୀ ନାରାୟଣ…

ପୁଣି ଏକାଠି ବଡ ପରଦାରେ ନଜର ଆସିବେ ସନ୍ନି ଦେଓଲ ଓ ପ୍ରୀତି ଜିଣ୍ଟା, ଏହି ଫିଲ୍ମରେ କରିବେ ଡେବ୍ୟୁ

ମୁମ୍ବାଇ: ବଲିଉଡର ମୋଷ୍ଟ ଟ୍ୟାଲେଣ୍ଟେଡ୍ ଅଭିନେତାମାନଙ୍କ ମଧ୍ୟରୁ ସନ୍ନି ଦେଓଲ୍ ଏକ । ଗତବର୍ଷ ମୁକ୍ତିଲାଭ କରିଥିବା ସନ୍ନିଙ୍କ ଅଭିନୀତ ଫିଲ୍ମ 'ଗଦର ୨' କୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ତାଙ୍କର ଅନ୍ୟ ଏକ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଲାହୋର: ୧୯୪୭' ପାଇଁ ଏବେଠୁ ସେ ଚର୍ଚ୍ଚାରେ ।…

ରଣବୀର, ଆଲିୟା, ଭିକ୍କିଙ୍କୁ ନେଇ ସଞ୍ଜୟ ଲୀଲା ଭନ୍ସାଲି କରିବେ ଲଭ ଅଣ୍ଡ ୱାର

ମୁମ୍ବାଇ: ସଞ୍ଜୟ ଲୀଲା ଭନ୍ସାଲି ତାଙ୍କ ଆଗାମୀ ଫିଲ୍ମ ଲଭ ଆଣ୍ଡ ୱାରର ଘୋଷଣା କରିଛନ୍ତି । ଏଥିରେ ରଣବୀର କାପୁର, ଆଲିୟା ଭଟ୍ଟ ଓ ଭିକ୍କି କୌଶଲ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ଯୁଦ୍ଧର ପୃଷ୍ଠଭୂମି ଉପରେ ଏହି ପ୍ରେମ କାହାଣୀ ଆଧାରିତ । ୨୦୨୪ରେ ମାରାଥନ ସିଡ୍ୟୁଲରେ କାମ ଆରମ୍ଭ ହେବ…

ବନବାସ ଠାରୁ ଆରମ୍ଭ ରାଜାଭିଷେକ ପର୍ଯ୍ୟନ୍ତ, ଆଲିଆଙ୍କ ଏହି ଶାଢୀରେ ଦେଖିବାକୁ ମିଳୁଛି ପୁରା ରାମାୟଣର ଝଲକ

ମୁମ୍ବାଇ: ଗତକାଲି ପୁରା ବିଧିବିଧାନ ସହ ସମ୍ପର୍ଣ୍ଣ ହୋଇଛି ପ୍ରଭୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଏଥିସହ ଅନେକ ସେଲିବ୍ରିଟି ମଧ୍ୟ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ନିଜକୁ ଧନ୍ୟ ମନେ…

ଏହି ଦିନ ସିନେମା ଘରେ ଲାଗିବ’ଏମରଜନ୍ସି’, ଡେଟ୍ ଘୋଷଣା କରି ପୋଷ୍ଟର ସେୟାର କଲେ ବଲିଉଡ କ୍ବିନ୍

ମୁମ୍ବାଇ: ଆଉ କିଛି ଦିନ ପରେ ସମସ୍ତ ସିନେମା ଘରେ ଛାଇଯିବେ ବଲିଉଡର କ୍ବିନ୍ କଙ୍ଗନା ରାଣାଓ୍ବତ । କଙ୍ଗନା ଙ୍କ ଅପକମିଙ୍ଗ ଫିଲ୍ମ 'ଏମରଜନ୍ସି' ରିଲିଜ ପାଇଁ ପ୍ରସ୍ତୁତ ହୋଇସାରିଛି । ଏନେଇ କଙ୍ଗନା ଆଜି ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହା ସହିତ ଫିଲ୍ମର ଏକ ନୂତନ ପୋଷ୍ଟର ସେ…

