Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆଗକୁ ଆସୁଛି ଫିଲ୍ମ ‘ମାମା ୱେଡ଼ସ୍ ପାପା’

ଭୁବନେଶ୍ୱର:ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଫିଲ୍ମ ‘ମାମା ୱେଡ଼ସ ପାପା’ । ଫିଲ୍ମରେ ଛୋଟ ଝିଅଟିଏ କିଭଳି ଓ କାହିଁକି ନିଜ ବାପା-ମାଆଙ୍କ ବିବାହ କରାଉଛି, ଏହା ଶୁଣିଲେ ନିଶ୍ଚିତ ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ହେଲେ ଏଭଳି କାହିଁକି ଘଟୁଛି, କେଉଁ ପରିସ୍ଥିତିରେ…

ପୁରୀ ବଡଦାଣ୍ଡରେ ପାଳିତ ହେଲା ବେତାର ଦିବସ

ପୁରୀ: ରେଡିଓକୁ ଭଲ ପାଉଥିବା ଅନେକ ବ୍ୟକ୍ତି ଆଜି ବେତାର ଦିବସ ପାଳନ କରିଛନ୍ତି । ସୋମବାର ପୁରୀ ବଡଦାଣ୍ଡର ମରିଚିକୋଟ ଛକ ନିକଟରେ ପାଳିତ ହୋଇଛି ବେତାର ଦିବସ । ବେତାର ବା ରେଡିଓ ଏକ ବିଶ୍ୱସ୍ତ ଓ ବିଶ୍ୱାସଯୋଗ୍ୟ ଗଣମାଧ୍ୟମ । ଚଳିତ ବର୍ଷ ରେଡିଓ ଦିବସରେ ଜାତିସଂଘର ବାର୍ତା ହେଉଛି ରେଡିଓ ଓ…

ଅଭିନୟରେ ସଫଳ, ପ୍ରେମରେ ବିଫଳ: ରଶ୍ମୀ ଦେଶାଇ

ମୁମ୍ବାଇ : ଫିଲ୍ମ ବା ଧାରାବାହିକରେ ପ୍ରେମିକା ବା ପ୍ରେମିକ ଚରିତ୍ରରେ ସଫଳ ଅଭିନୟ କରୁଥିବା ଓ ଦର୍ଶକଙ୍କୁ ବାନ୍ଧି ପାରୁଥିବା ଅଭିନେତା ବା ଅଭିନେତ୍ରୀ ବାସ୍ତବ ଜୀବନରେ କିନ୍ତୁ ପ୍ରେମରେ ବିଫଳ ହୋଇଥିବା ଅନେକ ନଜିର ଅଛି । ସେମାନଙ୍କ ଭିତରୁ ଅଭିନେତ୍ରୀ ରଶ୍ମୀ ଦେଶାଇ ଅନ୍ୟତମ । ଏବେ…

ବଧୂ ସାଜି ବେକରେ ଷ୍ଟେଥୋସ୍କୋପ ପକାଇ ପରୀକ୍ଷା ଦେଲେ ଯୁବତୀ

ନୂଆଦିଲ୍ଲୀ: ବାହାଘର ଦିନଟି ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କ ପାଇଁ ଖାସ୍ ହୋଇଥାଏ । ବିବାହ ପାଇଁ କାହିଁ କେତେ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଆଜିକାଲି ସୋସିଆଲ ମିଡିଆରେ ଅନେକ ବାହାଘର ଭିଡିଓ ଭାଇରାଲ ହେଉଛି । ଏମିତି ଏକ ଭିଡିଓ ରହିଛି ଯେଉଁଥିରେ ଝିଅଟି କନ୍ୟା ବେଶରେ ସଜେଇ ହୋଇ,…

ଆଜି ଦିଆଯିବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୧୪ରେ ଦିଆଯିବ ‘ଅଷ୍ଟମ ରାଜ୍ୟ ଟେଲି ପୁରସ୍କାର’

ଭୁବନେଶ୍ୱର :  ବହୁ ବାଦ ବିବାଦ ପରେ ଆଜି ଦିଆଯିବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ଉତ୍କଳ ମଣ୍ଡପରେ ଦିଆଯିବ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ସେହିପରି ୧୪ ତାରିଖ ମଙ୍ଗଳବାରରେ ଦିଆଯିବ '୮ମ ରାଜ୍ୟ ଟେଲି ପୁରସ୍କାର'। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ…

