Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଥ୍ରୀ ଇଡିଏଟ୍ସ ସିକ୍ୱେଲ ପରେ ପବନ ପୁତ୍ର ଭାଇଜାନରୁ ବାଦ ପଡିଲେ କରୀନା !

ମୁମ୍ବାଇ: ଥ୍ରୀ ଇଡିଏଟ୍ସର ସିକ୍ୱେଲ ପରେ ପବନ ପୁତ୍ର ଭାଇଜାନରୁ କରୀନା କାପୁର ବାଦ ପଡିଛନ୍ତି । ଏହି ୨ଟି ଖବରର ସତ୍ୟତା ପୃଷ୍ଟି ହୋଇପାରି ନାହିଁ । ଥ୍ରୀ ଇଡିଏଟ୍ସ ଓ ବଜରଙ୍ଗୀ ଭାଇଜାନ ଫିଲ୍ମକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ଏହାର ସିକ୍ୱେଲ ନେଇ ପ୍ରଶଂସକମାନଙ୍କ ଉତ୍କଣ୍ଠା ରହିଛି ।…

ରିଲିଜ ହେଉ ହେଉ ଅନ୍‌ଲାଇନରେ ଲିକ୍‌: ଚିନ୍ତାରେ ପ୍ରଯୋଜନା ସଂସ୍ଥା

ମୁମ୍ବାଇ: ବଲିଉଡ଼ ଫିଲ୍ମ ‘ଭିଡ଼୍‌’ ଗତ ୨୪ ତାରିଖରେ ମୁକ୍ତିଲାଭ କରିଛି । ଅଭିନେତା ରାଜକୁମାର ରାଓ ଏବଂ ଭୂମି ପେଡନେକରଙ୍କ ଅଭିନୀତ ଫିଲ୍ମ ପୂର୍ବ ଘୋଷଣା ଅନୁସାରେ ମୁକ୍ତିଲାଭ ମଧ୍ୟ କରିଛି । କିନ୍ତୁ ଏହାକୁ ନେଇ ଏହାର ପ୍ରଯୋଜକଙ୍କୁ ଝଟକା ଲାଗିଛି । କାରଣ ମୁକ୍ତିଲାଭ କରିବାର କିଛି ଘଣ୍ଟା…

ହଲିଉଡ ଫିଲ୍ମ ଅଫରକୁ ରୋକ୍‌ଠୋକ୍ ମନା କଲେ ରଣବୀର

ମୁମ୍ବାଇ: ଫିଲ୍ମ ‘ ତୁ ଝୁଠି ମୈ ମକ୍କାର’କୁ ନେଇ ବଲିଉଡ ଅଭିନେତା ରଣବୀର କପୁର ବେଶ୍ ଚର୍ଚ୍ଚାରେ । ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରିଛି । ରଣବୀରଙ୍କ ଚମତ୍କାର ଅଭିନୟ ପାଇଁ ତାଙ୍କର ଅନେକ ହିଟ ଫିଲ୍ମ ହିଟ୍ ହେଉଛି । ଏବେ ରଣବୀରଙ୍କୁ ହଲିଉଡରେ ଏକ ବ୍ଲକବଷ୍ଟର ଫିଲ୍ମର ଅଫର…

ବଲିଉଡ୍ କୋରିଓଗ୍ରାଫର ଓଡ଼ିଆ ପୁଅ ସଂଗ୍ରାମ

ପୁରୀ: ଓଡ଼ିଆ ପୁଅ ସଂଗ୍ରାମ । ଏବେ ବଲିଉଡରେ ଦେଖାଉଛନ୍ତି ନିଜ ଡ୍ୟାନ୍ସର ଯାଦୁ । ଶୁଆଇ ଦେଉ ନଥିବା ସ୍ୱପ୍ନ ଆଉ ଅହରହ ସଂଘର୍ଷ ସଂଗ୍ରାମଙ୍କୁ ଦେଇଛି ସଫଳତା । ଶ୍ରୀକ୍ଷେତ୍ର ପୁରୀ ମାଟିର ପୁଅ ସଂଗ୍ରାମ କେଶରୀ ବାରିକ ଏବେ ମାୟାନଗରୀ ମୁମ୍ବାଇରେ କାମ କରୁଛନ୍ତି । ବଲିଉଡର ଜଣାଶୁଣା ପ୍ରଡକ୍ସନ…

ସାଉଥରେ ହିଟ, ବଲିଉଡରେ ଫ୍ଲପ୍ ଏସବୁ ରିମେକ୍ ଫିଲ୍ମ

ମୁମ୍ବାଇ: ବଲିଉଡରେ କିଛି ବର୍ଷ ହେଲା ସାଉଥର ସୁପରହିଟ ଫିଲ୍ମକୁ ରିମେକ କରାଯାଉଛି । ତେବେ ଏହି ଫିଲ୍ମଗୁଡ଼ିକ ଯଦିଓ ସାଉଥ୍ ଇଣ୍ଡଷ୍ଟ୍ରିରେ ହିଟ ସାବ୍ୟସ୍ତ ହୋଇଥିଲା, କିନ୍ତୁ ହିନ୍ଦୀ ରିମେକ୍ ଫିଲ୍ମ ଦର୍ଶକଙ୍କୁ ସେତେ ପସନ୍ଦ ଆସିନଥିଲା । ଯାହାଦ୍ୱାରା ହିନ୍ଦୀ ରିମେକ୍ ଫିଲ୍ମ ଫ୍ଲପ୍ ହୋଇଥିଲା…

