Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି କରଣ ଓ ତେଜସ୍ୱୀ

ମୁମ୍ବାଇ : ବଲିଉଡର ସବୁଠୁ କ୍ୟୁଟ୍‌ କପଲ ହେଉଛନ୍ତି କରଣ କୁନ୍ଦ୍ରା ଓ ତେଜସ୍ୱୀ ପ୍ରକାଶ  । ଏହି କପଲ୍‌ ପ୍ରଶଂସକଙ୍କ ପାଇଁ ଆଣିଛନ୍ତି ଖୁସି ଖବର । ଏକ ସାକ୍ଷାତକାରରେ କରଣ କୁନ୍ଦ୍ରା ତେଜଶ୍ୱୀଙ୍କ ସହ ବିବାହ ସମ୍ପର୍କରେ ଖୁଲାସା କରିଛନ୍ତି। ତେଜସ୍ୱୀ ପ୍ରକାଶ ଏବଂ କରଣ କୁନ୍ଦ୍ରାଙ୍କ…

ପଠାନକୁ ସୁଚିନ୍ତିତ ଷଡଯନ୍ତ୍ରଭାବେ କରାଯାଇଛି କି ସୁପରହିଟ?

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ଏବଂ କରୋନା ମହାମାରୀ ପରେ ବଲିଉଡରେ ଗୋଟିଏ ପରେ ଗୋଟିଏ ଫିଲ୍ମ ଧରାଶାୟୀ ହେବାରେ ଲାଗିଲା । ଅପରପକ୍ଷରେ ସାଉଥର ଫିଲ୍ମ ପ୍ରତି ଲୋକଙ୍କ ପସନ୍ଦ ବଢ଼ିବାରେ ଲାଗିଲା । ଏହି ସମୟରେ ବଲିଉଡର ସବୁଠାରୁ ବଡ ଷ୍ଟାର ଶାହାରୁଖ ଖାଁଙ୍କ ପଠାନ…

ଆସୁଛି ନୂଆ ଓଡିଆ ଫିଲ୍ମ ‘ଅପରେସନ ଅପହରଣ’

ଭୁବନେଶ୍ୱର: ଆସୁଛି ଭିନ୍ନ ସ୍ୱାଦର ନୂଆ ଓଡ଼ିଆ ଫିଲ୍ମ"ଅପରେସନ ଅପହରଣ’ । ଏସ ଥ୍ରୀ ମୁଭିଜ କ୍ରିଏସନ, ଶୁଭଶ୍ରୀ ଫିଲ୍ମସ ଇନିସିଏଟିଭ ଏବଂ ଓଁ ମାଆ କାଳୀ ଫିଲ୍ମସର ମିଳିତ ସହଯୋଗରେ ନିର୍ମିର୍ତ ହେଉଛି ଏହି ଫିଲ୍ମ । ସମରେଶ ରାଉତରାୟଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମରେ…

‘ଏନ୍‌ଟିଆର ୩୦’ରେ ନଜରକୁ ଆସିବେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଅଲିଅଳି ଝିଅ ଜାହ୍ନବୀ କପୁର ଏବେ ଟଲିଉଡ଼ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି ।ଏକାଧିକ ପ୍ରୋଜେକ୍ଟ ନେଇ ବ୍ୟସ୍ତ ଥିବା ଜାହ୍ନବୀ ଖୁବ୍‌ଶୀଘ୍ର ସାଉଥ୍ ସୁପରଷ୍ଟାର ଜୁନିୟର ଏନ୍‌ଟିଆରଙ୍କ ସହ ନଜରକୁ ଆସିବେ । ଫିଲ୍ମର ଟାଇଟେଲ୍ ରହିଛି…

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । କୁହାଯାଏ ଯେ ଯଦି କିଛି ନୂଆ ଏବଂ ଅଲଗା କରିବାର ଇଚ୍ଛାଶକ୍ତି ଥାଏ ତେବେ ବୟସ ବାଧା ସାଜିନଥାଏ । ଆପଣ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଦେଖିଥିବେ, ଯେଉଁଥିରେ ବୃଦ୍ଧ ହେବା ସତ୍ତ୍ୱେ ଅନେକ ଲୋକ ଏପରି କାର୍ଯ୍ୟ କରନ୍ତି, ଯାହା…

