Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସବୁ ଫଟୋ ଡିଲିଟ କରି ସୋସିଆଲ ମିଡିଆରୁ ବ୍ରେକ ନେଲେ ଅଭିନେତ୍ରୀ କାଜୋଲ

ନୂଆଦିଲ୍ଲୀ: ଡିଡିଏଲଜି, କୁଛକୁଛ ହୋତା ହେ ଏବଂ ଦିଲବାଲେ ପରି ଫିଲ୍ମରେ ନିଜର ଜଲୱା ଦେଖାଇ ଦର୍ଶଙ୍କ ମନ ଜିତିଥିବା ଅଭିନେତ୍ରୀ କାଜୋଲଙ୍କର ସୋସିଆଲ ମିଡିଆରେ ଢେର ଫ୍ୟାନ ଫଲୋଇଂ ଅଛନ୍ତି । କାଜୋଲଙ୍କର ୧୪.୫ ମିଲିଅନ ଫଲୋଅର୍ସ ଅଛନ୍ତି । ଏମାନେ କାଜଲଙ୍କ ବ୍ୟକ୍ତିଗତ ଜୀବନର ସବୁ ଖବର…

ଓଲିଉଡରେ ପୁଣି ତେଜିଲା କାଷ୍ଟିଂ କାଉଚ ବିବାଦ; ମୁହାଁମୁହିଁ ହେଲେ ପ୍ରଯୋଜକ-ଅଭିନେତ୍ରୀ

ଭୁବନେଶ୍ୱର:ଓଲିଉଡରେ କାଷ୍ଟିଂ କାଉଚକୁ ନେଇ ପୁଣି ତେଜିଲା ବିବାଦ । ମୁହାଁମୁହିଁ ହୋଇଛି ପ୍ରଯୋଜକ-ଅଭିନେତ୍ରୀ । ଏମିତିକି କାଷ୍ଟିଂକାଉଚକୁ ନେଇ ହ୍ୱାଟସଅପ ଚାଟିଂ ମଧ୍ୟ ଭାଇରାଲ ହୋଇଛି । ଅଭିନେତ୍ରୀ ଜସ୍ମିନ ରଥ ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ଗତକାଲି ସାଂଘାତିକ ଅଭିଯୋଗ…

‘ଗଦ୍ଦର-୨’ କୁ ଟକ୍କର ଦେବ ‘ଓଏମଜି-୨’, ଘୋଷଣା ହେଲା ରିଲିଜ ତାରିଖ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଆଜିକାଲି ତାଙ୍କ ଫିଲ୍ମ 'ବଡେ ମିଆଁ ଛୋଟେ ମିଆଁ' ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଟାଇଗର ଶ୍ରଫଙ୍କୁ ଦେଖିବାକୁ ମିଳିବ। ଏଥି ସହିତ ପ୍ରଶଂସକମାନେ ଅଭିନେତାଙ୍କ ଆଗାମୀ ଚଳଚ୍ଚିତ୍ର 'ଓ ମାଇଁ ଗଡ଼-୨' କୁ ଉତ୍ସାହର ସହିତ…

ତିନି ଦଶନ୍ଧି ପରେ ଭାରତରେ ଅନୁଷ୍ଠିତ ହେବ ମିସ୍ ୱାର୍ଲ୍ଡ ୨୦୨୩ ପ୍ରତିଯୋଗିତା

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ପରେ ଭାରତରେ ଅନୁଷ୍ଠିତ ହେବ ମିସ୍ ୱାର୍ଲ୍ଡ ୨୦୨୩ ପ୍ରତିଯୋଗିତା। ୨୭ ବର୍ଷ ପରେ ପୁଣି ଥରେ ମିସ୍ ୱାର୍ଲ୍ଡ ୨୦୨୩ ଫାଇନାଲ୍ ଆୟୋଜନ କରିବାକୁ ଭାରତ ପ୍ରସ୍ତୁତ। ୧୯୯୬ ରେ ଏହି କାର୍ଯ୍ୟକ୍ରମ ଶେଷ ଥର ପାଇଁ ଆୟୋଜିତ ହୋଇଥିଲା। ନଭେମ୍ବର-ଡିସେମ୍ବର ମଧ୍ୟରେ ଏହି…

ପିତା ଆର ମାଧବନଙ୍କଠାରୁ ଅଧିକ ପ୍ରଶଂସା ସାଉଁଟୁଛନ୍ତି ପୁଅ ବେଦାନ୍ତ

ନୂଆଦିଲ୍ଲୀ: କୌଣସି ଚଳଚ୍ଚିତ୍ରରେ ଡେବ୍ୟୁ ନକରି ବଲିଉଡ ଷ୍ଟାରକିଡମାନେ ପ୍ରଶଂସକଙ୍କ ହୃଦୟରେ ରାଜ କରନ୍ତି। ଆମ ନିକଟରେ ଏମିତି ଜଣେ ଷ୍ଚାରକିଡ ଅଛନ୍ତି ଯିଏ ୧୭ ବର୍ଷ ବୟସରେ ସାରା ଦେଶ ତଥା ବିଦେଶରେ ନିଜର କଳା ଦ୍ୱାରା ସୁନାମ ଅର୍ଜନ କରିଛନ୍ତି। ସେ ହେଉଛନ୍ତି ଲୋକପ୍ରିୟ ବଲିଉଡ ଅଭିନେତା ଆର…

