Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ବିରୋଧରେ ଏତଲା

ଲକ୍ଷ୍ନୌ: ବୁଧବାର ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବଲିଉଡ ଅଭିନେତ୍ରୀ ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଧାରା ୪୦୯ ଅନୁଯାୟୀ ଏହି ମାମଲା ଦାୟର ହୋଇଛି। ମୁମ୍ବାଇର ଯଶୋବନ୍ତ ଶାହ ନାମକ ଜଣେ ବ୍ୟକ୍ତି ଏହି ଏତଲା ଦେଇଛନ୍ତି। ସେ ତାଙ୍କ ଏତଲାରେ…

ପରଲୋକରେ ଅଭିନେତା ପିଣ୍ଟୁ ନନ୍ଦ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପରୋଲକରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ। ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା। ଅଭିନେତା ଶ୍ରୀତମ ଦାସ ପିଣ୍ଟୁଙ୍କ ମୃତ୍ୟୁ ବାବଦରେ ସୋଶିଆଲ ମିଡିଆରେ ଟୁଇଟ୍ କରି ସୂଚନା…

ଶାହାରୁଖଙ୍କ ଜୱାନରେ ଅଭିନୟ କରିବାକୁ ମନା କଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଜୱାନରେ ଅଭିନୟ କରିବାକୁ ମନା କରି ଦେଇଛନ୍ତି । ଅଟଲୀଙ୍କ ଜୱାନରେ ସେ କାମେଓ ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତି । ତେବେ ପୁଷ୍ପା ୨ ଫିଲ୍ମର ଶୁଟିଂରେ ସେ ବ୍ୟସ୍ତ ରହିବାରୁ ଇଚ୍ଛା…

ଇଦ୍‌ରେ ଆସିବ ‘କିସି କା ଭାଇ କିସିକା ଜାନ୍‌’

ମୁମ୍ବାଇ: ବଲିଉଡ଼ର ସୁପରଷ୍ଟାର ତଥା ଭାଇଜାନ୍ ସଲମନ ଖାଁ ଆସନ୍ତା ଇଦ୍‌ରେ ନିଜର ଅଗଣିତ ସିନେ ପ୍ରେମୀଙ୍କୁ ଭେଟି ଦେବାକୁ ଯାଉଛନ୍ତି ନୂଆ ଫିଲ୍ମ ‘କିସି କା ଭାଇ କିସିକା ଜାନ୍‌’ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଲମାନ ଭେଟି ଦେବାକୁ ଯାଉଥିବା ଏହି ନୂଆ ଫିଲ୍ମକୁ ନେଇ ଚର୍ଚ୍ଚା ଢେର ।…

ବିଗୁଡ଼ୁଛି ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା, ସମସ୍ତଙ୍କ ଆଶୀର୍ବାଦ ମାଗିଲେ ଅଭିନେତା ଶ୍ରୀତମ

ଭୁବନେଶ୍ୱର: ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ଗୁରୁତର ରହିଛି । ଗତ ସପ୍ତାହରେ ଚିକିତ୍ସା ପାଇଁ ଦିଲ୍ଲୀର ଇନଷ୍ଟିଚ୍ଯୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନ୍ସରୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ବି ପିଣ୍ଟୁଙ୍କ ସ୍ୱାସ୍ଥ୍ୟାବସ୍ଥା…

ସୋନୁ ସୁଦ୍‌ଙ୍କୁ ଭେଟିଲେ ବିହାରର ଭାଇରାଲ ସିଙ୍ଗର୍ ଅମରଜିତ

ମୁମ୍ବାଇ: ବିହାର ସମସ୍ତିପୁରର ଭାଇରାଲ ସିଙ୍ଗର୍ ଅମରଜିତ ଜୟକର ଏବେ ମୁମ୍ବାଇରେ । କାରଣ ବଲିଉଡର ଅନେକ ଅଭିନେତା ତାଙ୍କୁ ମୁମ୍ବାଇ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ତେବେ ସେମାନଙ୍କ ଭିତରୁ ଅଭିନେତା ସୋନୁ ସୁଦଙ୍କ ନିମନ୍ତ୍ରଣକୁ ଗ୍ରହଣ କରି ଅମରଜିତ ମୁମ୍ବାଇରେ ପହଞ୍ଚିଛନ୍ତି । ସୋନୁ…

‘ବାଳିକା ବଧୁ’ର ଆନନ୍ଦୀଙ୍କ ଗ୍ଲାମରସ୍ ଲୁକ୍ ଦେଖି ପ୍ରଶଂସକ ପାଗଳ

ମୁମ୍ବାଇ: ଛୋଟ ପରଦାର ପ୍ରସିଦ୍ଧ ଧାରାବାହିକ ‘ବାଳିକା ବଧୁ’ ରେ ଆନନ୍ଦୀ ଭୂମିକାରେ ଅଭିନୟ କରି ଲୋକଙ୍କ ନିକଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଭିକା ଗୌର । ରାଜସ୍ଥାନୀ ପୃଷ୍ଠଭୂମିରେ ନିର୍ମିତ ଏହି ଧାରାବାହିକରେ ନିଖୁଣ ଅଭିନୟ କରିଥିଲେ ଅଭିକା । ତେବେ ଶିଶୁ କଳାକାର ଭାବେ ଅଭିନୟ…

କାହାକୁ ଗୁଲ୍ଲୁ ତ କାହା ନାମ ଆଲୁ: ବଲିଉଡ ଅଭିନେତ୍ରୀମାନଙ୍କ ଡାକନାମ ଜାଣିଲେ ଆପଣ ବି ହସିବେ

ମୁମ୍ବାଇ: ସମସ୍ତଙ୍କର କିଛି ଡାକ ନାମ ଥାଏ | ତେବେ ଆପଣ ଜାଣିଛନ୍ତି କି ବଲିଉଡ ଅଭିନେତ୍ରୀମାନଙ୍କର ମଧ୍ୟ କିଛି ଡାକନାମ ରହିଛି | ଆଜି ଆମେ ଏପରି କିଛି ଅଭିନେତ୍ରୀଙ୍କ ଡାକନାମ(ପରିବାର ସଦସ୍ୟ ଯେଉଁନାମରେ ଡାକନ୍ତି) ବାବଦରେ କହିବୁ | ବଲିଉଡର ଦେଶୀ ଗାର୍ଲ କୁହାଯାଉଥିବା ପ୍ରିୟଙ୍କା…

ଅଭିନୟ ଶିଖାଇବେ ରାକ୍ଷୀ ସାଓ୍ୱନ୍ତ, ଦୁବାଇରେ ଖୋଲିଲେ ଆକ୍ଟିଂ ଏକାଡେମୀ

ମୁମ୍ବାଇ : ପୁଣି ଚର୍ଚ୍ଚାରେ ଡ୍ରାମା କ୍ୱିନ୍‌ ରାକ୍ଷୀ ସାୱନ୍ତ । ନିଜ ବ୍ୟକ୍ତିଗତ ଜୀବନରେ ଆସିଥିବା ଝଡ଼କୁ ସାମ୍ନା କରିଛନ୍ତି ରାକ୍ଷୀ । ଅନେକ ଥର କାନ୍ଦୁ ଥିବାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବର୍ତ୍ତମାନ ଅଣ୍ଟା ସଳଖିଛନ୍ତି ରାକ୍ଷୀ । ନିଜ ଦୁଃଖରୁ ମୁକ୍ତି ପାଇବା…

ସୈଫଙ୍କ ପୂର୍ବରୁ ସହିଦ କପୁରଙ୍କ ସହ ଥିଲା ନିବିଡ ପ୍ରେମ, ମା’ଙ୍କ ପାଇଁ ଅଲଗା ହୋଇଯାଇଥିଲେ କରୀନା!

ମୁମ୍ବାଇ: କରୀନା କପୁର ଏବଂ ସହିଦ କପୁରଙ୍କ ସମ୍ପର୍କ ବିଷୟରେ ସମସ୍ତେ ଜାଣନ୍ତି | କରୀନା କପୁରଙ୍କ ମା ବବିତା କପୁର ସହିଦ କପୁରଙ୍କୁ ଆଦୌ ପସନ୍ଦ କରୁନଥିଲେ। ସେ ସେମାନଙ୍କ ସମ୍ପର୍କର ବିରୋଧୀ ଥିଲେ | କୁହାଯାଏ ସହିଦ କପୁର ୨୦୧୫ ପୂର୍ବରୁ ଅନେକ ଅଭିନେତ୍ରୀଙ୍କୁ ଡେଟ କରିଥିଲେ। କିନ୍ତୁ…