Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପୁଣି ଚର୍ଚ୍ଚାରେ ରିକି କେଜ: ଗାଇଲେ ଜାତୀୟ ସଙ୍ଗୀତର ନୂଆ ଭର୍ସନ

ନୂଆଦିଲ୍ଲୀ: କିଛି ଦିନର ଅନ୍ତରାଳ ପରେ ପୁଣି ଚର୍ଚ୍ଚାରେ ଗ୍ରାମି ବିଜେତା ତଥା ବିଶ୍ୱ ପ୍ରସିଦ୍ଧ ସଂଗୀତଜ୍ଞ ରିକି କେଜ । ସ୍ୱାଧୀନତା ଦିବସ ଅବସରରେ ଜାତୀୟ ସଙ୍ଗୀତର ଏକ ନୂତନ ଇନ୍‌ଷ୍ଟ୍ରୁମେଣ୍ଟ ଭର୍ସନ ଜାରି କରିଛନ୍ତି ରିକି । ଏହାକୁ ଲଣ୍ଡନ ସ୍ଥିତ ୧୦୦ ସଦସ୍ୟ ବିଶିଷ୍ଟ ରୟାଲ…

ସିନେମା ଇତିହାସରେ ନୂଆ ରେକର୍ଡ କଲା ଗଦର-୨, ୨୦୦ କୋଟି କ୍ଲବରେ ସାମିଲ

ମୁମ୍ବାଇ: ଅଭିନେତା ସନ୍ନି ଦେଓଲଙ୍କ ବହୁ ପ୍ରତୀକ୍ଷିତ ମସାଲା ଆକ୍ସନ ଏଣ୍ଟରଟେନର୍‌ ‘ଗଦର-୨’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ପରଦାରେ ତାରା-ସାକିନାଙ୍କ ଯୋଡିକୁ ଦେଖି ପ୍ରଶଂସକମାନେ ଖୁସି ଅଛନ୍ତି। ଦର୍ଶକ ଫିଲ୍ମକୁ ବହୁତ ଭଲ ପାଇବା ଦେଇଛନ୍ତି। ‘ଗଦର-୨’ ରିଲିଜ ସପ୍ତାହରେ ମେଗା…

ସ୍ୱାଧୀନତା ଦିବସରେ ଉର୍ଫିଙ୍କ ପୋଷାକ ଦେଖି ଲୋକେ ଆଶ୍ଚର୍ଯ୍ୟ

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ଅନେକ ଲୋକ ତାଙ୍କର ଷ୍ଟାଇଲକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଟ୍ରୋଲ କରିଥାନ୍ତି । ହେଲେ ସ୍ୱାଧୀନତା ଦିବସ ଅବସରରେ ଉର୍ଫି ଏଭଳି ପୋଷାକ ପିନ୍ଧିଛନ୍ତି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ…

ତାରା ସିଂ ବେଶରେ ସଜ୍ଜିତ ହୋଇ ପତାକା ଉତ୍ତୋଳନ କଲେ ଗଦର -୨ ଅଭିନେତା

ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲ ତାଙ୍କ ଫିଲ୍ମ ‘ଗଦର ୨’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ମଙ୍ଗଳବାର ସ୍ୱାଧୀନତା ଦିବସ ଅବସରରେ ସନ୍ନି ଦେଓଲ ଇନ୍ଦୋରର ମୁହୋ ଶିଶୁ ସଂଗ୍ରହାଳୟରେ ପହଞ୍ଚିିଥିଲେ । ତାରା ସିଂ ବେଶରେ ସଜ୍ଜିତ ହୋଇ ପତାକା ଉତ୍ତୋଳନ କଲେ ସନ୍ନି ଦେଓଲ । ଏହି ସମୟରେ ସେ…

୪ ଦିନରେ ୩୦୦ କୋଟି ଟପିଲା ‘ଜେଲର’, ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ କମଲ ହାସନ

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଏବେ ବକ୍ସ ଅଫିସରେ ଧମାଲ କରୁଛି । ଏହି ଫିଲ୍ମକୁ ଲୋକେ ବହୁ ମାତ୍ରାରେ ପସନ୍ଦ କରିଛନ୍ତି । ଫିଲ୍ମଟି ମାତ୍ର ୪ ଦିନରେ ୩୦୦ କୋଟି ଟଙ୍କା ରୋଜଗାର କରିସାରିଲାଣି । ଫୁଲ ଆକ୍ସନ ପ୍ୟାକ ଫିଲ୍ମ ‘ଜେଲର’ ପାଇଁ କ୍ରେଜ ବଢିବାରେ ଲାଗିଛି । ଅନେକ…