କଥା ଦେଇ ୨ବର୍ଷ ପରେ କଥା ପୂରଣ କଲେ ସୋନୁ ସୁଦ୍

ମୁମ୍ବାଇ: ଲକଡାଉନ୍ ସମୟରେ ଯେତେବେଳେ ଦେଶର ବଡ ସେଲିବ୍ରିଟିମାନେ ଘରେ ରହି ସୋସିଆଲ ମିଡିଆରେ  ଭିଡିଓ ସେୟାର କରୁଥିଲେ । ସେତେବେଳେ ଅଭିନେତା ସୋନୁ ସୁଦ ଗରିବ ଶ୍ରମିକମାନଙ୍କ ପାଇଁ ରାସ୍ତାକୁ ଓହ୍ଲାଇ ଥିଲେ । ଏବେ ସେ କେବଳ ଏକ ଷ୍ଟାର ନୁହଁନ୍ତି ଗରିବ ଲୋକଙ୍କ ଭଗବାନ । ସୋନୁ ସୁଦ ପରଦାରେ…

ବିଗ୍ ବସ୍ ସିଜିନ୍-୧୬ର ବିଜେତା ହେଲେ ଏମସି ଷ୍ଟାନ

ନୂଆଦିଲ୍ଲୀ : ଲୋକପ୍ରିୟ ରିଆଲିଟି ସୋ' ବିଗ୍ ବସ୍ ସିଜିନ୍-୧୬ର ବିଜେତା ହେଲେ ଏମସି ଷ୍ଟାନ । ଗ୍ରାଣ୍ଡ ଫିନାଲେରେ ବାଜି ମାରି ନେଇଛନ୍ତି ଷ୍ଟାନ୍‌। ରବିବାର ରାତି ୭ଟାରେ ଆରମ୍ଭ ହୋଇଥିବା ଏହି ସିଜନ୍‌ ରାତି ୧୨ଟା ୩୧ରେ ଶୋ’ର ହୋଷ୍ଟ ସଲମାନ ଖାନ୍‌ ଷ୍ଟାନ୍‌ ଓ୍ବିନର ଏବଂ ଶିବ ଠାକ୍ରେଙ୍କୁ…

ମାତ୍ର ୮୦ ଟଙ୍କା ପାଇଁ କପିଲ ଶର୍ମାଙ୍କ ହୋଇଥିଲା ବ୍ରେକଅପ୍

ମୁମ୍ବାଇ: ବଲିଉଡ଼ର ହାସ୍ୟ ଅଭିନେତାଙ୍କ ମଧ୍ୟରୁ କପିଲ ଶର୍ମା ହେଉଛନ୍ତି ଅନ୍ୟତମ । ଭଲ ଗୀତ ଗାଇବା ସହ ଅଭିନୟ ମଧ୍ୟ କରି ପାରନ୍ତି କପିଲ । ୨୦୧୮ ମସିହାରେ ସେ ଗିନ୍ନି ଚାଟ୍ରାଥଙ୍କୁ ବିବାହ କରିଥିଲେ । କିନ୍ତୁ ଗିନ୍ନିଙ୍କୁ ବିବାହ କରିବା ପୂର୍ବରୁ କପିଲ ଟିଭି ପ୍ରଡ଼୍ୟୁସର ପ୍ରୀତି ସିମୋସଙ୍କୁ…

ପଠାନ୍ ବେଶରେ ମେକ୍‌ଅପ୍ ନେଇ ଚର୍ଚ୍ଚାରେ ମହିଳା

ବଲିଉଡ଼ ବାଦ୍‌ଶାହା ଶାହରୁଖ ଖାଁଙ୍କ ଅଭିନିତ ଫିଲ୍ମ ‘ପଠାନ୍‌’ ହଲରେ ଏବେ ରାଜ କରୁଛି । ଏହା ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରି ରେକର୍ଡ଼ ଭାଙ୍ଗି ସାରିଲାଣି । ଏହି ଫିଲ୍ମରେ ଶାହାରୁଖଙ୍କ ଲୁକ୍‌କୁ ନେଇ ମଧ୍ୟ ଚାରିଆଡ଼େ ଚର୍ଚ୍ଚା । ଲମ୍ବା ଲମ୍ବା କେଶ ସାଙ୍ଗକୁ ଧାଡ଼ିକୁ ପ୍ରଶଂସକମାନେ ବେଶ୍…