କରୋନାରେ ଆକ୍ରାନ୍ତ ହେଲେ ପୂଜା ଭଟ୍ଟ

ମୁମ୍ବାଇ: କିଛି ଦିନ ତଳେ ବଲିଉଡ଼ ଅଭିନେତ୍ରୀ କିରନ୍ ଖେର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ପୂଜା ଭଟ୍ଟ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ନିଜେ ଟୁଇଟରରେ ଏ କଥା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜର କରୋନା…

କ୍ରୀଡା ଇଭେଣ୍ଟରେ ରଣବୀରଙ୍କୁ ଅଣଦେଖା କଲେ ଦୀପିକା

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର ସିଂ ବଲିଉଡର ସୁପରହିଟ୍ ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ । ଉଭୟ ଯୋଡିକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି । ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଖୁବ୍ ଭାଇରାଲ ହେବାରେ ଲାଗିଛି,ଯେଉଁଥିରେ ଦୀପିକା ରଣବୀରଙ୍କୁ ଅଣଦେଖା କରୁଥିବା…

‘ଖତରୌ କେ ଖିଲାଡି’ରେ ନଜର ଆସିବେ ଏମ୍‌ସି ଷ୍ଟାନ୍‌

ମୁମ୍ବାଇ: ବିଗ୍ ବସ୍ ସିଜିନ୍ ୧୬ର ବିଜେତା ହେବା ପରେ ଏମସି ଷ୍ଟାନ୍‌ଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ନିକଟରେ ସେ ରୋହିତ ଶେଟ୍ଟୀଙ୍କ ରିଅଲିଟି ଶୋ ଖତରୌ କେ ଖିଲାଡିରେ ନଜର ଆସିବେ । ଷ୍ଟଣ୍ଟ ଏବଂ ଆକ୍ସନ୍ ଫିଲ୍ମ ପାଇଁ ପ୍ରସିଦ୍ଧ ରୋହିତ ଶେଟ୍ଟୀ ମଧ୍ୟ ତାଙ୍କର ରିଅଲିଟି ସୋ ଖତରୌ କେ…

ରିଲିଜ ହେଲା ଦୁଇ ବାଲ୍ୟବନ୍ଧୁଙ୍କ ପ୍ରେମ କାହାଣୀ ‘ମନ ମ୍ୟୁଜିୟମ’

ଭୁବନେଶ୍ୱର: ଦୁଇ ବାଲ୍ୟ ବନ୍ଧୁ ପତି ( ଜଣେ ସିନେମାଟୋଗ୍ରାଫର) ଏବଂ ମଣି(ପତିଙ୍କ ପିଲାବେଳର ବନ୍ଧୁ)ଙ୍କ କାହାଣୀ । ପତି ଏକ ଘର କିଣିଛନ୍ତି ଯାହାକୁ ସେ ଏକ ମ୍ୟୁଜିୟମ କରିଛନ୍ତି । ଏହି ମ୍ୟୁଜିୟମରେ ସେ ମଣିଙ୍କ ସ୍ମୃତିକୁ ସାଇତିଛନ୍ତି । ପିଲାବେଳରୁ ପତି ଲୁଚି ଲୁଚି ମଣି ବ୍ୟବହାର…

ଫିଲ୍ମ ଶୁଟିଂ ବେଳେ ଆହତ ହେଲେ ବଲିଉଡ୍‌ର ମିଷ୍ଟର ଖିଲାଡି ଅକ୍ଷୟ କୁମାର; ଆଣ୍ଠୁରେ ଲାଗିଛି ଆଘାତ

ଇଡେନବର୍ଗ: ଫିଲ୍ମ ଶୁଟିଂ ବେଳେ ଆହତ ହେଲେ ବଲିଉ ଆକ୍ସନ ଷ୍ଟାର୍ ଆକ୍ଷୟ କୁମାର। ସ୍କଟ୍‌ଲାଣ୍ଡରେ ବର୍ତ୍ତମାନ ତାଙ୍କ ଫିଲ୍ମ“ ବଡ଼େ ମିଆଁ ଛୋଟେ ମିଆଁ” ଶୁଟିଂ ଚାଲିଛି। ଏହି ଫିଲ୍ମର ଏକ ଆକ୍ସନ ସିନ୍ ଶୁଟିଂ କରୁଥିବା ବେଳେ ଆହତ ହୋଇଛନ୍ତି ଅକ୍ଷୟ। ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ସୂଚନା…