Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଚଳିତ ବର୍ଷ ହିଁ ରିଲିଜ୍ ହେବ ‘ପୁଷ୍ପା ୨’

ମୁମ୍ବାଇ: ଏବେ ସାଉଥ ଫିଲ୍ମ ବକ୍ସ ଅଫିସରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛି । ୨୦୨୧ ମସିହାରେ ରିଲିଜ୍ ହୋଇଥିବା ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ବେଶ୍ ଲୋକପ୍ରିୟ ହୋଇପାରିଥିଲା । ଫିଲ୍ମର କାହାଣୀ, ଅଲୁ ଅର୍ଜୁନଙ୍କ ଶୈଳୀ ଏବଂ ଏହାର ଗୀତଗୁଡ଼ିକ ଦର୍ଶକଙ୍କ ହୃଦୟକୁ ଛୁଇଁବା ସହ ଭଲ ବ୍ୟବସାୟ ବି…

ଜାକ୍‌ଲିନ୍‌ଙ୍କୁ ମିଳିଲା ବିଦେଶ ଗସ୍ତ ଅନୁମତି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜାକ୍‌ଲିନ୍ ଫର୍ନାଣ୍ଡିସ୍‌ଙ୍କୁ ବିଦେଶ ଗସ୍ତ ଲାଗି ମିଳିଛି ଅନୁମତି । ସେ ମେ ୨୫ରୁ ଜୁନ୍ ୧୨ ତାରିଖ ମଧ୍ୟରେ ବିଦେଶ ଯାଇପାରିବେ ବୋଲି ଦିଲ୍ଲୀର ଏକ ଅଦାଲତ ଏହି ଅନୁମତି ଦେଇଛନ୍ତି । ଆବୁଧାବୀରେ ଆଇଆଇଏଫ୍‌ଏ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହେବ । ସେ ମେ’…

ଆଖି ବୁଜିଲେ ‘ଅନୁପମା’ ଧାରାବାହିକର ଧୀରଜ କପୁର

ମୁମ୍ବାଇ: ଲୋକପ୍ରିୟ ଟେଲି ସିରିୟଲ ‘ଅନୁପମା’ର ଲିଡ ଆକ୍ଟର ଅନୁଜ କାପଡିଆ ସାଙ୍ଗ ଭୂମିକାରେ ଅଭିନୟ କରୁଥିବା ଧୀରଜ କପୁର ଓରଫ ନିତେଶ ପାଣ୍ଡେ ଆଉ ନାହାନ୍ତି । ଆଜି କାର୍ଡିଆକ ଆରେଷ୍ଟରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା । ସୋସିଆଲ ମିଡିଆରେ ଫ୍ୟାନ୍ସ…

ଦୁର୍ଘଟଣାରେ ‘ସରାଭାଇ ଭର୍ସେସ ସରାଭାଇ’ ଅଭିନେତ୍ରୀ ବୈଭବୀ ଉପାଧ୍ୟୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ପୁଣି ଟିଭି ଇଣ୍ଡଷ୍ଟ୍ରିକୁ ଝଟ୍‌କା । ବିବାହ ପୂର୍ବରୁ ଉଠିଲା କୋକେଇ । ଆଉ ନାହାନ୍ତି ଚୁଲବୁଲି ଅଭିନେତ୍ରୀ ବୈଭବୀ ଉପାଧ୍ୟୟ  । ‘ସରାଭାଇ ଭର୍ସେସ ସରାଭାଇ’ ଫେମ୍‌ ଅଭିନେତ୍ରୀ ବୈଭବୀ ଉପାଧ୍ୟୟଙ୍କ ଏକ ଦୁର୍ଘଟଣା ମୃତ୍ୟୁ ଘଟିଛି । ‘ସାରାଭାଈ ଭର୍ସେସ୍‌ ସାରାଭାଈ’ରେ…

ବିମାନବନ୍ଦରରେ ତକିଆ ସହ ନଜର ଆସିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ ସେଲିବ୍ରିଟିମାନଙ୍କ ଷ୍ଟାଇଲିସ୍ ଲୁକ୍ ପ୍ରଶଂସକଙ୍କ ବେଶ୍ ଦୃଷ୍ଟି ଆକର୍ଷଣ କରିଥାଏ । ଖାସ୍‌କରି ବିମାନବନ୍ଦରରେ ଯିବା ସମୟର ଲୁକ୍‌କୁ ପ୍ରଶଂସକ ବେଶୀ ପସନ୍ଦ କରିଥାନ୍ତି । ପ୍ରତ୍ୟେକ ସେଲିବ୍ରିଟି ବିମାନବନ୍ଦରରେ ଯିବା ସମୟର ଫଟୋ ଓ ଭିଡ଼ିଓ ଖୁବ୍ ଭାଇରାଲ ହୋଇଥାଏ । ଏଇ…

କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡର ଖିଲାଡ଼ି ତଥା ଅଭିନେତା ଅକ୍ଷୟ କୁମାର ମଙ୍ଗଳବାର ଉତ୍ତରାଖଣ୍ଡର ବାବା କେଦାରନାଥଙ୍କ ମନ୍ଦିର ପରିଦର୍ଶନ କରିଛନ୍ତିି । ଅକ୍ଷୟ ମନ୍ଦିରରେ ପୂଜାର୍ଚ୍ଚନା କରିବା ମୁଣ୍ଡିଆ ମାରି ଭଗବାନ ଶିବଙ୍କ ଆଶୀର୍ବାଦ ନେଇଥିଲେ । ମନ୍ଦିରରେ ଅକ୍ଷୟଙ୍କୁ ଦେଖି ପ୍ରଶଂସକଙ୍କ ଭିଡ଼ ଜମିଥିଲା ।…

ପଶୁ ବଳି ଦେଇ ଫ୍ୟାନ୍ସ ପାଳିଲେ ଜୁନିଅର ଏନଟିଆରଙ୍କ ଜନ୍ମଦିନ,ପୋଷ୍ଟରରେ ଲଗାଇଲେ ରକ୍ତ

ମୁମ୍ବାଇ:ସାଉଥ୍ ସୁପରଷ୍ଟାର ଜୁନିଅର ଏନଟିଆର ନିକଟରେ ତାଙ୍କର ୪୦ତମ ଜନ୍ମଦିନ ପାଳନ କରିଛନ୍ତି । ତାଙ୍କର ଫ୍ୟାନ୍ସମାନେ ମଧ୍ୟ ତାଙ୍କ ଜନ୍ମଦିନକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି । କିନ୍ତୁ କିଛି ଫ୍ୟାନ୍ସ ପଶୁ ବଳି ଦେଇ ଏନିଟିଆରଙ୍କ ଜନ୍ମଦିନ ପାଳନ କରିଥିଲେ । ଏହି ଖବର ପାଇବା ପରେ ପୋଲିସ…

ପଶ୍ଚିମବଙ୍ଗର ଗୋଟିଏ ହଲରେ ରିଲିଜ ହେଲା ‘ଦ କେରଲା ଷ୍ଟୋରି’

ମୁମ୍ବାଇ: ଫିଲ୍ମ ‘ଦ କେରଲା ଷ୍ଟୋରି’ର ଟ୍ରେଲର ରିଲିଜ୍ ପରଠାରୁ ଦେଖାଦେଇଥିବା ବିବାଦ ପିଛା ଛାଡ଼ୁନି । ଏହି ଫିଲ୍ମ ବିରୋଧସତ୍ତ୍ୱେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ପଶ୍ଚିମବଙ୍ଗରେ ଏହି ଫିଲ୍ମ ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ହେଲେ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ ମଧ୍ୟ ଏହି…

କ୍ୟାନ୍ସର ପୀଡିତାଙ୍କ ଶେଷ ଇଚ୍ଛା ପୂରଣ କଲେ କିଙ୍ଗ ଖାନ ଶାହରୁଖ

ମୁମ୍ବାଇ:  କ୍ୟାନ୍ସର ପୀଡିତାଙ୍କ ଶେଷ ଇଚ୍ଛା ପୂରଣ କଲେ ବଲିଉଡ ଅଭିନେତା ଶାହରୁଖ ।  କିଙ୍ଗ ଖାନ ଶାହରୁଖଙ୍କର ଏମିତିରେ ଫ୍ୟାନ୍ସ ଫଲୋଇଙ୍ଗ ଯଥେଷ୍ଟ ଅଧିକ । ହେଲେ ଶାହରୁଖଙ୍କ ପାଇଁ ପାଗଳ ଏଇ ଫ୍ୟାନ୍ସଙ୍କୁ ଦେଖିଲେ ଜାଣିପାରିବେ ଶାହରୁଖ ପ୍ରକୃତରେ କେତେ ଲୋକପ୍ରିୟ । ୬୦ ବର୍ଷର ଏହି…

ଆଉ ନାହାନ୍ତି ବ୍ଲକବଷ୍ଟର RRRର ଖଳନାୟକ

ମୁମ୍ବାଇ: ଡାଇରେକ୍ଟର ଏସଏସ ରାଜମୌଳୀଙ୍କ ବ୍ଲକ ବଷ୍ଟର ଫିଲ୍ମ RRRର ଖଳନାୟକ ରେ ଷ୍ଟିବନସନ (Ray Stevenson)  ଆଉ ନାହାନ୍ତି ।  ୫୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ମେ’ ୨୫ ତାରିଖ ସେ ତାଙ୍କର ୫୯ତମ ଜନ୍ମଦିନ ପାଳନ କରିଥିଲେ ।   ରେ’ଙ୍କ  ପିଆର ଏଜେନ୍ସି ଇଣ୍ଡିପେଣ୍ଡେଣ୍ଟ…