ଅଭିନେତ୍ରୀ ନିଧିଙ୍କୁ ପତ୍ନୀ ବୋଲି କହିବା ପରେ ପୋଷ୍ଟ ଡିଲିଟ କଲେ ପୃଥ୍ୱୀ ଶ’

ମୁମ୍ବାଇ: ଇଣ୍ଡିଆନ କ୍ରିକେଟର ପୃଥ୍ୱୀ ଶ’ ସିଆଇଡି ଅଭିନେତ୍ରୀ ନିଧି ତପାଡିଆଙ୍କୁ ଇନଷ୍ଟାଗ୍ରାମରେ ପତ୍ନୀ ବୋଲି ସମ୍ବୋନ୍ଧନ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଅବଶ୍ୟ ପୋଷ୍ଟ କରିବା କିଛି ସମୟ ପରେ ସେ ଏହାକୁ ଡିିଲିଟ କରି ଦେଇଥିଲେ । ତେବେ ଅଳ୍ପ ସମୟ ମଧ୍ୟରେ ପ୍ରଶଂସକମାନେ ଏହାର…

ଅଜୟ-କାଜୋଲଙ୍କ ପ୍ରେମ କାହାଣୀ ରିଲ୍‌ଠାରୁ ବି କମ୍ ନୁହେଁ

ମୁମ୍ବାଇ: ଆକ୍ଟର ଯୋଡ଼ି ଅଭିନେତା ଅଜୟ ଦେବଗନ୍ ଏବଂ ଅଭିନେତ୍ରୀ କାଜୋଲ ବଲିଉଡ଼ରେ ପାୱାର କପଲ ଭାବେ ବେଶ୍ ଜଣାଶୁଣା । ଏହି ଯୋଡ଼ିକୁ ଦର୍ଶକ ଅନ୍‌ସ୍କ୍ରିନ୍ ଓ ଅଫ୍‌ସ୍କ୍ରିନ୍‌ରେ ବି ବହୁତ ପସନ୍ଦ କରନ୍ତି । କିନ୍ତୁ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେମାନଙ୍କର ପ୍ରେମ କାହାଣୀ ଏକ ଚଳଚ୍ଚିତ୍ର…

ବାଦ୍‌ଶାହାଙ୍କୁ ହତ୍ୟା ଧମକ ଦେଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ଼ ବାଦ୍‌ଶାହା ଶାହାରୁଖ ଖାଁଙ୍କୁ ହତ୍ୟା ଧମକ । ତାହା ପୁଣି ଭାଲେଣ୍ଟାଇନ ଡ଼େରେ । ଶାହାରୁଖ ଫିଲ୍ମ ‘ପଠାନ୍‌’କୁ ନେଇ ଖୁବ୍ ଚର୍ଚ୍ଚାରେ ଥିବା ବେଳେ ଏବେ ହତ୍ୟା ଧମକକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଭାଲେଣ୍ଟାଇନ୍ ଡେ ଅବସରରେ ଟୁଇଟ୍‌ରରେ ଶାହାରୁଖ…

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ: ଶିବାନୀ ଶ୍ରେଷ୍ଠ ଅଭିନେତ୍ରୀ, ପୀତବାସ ତ୍ରିପାଠୀ ଶ୍ରେଷ୍ଠ ଅଭିନେତା

ଭୁବନେଶ୍ୱର: ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ଅନୁଷ୍ଠିତ ହୋଇଯାଇଛି ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ-୨୦୧୯ । ଉତ୍କଳ ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୦୧୯ ମସିହା ପାଇଁ ବିଭିନ୍ନ ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ନୀଳମାଧବ ପଣ୍ଡାଙ୍କ ‘କାଲିର…

ଶାହାରୁଖଙ୍କ ଯବାନରେ ଅଲ୍ଲୁଅର୍ଜନଙ୍କ ଏଂଟ୍ରି

ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ଏବେ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଯବାନ ଉପରେ ସମସ୍ତଙ୍କ ନଜର ରହିଛି । ସାଉଥ ଫିଲ୍ମମେକର ଏଟଲୀ କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଯବାନରେ ନୟନତାରା ଓ ବିଜୟ ସେତୁପତିଙ୍କ ପରି ପ୍ରତିଷ୍ଠିତ ସାଉଥ କଳାକାର ରହିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ…