Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଲୋକପ୍ରିୟତାକୁ ନେଇ ବିଗ୍ ବସ୍ ଓଟିଟି-୨ ନିର୍ମାତାଙ୍କ ବଡ଼ ନିଷ୍ପତ୍ତି, ଜଣନ୍ତୁ କଣ…

ମୁମ୍ବାଇ: ବହୁଚର୍ଚ୍ଚିତ ରିଆଲିଟି ସୋ’ ବିଗ୍ ବସ୍ ଓଟିଟି-୨ ପ୍ରସାରିତ ହେବାର ୩ ସପ୍ତାହ ବିତିଲାଣି। ସୋ’ରେ ଅନେକ ତର୍କ ବିତର୍କ ଦେଖିବାକୁ ମିଳୁଥିବା ବେଳେ ଲାଇଭ୍ ଫିଡ୍ ଷ୍ଟ୍ରିମିଂ ମଧ୍ୟ ରହିଛି। ଯେଉଁଠାରେ ଦର୍ଶକମାନେ ପ୍ରତିଯୋଗୀମାନଙ୍କୁ ସବୁବେଳେ ଲାଇଭ୍ ଦେଖୁଛନ୍ତି। ସଲମାନ ଖାନଙ୍କ…

ଡେଟ୍ କରୁଛନ୍ତି ଅର୍ଜ୍ଜୁନ-ମଲାଇକା, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ମଲାଇକା ଆରୋରା ଓ ଅର୍ଜ୍ଜୁନ କପୁରଙ୍କ ଭିତରେ ଥିବା ସମ୍ପର୍କକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଉଭୟଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛିି । ନିକଟରେ ମୁମ୍ବାଇର ବାନ୍ଦ୍ରାଠାରେ ନଜର ଆସିଛନ୍ତି । ଡ଼ିନର ଡ଼େଟ୍ କରି ଉଭୟେ ଏକ ରେଷ୍ଟରାଣ୍ଟରୁ…

ସୁରଜ-ସଲମାନ ଯୋଡିଙ୍କ ପ୍ରେମ କି ଶାଦୀର ଆରମ୍ଭ ହେବ ଶୁଟିଂ

ମୁମ୍ବାଇ: କିସି କା ଭାଇ କିସି କା ଜାନ ବକ୍ସ ଅଫିସରେ ଧରାଶୟୀ ହେବା ପରେ ସଲମାନ ଖାଁ ଚିନ୍ତିତ ହୋଇ ପଡିଛନ୍ତି । ସେ ଏବେ ସୁରଜ ବଡଜାତ୍ୟାଙ୍କ ଆଗାମୀ ଫିଲ୍ମ ପ୍ରେମ କି ଶାଦୀ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଯଦି ସବୁ କିଛି ଠିକଠାକ ରୁହେ ତାହାହେଲେ ଏହା ୨୦୨୪ରେ ରିଲିଜ ହେବ ।…

ରବୀନ୍ଦ୍ରନାଥ ଟାଗୋର ଭୂମିକାରେ ଅନୁପମ ଖେର, ଫାଷ୍ଟ ଲୁକ ସେୟାର କଲେ

ମୁମ୍ବାଇ: ରବୀନ୍ଦ୍ରନାଥ ଟାଗୋର ଭୂମିକାରେ ନଜର ଆସିଲେ ଭେଟେରାନ ଅଭିନେତା ଅନୁପମ ଖେର । ଏହାର ଫାଷ୍ଟ ଲୁକ୍ ଅନୁପମ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିବା ସହିତ ଆଗାମୀ ଫିଲ୍ମ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି । ସେୟାର ହୋଇଥିବା ଭିଡିଓଟି କଳା-ଧଳା ଅଟେ । ଏଥିରେ ଅନୁପମଙ୍କୁ ରବୀନ୍ଦ୍ରନାଥ…

ମୁମ୍ବାଇରେ ବିଳାସପୂର୍ଣ୍ଣ ଘର କିଣିଲେ କାର୍ତ୍ତିିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆରୟନ ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ରିଲିଜ୍ ହୋଇଥିବା କାର୍ତ୍ତିକ ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଅଭିନିତ ଫିଲ୍ମ ‘ସତ୍ୟପ୍ରେମ କି କଥା’ ଦର୍ଶକଙ୍କ ମନ କିଣିଛି । ଏବେ କାର୍ତ୍ତିକ ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି । ଜୁହୁର…

ଜନସାଧାରଣଙ୍କୁ କ୍ଷମା ମାଗିଲେ ‘ଆଦିପୁରୁଷ’ର ସଂଳାପ ଲେଖକ

ମୁମ୍ବାଇ: ରାମାୟଣ କାହାଣୀକୁ ନେଇ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ହେଉ ହେଉ ଦେଖାଦେଇଥିଲା ବିବାଦ । ଫିଲ୍ମର କାହାଣୀ ଓ ସଂଳାପକୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ଫିଲ୍ମର ବହୁ ସିନ୍ ହଲିଉଡ଼ରୁ କପି ହୋଇଥିବା…

ଶାହରୁଖ ଖାନଙ୍କୁ ଅଭିନୟ ଜଣାନାହିଁ କହି ଟ୍ରୋଲର ଶିକାର ହେଲେ ପାକିସ୍ତାନୀ ଅଭିନେତ୍ରୀ

ମୁମ୍ବାଇ: ଯଦି କୌଣସି ବ୍ୟକ୍ତିଙ୍କୁ ବଲିଉଡ଼ର ସର୍ବୋତ୍ତମ ଏବଂ ପ୍ରିୟ ଅଭିନେତାଙ୍କ ନାମ ସମ୍ପର୍କରେ ପଚାରନ୍ତି, ତେବେ ଦେଶର ଅଧିକାଂଶ ଲୋକଙ୍କ ତାଲିକାରେ ଶାହରୁଖ ଖାନଙ୍କ ନାମ ରହିବ। ତାଙ୍କର କ୍ରେଜ୍ କେବଳ ଯେ ଦେଶରେ ନୁହେଁ ବରଂ ସମଗ୍ର ବିଶ୍ୱରେ ରହିଛି। ଲୋକେ ତାଙ୍କର ଗୋଟିଏ ଝଲକ…

ପୁରା ପରିବାର ସହ ଇଟାଲିରେ ଛୁଟି କାଟୁଛନ୍ତି କରିନା

ମୁମ୍ବାଇ: ପୁରା ପରିବାର ସହ ଇଟାଲୀରେ ଛୁଟି କାଟୁଛନ୍ତି ବଲିଉଡ୍‌ର ଅଭିନେତ୍ରୀ କରୀନା କପୁର । ନିଜ ସୁଟିଂରୁ ସମୟ ବାହାର କରି କରିନା ସ୍ୱାମୀ ସୈଫ ଅଲି ଖାନ ଓ ଦୁଇ ପିଲାଙ୍କୁ ନେଇ ଇଟାଲୀରେ ଅଛନ୍ତି । ସେଠାରେ ପୁରା ପରିବାର ଫୁଲ ଏନ୍‌ଞ୍ଜୟ କରୁଛନ୍ତି । ଏହାର ଫଟୋସବୁ କରିନା ନିଜେ ସୋସିଆଲ…

ବିମାନ ଭିତରର ସବୁ ଟିଭିରେ ଲାଗିଲା କପିଲ୍ ଶର୍ମାଙ୍କ ସୋ’: ସିଟ୍‌ରେ ବସି ହସିଲେ କପିଲ

ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ କମେଡ଼ି ଶୋ’ ହେଉଛି ‘ଦ କପିଲ ଶର୍ମା ଶୋ’ । ଏହି ଶୋ’ର ଲୋକପ୍ରିୟତା କେବଳ ଆମ ଦେଶରେ ନୁହେଁ ବିଦେଶରେ ବି ରହିଛି । ବିଦେଶରେ ଏହି ଶୋ’ର ଲୋକପ୍ରିୟତା ବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏବେ ଏହି ଶୋ ବନ୍ଦ କରି କମେଡ଼ି କିଙ୍ଗ କପିଲ ଶର୍ମା ନିଜ…

ମିଥୁନଙ୍କ ମାତୃ ବିୟୋଗ: ଶୋକରେ ପୁରା ପରିବାର

ବମ୍ବେ: ବଲିଉଡରେ ଡ଼୍ୟାନ୍ସିଂ ଷ୍ଟାର ଭାବେ ଜଣାଶୁଣା ମିଥୁନ୍ ଚକ୍ରବର୍ତ୍ତୀଙ୍କ ମାଆ ଶାନ୍ତିରାଣୀ ଦେବୀଙ୍କର ଗୁରୁବାର ରାତିରେ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ହୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏନେଇ ମିଥୁନ୍‌ଙ୍କ ପୁଅ ନାମଶି ଚକ୍ରବର୍ତ୍ତୀ ଜଣାଇଛନ୍ତି । ଏହି ଖବର…