Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସଙ୍ଗୀତ କନସର୍ଟ ବେଳେ କୈଳାଶ ଖେରଙ୍କ ଉପରେ ଆକ୍ରମଣ

ବେଙ୍ଗାଲୁରୁ: କର୍ଣ୍ଣାଟକର ସଙ୍ଗୀତ କନସର୍ ଗାୟକ କୈଳାଶ ଖେରଙ୍କ ଉପରେ ଆକ୍ରମଣ କରାଯାଇଛି। କର୍ଣ୍ଣାଟକରେ ଚାଲିଥିବା ହାମ୍ପି ମହୋତ୍ସବରେ ଏହି ଘଟଣା ଘଟିଥିଲା । ଏହି ହାମ୍ପି ମହୋତ୍ସବରେ ସିନେମା ଜଗତର ଅନେକ କଳାକାର ଯୋଗ ଦେଇଥିଲେ  । ହାମ୍ପି ମହୋତ୍ସବ ଜାନୁଆରୀ ୨୭ ରୁ ୨୯ ପର୍ଯ୍ୟନ୍ତ…

ତୁଟିଲା ଦାମ୍ପତ୍ୟ କଳହ; ଏକାଠି ହେବେ ହ୍ୟୁମାନ-ଶ୍ରେୟା

କଟକ: ତୁଟିଲା ଦାମ୍ପତ୍ୟ କଳହ । ଅନ୍ତହେଲା  ମନୋମାଳନ୍ୟ । ଏକାଠି ହେଲେ ହ୍ୟୁମାନ ସାଗର ଓ ଶ୍ରେୟା । ଏଣିକି ଏକାଠି ରହିବେ ଗାୟକ ଦମ୍ପତି । ଆଉ କିଛି ଦିନ ପରେ ଶାଶୂ ଘରକୁ ଫେରିବେ ଶ୍ରେୟା । ଏମିତି ସୂଚନା ଦେଇଛନ୍ତି ହ୍ୟୁମାନଙ୍କ ମା’ । ଆଜି ହ୍ୟୁମାନ ସାଗର ଓ ଶ୍ରେୟା ମହିଳା ଥାନାରେ…

ବକ୍ସ ଅଫିସରେ ଧମାଲ୍‌ କଲା ପଠାନ୍‌, ୫ ଦିନରେ ୫୦୦ କୋଟି ପାର୍‌

ନୂଆଦିଲ୍ଲୀ : ଶାହରୁଖାନଙ୍କ ଦମ୍‌ଦାର ରିଟର୍ଣ୍ଣ  । ବକ୍ସ ଅଫିସରେ କିଙ୍ଗଖାନ୍‌ଙ୍କ ଅଭିନୀତ ଫିଲ୍ମ ପଠାନ୍‌  ଜବରଦସ୍ତ ରୋଜଗାର କରି ବଲିଉଡକୁ ଏକ ବଡ ଲାଇଫଲାଇନ ଦେଇଛି। ଦୀର୍ଘ ୪ ବର୍ଷ ପରେ କିଙ୍ଗଖାନ୍‌ଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ପ୍ରଶଂସକଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖା ଦେଇଛି ।…

ଥାନାରେ ହାଜର ହେବେ ହ୍ୟୁମାନ୍-ଶ୍ରେୟା, ହେବ ଆପୋଷ ସମାଧାନ

ଭୁବନେଶ୍ୱର : କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଶ୍ରେୟା ମିଶ୍ରଙ୍କ ପାରିବାରିକ ବିବାଦ ମାମଲା  । ଆଜି ଥାନରେ ହାଜର ହେବେ ହ୍ୟୁମାନ ଶ୍ରେୟା  । ହ୍ୟୁମାନ ସାଗରଙ୍କ ନାଁରେ ପତ୍ନୀ ଶ୍ରେୟା ଆଣିଥିଲେ ସାଂଘାତିକ ଅଭିଯୋଗ  । ଶାରିରିକ ଓ ମାନସିକ  ନିର୍ଯାତନା ଦେଉଥିବା ଥାନାରେ ଅଭିଯୋଗ କରିଥିଲେ…

ମା’ଙ୍କ ଭିଡିଓ ଶେୟାର କରି ଭାବବିହ୍ୱଳ ହେଲେ ରାକ୍ଷୀ, କହିଲେ ମୁଣ୍ଡ ଉପରୁ ମା’ର ହାତ ଉଠିଗଲା

ନୂଆଦିଲ୍ଲୀ : ମା’ ଚାଲିଯିବା ପରେ ରାକ୍ଷୀ ସାଓ୍ବନ୍ତ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ରାଖୀଙ୍କ ଆଖିରୁ ଶୁଖୁନି ଲୁହ । ସମସ୍ତଙ୍କୁ ହସାଉଥିବା ରାଖୀ ଆଜି ନିଜେ ହସିବା ଭୁଲି ଯାଇଛନ୍ତି । ରାଖୀ ସାଓ୍ବନ୍ତଙ୍କ ମା ଜୟା ଭେଡ଼ା  । ମା ଜୟା ବ୍ରେନ ଟ୍ୟୁମର ଏବଂ କ୍ୟାନସର ରୋଗରେ ପୀଡ଼ିତ ଥିଲେ…

ଭାଇରାଲ ଭିଡିଓ ଦେଖି ଗାଁ ମହିଳାଙ୍କୁ ସୋନୁ ସୂଦ ଦେଲେ ଚମତ୍କାର ଅଫର

ଅନେକ ସମୟରେ ସୋସିଆଲ ମିଡିଆରେ  ଭିଡିଓ ଭାଇରାଲ ହେଉଛି ।  ସେଥିରୁ କିଛି ଭିଡିଓ ସମସ୍ତଙ୍କୁ ବେଶ ପସନ୍ଦ ଆସିଥାଏ । ହେଲେ ଏମିତି କିଛି ଭିଡ଼ିଓ ମଣିଷର ଭାଗ୍ୟ ବଦଳାଇ ଦେଇଥାଏ, ଯେମିତି ରାନୁ ମଣ୍ଡଳଙ୍କର ବଦଳାଇ ଦେଇଥିଲା। ଏମିତି ଏକ ଭିଡ଼ିଓ ରାନୁ ମଣ୍ଡଳଙ୍କ ପରି ୟାଙ୍କର ମଧ୍ୟ ଭାଗ୍ୟ…

ବକ୍ସ ଅଫିସ୍‌ରେ ପଠାନ୍‌ର ହାଲ୍ଲୋବଲ୍‌ ଜାରି: ୪ ଦିନରେ ୪୦୦ କୋଟି ପାର୍ କଲା ଫିଲ୍ମ

ନୂଆଦିଲ୍ଲୀ: ଶାହରୁଖ ଯେ ବଲିଉଡ୍ ବାଦଶାହ ଏକଥାକୁ ଦର୍ଶକେ ପ୍ରମାଣିତ କରି ଦେଖାଇଛନ୍ତି। ୪ ଦିନରେ ଫିଲ୍ମ ୪୦୦ କୋଟି ଛୁଇଁଛି। ୪ ବର୍ଷ ଧରି ବଡ଼ ପରଦାକୁ ଆସିପାରି ନଥିବା ଶାହରୁଖାନଙ୍କ ଫିଲ୍ମ ପ୍ରଥମ ଦିନରୁ ହିଟ୍ ହୋଇଛି। ସାରା ବିଶ୍ୱରେ ଫିଲ୍ମର ଆୟ ୪୦୦ କୋଟି ପାର୍ କରିଥିବା ବେଳେ ଭାରତରେ…

କିଙ୍ଗଖାନ୍‌ଙ୍କୁ ବିବାହ ପ୍ରସ୍ତାବ ଦେଲେ ଉର୍ଫୀ ଜାଭେଦ ; କହିଲେ ମୋତେ ଦ୍ୱିତୀୟ ସ୍ତ୍ରୀ ରୂପେ ଗ୍ରହଣ କର

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଉର୍ଫୀ ଜାଭେଦ । ନିଜର ଲାଇଫ୍‌ ଷ୍ଟାଇଲ୍‌, ଲୁକ୍‌କୁ ନେଇ ସବୁବେଳେ ଚର୍ଚ୍ଚାକୁ ଟାଣି ହୋଇ ଆସୁଥିବା ଉର୍ଫି ଏବେ ଶାହାରୁଖ୍‌ଙ୍କୁ ପ୍ରପୋଜ କରି ଚର୍ଚ୍ଚାରେ । ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ୍‌’ ବକ୍ସ ଅଫିସରେ ଧମାକାଦାର ରେକର୍ଡ କରୁଛି । ଏହି ସମୟରେ…

କାହିଁକି ଫ୍ୟାନଙ୍କ ଫୋନ ଫୋପାଡି ଦେଲେ ରଣବୀର? ସାମ୍ନାକୁ ଆସିଲା ସତ

ସୋସିଆଲ ମିଡିଆରେ ବଲିଉଡ ଆକ୍ଟର ରଣବୀର କପୁରଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓକୁ ନେଇ ବଲିଉଡ ଫ୍ୟାନଙ୍କ ଭିତରେ ଚାଲିଥିଲା ବେଶ ଚର୍ଚ୍ଚା  । ଅଭିନେତା ରଣବୀର କପୁର ଜଣେ ଫ୍ୟାନଙ୍କର ମୋବାଇଲ ମାଗି ନେଇ ଫିଙ୍ଗି ଦେଇଥିବା ଭିଡିଓରେ ଦେଖିବାକୁ ମିଳିଛି । ସେଲିବ୍ରିଟିଙ୍କର…

ଫ୍ୟାନଙ୍କ ଫୋନ୍ ଫିଙ୍ଗିଦେଲେ ରଣବୀର କପୁର!

ମୁମ୍ବାଇ: ବଲିଉଡର ଅନ୍ୟତମ ଆଗଧାଡିର ଅଭିନେତା ହେଉଛନ୍ତି ରଣବୀର କପୁର। ଏବେ ବୋଧହୁଏ ତାଙ୍କର ମନ ଭଲ ନାହିଁ। ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରୁ ଏଭଳି ଏକ ଅନୁଭବ ହେଉଛି। ଭିଡିଓରେ ଜଣେ ପିଲା ତାଙ୍କ ସହ ସେଲଫି ନେବାକୁ ଚେଷ୍ଟା କରୁଛି। ପ୍ରଥମେ ରଣବୀର କପୁର ସେଲଫି ପାଇଁ…