Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସରିଲା ସନ୍ନି ଦେଓଲଙ୍କ ପୁଅ କରଣଙ୍କ ନିର୍ବନ୍ଧ: ଜୁନ୍‌ରେ ବିବାହ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ସନ୍ନି ଦେଓଲଙ୍କ ପୁଅ ତଥା ଅଭିନେତା କରଣ ଦେଓଲଙ୍କ ନିର୍ବନ୍ଧ ହୋଇଯାଇଛି । ତାଙ୍କର ପିଲାଦିନର ସାଙ୍ଗଙ୍କ ସହ ନିର୍ବନ୍ଧ ହୋଇଛି । ଆସନ୍ତା ଜୁନ୍‌ରେ ସେମାନଙ୍କ ବିବାହ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହେବ । ଏହି ନିର୍ବନ୍ଧ କାର୍ଯ୍ୟକ୍ରମରେ କରଣଙ୍କ…

ଘୁଂଚିବ କି ଯବାନ ଫିଲ୍ମର ରିଲିଜ ତାରିଖ ?

ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ଏବେ ଶାହାରୁଖ ଖାଁଙ୍କ ଯବାନ ଉପରେ ସମସ୍ତଙ୍କ ନଜର । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଜବାନ ଜୁନ ୨ ବଦଳରେ ୨୯କୁ ରିଲିଜ ହୋଇପାରେ । ଯବାନର ଟିଜର ବଜାରକୁ ନ ଆସିବା ନେଇ ଏହି ସନ୍ଦେହ ବ୍ୟକ୍ତ କରାଯାଉଛି । ଫିଲ୍ମର ପ୍ରଡକ୍ସନ କମ୍ପାନୀ ରେଡ…

ଫିଲ୍ମ ‘ଦ କେରଳ ଷ୍ଟୋରୀ’ ରିଲିଜ୍‌କୁ ନେଇ ତାମିଲନାଡୁରେ ହାଇ ଆଲର୍ଟ

ଚେନ୍ନାଇ: ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ବିବାଦ ଲାଗି ରହିଥିବା ବେଳେ ତାମିଲନାଡୁରେ ହିଂସା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଲାଣି। ଏନେଇ ଗୁପ୍ତ ସୂଚନା ଦେଲାଣି ଗୁଇନ୍ଦା ବିଭାଗ। ଫିଲ୍ମ ମୁକ୍ତିଲାଭ କଲେ ରାଜ୍ୟରେ ଆନ୍ଦୋଳନ ତୀବ୍ର ହେବ ବୋଲି ତାମିଲନାଡୁକୁ ଆଲର୍ଟ କରିଛି ଗୁଇନ୍ଦା ବିଭାଗ।…

ମେଟ୍ ଗାଲା ୨୦୨୩ରେ ଇଶା ଅମ୍ବାନୀ

ମୁମ୍ବାଇ: ନ୍ୟୁୟର୍କରେ ଆୟୋଜିତ ହୋଇଛି ଦୁନିଆର ସବୁଠୁ ବଡ ଫ୍ୟାସନ ଇଭେଣ୍ଟ ‘ମେଟ ଗାଲା ୨୦୨୩’ । ଏଥିରେ ବଲିଉଡରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ସମସ୍ତ ଅଭିନେତ୍ରୀମାନେ ସାମିଲ ହୋଇଛନ୍ତି । ଏହି ଇଭେଣ୍ଟରେ ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ମଧ୍ୟ ଯୋଗ ଦେଇଛନ୍ତି…

ଦି କେରଳ ଷ୍ଟୋରୀ: ନୂତନ ଟିଜରରେ ବଡ ଧରଣର ପରିବର୍ତନ

ମୁମ୍ବାଇ: ସୁଦୀପ୍ତୋ ସେନଙ୍କ ଦି କେରଳ ଷ୍ଟୋରୀର ଟ୍ରେଲର ରିଲିଜ ହେବା ପରେ ବିବାଦର ସୂତ୍ରପାତ ହୋଇଛି । ଏହାର ରୁମ ଟାଙ୍କୁରା ଟ୍ରେଲର ଦର୍ଶକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିଛି । ଲଭ ଜିହାଦ ଜାଲରେ ପଡି ୩୨ ହଜାର ମହିଳା ଧର୍ମ ପରିବର୍ତନ କରି ମୁସଲମାନ ହୋଇଥିବା ଉଲ୍ଲେଖ କରାଯିବା ପରେ…

