Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିଲେ ରାମଚରଣ ଏବଂ ତାଙ୍କ ପିତା ଚିରଞ୍ଜିବୀ

ନୂଆଦିଲ୍ଲୀ : RRRର ନାଟୁ ନାଟୁ ଗୀତକୁ ଓସ୍କାର ସମ୍ମାନ ମିଳିବା ପରେ ସବୁଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ  । ବେଷ୍ଟ ଅରିଜିନାଲ ସଙ୍ଗ ପାଇଁ ନାଟୁ-ନାଟୁ ଗୀତ ନୋମିନେଟେ ହୋଇଥିଲା । ଶେଷରେ ବାଜି ଜିତି ଓସ୍କାର ପୁରସ୍କାର ହାତେଇଛି RRRର ନାଟୁ ନାଟୁ ଗୀତ । ଓସ୍କାର ସମ୍ମାନ ମିଳିବା ନେଇ…

ଏନଟିଆର ୩୦ରେ ସୈଫ ହେବେ ଖଳନାୟକ

ମାଡ୍ରାସ: ଆରଆରଆରର ସଫଳତା ପରେ ଜୁନିୟର ଏନଟିଆର ତାଙ୍କର ଆଗାମୀ ଫିଲ୍ମ ଏନଟିଆର ୩୦ (ନାମକରଣ ହୋଇନି) ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । କୋରତାଲା ଶିବା ନିର୍ଦ୍ଦେଶିତ ଏହି ଫିଲ୍ମରେ ଶୁକ୍ରବାର ଏକ ବଡ ଅପଡେଟ ସାମ୍ନାକୁ ଆସିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସୈଫ ଅଲୀ…

‘ହେରାଫେରୀ-୩’ରେ ସଞ୍ଜୟ ଦତ୍ତଙ୍କ ଏଣ୍ଟ୍ରି

ମୁମ୍ବାଇ: ଫିଲ୍ମ ହେରାଫେରୀ-୩ରେ ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ ଏଣ୍ଟ୍ରି କରିଛନ୍ତି । ଏଥିରେ ସେ ଏକ ସ୍ୱତନ୍ତ୍ର ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି । ଅକ୍ଷୟ କୁମାର ଏବଂ ସୁନୀଲ ସେଟ୍ଟୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ହେରା ଫେରି’ ର ଏକ ଅଂଶ ହୋଇଛନ୍ତି ବୋଲି ନିଜେ ସଞ୍ଜୟ ସ୍ପଷ୍ଟ…

ବିମାନବନ୍ଦରରେ ରାମଚରଣଙ୍କୁ ‘ଆରଆରଆର’ ପତାକା ଦେଖାଇ ସ୍ୱାଗତ

ମୁମ୍ବାଇ: ଓସ୍କାର ଆୱାର୍ଡରେ ସୁପରହିଟ୍ ଫିଲ୍ମ ‘ଆରଆରଆର’ର ନାଟୁ ନାଟୁ ଗୀତର ବଡ଼ ସଫଳତା ପରେ ଅଭିନେତା ରାମଚରଣ ଭାରତ ଫେରିଛନ୍ତି । ସେ ତାଙ୍କ ସ୍ତ୍ରୀଙ୍କ ସହ ଦିଲ୍ଲୀ ବିମାନବନ୍ଦରରେ ପହଞ୍ôଚଥିଲେ । ସେଠାରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଘେରିଯାଇ ସ୍ୱାଗତ ସହ ଅଭିନନ୍ଦନ ଜଣାଇଥିଲେ । ଏମିତି…

ବିବାହର ୬ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଇଶିତା

ମୁମ୍ବାଇ: ବିବାହର ୬ ବର୍ଷ ପରେ ମାଆ ହେବାକୁ ଯାଉଛନ୍ତି ବଲିଉଡ଼ ଅଭିନେତ୍ରୀ ଇଶିତା ଦତ୍ତ । ଏହାକୁ ନେଇ ସେ ଓ ତାଙ୍କ ପରିବାର ଲୋକେ ବହୁତ ଖୁସି ଥିବା କହିଛନ୍ତି । ନିକଟରେ ଇଶିତା ବିମାନବନ୍ଦରରେ ଯାଉଥିବା ବେଳେ ଗର୍ଭବତୀ ଥିବା ସ୍ପଷ୍ଟ ନଜରକୁ ଆସିଛନ୍ତି । ଚିତାକର୍ଷକ ଅଭିନୟ ପାଇଁ ଇଶିତା…

