Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମାଳଦ୍ୱୀପକୁ ବଏକଟ୍ କରିବାକୁ ଫିଲ୍ମ ନିର୍ମାତାମାନଙ୍କୁ FWICEର ଅପିଲ୍, ଲାକ୍ଷାଦ୍ୱୀପ ରେ ସୁଟିଂ କରିବାକୁ ପରାମର୍ଶ

ନୂଆଦିଲ୍ଲୀ: ଏବେ ଚାରିଆଡେ ଚର୍ଚ୍ଚାରେ ଅଛନ୍ତି ଲାକ୍ଷାଦ୍ୱୀପ ଏବଂ ମାଳଦ୍ୱୀପ । ଏହି ସମୟରେ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲାଇଜ (FWICE) ବୁଧବାର ସମସ୍ତ ଚଳଚ୍ଚିତ୍ର ନିର୍ମାତାଙ୍କୁ ମାଳଦ୍ୱୀପରେ ଶୁଟିଂ ବୁକିଂ ବାତିଲ କରିବାକୁ ନିବେଦନ କରିଛି । FWICE ଏକ ପ୍ରେସ…

ଘୋଷଣା ହେଲା ବଡେ ମିୟାଁ ଛୋଟେ ମିୟାଁର ରିଲିଜ ଡେଟ

ମୁମ୍ବାଇ: ବଡେ ମିୟାଁ ଓ ଛୋଟେ ମିୟାଁ ଫିଲ୍ମର ରିଲିଜ ତାରିଖକୁ ଦର୍ଶକମାନେ ବ୍ୟଗ୍ରତା ସହକାରେ ଦୀର୍ଘ ଦିନ ହେବ ଅପେକ୍ଷା କରି ବସିଛନ୍ତି । ବୁଧବାର ଅକ୍ଷୟ କୁମାର ଏହା ରିଲିଜ ତାରିଖ ଘୋଷଣା କରିଛନ୍ତି । ଏହା ଏବେ ଏପ୍ରିଲ ୨୦୨୪ ଇଦ ଅବସରରେ ରିଲିଜ ହେବ ବୋଲି ସ୍ପଷ୍ଟ ହୋଇଛି । ଅଲୀ ଆବାସ…

ପରଲୋକରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ରସିଦ ଖାନ୍

କୋଲକତା: ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିବା ସଙ୍ଗୀତଜ୍ଞ ତଥା ଶାସ୍ତ୍ରୀୟ ସଙ୍ଗୀତର ଓସ୍ତାଁଦ ରସିଦ ଖାନଙ୍କ କୋଲକାତାର ଏକ ହସ୍ପିଟାଲରେ ପରଲୋକ ଘଟିଛି। ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ଏହି ସୁନାମଧନ୍ୟ ବ୍ୟକ୍ତିଙ୍କର ମୃତ୍ୟୁ ବେଳକୁ ୫୫ ବର୍ଷ ହୋଇଥିଲା। ପ୍ରଶଂସକମାନେ ଶେଷ ଦର୍ଶନ…

୨୦୨୪ରେ ଏହି ସବୁ ଫିଲ୍ମ ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଦର୍ଶକ

ମୁମ୍ବାଇ: ୨୦୨୪ରେ ଅନେକଗୁଡିଏ ଫିଲ୍ମ ରିଲିଜ ହେବାକୁ ଅଛି । ଭାରତୀୟ ଫିଲ୍ମ ମଧ୍ୟରେ କାହାକୁ ଦେଖିବା ପାଇଁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଆଇଏମଡିବି ତାର ସୂଚୀ ଜାରୀ କରିଛି । ଏହି ତାଲିକାରେ ଫାଇଟର ଶୀର୍ଷରେ ରହିଛି । ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କ କେମେଷ୍ଟ୍ରି ଏବଂ…

ଖୁବ୍ ଶିଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା, ଫେବୃଆରୀରେ ନିର୍ବନ୍ଧ

ମୁମ୍ବାଇ: ସାଉଥ ଫିଲ୍ମରୁ ବଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟର ଦକ୍ଷତା ଦେଖାଇ ସାରିଥିବା ରଶ୍ମିକା ମନ୍ଦାନା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏବା ଚର୍ଚ୍ଚାକୁ ଆସିଛନ୍ତି। ରଶ୍ମିକା ମନ୍ଦାନାଙ୍କ ନାମ ଦୀର୍ଘ ଦିନ ଧରି ସାଉଥ ଷ୍ଟାର ବିଜୟ ଦେବରାକୋଣ୍ଡାଙ୍କ ସହ ଜଡିତ ଥିଲା। ଉଭୟଙ୍କୁ ଅନେକ ଥର ଏକାଠି…

