Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବାହୁବଳି ଅଭିନେତା ରାଣା ଡାଗୁବଟ୍ଟୀ ଓ ବାପା ସୁରେଶ ବାବୁଙ୍କ ବିରୋଧରେ ମାମଲା; ସମନ କଲେ କୋର୍ଟ

ହାଇଦ୍ରାବାଦ: ବାହୁବଳି ଫିଲ୍ମ ଅଭିନେତା ରାଣା ଡାଗୁବଟ୍ଟୀ ଓ ତାଙ୍କ ବାପା ତଥା ଜଣାଶୁଣା ତେଲଗୁ ଫିଲ୍ମ ପ୍ରଯୋଜକ ସୁରେଶ ବାବୁଙ୍କ ନାଁରେ ମାମଲା ରୁଜୁ। ଜମି ହଡ଼ପ ଘଟଣାରେ ବାପ ପୁଅଙ୍କ ବିରୋଧରେ କୋର୍ଟରେ ମାମଲା ହୋଇଛି। ହାଇଦ୍ରାବାଦର ଫିଲ୍ମ ନଗରରେ ଜମି ହଡ଼ପ କରିବା ଅଭିଯୋଗ ନେଇ ପ୍ରମୋଦ…

‘ଛୋଟି ବୋହୂ’ ସିରିଏଲର ନାୟିକା ରୁବିନା ଦଲୈକ ଅସୁସ୍ଥ

ନୂଆଦିଲ୍ଲୀ : ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଚେହେରା ରୁବିନା ଦଲୈକ। ନିଜ ଲୁକ୍ସ ଆଉ ଷ୍ଟାଇଲକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି  । ବର୍ତ୍ତମାନ ତାଙ୍କ ସୁନ୍ଦର ଚେହେରା ବିଗିଡ଼ି ଯାଇଛି  । ଚର୍ଚ୍ଚାରେ ରହୁଥିବା ରୁବିନା ଅସୁସ୍ଥ ଥିବା ସୂଚନା ମିଳୁଛି  । ସେ ସୋଶିଆଲ ମିଡିଆରେ ଫଟୋ…

ଅଭୁଲା ଗୀତ : ଉଡ଼ିଗଲେ ଗେଣ୍ଡାଳିଆ

ଗୀତ : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ସଙ୍ଗୀତ : ଶ୍ରୀକୁମାର ଗାୟନ : ଅକ୍ଷୟ ମହାନ୍ତି ଚଳଚ୍ଚିତ୍ର : ମାଟିର ମଣିଷ, ୧୯୬୭ ପ୍ରଯୋଜନା: ଛାୟାବାଣୀ ପ୍ରତିଷ୍ଠାନ ଉଡ଼ିଗଲେ ଗେଣ୍ଡାଳିଆ ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଲେ ପର ଝାଡ଼ିଦେଲେ ପର ରଜାଝିଅ ବାହୁନୁଚି ଦେଖି ବୁଢ଼ାବର ଆହା ଦେଖି…

ଆସୁଛି ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ‘ପ୍ରଥା’

ଭୁବନେଶ୍ୱର: ଆସୁଛି ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ‘ପ୍ରଥା’ । ଏଥିରେ ଓଡ଼ିଆ ଘରର ଚଳଣୀ ଓ ପରମ୍ପରା ପ୍ରତିଫଳିତ ହୋଇଛି । ସିନେମାଟି ମୌଳିକ କାହାଣୀ ଉପରେ ପର୍ଯ୍ୟବେଷିତ ହେଉଥିବାରୁ ଏହା ଦର୍ଶକଙ୍କ ଗ୍ରହଣୀତା ହେବ ବୋଲି ପ୍ରଡ଼କ୍‌ସନ ହାଉସ ପକ୍ଷରୁ ଜଣାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ…

୧୩୦ ଫିଲ୍ମରେ ଅଭିନୟ ପରେ ବି ମିଳିଲାନି ପରିଚୟ

ମୁମ୍ବାଇ : ଛୋଟ ପରଦାରେ ପ୍ରସାରିତ ଧାରାବାହିକ ‘ଭାବିଜୀ ଘର ପର ହୈ’ ଏବେ ଘରେ ଘରେ ପରିଚିତ । ଏଥିରେ ଅଭିନୟ କରିଥିବା ସମସ୍ତ ଛୋଟ ବଡ଼ କଳାକାର ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବିଭୂତି ନାରାୟଣ ମିଶ୍ର ଓରଫ ଆଶିଫ ଶେଖ୍ ।…

ମୁକେଶ ଅମ୍ବାନୀ କିଆରା ଓ ସିଦ୍ଧାର୍ଥଙ୍କୁ କଣ ଉପହାର ଦେଲେ ଜାଣନ୍ତୁ….

