Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଓ ଡ୍ରଗ୍ସ ମାମଲାରେ ରିୟାଙ୍କୁ ଆଶ୍ୱସ୍ତି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ସୁଶାନ୍ତ ସିଂହ ରାଜପୁତଙ୍କ ଅପମୃତ୍ୟୁ ସହ ଜଡ଼ିତ ଡ୍ରଗ୍ସ ମାମଲାରେ ରିୟାଙ୍କୁ ଅକ୍ଟୋବର ୨୦୨୨ରେ ଜାମିନ ମିଳିଥିଲା । ଏହି ଜାମିନକୁ ଚାଲେଞ୍ଜ କରିଥିଲା…

ଟମାଟୋ ଦାମ୍ ବଢ଼ିବା ପରେ କାନଫୁଲ ତିଆରି କରି ପିନ୍ଧିଲେ ଉର୍ଫି

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ଉର୍ଫି କେତେବେଳେ ପିଜା ତ ଆଉ କେତେବେଳେ ଚୁଇଂଗମରେ ତିଆରି ପୋଷାକ ପିନ୍ଧୁଥିବା ନଜର ଆସନ୍ତି । କିଛି ଦିନ ତଳେ ସେ ନମକିନ୍ ପ୍ୟାକେଟରେ ପୋଷାକ ତିଆରି କରି ପିନ୍ଧିଥିଲେ । ଯାହାକୁ ଲୋକେ ଖୁବ୍…

ଟଙ୍କା ନେଇ କପିଲଙ୍କ ଶୋ’କୁ ଆସନ୍ତି ଅକ୍ଷୟ କୁମାର, ମୁଁ ମାଗଣାରେ ଆସେ: ଏମିତି କିଛି କହିଲେ ଅନିଲ କପୁର

ମୁମ୍ବାଇ: ଟଙ୍କା ନେଇ କପିଲଙ୍କ ଶୋ’କୁ ଆସନ୍ତି ଅକ୍ଷୟ କୁମାର, ମୁଁ ମାଗଣାରେ ଆସେ । ଏହା କହିଛନ୍ତି ବଲିଉଡ଼ ଅଭିନେତା ଅନିଲ କପୁର । ଏପରି ମନ୍ତବ୍ୟ ଦେଇ ଅନିଲ କପୁର ଏବେ ଖୁବ୍ ଚର୍ଚ୍ଚାରେ । ଛୋଟପରଦାର ସବୁଠୁ ଲୋକପ୍ରିୟ କମେଡ଼ି ଶୋ’ ହେଉଛି କପିଲ ଶର୍ମା ଶୋ’ । ଏହି ଶୋ’ ଖୁବ୍ ଶୀଘ୍ର…

ବିନା ମେକ୍‌ଅପ୍‌ରେ ବାହାରକୁ ଆସିଲେ ଉର୍ଫି; ଫଟୋଗ୍ରାଫରଙ୍କୁ ଦେଖି ମୁହଁ ଲୁଚାଇଲେ

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ତାଙ୍କର ଅଜବ ବିବୃତି ହେଉ ବା ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଉର୍ଫିି । ଏଥିଲାଗି ଅନେକ ଉର୍ଫିଙ୍କୁ ସମାଲୋଚନା କରୁଥିବା ବେଳେ ଆଉ କିଛି ତାଙ୍କର ପ୍ରଶଂସକ ବି ରହିଛନ୍ତି…

ସ୍ୱାମୀଙ୍କ ପାଦ ଛୁଇଁ ପୂଜାର୍ଚ୍ଚନା କଲେ ପ୍ରଣିତା

ମୁମ୍ବାଇ: ସ୍ୱାମୀଙ୍କ ପାଦ ଛୁଇଁ ପୂଜାର୍ଚ୍ଚନା କଲେ ସାଉଥ୍ ଅଭିନେତ୍ରୀ ପ୍ରଣିତା ସୁଭାଷ ଭୀମନା । ଅମାବାସ୍ୟାରେ ସେ ଏହି ପୂଜା କରିଛନ୍ତି । ପ୍ରଣିତା ନିଜେ ପୂଜା କରିବାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତାଙ୍କର ଏପରି ପୂଜା ଦେଖି ତାଙ୍କ ପ୍ରଶଂସକମାନେ ବେଶ୍ ପସନ୍ଦ କରିବା ସହ…

ଅଟଲୀଙ୍କ ଆଗାମୀ ଫିଲ୍ମରେ ବରୁଣଙ୍କ ସହ ଅଭିନୟ କରିବେ କୀର୍ତି ସୁରେଶ

ମାଡ୍ରାସ:ଜୱାନ ପରେ ଅଟଲୀ କୁମାର ତାଙ୍କର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି ଫିଲ୍ମର ନାମକରଣ କରାଯାଇ ନାହିଁ । ବରୁଣ ଧାୱନଙ୍କ ସହ ସାଉଥର ଲୋକପ୍ରିୟ ଅଭିନେତ୍ରୀ କୀର୍ତି ସୁରେଶ ଏକତ୍ର ଅଭିନୟ କରିବେ । ଏଟଲୀଙ୍କ ପ୍ରଡକ୍ସନ କମ୍ପାନୀ ଓ ସେନ ୧ ଷ୍ଟୁଡିଓ ମିଳିତ…

ବିଜ୍ଞାପନରୁ ମିଳିଥିବା ପ୍ରଥମ ପାରିଶ୍ରମିକକୁ ଦାନ କରିଦେଲେ ମହେଶ ବାବୁଙ୍କ ଝିଅ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ମହେଶ ବାବୁଙ୍କ ଝିଅ ସୀତାରା ଆଜିକାଲି ଖୁବ୍ ଚର୍ଚ୍ଚାରେ । ପ୍ରଥମ ବିଜ୍ଞାପନରୁ ମିଳିଥିବା ୧କୋଟି ଟଙ୍କାକୁ ସେ ଦାନ କରି ଦେଇଛନ୍ତି । ଲୋକଙ୍କ ପାଇଁ କାମ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଏହି ଅର୍ଥକୁ ସେ ଦାନ କରିଦେଇଛନ୍ତି । ଏନେଇ ବିଭିନ୍ନ ମହଲରୁ…

ବଲିଉଡ଼ ତାରକାଙ୍କୁ କଙ୍ଗନାଙ୍କ ଟାର୍ଗେଟ, ରଣବୀର-ଆଲିଆଙ୍କୁ କହିଲେ ନକଲି ଦମ୍ପତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଟାର୍ଗେଟରେ ଅନେକ ବଲିଉଡ଼ ତାରକା। ବର୍ତ୍ତମାନ କଙ୍ଗନା ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସ୍ପଷ୍ଟ ଜଣାପଡୁଛି ଯେ କଙ୍ଗନାଙ୍କ ଟାର୍ଗେଟରେ ଅଛନ୍ତି ଆଲିଆ ଭଟ୍ଟ ଏବଂ ରଣବୀର କପୁର। ଯଦିଓ କଙ୍ଗନା ଉକ୍ତ ଦମ୍ପତିଙ୍କ ନାମ କହି ନାହାଁନ୍ତି,…

ଶାହାରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’ କୁ ନେଇ ତାପସୀ ପନ୍ନୁ କଲେ ବଡ଼ ଖୁଲାସା

ମୁମ୍ବାଇ: ଆଜିକାଲି ଲାଇମଲାଇଟଠାରୁ ଦୂରରେ ଅଛନ୍ତି ତାପସୀ ପନ୍ନୁ। ଜଣେ ଦମଦାର ଅଭିନେତ୍ରୀ ଭାବେ ଜଣାଶୁଣା ତାପସୀ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କ୍ୱଚିତ୍ ଆଲୋଚନା କରନ୍ତି। ନିକଟରେ ସେ ଇନଷ୍ଟାଗ୍ରାମରେ 'ଆସ୍କ ମି ଏନିଥିଂ ସେଶନ' କରିଥିଲେ। ବେଶ କିଛି ଦିନ ହେବ ବଲିଉଡ ତାରକା ତାପସି ପନ୍ନୁ…

ଓଟିଟି ପ୍ଲାଟଫର୍ମରେ ନୀଳମାଧବ ପଣ୍ଡାଙ୍କ ‘ଦ ଜେଙ୍ଗାବୁରୁ କର୍ସ’

ଭୁବନେଶ୍ୱର : ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଯୋଜକ ଓ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଭାରତର ପ୍ରଥମ କ୍ଲାଇମେଟ୍ ଫିକ୍ସନ (କ୍ଲି-ଫି) ଥ୍ରିଲର ସିରିଜ୍ ‘ଦ ଜେଙ୍ଗାବୁରୁ କର୍ସ’ର ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହି ସିରିଜ୍ ଆସନ୍ତା ଅଗଷ୍ଟ ୯ ତାରିଖ…