Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ରକି ଔର ରାନୀ କି ପ୍ରେମ କାହାନୀ’ର ପ୍ରଶଂସା କଲେ ଅନୁରାଗ: ଭଲ ଲାଗିବାରୁ ୨ ଥର ଦେଖିଲି

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଯାଇଛି ବଲିଉଡ଼ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନିତ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ । କରଣ ଜୋହରଙ୍କ ଏହି ଫିଲ୍ମ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଏହା ବକ୍ସ ଅଫିସରେ ଧମାଲ କରୁଛି । ଏଥିରେ ରଣବୀର ଓ ଆଲିଆଙ୍କ ଯୋଡ଼ିକୁ ଲୋକେ…

୧୪ରୁ ଆରମ୍ଭ ହେବ ‘କୌନ ବନେଗା କରୋଡ ପତି ସିଜିନ୍ ୧୫’, ପ୍ରୋମୋ ରିଲିଜ

ମୁମ୍ବାଇ: ଟେଲିଭିଜନ ଦୁନିଆର ସବୁଠୁ ବେଶୀ ଲୋକପ୍ରିୟ କୁଇଜ୍ ଶୋ’ କୌନ ବନେଗା କରୋଡପତି ସିଜିନ୍ ୧୫ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ସୋମବାର ଏହି ନୂଆ ଏପିସୋଡ଼ର ପ୍ରୋମୋ ରିଲିଜ୍ ହୋଇଛି । ଏହି ଶୋର ମୁଖ୍ୟ ଆକର୍ଷଣ ହେଉଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ସେ ବର୍ଷ ବର୍ଷ ଧରି ଏହି ଶୋ’କୁ…

ରଜନୀକାନ୍ତଙ୍କ ସହ ରୋମାନ୍ସ କରିବେ ତମନ୍ନା,ଟ୍ରୋଲ ହେଲେ ଏହି ଯୋଡ଼ି

ମୁମ୍ବାଇ: ତାମିଲ୍ ସୁପରଷ୍ଟାର ରଜନୀକାନ୍ତଙ୍କ ସହ ରୋମାନ୍ସ କରିବେ ଅଭିନେତ୍ରୀ ତମନ୍ନା ଭାଟିଆ । ଫିଲ୍ମ ‘ଜେଲର’ରେ ଉଭୟ ରଜନୀକାନ୍ତ ଓ ତମନ୍ନା ଏକାଠି ନଜର ଆସିବେ । ନିକଟରେ ଏହି ଫିଲ୍ମର ଏକ ଗୀତ ରିଲିଜ୍ ହୋଇଛି, ଯେଉଁଥିରେ ତମନ୍ନା ଜବରଦସ୍ତ ଡ଼୍ୟାନ୍ସ କରୁଛନ୍ତି । ଏହି ଯୋଡ଼ିକୁ ଦେଖିବା…

ଆରପାରିରେ ୟୁଫୋରିଆ ଅଭିନେତା ଆଙ୍ଗସ କ୍ଲାଉଡ

ଲସ ଆଞ୍ଜେଲସ: ଆରପାରିରେ ୟୁଫୋରିଆର ୨୫ ବର୍ଷିୟ କୋ-ଷ୍ଟାର ଆଙ୍ଗସ କ୍ଲାଉଡ । ତାଙ୍କର ସୋମବାର ପରଲୋକ ହୋଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ହେଲେ ଆଙ୍ଗସ କ୍ଲାଉଡଙ୍କ କିପରି ମୃତ୍ୟୁ ହେଲା ସେ…

ଭୂସ୍ଖଳନରେ ଫସି ରହିଥିବା ଅଭିନେତ୍ରୀ ହେଲେ ଉଦ୍ଧାର

ମୁମ୍ବାଇ: ଉତ୍ତରାଖଣ୍ଡରେ ଭୂସ୍ଖଳନରେ ଫସି ରହିଥିବା ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ନୂପୁର ଅଳଙ୍କାରଙ୍କୁ ଉଦ୍ଧାର କରାଯାଇଛି । ନୂପୁର କେଦାରନାଥ ଦର୍ଶନ କରିବାକୁ ଉତ୍ତରାଖଣ୍ଡ ଯାଇଥିଲେ । କେଦାରନାଥରୁ ଫେରୁଥିବା ବେଳେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ହୋଇଥିଲା । ଯେଉଁଥିପାଇଁ ରାସ୍ତାରେ…