ମୁମ୍ବାଇ:  ସାତ ଜନ୍ମ ପାଇଁ ସାଥି ବି ଟାଉନ୍‌ର କ୍ୟୁଟ୍‌ କପଲ୍‌ କିଆରା ଓ ସିଦ୍ଧାର୍ଥ । ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ଅଛନ୍ତି ସିଦ୍ଧାର୍ଥ ଏବଂ କିଆରା । ଉଭୟ ୭ ଫେବୃଆରୀରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ ୧୨ରେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପଶନ ପାର୍ଟି ହୋଷ୍ଟ କରିବାକୁ…

ଆମୀରଙ୍କୁ କଟାକ୍ଷ କରି ଟ୍ୱିଟ୍‌ କଲେ କଙ୍ଗନା, କହିଲେ ବିଚରା…ଆମୀର

ମୁମ୍ବାଇ : ପୁଣି ଚର୍ଚ୍ଚାରେ ବଲିଉଡର ବିବାଦୀୟ କୁଇନ୍‌ କଙ୍ଗନା ରାନାଓ୍ବାତ  । ସୋଶିଆଲ ମିଡିଆରେ ସବୁବେଳେ ବିବାଦ ଘେରରେ ରହୁଥିବା କଙ୍ଗନା ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । କଙ୍ଗନା ମୁହଁ ଖୋଲି କିଛି କହି ନଥିବା ବେଳେ ତାଙ୍କ ଟ୍ୱିଟ୍‌ ଚର୍ଚ୍ଚାରେ ରହିଛି  । ସେ ଟ୍ବିଟ୍‌ କରି…

ବିଗ୍‌ବସ ଫିନାଲେରେ ଜଲ୍‌ୱା ଦେଖାଇବେ ଅବ୍ଦୁ

ନୂଆଦିଲ୍ଲୀ: ଲୋକପ୍ରିୟ ରିଅଲିଟି ଶୋ ‘ବିଗ୍ ବସ ସିଜିନ ୧୬’ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏବେ ଏହାର ଫିନାଲେ ୱିକ୍ ବା ଶେଷ ସପ୍ତାହର କାର୍ଯ୍ୟକ୍ରମ ପ୍ରସାରଣ ହେଉଛି । ୧୨ ତାରିଖରେ ଅନୁଷ୍ଠିତ ହେବ ଏହାର ଫିନାଲେ । ଏହାକୁ ନେଇ ବିଗ୍ ବସ୍‌ର ଦର୍ଶକଙ୍କ ମଧ୍ୟରେ ଭରପୂର ଉତ୍କଣ୍ଠା ଲାଗି ରହିଛି…

ଅଡ଼ୁଆରେ ପଡ଼ିଲେ ଚାହତ ଖାନ୍ନା, ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଲେ ସୁକେଶ

ନୂଆଦିଲ୍ଲୀ : ପୁଣି ସମସ୍ୟା ଘେରରେ ଅଭିନେତ୍ରୀ ଚାହତ ଖାନ୍ନା  । ଜେଲରେ ଥିବା ମହାଠକ ସୁକେଶ ଚାହତ ଖାନ୍ନାଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଛନ୍ତି । ପୂର୍ବରୁ ୨୦୦କୋଟି ଟଙ୍କା ମନିଲଣ୍ଡରିଂ ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଚାହତ ଖାନ୍ନା ନାଁରେ…

ଶ୍ରୀଦେବୀଙ୍କ ଜୀବନୀକୁ ନେଇ ପ୍ରକାଶ ପାଇବ ପୁସ୍ତକ ‘ଶ୍ରୀଦେବୀ-ଦି ଲାଇଫ ଅଫ ଲିଜେଣ୍ଡ’

ମୁମ୍ବାଇ: ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଫ୍ୟାନ ଓ ଫଲୋଅର୍ସଙ୍କ ପାଇଁ ଖୁସି ଖବର । ଶ୍ରୀଦେବୀଙ୍କ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇବାକୁ ଯାଉଛି । ଯାହାର ନାଁ ରହିଛି ‘ଶ୍ରୀଦେବୀ-ଦି ଲାଇଫ ଅଫ ଲିଜେଣ୍ଡ’ । ୨୦୧୮ ମସିହାରେ ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ସ୍ମୃତିରେ…