ମେଟ ଗାଲା ଇଭେଣ୍ଟରେ ୨୦୪ କୋଟି ଟଙ୍କାର ହାର ପିନ୍ଧିଲେ ପ୍ରିୟଙ୍କା

ମୁମ୍ବାଇ: ଫ୍ୟାଶନ ଇଭେଣ୍ଟ ମେଟ ଗାଲା ୨୦୨୩ରେ ଦେଶ ତଥା ବିଦେଶର ସମସ୍ତ ସେଲିବ୍ରିିଟ୍‌ଙ୍କୁ ରେଡ କାର୍ପେଟରେ ଦେଖିବାକୁ ମିଳିଥିଲା । ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ପ୍ରିୟଙ୍କା ତାଙ୍କ ସ୍ୱାମୀ ନିକ ଜୋନାସଙ୍କ ସହ ସେଠାରେ ପହଞ୍ଚିଥିଲେ ।…

ଅଭିନୟ ନୁହେଁ ନିର୍ଦ୍ଦେଶକ ହେବାକୁ ଇଛା : ଏମିତି କହିଲେ କିଙ୍ଗ୍ ଖାନଙ୍କ ପୁଅ ଆର୍ଯ୍ୟନ୍‌

ମୁମ୍ବାଇ : ମୋତେ କୌଣସି ଫିଲ୍ମରେ ହିରୋ ହୋଇ ଅଭିନୟ କରିବାର ନାହିଁ । ମୋତେ ନିର୍ଦ୍ଦେଶନା ଦେବାକୁ ପସନ୍ଦ । ତେଣୁ ଅଭିନୟ ନୁହେଁ, ମୁଁ ନିର୍ଦ୍ଦେଶକ ହେବାକୁ ଚାହେଁ ବୋଲି କହିଛନ୍ତି ବଲିଉଡ଼ର କିଙ୍ଗ୍ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍ ଖାନ୍ । ଏବେ ସେ ଏକ ୱେବସିରିଜ୍‌ରେ ନିର୍ଦ୍ଦେଶନା ଦେବାକୁ…

୧୩ରେ ପରିଣୀତି-ରାଘବଙ୍କ ନିର୍ବନ୍ଧ

ମୁମ୍ବାଇ: ଦୀର୍ଘ ଦିନ ଧରି ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ଆସନ୍ତା ୧୩ ତାରିଖରେ ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଏମ୍‌ପି ରାଘବ ଚଢାଙ୍କ ନିର୍ବନ୍ଧ ହେବାକୁ ଯାଉଛି । ଦିଲ୍ଲୀରେ ଧୁମ୍‌ଧାମ୍‌ରେ ସେମାନଙ୍କ ନିର୍ବନ୍ଧ ଆୟୋଜନ ହେବ । ଏଥିରେ ଉଭୟ ପରିବାର ଓ ବନ୍ଧୁବାନ୍ଧବ ଯୋଗ ଦେବାର…

ଆଗକୁ ଆସୁଛି କେବିସି ସିଜିନ ୧୫: ଦର୍ଶକଙ୍କ ପାଇଁ ଭିଡ଼ିଓ ସେୟାର କଲେ ଅମିତାଭ

ମୁମ୍ବାଇ: ଅଭିନେତା ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ରିଅଲିଟି ଶୋ କୌନ୍ ବନେଗା କରୋଡ଼ପତିର ୧୫ତମ ସିଜିନ୍ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏବେଠାରୁ ଅମିତାଭଙ୍କ ବିପକ୍ଷରେ ହଟ ସିଟ୍‌ରେ ବସିବାକୁ ଚାହୁଁଥିବା ଦର୍ଶକମାନେ ପଞ୍ଜୀକରଣ ଆରମ୍ଭ କରିଛନ୍ତି । ସେମାନଙ୍କର ପ୍ରିୟ ଅଭିନେତା…

ଧାରାବାହିକ ‘ଗୁମ୍ ହୈ କିସି କେ ପ୍ୟାର୍ ମୈ’ ରେ ଆଉ ନଜର ଆସିବେ ନାହିଁ ଐଶ୍ୱର୍ଯ୍ୟା

ମୁମ୍ବାଇ: ଧାରାବାହିକ ‘ଗୁମ୍ ହୈ କିସି କେ ପ୍ୟାର୍ ମୈ' ରେ ଆଉ ନଜର ଆସିବେ ନାହିଁ ଐଶ୍ୱର୍ଯ୍ୟା ଶର୍ମା । ଟିଭି ଦୁନିଆର ଲୋକପିୟ ଧାରାବାହିକ ‘ଗୁମ୍ ହୈ କିସି କେ ପ୍ୟାର୍ ମୈ' । ଏହି ଧାରାବାହିକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । କିନ୍ତୁ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା…