Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବାପାଙ୍କ ଶ୍ରାଦ୍ଧବାର୍ଷିକୀରେ ଝିଅ ସହ ପୂଜା କଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ବାପାଙ୍କ ଶ୍ରାଦ୍ଧବାର୍ଷିକୀରେ ଝିଅ ସହ ପୂଜାର୍ଚ୍ଚନା କରିଛନ୍ତି । ତାଙ୍କ ବାପାଙ୍କ ମୃତ୍ୟୁ ବାର୍ଷିକୀରେ ଏକ ସ୍ୱତନ୍ତ୍ର ପୂଜାର ଆୟୋଜନ କରି ସୋସିଆଲ ମିଡ଼ିଆରେ ଫଟୋ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ତୁମକୁ ବହୁତ ମନେ…

ବ୍ରେକ ପରେ ସୋସିଆଲ ମିଡିଆକୁ ଫେରିଲେ କାଜୋଲ; ଫ୍ୟାନ୍ସ କହିଲେ ‘ ଆଉ ତୁମକୁ ବିଶ୍ୱାସ କରିବୁନି’

ନୂଆଦିଲ୍ଲୀ:କିଛିଦିନ ତଳେ ଅଭିନେତ୍ରୀ କାଜୋଲ ସୋସିଆଲ ମିଡିଆରୁ ବ୍ରେକ ନେଇଥିବା ଘୋଷଣା କରି ନିଜ ଇନଷ୍ଟାରୁ ସବୁ ପୋଷ୍ଟ ଡିଲିଟ କରି ଦେଇଥିଲେ । ପୋଷ୍ଟ ଡିଲିଟ କରିବା ଦେଖି ଫ୍ୟାନ୍ସମାନେ ବ୍ରେକର କାରଣ ଜାଣିବାକୁ ବି ଚାହିଁଥିଲେ । ଏ ନେଇ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥିଲେ ।…

ବଲିଉଡ୍ ଅଭିନେତା ମଙ୍ଗଲ ଢିଲନଙ୍କର କ୍ୟାନ୍‌ସରରେ ମୃତ୍ୟୁ

ମୁମ୍ବାଇ: ହିନ୍ଦୀ ଓ ପଞ୍ଜାବୀ ଫିଲ୍ମ ଅଭିନେତା ମଙ୍ଗଲ ଢିଲନଙ୍କର ଆଜି ସକାଳେ ପରଲୋକ ହୋଇଛି। ଗତ କିଛି ବର୍ଷ ହେଲା ସେ କ୍ୟାନସର ରୋଗରେ ଜୁଝୁଥିଲେ। ପଞ୍ଜାବର ଲୁଧିଆନା ସହରର ଥିବା ଏକ ହସ୍‌ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଥିଲା। ରବିବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏହି…

ପରଲୋକରେ ଜୁନୁନ ଓ ବୁନିଆଦ ଆକ୍ଟର ମଙ୍ଗଲ ଧୀଲନ

ମୁମ୍ବାଇ: ଆଉ ନାହାନ୍ତି ଲୋକପ୍ରିୟ ଟିଭି ଓ ବଲିଉଡ୍ ଦୁନିଆର ଲୋକପ୍ରିୟ ଅଭିନେତା ମଙ୍ଗଲ ଧୀଲନ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି ।  ମଙ୍ଗଲ ଦୀର୍ଘଦିନ ଧରି କ୍ୟାନ୍ସର ଆକ୍ରାନ୍ତ ହୋଇଥିଲେ । ତାଙ୍କୁ  ଲୁଧିଆନା ହସ୍ପିଟାଲରେ ଚିକିତ୍ସିତ କରାଯାଉଥିଲା । ସେଠାର ଆଜି …

୩୨ ବର୍ଷ ପରେ ଏକାଠି ନଜର ଆସିବେ ଅମିତାଭ-ରଜନୀକାନ୍ତ

ମୁମ୍ବାଇ: ଲମ୍ବା ସମୟ ବ୍ୟବଧାନରେ ପୁଣିଥରେ ସିଲିଭର ସ୍କ୍ରିନ୍ ଏକାଠି ନଜରକୁ ଆସୁଛନ୍ତି ବିଗ୍ ବି ଅମିତାଭ ବଚ୍ଚନ ଏବଂ ସାଉଥ ସୁପରଷ୍ଟାର ରଜନୀକାନ୍ତ । ଏହି ଉଭୟ ଭେଟରାନ ଅଭିନେତା ବଲିଉଡ ହେଉ ଅବା ସାଉଥ୍ ଫିଲ୍ମରେ ଏ ପର୍ଯ୍ୟନ୍ତ ଫ୍ୟାନ୍ ପପୁଲାର ହୋଇ ରହିଛନ୍ତି । ଅନେକ ନୂଆ ନୂଆ ଅଭିନେତା…

ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ମୁମ୍ବାଇରେ ଏତଲା ଦେଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର: କାଷ୍ଟିଂ କାଉଚକୁ ନେଇ ବିବାଦ ଘେରରେ ଫସିଥିବା ଓଡ଼ିଆ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ୍ ଟୁଟୁ ନାୟକଙ୍କ ଲାଗି ଅଡ଼ୁଆ ବଢ଼ିଛି । ମୁମ୍ବାଇରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ସଞ୍ଜୟ ନାୟକଙ୍କ ବିରୋଧରେ ପୋଲିସରେ ଏତଲା ଦେଇଛନ୍ତି । ସୂଚନା ଅନୁସାରେ, ଅଭିନେତ୍ରୀ ପ୍ରକୃତି…

ରଣବୀର ଅବହେଳିତ ପିଲାଙ୍କୁ ଦେଖାଇବେ ଫିଲ୍ମ ‘ଆଦିପୁରୁଷ’

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ଜୁନ୍ ୧୬ ତାରିଖରେ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ…

ଆସନ୍ତୁ ଜାଣିବା କାହାକୁ ଟାର୍ଗେଟ କରି କଙ୍ଗନା କହିଲେ, ଗୋଟେ ନିଶାଖୋର ହେବ ଭଗବାନ ଶ୍ରୀରାମ

ମୁମ୍ବାଇ: ବଲିଉଡର ବିବାଦୀୟ କୁଇନ କଙ୍ଗନା ରାନାୱତଙ୍କ ଆଜିର ବୟାନ ସମସ୍ତଙ୍କୁ ଚକିତ କରିଦେଇଛି । ସେ ଜଣେ ପ୍ରତିଷ୍ଠିତ ହୀରୋଙ୍କୁ ଟାର୍ଗେଟ କରି କହିଛନ୍ତି, ଜଣେ ନିଶାଖୋର ବ୍ୟକ୍ତି ଯିଏ କି ଝିଅଙ୍କ ବିନା ରହିପାରିବ ନାହିଁ ତାଙ୍କୁ ଭଗବାନ ଶ୍ରୀରାମ ଭୂମିକା ଦିଆଯାଉଛି । ଏହା ଆଦୌ ଗ୍ରହଣୀୟ…

ରିଲିଜ ହେଲା ଫିଲ୍ମ ‘ସତ୍ୟପ୍ରେମ କି କଥା’ର ନୂଆ ଗୀତ ‘ଆଜ କେ ବାଦ୍’

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର 'ସତ୍ୟପ୍ରେମ କି କଥା'ର ନୂଆ ଗୀତ 'ଆଜ କେ ବାଦ୍' ସୋସିଆଲ ମିଡିଆରେ ମୁକ୍ତିଲାଭ କରିଛି। ଏହି ଗୀତରେ କାର୍ତ୍ତିକ ଏବଂ କିଆରାଙ୍କ ବିବାହ ଦେଖିବାକୁ ମିଳୁଛି। ରିଲିଜ ହୋଇଥିବା ଏହି ସଙ୍ଗୀତ…

ଭଞ୍ଜକଳା ମଣ୍ଡପରେ ଟଳି ପଡିଲେ ମାଲେସିଆର ପ୍ରଖ୍ୟାତ ଭାରତନାଟ୍ୟମ ଗୁରୁ ଶ୍ରୀଗଣେଶନ

ଭୁବନେଶ୍ୱର: ଭଞ୍ଜକଳା ମଣ୍ଡପରେ ଆୟୋଜିତ ନୃତ୍ୟ କାର୍ଯ୍ୟକ୍ରମରେ ମାଲେସିଆର ପ୍ରଖ୍ୟାତ ଭାରତନାଟ୍ୟମ ଗୁରୁ ଶ୍ରୀଗଣେଶନଙ୍କ ପରଲୋକରେ ରାଜଧାନୀ ଭୁବନେଶ୍ୱର ସ୍ତବ୍ଧ ହୋଇଯାଇଛି। ତିନି ଦିନ ଧରି ଦର୍ଶକଙ୍କୁ ବାନ୍ଧି ରଖିଥିବା ଏହି କାର୍ଯ୍ୟକ୍ରମ ଶେଷ ହେବା ବେଳକୁ ମଞ୍ଚ ଉପରେ ହୃଦୟ ବିଦାରକ ଘଟଣା…