Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ନୂଆ ଘର କିଣିଲେ ରାମଚରଣ : ଯାହାର ମୂଲ୍ୟ ୩୦ କୋଟି

ମୁମ୍ବାଇ: ସାଉଥ ସୁପରଷ୍ଟାର ରାମ ଚରଣ ଏବେ ଖୁବ ଚର୍ଚ୍ଚାରେ । ବିବାହର ୧୧ ବର୍ଷ ପରେ ସେ ଏକ କନ୍ୟା ସନ୍ତାନର ବାପା ହୋଇଛନ୍ତି । ନିକଟରେ ସେ ତାଙ୍କ ଝିଅର ନାମକରଣ ଉତ୍ସବ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି । ଏବେ ହାଇଦ୍ରାବାଦରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା କିଣିଛନ୍ତି । ଏହି ନୂଆ ଘରର ମୂଲ୍ୟ…

ଅଭିନେତା ହରିଶ ମେଗନଙ୍କ ପରଲୋକ

ମୁମ୍ବାଇ: ବଲିଉଡ ଅଭିନେତା ହରିଶ ମେଗନଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ବୟସାଧିକ ଅସୁସ୍ଥତା ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ବହୁ କଳାକାର ତାଙ୍କର ଅନ୍ତିମ ଦର୍ଶନ କରିଥିଲେ । ଏନେଇ ବଲିଉଡ଼ ଇଣ୍ଡଷ୍ଟିଜ୍‌ରେ ଶୋକର ଛାୟା ଖେଳିଯାଇଛି । ୧୯୪୬…

ଦର୍ଶକଙ୍କ ଅପେକ୍ଷା ଶେଷ, ଘୋଷଣା ହେଲା ଫିଲ୍ମ ‘ଜୱାନ’ର ରିଲିଜ ତାରିଖ

ମୁମ୍ବାଇ: ଶାହରୁଖ ଖାନଙ୍କ ଫିଲ୍ମ 'ଜୱାନ'କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମ 'ପଠାନ' ଦେଖିବା ପରେ ପ୍ରଶଂସକମାନେ ଶାହାରୁଖ ଖାନଙ୍କୁ ପୁଣିଥରେ ଦେଖିବାକୁ ଆଗ୍ରହୀ ଅଛନ୍ତି। ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଶାହରୁଖ ଖାନଙ୍କ କେମିଷ୍ଟ୍ରି ଦେଖିବାକୁ ବହୁତ ଭଲ।…

ଅଟଲୀଙ୍କ ଫିଲ୍ମରେ ବରୁଣ, ଆସନ୍ତା ବର୍ଷ ମେ ୩୧ରେ ହେବ ରିିଲିଜ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଫିଲ୍ମ ମେକର୍ସ ଅଟଲୀ କୁମାର ଏବେ ଶାହାରୁଖ ଖାଁ ଯବାନ ଅଭିନୀତ ଫିଲ୍ମ ନେଇ ଚର୍ଚ୍ଚାରେ ଅଛନ୍ତି । ଇତି ମଧ୍ୟରେ ଅଟଲୀଙ୍କ ଆଗାମୀ ଫିଲ୍ମ ସମ୍ପର୍କରେ ଅପଡେଟ ଆସିଛି । ଏହି ଆକ୍ସନ ଡ୍ରାମାରେ ବରୁଣଙ୍କୁ ମୂଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମର ନାମ…

ୱେବ ସିରିଜ୍ ‘ଚମକ’ରେ ନଜର ଆସିବେ ଇଶା

ମୁମ୍ବାଇ: ବଲିଉଡ଼ି ଅଭିନେତ୍ରୀ ଇଶା ତଲୱାର ଏବେ ଖୁବ୍ ଚର୍ଚ୍ଚାରେ । ତାଙ୍କ ଅଭିନିତ‘ମୀର୍ଜାପୁର ସିଜିନ୍‌-୨’ରେ ସେ ବେଶ୍ ଲୋକପ୍ରିୟ ହୋଇଥିଲେ । ଏଥିରେ ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏବେ ଏହାର ସିଜିନ୍‌-୩ ପରଦାକୁ ଆସିବ । ଏଥିରେ ବି ଈଶାଙ୍କୁ ନାୟିକା ହେବାର ସୁଯୋଗ…

