Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧିହେବେ ଅଭିନେତ୍ରୀ ଶ୍ରୀଜିତା ଦେ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଜିତା ଦେ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେ ତାଙ୍କ ପ୍ରେମିକ ଜର୍ମାନୀର ମାଇକେଲ ବ୍ଲୋମ ପେପଙ୍କୁ ବିବାହ କରିବେ । ଆସନ୍ତା ଜୁଲାଇ ୧ ତାରିଖରେ ଉଭୟ ବିବାହ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ବିବାହ ଆଉ ମାତ୍ର ୩…

ରାମଚରଣଙ୍କ ଆଗାମୀ ଫିଲ୍ମ ଆରସି ୧୫ର ନାମ ଦିଆଗଲା ଗେମ ଚେଞ୍ଜର

ମାଡ୍ରାସ: ଓସ୍କାର ପୁରସ୍କାର ବିଜେତା ଫିଲ୍ମ ଆରଆରଆରର ଗ୍ଲୋବାଲ ସଫଳତା ପରେ ରାମଚରଣ ଏବେ ତାଙ୍କର ଆଗାମୀ ଫିଲ୍ମର ଶୁଟିଂ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ରାମଚରଣ ଓ କିଆରା ଆଡଭାନୀ ଅଭିନୀତ ଆରସି ୧୫ର ନାମ ଏବେ ଗେମ ଚେଞ୍ଜର ଦିଆଯାଇଛି । ରାମଚରଣଙ୍କ ୩୮ତମ ଜନ୍ମ ଦିବସ ଅବସରରେ…

ଫିଲ୍ମ ‘ଛତ୍ରପତି’ର ପ୍ରଥମ ପୋଷ୍ଟର ରିଲିଜ୍‌

ମୁମ୍ବାଇ: ଅଧିକାଂଶ ଟଲିଉଡ ଅଭିନେତା ଏବେ ବଲିଉଡ଼ ମୁହାଁ ହେଉଛନ୍ତି । ସେଥିମଧ୍ୟରୁ ବେଲାମକୋଣ୍ଡା ସାଇ ଶ୍ରୀନିବାସ ଖୁବ୍‌ଶୀଘ୍ର ବଲିଉଡ଼ରେ ନଜର ଆସିବେ । ସେ ତେଲୁଗୁ ଫିଲ୍ମ ‘ଛତ୍ରପତି'ର ହିନ୍ଦୀ ରିମେକେରେ ନଜର ଆସିବେ । ନିକଟରେ ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି । ଏହି ଫିଲ୍ମ…

ଲୋକପ୍ରିୟ ମାଲାୟାଲମ ଫିଲ୍ମ ଅଭିନେତା ଇନୋସେଣ୍ଟଙ୍କ ପରଲୋକ

ଚେନ୍ନାଇ: ଲୋକପ୍ରିୟ ମାଲାୟାଲମ ଫିଲ୍ମ ଅଭିନେତା ଇନୋସେଣ୍ଟ ବରୀଦ ଥେକେଥଲାଙ୍କର ପରଲୋକ ହୋଇଛି। ଗତକାଲି(ମାର୍ଚ୍ଚ ୨୬) ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏହି ୭୫ ବର୍ଷୀୟ ଅଭିନେତା। ମାର୍ଚ୍ଚ ପ୍ରଥମ ସପ୍ତାହରେ ତାଙ୍କ ଗଳାରେ ସଂକ୍ରମଣ ହେବା ପରେ…

ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ମୁମ୍ବାଇ: ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ ଦେଇଥିବା ଯୁବକୁ ଗିରଫ କଲା ପୁଲିସ। ଗିରଫ ଅଫିଯୁକ୍ତ ହେଲେ ରାଜସ୍ଥାନ ଯୋଧପୁରର ୨୧ ବର୍ଷୀୟ ଧାକଡ ରାମ ବିଷ୍ଣୋଇ। ମୁମ୍ବାଇ ପୁଲିସ ଓ ରାଜସ୍ଥାନ ପୁଲିସ ମିଳିତ ଭାବେ ଚଢ଼ାଉ କରି ଅଭିଯୁକ୍ତ ଯୁବକକୁ ଗିରଫ କରିଛନ୍ତି। କିଛିଦିନ ତଳେ ଅଭିଯୁକ୍ତ…

କାହିଁକି ଜୀବନ ହାରିଲେ ଆଲବମ୍‌ ଅଭିନେତ୍ରୀ ରୁଚିସ୍ମିତା ? ପୋଲିସର ତନାଘନା ଜାରି

ବଲାଙ୍ଗିର : ଓଡ଼ିଆ ଆଲବମ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ଗତକାଲି ବଲାଙ୍ଗିର ସୁଦପଡ଼ା ସ୍ଥିତ ମାମୁଁ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ କରୁଛି  । ତେବେ କେଉଁ…

ଫିଲ୍ମ ‘ଭୋଲା’କୁ ମିଳିଲା ସିବିଏଫସିର ‘ଏ’ ସାର୍ଟିଫିକେଟ୍

ମୁମ୍ବାଇ: ମାର୍ଚ୍ଚ ୩୦ରେ ମୁକ୍ତିଲାଭ କରିବାକୁ ଯାଉଛି ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ଭୋଲା' । ଏହି ଫିଲ୍ମକୁ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଟ(ସିବିଏଫସି) ପକ୍ଷରୁ ‘ଏ’ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଏହାକୁ ନେଇ ଫିଲ୍ମର ପୁରା ଟିମ୍ ଖୁସି ଥିବା ଜଣାଯାଇଛି । ଏହି…

ଇଦ୍‌ରେ ମୁକ୍ତିଲାଭ କରିବନି ସଲମନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’

ମୁମ୍ବାଇ:ବଲିଉଡର ସୁପରଷ୍ଟାର ବା ଭାଇଜାନ ସଲମନ ଖାନ୍ ଏବେ ବେଶ୍ ଚର୍ଚ୍ଚାରେ । ତାଙ୍କର ଆଗାମୀ ଫିଲ୍ମ ‘କିସି କା ଭାଇ କିସି କି ଜାନ' ଙ୍କୁ ନେଇ ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମଟି ଇଦ୍‌ରେ ମୁକ୍ତିଲାଭ କରିବ ବୋଲି କୁହାଯାଉଥିଲା । କିନ୍ତୁ ଏବେ ଏହାର ରିଲିଜ…

ପତ୍ନୀ କିଆରାଙ୍କୁ ଶ୍ରେଷ୍ଠ ଷ୍ଟାଇଲ୍ ଆୱାର୍ଡ଼ ଡେଡିକେଟ୍ କଲେ ସିଦ୍ଧାର୍ଥ

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀ ବିବାହ କରିଥିଲେ । ବିବାହ ପରେ ଉଭୟ କଳାକାର ବେଶ୍ ଚର୍ଚ୍ଚାରେ ଅଛନ୍ତି । ଶୁକ୍ରବାର ରାତିରେ ଏକ ପୁରସ୍କାର ବିତରଣ ଉତ୍ସବରେ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଶ୍ରେଷ୍ଠ ଷ୍ଟାଇଲ୍ ପୁରସ୍କାର ପ୍ରଦାନ…