Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରେକର୍ଡ ସୃଷ୍ଟି କଲା ଅକ୍ଷୟଙ୍କ ଭୂତ ବଙ୍ଗଲା ଟ୍ରେଲର

ମୁମ୍ବାଇ: ଅକ୍ଷୟ କୁମାର ତାଙ୍କ ଆଗାମୀ ଫିଲ୍ମ ଭୂତ ବଙ୍ଗଲାର ସଫଳତା ନେଇ ବେଶ ଆଶାୟୀ ଅଛନ୍ତି । ଏପ୍ରିଲ ୧୭ରେ ଏହି ଫିଲ୍ମ ରିଲିଜ ହେବ । ଏହି ହରର କମେଡୀର ଟ୍ରେଲର ଦର୍ଶକଙ୍କ ପସନ୍ଦ ଆସିଛି । ୧୦୦ ମିଲିୟନରୁ ଊର୍ଦ୍ଧ୍ୱ ଭିଉଜ ସହ ଏହା ରେକର୍ଡ ସୃଷ୍ଟି କରିଛି । ଫିଲ୍ମର ନିର୍ଦ୍ଦେଶନା…

ଜନ୍ମଦିନରେ ନୂଆ ଲୁକରେ ଆସିଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ: ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ସାଉଥ ସୁପର ଷ୍ଟାର ଅଲ୍ଲୁ ଅର୍ଜୁନ । ଆଜି ଅଲ୍ଲୁଙ୍କର ୪୪ତମ ଜନ୍ମଦିନ । ଏହି ପବିତ୍ର ଜନ୍ମଦିନରେ ସେ ପ୍ରଂଶସକଙ୍କ ପାଇଁ ନୂଆ ଭେଟି ଆଣି ଦେଇଛନ୍ତି । ଜନ୍ମଦିନରେ ନୂତନ ଚଳଚିତ୍ରର ପ୍ରଥମ ପୋଷ୍ଟର ମୁକ୍ତିଲାଭ କରିଛି । ରାକା ଚଳଚିତ୍ର ପୋଷ୍ଟର…

Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ…

ମୁମ୍ବାଇ: ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିବା 'ଧୁରନ୍ଧର' ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବା ସହ ନୂଆ ମାଇଲଖୁଣ୍ଟ ପୋତି ଚାଲିଛି। ରଣବୀର ସିଂହ 'ଧୁରନ୍ଧର ୨' ମାର୍ଚ୍ଚ ୧୯ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ସେବେଠାରୁ ଏହା ଚର୍ଚ୍ଚାର ବିଷୟ ହୋଇଛି। ଏହି ଫିଲ୍ମଟି ବକ୍ସ…

ଘୋଷଣା ହେଲା ଅକ୍ଷୟ-ବିଦ୍ୟାଙ୍କ ଫିଲ୍ମର ନାମ

ମୁମ୍ବାଇ: ଅନୀସ ବଜମୀଙ୍କ ଆଗାମୀ ଫିଲ୍ମରେ ଅକ୍ଷୟ କୁମାର ଓ ବିଦ୍ୟା ବାଲାନ ଅଭିନୟ କରୁଛନ୍ତି । ଏବେ ଏହି ଫିଲ୍ମର ନାମ ଘୋଷଣା କରାଯାଇଛି । ରିପୋର୍ଟ ମୁତାବକ ଅନୀସ ଫିଲ୍ମର ନାମ ରାମ ଔର ଶ୍ୟାମ ରଖିଛନ୍ତି । ୧୫ ବର୍ଷ ପରେ ଅକ୍ଷୟ ଓ ଅନୀସ ପୂନର୍ବାର ଏକତ୍ର ଫିଲ୍ମ କରୁଛନ୍ତି । ୨୦୧୧ରେ…

ଓଡିଶା ଯାତ୍ରା ମଞ୍ଚରେ ଦେଖିବାକୁ ମିଳିବ ଏହି ବଲିଉଡ୍ ଷ୍ଟାରଙ୍କ ଅଭିନୟ, ରାଣୀ ପଣ୍ଡାଙ୍କ ସହ ଆସିବେ ନଜର

ଭୁବନେଶ୍ୱର: ଓଡ଼ିଆ ଯାତ୍ରାରେ ଦେଖିବାକୁ ମିଳିବ ବଲିଉଡ୍ ଷ୍ଟାରଙ୍କ ଅଭିନୟ। ପ୍ରତୀକାତ୍ମକ ଟେଲିଭିଜନ ଧାରାବାହିକ ମହାଭାରତରେ ଦୁର୍ଯୋଧନଙ୍କ ଚରିତ୍ର ପାଇଁ ପ୍ରସିଦ୍ଧ ବଲିଉଡ ଅଭିନେତା ପୁନୀତ ଇସାର ଏବେ ଓଡିଶା ଯାତ୍ରା ଜଗତରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି। ଓଡ଼ିଶାର ଯାତ୍ରା ଶିଳ୍ପରେ,…

୭୦୦ କୋଟି ଟଙ୍କାର ଅଫର ଗ୍ରହଣ କଲେନି ରାମାୟଣର ମେକର୍ସ

ନୂଆଦିଲ୍ଲୀ: ରଣବୀର କାପୁରଙ୍କ ଆଗାମୀ ଫିଲ୍ମ ରାମାୟଣ ଫିଲ୍ମର ଟିଜର ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଫିଲ୍ମର ରିଲିଜକୁ ଦର୍ଶକମାନେ ଏବେଠାରୁ ଉତ୍କଣ୍ଠା ସହକାରେ ଅପେକ୍ଷା କରିଛନ୍ତି । ଇତି ମଧ୍ୟରେ ଏହାର ମେକର୍ସଙ୍କୁ ୭୦୦ କୋଟି ଟଙ୍କାର ବଡ ଅଫର ମିଳିଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ…

ଅହାନଙ୍କ ସହ ନୂଆ ଫିଲ୍ମର ଶୁଟିଂ ଆରମ୍ଭ କଲେ ଅଲୀ ଅବାସ ଜାଫର

ମୁମ୍ବାଇ: ଫିଲ୍ମମେକର ଅଲୀ ଅବାସ ଜାଫର ତାଙ୍କ ନୂଆ ଫିଲ୍ମର ଶୁଟିଂ ଆରମ୍ଭ କରିଦେଇଛି । ଫିଲ୍ମର ଟାଇଟଲ ରଖାଯାଇ ନାହିଁ । ୟଶ ରାଜ ବ୍ୟାନର ତଳେ ନିର୍ମିତ ହେଉଥିବା ଏହି ଫିଲ୍ମରେ ସୈୟାରା ଫେମ ଅହାନ ଫାଣ୍ଡେ ଅଭିନୟ କରୁଛନ୍ତି । ଶରବରୀ ବାଘ, ଐଶ୍ଚର୍ଯ୍ୟ ଠାକରେ ଓ ବବି ଦେଓଲ ମଧ୍ୟ ଏଥିରେ…

New Horror Thriller Film: ୧୨୦ ମିନିଟର ଏକ ହରର-ଥ୍ରୀଲର ଏହି ଫିଲ୍ମ, ଥରି ଉଠିବ ଛାତି…

ମୁମ୍ବାଇ: ପ୍ରତି ସପ୍ତାହରେ, ବଡ଼ ପରଦାରେ ଅନେକ ଫିଲ୍ମ ମୁକ୍ତିଲାଭ କରେ, ଯାହା ମଧ୍ୟରୁ ପ୍ରତ୍ୟେକଟି ଏହାର ଉତ୍କୃଷ୍ଟ କାହାଣୀ ଯୋଗୁଁ ହିଟ୍ ହୋଇଛି। ଏବେ, 'ଧୁରନ୍ଧର ୨' ମୁକ୍ତିଲାଭ କରିବା ପରେ, ସମସ୍ତେ ଥିଏଟରରେ ସିନେମା ଦେଖିବାକୁ ପସନ୍ଦ କରୁଛନ୍ତି। ଫଳରେ, ନିର୍ମାତାମାନେ OTT ଏବଂ ବଡ଼…

ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…

ମୁମ୍ବାଇ: ସବୁ ଅପେକ୍ଷାର ଅନ୍ତ ଘଟେଇ ରିଲିଜ ହେଲା ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ରାମାୟଣ ର ଟିଜର । ୨ ଏପ୍ରିଲ୍ ହନୁମାନ ଜୟନ୍ତୀ ଅବସରରେ, ଫିଲ୍ମରେ ପ୍ରଭୁ ରାମଙ୍କ ଚରିତ୍ରରେ ରଣବୀରଙ୍କ ପ୍ରଥମ ଝଲକ ରିଲିଜ୍ ହୋଇଥିଲା । ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ମହାକାବ୍ୟ…