ସ୍ୱର୍ଣ୍ଣ ମନ୍ଦିରରେ ସେବା ଉଦ୍ଦେଶ୍ୟରେ ବାସନ ଧୋଇଲେ ପରିଣୀତି ଓ ରାଘବ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଢ଼ା ଦୀର୍ଘ ଦିନ ହେଲାଣି ଚର୍ଚ୍ଚାରେ ରହିଛନ୍ତି । ଆଗକୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଏହି ପ୍ରେମୀଯୁଗଳ ନିକଟରେ ଅମୃତସରର ଗୋଲ୍‌ଡେନ୍ ଟେମ୍ପୁଲ୍‌ରେ ନଜର ଆସିଥିଲେ । ସେମାନେ ମନ୍ଦିରରେ ଇଶ୍ୱରଙ୍କ ଆଶୀର୍ବାଦ…

ବ୍ରେକ୍‌ଅପ୍ ପରେ ଏକାଠି ନଜର ଆସିଲେ ଟାଇଗର-ଦିଶା

ମୁମ୍ବାଇ: ବ୍ରେକ୍‌ଅପ୍ ପରେ ପୁଣି ଏକାଠି ନଜର ଆସିଲେ ଅଭିନେତା ଟାଇଗର ଶ୍ରଫ ଓ ଅଭିନେତ୍ରୀ ଦିଶା ପଟାନୀ । ନିକଟରେ ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଦିଶା ଓ ଟାଇଗରଙ୍କୁ ଏକାଠି ଦେଖିବାକୁ ମିଳିଛି । ସେମାନଙ୍କ ବ୍ରେକ୍‌ଅପ୍ ପରେ ପ୍ରଥମଥର ପାଇଁ ସର୍ବସାଧାରଣରେ ଏକାଠି ନଜର ଆସିଛନ୍ତି । ଏହାର…

ଡନ ୩ରେ ଶାହାରୁଖଙ୍କ ସ୍ଥାନରେ ଅଭିନୟ କରିବେ ରଣବୀର !

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଉପରେ ଆଧାରିତ ଫରହାନ ଅଖତାରଙ୍କ ଡନ ଫିଲ୍ମର ତୃତୀୟ ସଂସ୍କରଣ ନେଇ ବିଭିନ୍ନ ଖବରମାନ ପ୍ରକାଶ ପାଉଛି । ଶାହାରୁଖ ଖାଁ ଅଭିନୀତ ପ୍ରଥମ ୨ଟି ସଂସ୍କରଣ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏବେ କିନ୍ତୁ ଶାହାରୁଖଙ୍କ ବଦଳରେ ରଣବୀର ସିଂ ଡନ ହେବେ ବୋଲି ଜଣାପଡିଛି । ୬…

ଚା’ ଦୋକାନୀ ସାମ୍ନାରେ ଆଲିଆଙ୍କୁ ଉପଦେଶ ଦେଇ ଟ୍ରୋଲର ଶିକାର ହେଲେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଜଣେ ଶ୍ରେଷ୍ଠ ଅଭିନେତ୍ରୀ ହେବା ସହ ଜଣେ ଶ୍ରେଷ୍ଠ ମାଆ ମଧ୍ୟ ଅଟନ୍ତି। ଅଭିନେତ୍ରୀ ଆଲିଆ ଭଟ୍ଟ ଧୀରେ ଧୀରେ ସର୍ବଭାରତୀୟ ସ୍ତରରେ ନିଜ ପାଇଁ ଏକ ନାମ ସୃଷ୍ଟି କରୁଛନ୍ତି ଏବଂ ତାଙ୍କର ମେଟ ଗାଲା ଡେବ୍ୟୁ କରିଛନ୍ତି। ପରେ ଗୁଚ୍ଚି ପାଇଁ ପ୍ରଥମ ଭାରତୀୟ…

ବିଗ୍ ବସ୍ ଓଟିଟି-୨ ରେ ହାଇଡ୍ରାମା: ସୋ’ ମଝିରେ ନିଜ ପ୍ୟାଣ୍ଟ ଖୋଲିଲେ ଜାଦ୍ ହଦିଦ୍, ଭିଡିଓ ଭାଇରାଲ

ମୁମ୍ବାଇ: ବିଗ୍ ବସ୍ ଓଟିଟି-୨ ପ୍ରସାରିତ ହେବାର ୧୨ ଦିନ ବିତିଲାଣି। ଏହି ସୋ’ରେ ଅନେକ ପ୍ରତିଯୋଗୀଙ୍କ ମଧ୍ୟରେ ତର୍କ ବିତର୍କ ହେଉଥିବା ଦେଖିବାକୁ ମିଳିଛି। ସୋ’ର ଏକ ଲାଇଭ୍ ଫିଡ୍ ଷ୍ଟ୍ରିମିଂ ମଧ୍ୟ ଅଛି, ଯେଉଁଠାରେ ଦର୍ଶକମାନେ ପ୍ରତିଯୋଗୀମାନଙ୍କୁ ସବୁବେଳେ ଲାଇଭ୍ ଦେଖୁଛନ୍ତି। ସଲମାନ…