Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସୁଟିଂ ସେଟ୍‌ରେ ଆହତ ହେଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ସୁଟିଂ ସେଟ୍‌ରେ ଆହତ ହେଲେ ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ । ବାଙ୍ଗାଲୋର ନିକଟରେ ତାଙ୍କର କନଡ଼ ଫିଲ୍ମ ସୁଟିଂ ସେଟ୍‌ରେ ଆହତ ହୋଇଥିବା ଜଣାଯାଇଛି । ଏହି ଫିଲ୍ମର ଏକ ବୋମା ବିସ୍ଫୋରଣ ସିନ୍ ସୁଟିଂ ଚାଲିଥିଲା । ଏହି ସମୟରେ ବିସ୍ପୋରଣ ହେବାରୁ ସଞ୍ଜୟଙ୍କ ହାତ, କହୁଣି ଓ ଶରୀରର…

ମେଜର ଧ୍ୟାନଚାନ୍ଦଙ୍କ ବାୟୋପିକରେ ଅଭିନୟ କରିବେ ଭିକ୍କି

ମୁମ୍ବାଇ: ବଲିଉଡର ପ୍ରତିଭାବାନ କଳାକାର ଭିକ୍କି କୌଶଲ ଏବେ ମେଘନା ଗୁଲଜାରଙ୍କ ସ୍ୟାମ ବାହାଦୂର ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହାର ଶୁଟିଂ ଶେଷ ହେବା ପରେ ସେ ମେଜର ଧ୍ୟାନଚାନ୍ଦଙ୍କ ବାୟୋପିକରେ ଅଭିନୟ କରିବେ ବୋଲି ଖବର ପ୍ରକାଶ ପାଇଛି । ରନି ସ୍କ୍ରୁୱାଲା ଏଥିନେଇ ଅବଶ୍ୟ ଆଗୁଆ…

୩ ବର୍ଷ ପରେ ପରଦାକୁ ଫେରିବେ ରିୟା

ମୁମ୍ବାଇ: ୩ ବର୍ଷ ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପରଦାକୁ ଫେରିବେ । ଟିଭି ଶୋ’ ଏମଟିଭି ରୋଡିଜ-୧୯ରେ ସେ ଜଣେ ଗ୍ୟାଙ୍ଗଲିଡର ଭାବେ ନଜରକୁ ଆସିବେ । ନିକଟରେ ଏହାର ପ୍ରୋମୋ ମଧ୍ୟ ରିଲିଜ୍ ହୋଇଛି । ଏଥିରେ ସେ ଗାଙ୍ଗଲିଡ଼ର ବୋଲି ଦେଖିବାକୁ ମିଳିଛି । ଏନେଇ ରିୟା କହିଛନ୍ତି ଯେ, ଆପଣମାନେ…

୧୪ରେ ରିଲିଜ୍ ହେବ ଓଡ଼ିଆ ଫିଲ୍ମ ଧୋ’ରେ ବାବୁ ଧୋ’

ଭୁବନେଶ୍ୱର: ଆଗକୁ ଆସୁଛନ୍ତି ଅଭିନେତା ହରିହର ମହାପାତ୍ରଙ୍କ ଫିଲ୍ମ ଧୋ’ରେ ବାବୁ ଧୋ’ । ଭିନ୍ନ ସ୍ୱାଦର ଏହି ଓଡ଼ିଆ ଫିଲ୍ମ ଆସନ୍ତା ଶୁକ୍ରବାର ପଣା ସଂକ୍ରାନ୍ତିରେ ରିଲିଜ୍ ହେବ । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଯାଇଛି । ଏହାକୁ ସିନେପ୍ରେମୀ ଖୁବ୍ ପସନ୍ଦ କରିଛନ୍ତି । ହରିହର ଏହି…

ଫିଲ୍ମ ‘କିସି କା ଭାଇ, କିସି କି ଜାନ’ଫ୍ଲପ୍ ହେଲେ ସମ୍ପୂର୍ଣ୍ଣ ଦାୟୀ ମୁଁ ହେବି: ସଲମାନ

ମୁମ୍ବାଇ: ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ, କିସି କି ଜାନ'ର ଟ୍ରେଲର ରିଲିଜ୍ ହୋଇଯାଇଛି । ଏହି ଟ୍ରେଲରକୁ ଦର୍ଶକଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ମିଳିଛି । ସଲମାନ ଖାନଙ୍କ ପ୍ରଡକ୍ସନ୍ ହାଉସ୍‌ରେ ନିର୍ମିତ ଏହି ଆକ୍ସନ୍ ଫିଲ୍ମ ଇଦ୍‌ରେ ରିଲିଜ୍ ହେବ । ଏହି ଫିଲ୍ମକୁ…

ରାଉଡି ରାଠୋର ୨ରେ ସିଦ୍ଧାର୍ଥ ହେବେ ପୋଲିସ ଅଫିସର

ମୁମ୍ବାଇ: ରାଉଡି ରାଠୋର ସିକ୍ୱେଲ ନେଇ ଏହାର ମେକର୍ସ ଶବୀନା ଖାଁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ୨୦୧୨ରେ ଅକ୍ଷୟ କୁମାର ଅଭିନୀତ ଏହି ଫିଲ୍ମକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ନିର୍ଦ୍ଦେଶକ ଅନୀସ ବଜମି ରାଉଡି ରାଠୋର ୨ ପାଇଁ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ପସନ୍ଦ କରିଥିବା ଜଣାପଡିଛି ।…

ବଲିଉଡ୍ ଦବଙ୍ଗ ସଲମାନ ଖାନ୍‌ଙ୍କୁ ପୁଣି ହତ୍ୟା ଧମକ: ଏପ୍ରିଲ ୩୦ ସୁଦ୍ଧା ସଲ୍‌ମାନଙ୍କୁ ମାରିଦେବୁ

ମୁମ୍ବାଇ: ପୁଣି ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ। ଏପ୍ରିଲ ୩୦ ତାରିଖ ସୁଧା ସଲମାନଙ୍କୁ ମାରିଦେବୁ ବୋଲି ମିଳିଛି ଧମକ। ଗତକାଲି(ଏପ୍ରିଲ ୧୦) ରାତି ୯ଟା ବେଳେ ମୁମ୍ବାଇ ପୁଲିସ କଣ୍ଟ୍ରୋଲ୍ ରୁମ୍‌କୁ ଏଭଳି ଧମକପୂର୍ଣ୍ଣ କଲ୍‌ ଆସିଥିଲା। ପ୍ରଥମେ କଲ୍‌ରଙ୍କ ପରିଚୟ ମିଳିପାରି ନଥିଲା। ହେଲେ ଏବେ…

ରିଲିଜ୍ ହେଲା ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ଟ୍ର୍ରେଲର

ମୁମ୍ବାଇ: ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ\'ର ଟ୍ରେଲର ରିଲିଜ୍ ହୋଇଯାଇଛି । ପ୍ରଶଂସକମାନେ ଖୁବ୍ ଉତ୍ସାହର ସହିତ ଏହି ଟ୍ରେଲରକୁ ଅପେକ୍ଷା କରିଥିଲେ । ଏହି ଫିଲ୍ମଟି ଆସନ୍ତା ୨୧ ତାରିଖ ରେ ଇଦ୍ ଅବସରରେ ମୁକ୍ତିଲାଭ କରିବ । ଏଥିରେ ସଲମାନ…

ନିଜକୁ ପୀଡ଼ିତା କହିବା ସହିତ ଟ୍ରୋଲରଙ୍କୁ ଜବାବ ଦେଲେ ଅଭିନେତ୍ରୀ ବର୍ଷା

ଭୁବନେଶ୍ୱର: ସ୍ବାମୀ ସହ ପାରିବାରିକ ସମ୍ପର୍କକୁ ନେଇ ବିବାଦୀୟ ହୋଇପଡ଼ିଥିବା ସାମାଜିକ କର୍ମୀ ତଥା ଜଣାଶୁଣା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିଜକୁ ପୀଡ଼ିତା ବୋଲି କହିଛନ୍ତି। ମିଥ୍ୟା ଅପପ୍ରଚାର ସେ ଶିକାର ହୋଇଛନ୍ତି। ଅନେକ ଭିତ୍ତିହୀନ ଆଲୋଚନା ଥିବାରୁ ସେ ପ୍ରତିକ୍ରିୟା…

ଉର୍ଫିଙ୍କୁ ଘର ଭଡ଼ା ଦେବାକୁ ରାଜି ହେଉନାହାନ୍ତି ମାଲିକ

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ଉର୍ଫି ଜାଭେଦ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏଥର ଚର୍ଚ୍ଚାର ପରିଧି କୌଣସି ଡ଼୍ରେସ ଡ଼ିଜାଇନ ନୁହେଁ ବରଂ ତାଙ୍କ ମନ୍ତବ୍ୟକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କୁ କୌଣସି ଘର ମାଲିକ ଭଡ଼ା…