Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସଲ୍‌ମାନଙ୍କ ଆଗାମୀ ଫିଲ୍ମରେ ନାୟିକା ସାଜିବେ ଦୁଇ ସାଉଥ୍ ଅଭିନେତ୍ରୀ

ମୁମ୍ବାଇ: ଆଜିକାଲି ବଲିଉଡ୍ ଫିଲ୍ମରେ ଦକ୍ଷିଣ ଭାରତୀୟ ତାରକାମାନଙ୍କୁ ଅଧିକାଂଶ ଦେଖିବାକୁ ମିଳୁଛି । ସାଧାରଣତଃ ଦକ୍ଷିଣ ଭାରତୀୟ ତାରକାମାନେ ଅଭିନୟରେ ବେଶ୍ ଦକ୍ଷ । ତେଣୁ ବଲିଉଡ଼ ପ୍ରଯୋଜକମାନେ ଏହି ତାରକାମାନଙ୍କୁ ନେବାକୁ ପସନ୍ଦ କରୁଛନ୍ତି । ଏଥିସହିତ ଉତ୍ତର ଭାରତ ଓ ଦକ୍ଷିଣ ଭାରତୀୟ…

ପରଦାରେ ଦମ୍ପତ୍ତି ହେଲେ ନିଅନ୍ତି ଅଧିକ ଫି,ଏମିତି କିଛି କହିଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ରେ ସଫଳ ଲୋକପ୍ରିୟ ଦମ୍ପତ୍ତିଙ୍କ ମଧ୍ୟରୁ ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଅନ୍ୟତମ । ଏହି ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ହେଲେ ଏହି ଦମ୍ପତ୍ତି ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଏବେ ଏମାନେ ନୂଆ ଫର୍ମୁଲା ଆପଣାଇଛନ୍ତି । ପରଦାରେ ଦମ୍ପତ୍ତି…

ନୀତେଶଙ୍କ ରାମାୟଣ ଫିଲ୍ମ ପ୍ରୋଜେକ୍ଟ ଉପରେ ସଙ୍କଟ, ୩ ପ୍ରଡ୍ୟୁସର ଓହରିଲେ

ମୁମ୍ବାଇ: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ରାମାୟଣ ଫିଲ୍ମ ପ୍ରୋଜେକ୍ଟ ଉପରେ ଏବେ ସଙ୍କଟ ଦେଖା ଦେଇଛି । ୨୦୨୩ ଶେଷ ସୁଦ୍ଧା ଫିଲ୍ମର ଶୁଟିଂ ଆରମ୍ଭ ହେବାକୁ ଥିଲା । ମାତ୍ର ୩ଜଣ ପ୍ରଡ୍ୟୁସର ଏବେ ଏହି ପ୍ରୋଜେକ୍ଟରୁ ଓହରି ଯାଇଛନ୍ତି । ମଧୁ ମଂଟେନା, ନମିତ ମାଲହୋତ୍ରା ଓ ଅଲ୍ଲୁ ଅରବିନ୍ଦ ଏକତ୍ର…

ପରଦାକୁ ଆସିବ ସିଂଘମ ଏଗେନ୍‌, ଅନୁଷ୍ଠିତ ହେଲା ଶୁଭ ମହୁରତ

ମୁମ୍ବାଇ: ଫିଲ୍ମ ‘ସିଂଘମ ଏଗେନ୍‌’ର ଶୁଭ ମହୁରତ ନିକଟରେ ଅନୁଷ୍ଠିତ ହୋଇଯାଇଛି । ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଦର୍ଶକଙ୍କ ପାଇଁ ଏହି ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି । ଏହି ଫିଲ୍ମରେ ପୁଣି ଅଜୟ ଦେବଗନଙ୍କ ସମେତ ଅନେକ ତାରକା ନଜର ଆସିବେ । ଶୁଭ ମହୁରତ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ…

‘ଆର’ ଲେଖାଥିବା ଟୋପି ପିନ୍ଧିଲେ ପରିଣୀତି

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଢା । ଆସନ୍ତା ୨୪ ତାରିଖରେ ଉଦୟପୁରରେ ଉଭୟ ପଞ୍ଜାବୀ ରୀତିନୀତି ଅନୁଯାୟୀ ବିବାହ କରିବେ । ବିବାହ ଅଳ୍ପ ଦିନ ଥିବାରୁ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି ।…

ବକ୍ସ ଅଫିସରେ ‘ଜୱାନ’ର ଜଲୱା, ଭାଙ୍ଗିଲା ପଠାନର ରେକର୍ଡ

ମୁମ୍ବାଇ: ବହୁଚର୍ଚ୍ଚିତ କିଙ୍ଗ ଖାନଙ୍କ ଅଭିନୀତ ଫିଲ୍ମ 'ଜୱାନ୍' ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଛି । ରିଲିଜ୍ ହେବା ଦିନ ଠାରୁ ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଉଛି । ଫିଲ୍ମଟି ରିଲିଜ୍ ହେବାର ଆଜକୁ ପ୍ରାୟ ୧୦ ଦିନ ବିତି ଯାଇଥିଲେ ମଧ୍ୟ ଫିଲ୍ମଟିର କ୍ରେଜ୍ କମିନି । ଏହି ୧୦ଦିନ…

ପ୍ରଧାନମନ୍ତ୍ରୀଙ୍କ ୭୩ତମ ଜନ୍ମଦିନ: ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ବଲିଉଡ ସେଲିବ୍ରିଟି

ମୁମ୍ବାଇ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୭୩ତମ ଜନ୍ମଦିନ  । ଏହି ଅବସରରେ ଦେଶର କୋଣ ଅନୁକୋଣରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଛି  । ବଲିଉଡ ତାରକା ମାନେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ପଠାଉଛନ୍ତି । କଙ୍ଗନା ରାନାୱତ, ଅନୁପମ ଖେର,…

ବିବାହର ୫ବର୍ଷ ପରେ ମା’ ହେବେ ରୁବିନା

ମୁମ୍ବାଇ: ବିବାହର ୫ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ରୁବିନା ଦିଲେକ । ବହୁଶୀଘ୍ର ନୂଆ ଅତିଥିଙ୍କ ଆଗମନ ହେବ । ନୂଆ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ରୁବିନା ଓ ତାଙ୍କ ସ୍ୱାମୀ ଅଭିନେତା ଅଭିନବ ଶୁକ୍ଳା ଜୋରସୋର ପ୍ରସ୍ତୁତି ଚଳାଇଛନ୍ତିି । ଏହି ଖୁସି ଖବରକୁ ରୁବିନା ନିଜେ…

ସେଲଫି ନେବା ପରେ ଅଭିନେତାଙ୍କୁ ବୋତଲ ମାଡ଼ କଲେ ଫ୍ୟାନ୍ସ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତା ଆକାଶ ଚୌଧୁରୀଙ୍କ ଉପରକୁ ବୋତଲ ମାଡ଼ । ସେଲଫି ନେବା ପରେ ତାଙ୍କ ଉପରକୁ ବୋତଲ ମାଡ଼ କରିଛନ୍ତି ଫ୍ୟାନ୍ସ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଆକାଶଙ୍କ ସହିତ ଜଣେ…

ଗଣେଶ ପୂଜାରେ ପରଦାକୁ ଆସିବ ‘ପୁଷ୍କରା’: ସିନେମାଟୋଗ୍ରାଫରରୁ ନିର୍ଦ୍ଦେଶକ ସାଜିଲେ ଶୁଭ୍ରାଂଶୁ

ଭୁବନେଶ୍ୱର: ଯୁବ ଓଡ଼ିଆ ସିନେମାଟୋଗ୍ରାଫର ଶୁଭ୍ରାଂଶୁ ଦାସଙ୍କ ସଫଳତା । ନିକଟରେ ମୁକ୍ତିଲାଭ କରିବାକୁ ଯାଉଥିବା ଫିଲ୍ମ ପୁଷ୍କରାରେ ପ୍ରଥମ କରି ନିର୍ଦ୍ଦେଶନା ଦେଇଛନ୍ତି ସିନେମାଟୋଗ୍ରାଫର ଶୁଭ୍ରାଂଶୁ । ଯାହାକୁ ନେଇ ଏବେ ଚର୍ଚ୍ଚା ଢେର । ଔପୋନ୍ୟାସିକ ଶଙ୍କର ତ୍ରିପାଠୀଙ୍କ ଲିଖିତ ଓଡ଼ିଆ ନଭେଲ…