Latest Odisha News
Browsing Category

ମନୋରଞ୍ଜନ

ସାରେଗାମାପା ଲିଟିଲ ଚାମ୍ପ: ଶନିବାରରୁ ଆରମ୍ଭ ହେବ ମେଗା ଅଡିସନ୍ , ଗାଲା ରାଉଣ୍ଡ

ଭୁବନେଶ୍ୱର: ଜୀ-ସାର୍ଥକରେ ଆରମ୍ଭ ହୋଇଯାଇଛି ଓଡିଶାର ସବୁଠାରୁ ବଡ ସିିଙ୍ଗିଂ ରିୟଲିଟି ଶୋ ‘ସାରେଗାମାପା ଲିଟିଲ ଚାମ୍ପସ - ଆଜି ଛୋଟ କାଲି ଉସ୍ତାଦ’ । ଶନିବାରରୁ ଆରମ୍ଭ ହେବାକୁ ଯାଉଛି ଏହାର ମେଗା ଅଡିସନ ଏବଂ ଗାଲା ରାଉଣ୍ଡ । ପ୍ରତିଭାର ଏହି ମଞ୍ଚରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା…

କଞ୍ଚା ଲଙ୍କା ସିନେମା ହଲ୍ : ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ନୂଆ ପ୍ରୟାସ, ରିଲିଜ ହେଲା ‘ଟି’

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ନୂଆ ପ୍ରୟାସ । ଶୁଭାରମ୍ଭ ହେଲା କଞ୍ଚାଲଙ୍କା ସିନେମା ହଲ । ଓଡ଼ିଶାର ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ‘କଞ୍ଚା ଲଙ୍କା’ ପାରମ୍ପରିକ ସିନେମା ହଲ୍‌ରୁ ଆଉ ପାଦେ ଆଗେଇ ନିଜର ନୂଆ ଟିଭିଓଡି ସର୍ଭିସ୍ ‘କଞ୍ଚା ଲଙ୍କା ସିନେମା ହଲ୍‌’ ଶୁଭାରମ୍ଭ କରିଛି । ପ୍ରଥମ…

ସ୍ୱାମୀଙ୍କୁ ଡନ୍ ଭୂମିକାରେ ଦେଖି ଖୁସିବ୍ୟକ୍ତ କରିଛନ୍ତି ଦୀପିକା

ମୁମ୍ବାଇ: ଫିଲ୍ମ ‘ଡନ୍‌-୩’କୁ ନେଇ ଅଭିନେତା ରଣବୀର ସିଂ ଖୁବ୍ ଚର୍ଚ୍ଚାରେ ଫିଲ୍ମର ଅଫିସିଆଲ ଟିଜର ରିଲିଜ ହୋଇଛି । ଏଥିରେ ରଣବୀର ଡନ୍‌? ଭୂମିକାରେ ନଜର ଆସିଛନ୍ତି । ‘ଡନ୍‌-୩’ରେ ରଣବୀରଙ୍କୁ ଦେଖି ଦୀପିକା ପାଦୁକୋନ ଖୁସି ବ୍ୟକ୍ତ କରିବା ସହ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା…

୧୪ରୁ ଆରମ୍ଭ ହେବ କେବିସି ସିଜିନ୍ ୧୫: ବଦଳିବ ଅମିତାଭଙ୍କ ଲୁକ

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ସବୁଠୁ ଅଧିକ ଲୋକପ୍ରିୟ କୁଇଜ୍ ଶୋ କୌନ ବନେଗା କରୋଡପତି ସିଜିନ୍ ୧୫ ଆସନ୍ତା ୧୪ ତାରିଖରେ ଆରମ୍ଭ ହେବ । ଏଥର କେବିସିରେ ବହୁତ କିଛି ପରିବର୍ତ୍ତନ କରାଯାଇଛି । ସେଟ୍ ଡିଜାଇନଠାରୁ ଆରମ୍ଭ କରି ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ଲୁକ ପର୍ଯ୍ୟନ୍ତ…

ପୁଣି ଚର୍ଚ୍ଚାରେ ଶାବାନା ଆଜ୍‌ମୀ: ଧର୍ମେନ୍ଦ୍ରଙ୍କ ସହ ପୁରୁଣା ଫଟୋ କଲେ ସେୟାର

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଛି ଫିଲ୍ମ ‘ରକି ଔର ରାନୀ କି ପ୍ରେମକାହାନୀ’ । ଏହି ଫିଲ୍ମରେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଓ ଅଭିନେତ୍ରୀ ଶାବାନା ଆଜମୀ ଏକ ଚୁମ୍ବନ ଦୃଶ୍ୟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ପ୍ରାୟ ୧୬ବର୍ଷ ପରେ ପରଦାରେ ଧର୍ମେନ୍ଦ୍ରଙ୍କୁ ଏଭଳି ଦୃଶ୍ୟ କରୁଥିବାର ଦେଖିବାକୁ…

Gadar-2 vs OMG-2: ସୁପର ଫ୍ରାଇଡେରେ ସୁପର ଧମାକା, ରିଲିଜ ହୋଇଛି ଦୁଇ ଦୁଇଟି ଫିଲ୍ମ

ମୁମ୍ବାଇ: ପରଦାକୁ ଆସିଛି ବହୁ ପ୍ରତୀକ୍ଷିତ ଫିଲ୍ମ ଗଦର-୨ ଏବଂ ଓଏମଜି-୨ । ସୁପର ଫ୍ରାଇଡେରେ ସୁପର ଧମାକା କରିବେ ସନ୍ନି ଦେଓଲ୍ ଓ ଅକ୍ଷୟ କୁମାର । ୨୧ ବର୍ଷ ପରେ ଗଦରର ସିକ୍ୱେଲରେ ନଜର ଆସିଛନ୍ତି ସନ୍ନି ଦେଓଲ । ସେହିପରି ଅକ୍ଷୟ କୁମାରଙ୍କ ମହାଦେବ ଅବତାରକୁ OMG 2ରେ ଦେଖିବେ ଦର୍ଶକ ।…

ଖୁବ୍ ଶୀଘ୍ର ବିବାହ କରିବେ ବିଜୟ ଦେବରକୋଣ୍ଡା ! ଇଭେଣ୍ଟରେ କଲେ ଖୁଲାସା କେବେ କରିବେ ବିବାହ

ମୁମ୍ବାଇ : ପାନ୍  ଇଣ୍ଡିଆର ସୁପରଷ୍ଟାର ବିଜୟ ଦେବରକୋଣ୍ଡା । ଖୁବ୍ ଶୀଘ୍ର ସେ ବିବାହ କରିବାକୁ ଯାଉଛନ୍ତି  ।   ଆମେ ଏକଥା କହୁନୁ , ସେ ନିଜେ ଏକ ଇଭେଣ୍ଟରେ ଖୁଲାସା କରିଛନ୍ତି  । ବତ୍ତର୍ମାନ ସାମନ୍ଥାଙ୍କ ସହ ଏକ ଫିଲ୍ମ ଆସିବାକୁ ଯାଉଛି  । ଯାହାର ନାମ ହେଉଛି ଖୁସି । କେବଳ ତେଲୁଗୁ ଭାଷା…

ସାଉଥ୍ ସିନେମା ‘ଦେୱରା’ରେ ବଲିଉଡ଼ ଚର୍ଚ୍ଚିତ ୟଙ୍ଗଷ୍ଟାରଙ୍କ ଗ୍ରାଣ୍ଡ ଏଣ୍ଟ୍ରି; ନାଁ ଜାଣିଲେ କହିବେ…

ମୁମ୍ବାଇ: ବଲିଉଡ଼ ଚଳଚ୍ଚିତ୍ରରେ ସାଉଥ୍ କଳାକାର ଏବଂ ସାଉଥ୍ ଇଣ୍ଡଷ୍ଟ୍ରୀରେ ବଲିଉଡ଼ କଳାକାରଙ୍କ ପ୍ରବେଶକୁ ନେଇ ଆଜିକାଲି ବହୁତ ଚର୍ଚ୍ଚା ଚାଲିଛି। ସେଥିପାଇଁ ଉଭୟ ଇଣ୍ଡଷ୍ଟ୍ରୀର ନିର୍ମାତାମାନେ ଦର୍ଶକଙ୍କ ଇଚ୍ଛାକୁ ଧ୍ୟାନରେ ରଖି ଫିଲ୍ମ ନିର୍ମାଣ କରୁଛନ୍ତି। ବର୍ତ୍ତମାନ ସାଉଥ୍ ଫିଲ୍ମରେ…

‘ଆମ ଦୁହିଁଙ୍କର ଆଉ କେବେ ଦେଖା ନ ହେଉ’… KBCର ମଞ୍ଚରେ ଏମିତି କାହିଁକି କହିଲେ ଅମିତାଭ, ଜାଣନ୍ତୁ କାରଣ …

ମୁମ୍ବାଇ: ଟିଭି ପରଦାର ମୋଷ୍ଟ ପପୁଲାର କ୍ଵିଜ୍ ସୋ କନ ବନେଗା କରୋଡପତିର ନୁଆ ସିଜିନ ପୁଣିଥରେ ଟେଲିଭିଜନ ପରଦାରେ ଆସିବାକୁ ଯାଉଛି । ସିଜିନ-୧୫ର ଅନେକ ଗୁଡ଼ିଏ ପ୍ରୋମୋ ସୋସିଆଲ ମିଡିଆରେ ଏପର୍ଯ୍ୟନ୍ତ ରିଲିଜ ହୋଇସାରିଲାଣି । ତେବେ ରିଲିଜ ହୋଇଥିବା ପ୍ରୋମୋରେ ଅମିତାଭ୍ ବଚ୍ଚନ ଓ…

ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ସିନେମା ‘ଜେଲର’: ଭାରତରେ ୧୪ କୋଟିର ଅଗ୍ରୀମ ଟିକେଟ୍ ବିକ୍ରି

ମୁମ୍ବାଇ: ମୁକ୍ତିଲାଭ କରିଛି ବହୁ ପ୍ରତୀକ୍ଷିତ ସିନେମା ଜେଲର । ଦୁଇ ବର୍ଷ ପରେ ପୁଣି ପରଦାକୁ ଫେରିଛନ୍ତି ସୁପରଷ୍ଟାର ରଜନୀକାନ୍ତ। ସାଉଥ ସୁପରଷ୍ଟାର ରଜନୀକାନ୍ତ ଓ ତମନ୍ନା ଭାଟିଆଙ୍କ ଅଭୀନିତ ଏହି ଫିଲ୍ମକୁ ନେଇ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି । ପ୍ରଶଂସକମାନେ ହଲ ସାମ୍ନାରେ…