‘ଦ କେରଳ ଷ୍ଟୋରି’ ପରେ ହଙ୍ଗାମା ସୃଷ୍ଟି କରିବ ଏହି ତିନି ଫିଲ୍ମ; ଖୁବ ଶୀଘ୍ର ମୁକ୍ତିଲାଭ

ମୁମ୍ବାଇ: ଆଜିକାଲି ବକ୍ସ ଅଫିସରେ ବୋବାଲ କରୁଛି କମ ବଜେଟ ଫିଲ୍ମ  ।  ୧୫ରୁ ୨୦ କୋଟି ବଜେଟରେ ନିର୍ମିତି ଫିଲ୍ମ ‘ଦ କେରଳ ଷ୍ଟୋରି’ ବର୍ତ୍ତମାନ ସୁଦ୍ଧା ୨୮୭.୭୯ କୋଟି ଆୟ କରିସାରିଲାଣି । କେରଳ ଷ୍ଟୋରି ପରେ ଆସୁଛି ଆହୁରି ତିନୋଟି ଫିଲ୍ମ । ଅଳ୍ପ ବଜେଟର ଏହି ଫିଲ୍ମ କେରଳା ଷ୍ଟୋରିର…

ଆମୀରଙ୍କ ଘରେ କପିଲ ଶର୍ମା ଗୀତ ଗାଉଥିବା ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କପିଲ ଶର୍ମା ତାଙ୍କ ଟିଭି ଶୋ ଦ୍ୱାରା ନିଜର ପ୍ରଶଂସକଙ୍କ ଲଗାତାର ମନ ଜିତି ଆସୁଛନ୍ତି। ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଆମୀର ଖାନ ଅଛନ୍ତି। ଏହି ଭିଡିଓଟି କୌଣସି ଟିଭି ଶୋ'ର ନୁହେଁ ବରଂ ଆମୀର ଖାନଙ୍କ ଘରର ଭିଡିଓ। ଏଥିରେ 'କ୍ୟାରି…

ଜଲି ଏଲଏଲବି ୩ରେ ସାମ୍ନା ସାମ୍ନି ହେବେ ଅକ୍ଷୟ କୁମାର, ଅର୍ଶାଦ ୱାର୍ସି

ମୁମ୍ବାଇ: ବଲିଉଡର ଏ ଭଳି କେତେକ ଫିଲ୍ମ ଅଛି ଯାହାର ସିକ୍ୱେଲକୁ ଦର୍ଶକ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥାନ୍ତି । ଏ ଭଳି ଏକ ଫିଲ୍ମ ହେଲା ଜଲି ଏଲଏଲବି । ଏହାର ତୃତୀୟ ସଂସ୍କରଣରେ ଅକ୍ଷୟ କୁମାର ଏବଂ ଅର୍ଶାଦ ୱାର୍ସି ଏକତ୍ର ଅଭିନୟ କରିବେ ଜଣାପଡିଛି । ସୂଚନାଯୋଗ୍ୟ ୨୦୧୩ରେ ରିଲିଜ ପ୍ରଥମ…

ମାଧୁରୀ ଦୀକ୍ଷିତ୍ ମୋ ନାଁ ଜାଣିଛନ୍ତି,ଏହା ମୋ ପାଇଁ ଖୁସିର କଥା ବୋଲିି କହିଲେ ପୂଜା

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିଲା ସଲମାନ ଖାନ୍‌ଙ୍କ ଅଭିନିତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ । ଏଥିରେ ସଲମାନଙ୍କ ନାୟିକା ସାଜିଥିଲେ ସାଉଥ୍ ଅଭିନେତ୍ରୀ ପୂଜା ହେଗ୍‌ଡ଼େ । ଏହି ଫିଲ୍ମରେ ଅଭିନୟ କରିବା ପରେ ପୂଜାଙ୍କ ଚାହିଦା ଖୁବ୍ ବଢିଯାଇଛି । କେବଳ ସେତିକି ନୁହେଁ, ତାଙ୍କ…

ଟ୍ରେନ ଦୁର୍ଘଟଣା: ସହାୟତାର ହାତ ବଢାଇଲେ ସୋନୁ ସୁଦ୍‌, ଜାରି କଲେ ହେଲପ୍‌ଲାଇନ୍ ନମ୍ବର

ମୁମ୍ବାଇ: ବାହାନାଗା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାକୁ ନେଇ ବଲିଉଡ଼ ଅଭିନେତା ସୋନୁ ସୁଦ ଦୁଃଖ ପ୍ରକାଶ କରିବା ସହ ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ଏଥିସହ ଆହତମାନଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରିଥିଲେ । ଏବେ ପୀଡ଼ିତଙ୍କ ପରିବାରକୁ ସାହାଯ୍ୟ ଓ…