Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆଇଫା ୨୦୨୩ରେ ହ୍ରିତିକ୍‌ଙ୍କୁ ମିଳିଲା ବେଷ୍ଟ ଆକ୍ଟର ଆୱାର୍ଡ

ମୁମ୍ବାଇ: ବଲିଉଡ଼ର ସୁପରଷ୍ଟାର ଅଭିନେତା ହ୍ରିତିକ ରୋଶନଙ୍କୁ ଆଇଫା ଆୱାର୍ଡ ୨୦୨୩ରେ ବେଷ୍ଟ ଆକ୍ଟର ଆୱାର୍ଡ଼ ପ୍ରଦାନ କରାଯାଇଛି । ସେ ଫିଲ୍ମ ‘ବିକ୍ରମ ବେଧା’ ପାଇଁ ଏହି ପୁରସ୍କାର ପାଇଛନ୍ତି । ଏହି ଫିଲ୍ମରେ ହ୍ରିତିକ୍‌ଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହି ଆୱାର୍ଡ଼ ପାଇବା ପରେ…

ଲୋକଙ୍କ ଆଗରେ ସଲ୍‌ମାନଙ୍କୁ ବିବାହ ପ୍ରସ୍ତାବ ଦେଲେ ରିପୋର୍ଟର

ମୁମ୍ବାଇ: ବଲିଉଡ଼ର ଭାଇଜାନ୍ ତଥା ସୁପରଷ୍ଟାର ସଲମାନ ଖାନଙ୍କୁ ରିପୋର୍ଟର ଦେଲେ ବିବାହ ପ୍ରସ୍ତାବ । ତାହାପୁଣି ସମସ୍ତଙ୍କ ସାମ୍ନାରେ । ଏହାର ଉତ୍ତର ମଧ୍ୟ ମଜାଳିଆ ଢଙ୍ଗରେ ଦେଇଥିଲେ ସଲମାନ । ରିପୋର୍ଟର ତାଙ୍କୁ ସିଧାସଳଖ ବିବାହ ପ୍ରସ୍ତାବ ଦେଇଥିବା ସମୟର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ…

ଉଦୟପୁରରେ ହେବ ପରିଣୀତି-ରାଘବଙ୍କ ବିବାହ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଡ୍ଡା ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେମାନଙ୍କ ବିବାହ ରାଜସ୍ଥାନର ଉଦୟପୁରରେ ହେବ । ଏଥିଲାଗି ପରିଣୀତି ଶନିବାର ଉଦୟପୁରରେ ପହଞ୍ଚିଛନ୍ତି । ସକାଳ ପ୍ରାୟ ସାଢେ ୯ଟାରେ ସେ ମହାରଣା ପ୍ରତାପ ବିମାନବନ୍ଦରରେ…

ଦ କଶ୍ମୀର ଫାଇଲ୍ସ, କେରଳ ଷ୍ଟାରୀ ପରେ ଏବେ ଚର୍ଚ୍ଚାରେ ଦ ଡାଏରୀ ଅଫ ୱେଷ୍ଟବେଙ୍ଗଲ

କୋଲକାତା: ଦି କଶ୍ମୀର ଫାଇଲ୍ସ ଓ କେରଳ ଷ୍ଟୋରୀ ଫିଲ୍ମର ଅଦ୍ଭୁତପୂର୍ବ ସଫଳତା ପରେ ଦି ଡାଏରୀ ଅଫ ୱେଷ୍ଟବେଙ୍ଗଲକୁ ନେଇ ଚର୍ଚ୍ଚା ଜୋର ଧରିଛି । ସନୋଜ ମିଶ୍ର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏବେଠାରୁ ତାଙ୍କୁ ଫିଲ୍ମ ରିଲିଜ ନ କରାଇଦେବା ପାଇଁ ଚାପ ପକାଗଲାଣି । ସେ ମଧ୍ୟ ଭୟରେ…

ଜୁନ ୧୧ ରେ ବିବାହ ବନ୍ଧନରେ ବାନ୍ଧିହେବେ କୃଷ୍ଣା ଭଟ୍ଟ

ମୁମ୍ବାଇ: ବଲିଉଡ଼ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟଙ୍କ ଝିଅ ତଥା ନିର୍ଦ୍ଦେଶିକା କୃଷ୍ଣା ଭଟ୍ଟ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେ ତାଙ୍କର ବୟ ଫ୍ରେଣ୍ଡ ବେଦାନ୍ତ ସାରଦାଙ୍କୁ ବିବାହ କରିବାକୁ ଯାଉଛନ୍ତି । ସେମାନଙ୍କ ବିବାହ ଜୁନ୍ ୧୧ ତାରିଖରେ ଅନୁଷ୍ଠିତ ହେବ । ୨୭ ବର୍ଷିୟା…