‘ଡାର୍କ ଫାଣ୍ଟାସି’ର ନୂତନ ବ୍ରାଣ୍ଡ ଆମ୍ବାସଡର ଶାହରୁଖ ଖାନ୍

ମୁମ୍ବାଇ: ‘ଡାର୍କ ଫାଣ୍ଟାସି’ର ନୂତନ ବ୍ରାଣ୍ଡ ଆମ୍ବାସଡର ହେଲେ ବଲିଉଡ ଅଭିନେତା ଶାହରୁଖ ଖାନ୍‌। ଦେଶର ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନୀ ତଥା ଆଇଟିସି ବ୍ରାଣ୍ଡ୍‌ ସନ୍‌ ଫିଷ୍ଟ ପକ୍ଷରୁ ଶାହରୁଖ ଖାନଙ୍କୁ ନୂତନ ବ୍ରାଣ୍ଡ ଆମ୍ବାସଡର ଘୋଷଣା କରିଛି। 'କିଙ୍ଗ୍ ଅଫ୍ ରୋମାନ୍ସ' ବା 'କିଙ୍ଗ୍ ଅଫ୍…

ସ୍ୱାଧୀନତା ଦିବସରେ ଅକ୍ଷୟ କୁମାରଙ୍କୁ ମିଳିଲା ଭାରତୀୟ ନାଗରିକତା

ମୁମ୍ବାଇ:ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି ଖିଲାଡି କୁମାର ଅକ୍ଷୟ କୁମାର । ତାଙ୍କୁ ମିଳିଛି ଭାରତର ନାଗିରକତା । ଅକ୍ଷୟ କୁମାରଙ୍କୁ ମିଳିଲା ଭାରତୀୟ ପାସୋପୋର୍ଟ । ୭୭ ଏହା ପରେ ସେ ନିଜ ଟୁଇଟର ହାଣ୍ଡେଲରେ ଲେଖିଛନ୍ତି, ଦିଲ ଏବଂ ସିଟିଜେନସିପ ଉଭୟେ ହିନ୍ଦୁସ୍ଥାନୀ । ଏହା ପରେ…

ସ୍ୱାଧିନତା ଦିବସ ଅବସରରେ ରିଲିଜ ହେଲା ଫିଲ୍ମ ‘ଫାଇଟର’ର ଟିଜର

ମୁମ୍ବାଇ: ସ୍ୱାଧିନତା ଦିବସ ଅବସରରେ ରିଲିଜ ହେଲା ଫିଲ୍ମ ‘ଫାଇଟର’ର ଟିଜର। ଦୀପିକା ପାଦୁକୋନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହା ସେୟାର କରିଛନ୍ତି। ପ୍ରଥମ ଥର ପାଇଁ ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ୍ ରୋଶନଙ୍କ ସହ ସ୍କ୍ରିନ ସେୟାର କରିବେ ବଲିଉଡ଼ ବ୍ୟୁଟି ଦୀପିକା ପଦୁକୋନ୍। ଅପକମିଂ ବଲିଉଡ୍…

ରେକର୍ଡ ଭାଙ୍ଗିଲା ୱାଇଲ୍ଡ କାର୍ଡ ଏଣ୍ଟ୍ରି, ଏଲଭିଶ ଯାଦବ ବିଗ୍‌ବସ ଓଟିଟି-୨ର ବିଜେତା

ମୁମ୍ବାଇ: ବହୁ ଚର୍ଚ୍ଚିତ ସୋ ‘ବିଗ୍‌ ବସ୍‌ ଓଟିଟି-୨’ଏହାର ବିଜେତା ଘୋଷଣା କରିଛି। ପ୍ରଥମ ଥର ପାଇଁ ‘ବିଗ୍‌ ବସ୍‌’ ରେକର୍ଡ ଭାଙ୍ଗିଛି ୱାଇଲ୍ଡ କାର୍ଡ ଏଣ୍ଟ୍ରି। ସୋ’ର ବିଜେତା ହୋଇଛନ୍ତି ୱାଇଲ୍ଡ କାର୍ଡରେ ଏଣ୍ଟ୍ରି କରିଥିବା ଏଲଭିଶ ଯାଦବ। ଏଲଭିଶ ଯାଦବ ବିଗ୍‌ ବସ୍ ଟ୍ରଫି ସହିତ ୨୫ ଲକ୍ଷ…

ସନୀଙ୍କୁ ନେଇ ରାହୁଲ ରୱାଲି କରିବେ ସନୀ ଡନ

ମୁମ୍ବାଇ: ଗଦର ୨ର ସଫଳତା ପରେ ସନୀ ଦେଓଲଙ୍କ ପୁରାତନ ବନ୍ଧୁମାନଙ୍କ ମଧ୍ୟରେ ଫିଲ୍ମ କରିବାର ଆଗ୍ରହ ବଢ଼ିଛି । ସନୀଙ୍କ ସହ ଅଧିକ ଫିଲ୍ମ କରିଥିବା ରାହୁଲ ରୱାଲି ଆଗ ଅଂଟା ଭିଡିଛନ୍ତି । ସେ ଖୁବ ଶୀଘ୍ର ସନୀଙ୍କୁ ନେଇ ସନୀ ଡନ ନାମକ ଫିଲ୍ମ କରିବାକୁ ଯାଉଛନ୍ତି । ସୂଚନାଯୋଗ୍ୟ, ବେତାବ, ଅର୍ଜୁନ,…