ହସ୍ପିଟାଲରେ ଭର୍ତ୍ତି ହେଲେ ସୈଫ, ଆଣ୍ଠୁ ଓ କାନ୍ଧରେ ଲାଗିଛି ଗଭୀତ ଆଘାତ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ସୈଫ ଅଲି ଖାନଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ସୈଫଙ୍କୁ ଆଜି ସକାଳେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ,ତାଙ୍କ ଆଣ୍ଠୁ ଏବଂ କାନ୍ଧରେ ଆଘାତ ଲାଗିଛି । ତାଙ୍କ ଆଣ୍ଠୁର ଅସ୍ତ୍ରୋପଚାର…

ମୁକ୍ତିଲାଭ କଲା “ଶାନ୍ତି ଆପାର୍ଟମେଣ୍ଟ”ର ମ୍ୟୁଜିକ୍ ଓ ଟ୍ରେଲର

ଭୁବନେଶ୍ବର : ସମ୍ପୂର୍ଣ୍ଣ ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଶାନ୍ତି ଆପାର୍ଟମେଣ୍ଟ’ର ମ୍ୟୁଜିକ ରିଲିଜ୍ ହୋଇଯାଇଛି । ଏହି ଅବସରରେ ସିନେମାର କଳାକାର ଓ ତେକ୍ନିସିଆନଙ୍କ ସମେତ ଓଲିଉଡ଼ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରର…

ଅନୀଲ ଶର୍ମା ଗଦର ୩ ଉପରେ ଆରମ୍ଭ କଲେ କାମ

ମୁମ୍ବାଇ: ବଲିଉଡ ଅଭିନେତା ସନୀ ଦେଓଲ ଓ ନିର୍ଦ୍ଦେଶକ ଅନୀଲ ଶର୍ମାଙ୍କ ଗଦର ୨ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲା । ଦର୍ଶକ ଏହାକୁ ବେଶ ପସନ୍ଦ କରିଥିଲେ । ଏବେ ଅନୀଲ ଗଦର ୩ ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ପୂର୍ବରୁ ଏହି ଖବର ପ୍ରକାଶ ପାଇଥିଲେ ମଧ୍ୟ ଏବେ ଏହା ଉପରେ ଅନୀଲ ମୋହର…

ଫିଲ୍ମ ‘ଅନ୍ନପୂର୍ଣ୍ଣାନୀ’ ସହ ଜଡିତ ବିବାଦକୁ ନେଇ କ୍ଷମା ମାଗିଲେ ନୟନତାରା, ଜୟ ଶ୍ରୀରାମ ଲେଖି ସେୟାର…

ନୂଆଦିଲ୍ଲୀ: ଦକ୍ଷୀଣ ଫିଲ୍ମ 'ଅନ୍ନପୂର୍ଣ୍ଣାନୀ' କୁ ନେଇ ଗତ କିଛିଦିନ ହେବ ବିବାବ ଉପୁଜିଛି । ଏହି ଫିଲ୍ମଟି ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବାର ଅଭିଯୋଗ ହୋଇଥିଲା । ଏହା ବ୍ୟତୀତ ଦକ୍ଷୀଣ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ନୟନତାରାଙ୍କ ଫିଲ୍ମକୁ ନେଟଫ୍ଲିକ୍ସରୁ ମଧ୍ୟ ହଟାଇ…

ସିକ୍ସ ପ୍ୟାକ ଚେହେରାର ସତ୍ୟତା ନେଇ ମୁହଁ ଖୋଲିଲେ ମନୋଜ

ମୁମ୍ବାଇ: ଅଭିନେତା ମନୋଜ ବାଜପେୟୀ ଏବେ ତାଙ୍କର ଆଗାମୀ ୱେବ ସିରିଜ କିଲର ସୁପକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନୂତନ ବର୍ଷ ଅବସରରେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ଶର୍ଟଲେସ ମନୋଜଙ୍କ ସିକ୍ସ ପ୍ୟାକ ଚେହେରା ଦଶର୍କଙ୍କୁ ବେଶ ପସନ୍ଦ ଆସିଥିଲା । ଏବେ ମନୋଜ ଏହି…