ଜୱାନରେ ଅଲ୍ଲୁ ଅର୍ଜୁନଙ୍କ କୌଣସି ଭୂମିକା ନାହିଁ, ସଞ୍ଜୟଙ୍କ କରିବେ କାମିଓ

ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ଏବେ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଏଟଲୀ କୁମାର ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହାରୁଖଙ୍କ ସହ ବିଜୟ ସେତୁପତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିବେ । ଏହା ବ୍ୟତୀତ ପୁଷ୍ପା ଫେମ ଅଲ୍ଲୁ ଅର୍ଜୁନଙ୍କ କାମିଓ ଥିବା ଖବର…

କାନ୍ସ ଫେଷ୍ଟିଭାଲର ରେଡ଼ କାର୍ପେଟ୍‌ରେ ଅନୁଷ୍କା

ମୁମ୍ବାଇ: ମଇ ୧୬ରୁ ଆରମ୍ଭ ହୋଇଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩ର ରେଡ଼ କାର୍ପେଟ୍‌ରେ ଅନେକ ସେଲିବ୍ରିଟ୍ ସେମାନଙ୍କ ଜଲୱା ଦେଖାଇ ସାରିଲେଣି । ଏବେ ଅଭିନେତ୍ରୀ ଅନୁଷ୍କା ଶର୍ମା କାନ୍ସ ଫେଷ୍ଟିଭାଲର ରେଡ଼ କାର୍ପେଟ୍‌ରେ ନଜର ଆସିଛନ୍ତି । ଏହି ବିଶେଷ ଉତ୍ସବରେ ଅନୁଷ୍କା ଅଫ ସୋଲଡର ରିଚାର୍ଡ…

ତୃତୀୟ ବିବାହ କରିବେ ଅମୀର ଖାନ !

ମୁମ୍ବାଇ: ଆଜିକାଲି ଖୁବ ଚର୍ଚ୍ଚାରେ ମିଷ୍ଟର ପରଫେକ୍ସନିଷ୍ଟ । ତେବେ ତାଙ୍କର କୌଣସି ଅପକମିଙ୍ଗ ଫିଲ୍ମକୁ ନେଇ ସେ ଚର୍ଚ୍ଚାରେ ନାହାନ୍ତି । ବରଂବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ । ହଁ, ବାହା ହେବେ ବଲିଉଡ ଅଭିନେତା ଅମୀର ଖାଁ  । ଅମୀର ତୃତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ।…

ରିଲିଜ୍ ହେଲା ‘ଶଳା ବୁଢାର ବଦଲା’: ରହିଛି ଭରପୁର କମେଡି ଓ ସସପେନ୍ସ

ଭୁବନେଶ୍ୱର: ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ‘ଶଳା ବୁଢାର ବଦଲା’ । ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତଏହି ଫିଲ୍ମର ପ୍ରିମିୟର ଶୋ ଭୁବନେଶ୍ୱରସ୍ଥିତ ସ୍ୱାତୀ ସିନେମା ହଲ୍‌ରେ ହୋଇଯାଇଛି । ଏହି ପ୍ରିମିୟର ଶୋ' ରେ ବହୁ କଳାକାର, ଓଡ଼ିଆ ସିନେ…

ଆରୟନଙ୍କ ୱେବ୍ ସିରିଜ୍ ‘ଷ୍ଟାରଡମ’ ପାଇଁ ମିଳିଲେ ଅଭିନେତା, ନିଜେ ଦେବେ ନିର୍ଦ୍ଦେଶନା

ମୁମ୍ବାଇ: ବଲିଉଡ଼ର କିଙ୍ଗ ଖାନ୍ ତଥା ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ୍ ଖାନ୍ ଏବେ ଚର୍ଚ୍ଚାରେ । ଆରୟନ୍ ଖୁବ୍‌ଶୀଘ୍ର ତାଙ୍କର ପ୍ରଥମ ୱେବ ସିରିଜ୍ ‘ଷ୍ଟାରଡ଼ମ’ର କାମ ଆରମ୍ଭ କରିବାକୁ ଯାଉଛନ୍ତି । ସେ ନିଜେ ଏହି ୱେବ୍ ସିରିଜର ନିର୍ଦ୍ଦେଶନା ଦେବେ । କିଛି ଦିନ ତଳେ ସେ ଏହାର…