ମାଳଦ୍ୱୀପ ବନାମ ଲାକ୍ଷାଦ୍ୱୀପ: ବିବାଦ ମଧ୍ୟରେ ଏପରି ବଡ଼ ବୟାନ ଦେଲେ ବିଗ ବି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷାଦ୍ୱୀପ ଗସ୍ତ ପରେ ମାଳଦ୍ୱୀପ ଏବଂ ଭାରତ ସରକାରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ମାଲଦ୍ୱୀପର କିଛି ମନ୍ତ୍ରୀ ତାଙ୍କ ବିରୋଧରେ ମନ୍ତବ୍ୟ ଦେଇଛନ୍ତି। ତେବେ ସେଠାକାର ସରକାର ଏହି ମାମଲାକୁ ନିୟନ୍ତ୍ରଣ…

‘ବାରଙ୍ଗ ୧୯୯୯’ ଓ୍ବେବ ସିରିଜ ନିର୍ମାତାଙ୍କୁ ୧୦ କୋଟି ଟଙ୍କାର ମାନହାନି ନୋଟିସ ପଠାଇଲେ ଅଞ୍ଜନା ମିଶ୍ର

ଭୁବନେଶ୍ୱର: ଓଟିଟି ପ୍ଲାଟଫର୍ମ କାଞ୍ଚା ଲଙ୍କାକୁ ଲିଗାଲ ନୋଟିସ। ୧୯୯୯ରେ ହୋଇଥିବା ଗଣଦୁଷ୍କର୍ମ ଘଟଣାର ପୀଡ଼ିତା ଅଞ୍ଜନା ମିଶ୍ର ଭୁବନେଶ୍ୱରର ଏକ ଅଦାଲତର ଦ୍ବାରସ୍ଥ ହୋଇ ମାନହାନି ମାମଲା ଦାୟର କରିଛନ୍ତି। ଅଞ୍ଜନା ଓଡ଼ିଆ ୱେବ୍ ସିରିଜ୍ 'ବାରଙ୍ଗ ୧୯୯୯' ପାଇଁ ଓଟିଟି ପ୍ଲାଟଫର୍ମ ବିରୋଧରେ…

ସଲମାନଙ୍କ ଫାର୍ମ ହାଉସରେ ପଶିଲେ ୨ ଅଜଣା ବ୍ୟକ୍ତି

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଗତ ବର୍ଷ ଅନେକ ଥର ଲରେନ୍ସ ଗ୍ୟାଙ୍ଗ ଦ୍ୱାରା ମୃତ୍ୟୁ ଧମକ ଦିଆଯାଇଥିଲା। ଯେଉଁଥିପାଇଁ ତାଙ୍କର ସୁରକ୍ଷା ଯଥେଷ୍ଟ ବୃଦ୍ଧି କରାଯାଇଥିଲା। ଏପରିକି ତାଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଇଥିଲା । ଏହାରି ଭିତରେ ତାଙ୍କ ପନଭେଲ ସ୍ଥିତ…

ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ରଶ୍ମିକା- ବିଜୟ

ମୁମ୍ୱାଇ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ସେମାନଙ୍କ ନିର୍ବନ୍ଧର ତାରିଖ ମଧ୍ୟ ଫାଇନାଲ ହୋଇଯାଇଛି । ଏହି ଖବର ପାଇବା ପରେ ଉଭୟଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି ।…

ଓଲିଉଡ ପୁରସ୍କାର ମହୋତ୍ସବ ପାଇଁ ଦୁବାଇରେ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର: ଦୁବାଇଠାରେ ଆୟୋଜିତ ହେବାକୁ ଯାଉଛି ଓଲିଉଡ ପୁରସ୍କାର ମହୋତ୍ସବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ପ୍ରଥମ ଥର ପାଇଁ ଦେଶ ବାହାରେ ଆର୍ ଆର୍ ଇଭେଣ୍ଟସ୍ ଏଣ୍ଡ ସିନେ ପ୍ରଡ଼କ୍ସନ ଏବଂ ୟୁଏଇ ଓଡ଼ିଶା ସମାଜର ସଂଯୁକ୍ତ ଆନୁକୂଲ୍ୟରେ ଏହି ବିଶାଳ…