ଝାରଖଣ୍ଡର କାହାଣୀ, ଭୁବନେଶ୍ୱରରେ ସୁଟିଂ ‘ଜ୍ୱିଗାଟୋ’: ଆସନ୍ତାକାଲି ହେବ ରିଲିଜ

ଭୁବନେଶ୍ୱର: ରିଲିଜ ହେବାକୁ ଯାଉଛି ନନ୍ଦିତା ଦାସ ନିର୍ଦ୍ଦେଶିତ ଫିଲ୍ମ ଜ୍ୱିଗାଟୋ । ସାରା ଦେଶାରେ ଆସନ୍ତା କାଲି ଅର୍ଥାତ ମାର୍ଚ୍ଚ ୧୭ରେ ରିଲିଜ ହେବ  । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଆକ୍ଟର-କମେଡିଆନା କପିଲ ଶର୍ମା ଏବଂ ଶହାନା ଗୋସ୍ୱାମୀ । ରିଲିଜ ପୂର୍ବରୁ ଜ୍ୱିଗାଟୋ ବେଶ…

ଆକ୍ସନ ସୁଟିଂ ବେଳେ ଆହତ ହେଲେ ବଲିଉଡ ଅଭିନେତ୍ରୀ ଦିବ୍ୟା ଖୋସଲା

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ-ନିର୍ଦ୍ଦେଶିକା ଦିବ୍ୟା ଖୋସଲା କୁମାର ତାଙ୍କ ଫିଲ୍ମର ସୁଟିଂ ସମୟରେ ଆହତ ହୋଇଛନ୍ତି । ଖୋଦ ଦିବ୍ୟା ଏବିଷୟରେ ନିଜେ ତାଙ୍କ ଇନଷ୍ଟାରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଦେଖିବାକୁ ମିଳିଛି ଯେ ଅଭିନେତ୍ରୀ ଦିବ୍ୟା ଖୋସଲା କୁମାରଙ୍କ ମୁହଁରେ…

ଶକ୍ତିକାନ୍ତଙ୍କୁ ଗଭର୍ଣ୍ଣର ଅଫ୍‌ ଦି ଇୟର ପୁରସ୍କାର

ନୂଆଦିଲ୍ଲୀ : ସେଣ୍ଟ୍ରାଲ୍‌ ବ୍ୟାଙ୍କିଙ୍ଗ୍‌ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଲା ଗଭର୍ଣ୍ଣର ଦି ଇୟର ପୁରସ୍କାର  । ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ୍‌ ହେଉଛି ଏକ ପ୍ରକାଶନୀ ସଂସ୍ଥା । ୨୦୧୫ରେ ଏହା ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରାଜନଙ୍କୁ ଏହି…

ରାଜନୀତିକୁ ନାଁ କହିଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ନିଜର ନୂଆ ଫିଲ୍ମ ‘ଫତେହ’କୁ ନେଇ ଏବେ ଖୁବ୍ ବ୍ୟସ୍ତ ଅଛନ୍ତି ବଲିଉଡ ଅଭିନେତା ତଥା ସ୍ୱେଚ୍ଛାସେବୀ ସୋନୁ ସୁଦ । ଜଣେ ଉଚ୍ଚକୋଟୀର ଅଭିନେତା ହେବା ସହ ବାସ୍ତବ ଜୀବନରେ ସୋନୁ ଜଣେ ଭଲ ମଣିଷ ମଧ୍ୟ । ସେ ଅନେକ ଲୋକଙ୍କୁ ସାହାଯ୍ୟ କରିବା ସହିତ ବହୁ ଲୋକଙ୍କ ସମସ୍ୟାର ସମାଧାନ କରି…

ଭଉଣୀଙ୍କ ମେହେନ୍ଦୀ କାର୍ଯ୍ୟକ୍ରମରେ ସିଗାରେଟ୍ ଟାଣିଲେ ଅଭିନେତ୍ରୀ ଅନନ୍ୟା

ମୁମ୍ବାଇ: ଏବେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା । ନିଜ ସମ୍ପର୍କୀୟ ଭଉଣୀଙ୍କ ମେହେନ୍ଦୀ କାର୍ଯ୍ୟକ୍ରମରେ ଅନନ୍ୟାଙ୍କୁ ସିଗାରେଟ୍ ପିଉଥିବା ଦେଖିବାକୁ ମିଳିଥିଲା । ସୋହେଲ ଖାନ୍‌ଙ୍କ ଘରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଏବେ ଏହି…