ଫିଲ୍ମ ‘ହେ ରାମ୍’ର ଶୁଭ ମହୁରତ

ଭୁବନେଶ୍ଵର: ବିଦିଶା କ୍ରାଫ୍ଟ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ହେ ରାମ୍’ର ଶୁଭମହୁରତ୍ l ଭୁବନେଶ୍ୱର ସ୍ଥିତ ରାମ ମନ୍ଦିର ପ୍ରାଙ୍ଗଣରେ ଏହି ଚଳଚ୍ଚିତ୍ରର ଶୁଭମହୁରତ୍ ଅନୁଷ୍ଠିତ ହୋଇଯାଇଛି l ଏହି ଶୁଭମହୁରତରେ ବିଦିଶା କ୍ରାଫ୍ଟର ପ୍ରଯୋଜକ ବିଜୟ କାଣ୍ଡୋଇ, ନିର୍ଦେଶକ ବାସୁଦେବ ବରାଡ଼,…

ବିନା କଟ ଆଉ ଏ ସାର୍ଟିଫିକେଟରେ ପାସ ହେଲା ଓଏମଜି ୨

ମୁମ୍ବାଇ: ଓଏମଜି ୨ ରିଲିଜକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ରିପୋର୍ଟ ମୁତାବକ ଓଏମଜି ୨କୁ ସେନ୍ସର ବୋର୍ଡ ବିନା କଟ ଓ ଏ ସାର୍ଟିଫିକେଟରେ ପାସ କରାଇଛି । ଅଧିକାରୀମାନେ ଅନେକ ଆଲୋଚନା ପରେ ଏହି ନିଷ୍ପତି ନେଇଛନ୍ତି । ଅକ୍ଷୟ କୁମାର ଭଗବାନ ଶିବଙ୍କ ଭୂମିକା କରୁଥିବା ବେଳେ…

ନିଆରା ଢଙ୍ଗରେ ସୋନୁଙ୍କ ଜନ୍ମଦିନ ପାଳିଲେ ପ୍ରଶଂସକ, ପ୍ରସ୍ତୁତ କଲେ ବିଶ୍ୱର ସବୁଠୁ ବଡ଼ ପପ୍ ଆର୍ଟ

ମୁମ୍ବାଇ: ଅଭିନେତା ସୋନୁ ସୁଦଙ୍କୁ କିଏ ବା ନ ଜାଣେ । ଫିଲ୍ମ ପରଦାରେ ହେଉ କିମ୍ବା ବାସ୍ତବ ଜୀବନରେ । ସୋନୁ ଅସହାୟଙ୍କୁ ସାହାଯ୍ୟ କରି ଲୋକଙ୍କ ହୃଦୟ ଜିତି ପାରିଛନ୍ତିି । ରବିବାର ଥିଲା ସୋନୁଙ୍କ ଜନ୍ମଦିନ । ସାରା ଦେଶରେ ତାଙ୍କ ପ୍ରଶଂସକମାନେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି ।…

ରିଲିଜ୍ ହେଲା ‘ଡ୍ରିମ ଗର୍ଲ ୨’ର ଜବରଦସ୍ତ ଟିଜର

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଡ୍ରିମ ଗର୍ଲ ୨’ର ଟିଜର ରିଲିଜ ହୋଇଯାଇଛି । ଏହି ଟିଜରରେ ଫିଲ୍ମର ପ୍ରଥମ ଝଲକ ଦେଖିବାକୁ ମିଳିଛି । ଫିଲ୍ମରେ ଆୟୁଷ୍ମାନଙ୍କ ବିପକ୍ଷରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହା ସହିତ ପୂଜା…

ରିଲିଜ ହେଲା ‘ଯବାନ’ର ପ୍ରଥମ ଗୀତ, ଦର୍ଶକଙ୍କ ମନକୁ ଛୁଇଁଛି

ମୁମ୍ବାଇ: ବଲିଉଡ଼ର ବାଦଶାହା ଶାହାରୁଖ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ଯବାନର’ ପ୍ରଥମ ଗୀତ ସୋମବାର ରିଲିଜ ହୋଇଯାଇଛି । ଏହି ଗୀତର ନାମ ହିନ୍ଦୀରେ ‘ଜିନ୍ଦା ବନ୍ଦା’ ରହିଛି । ଏହି ଗୀତଟି ଦର୍ଶକଙ୍କ ମନକୁ ଛୁଇଁଛି । ଏହି ଫିଲ୍ମକୁ ନେଇ ଶାହାରୁଖଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହର ସହ ଅପେକ୍ଷା…