Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ୍‌ ପୂର୍ବରୁ ବିଦେଶରେ ବମ୍ପର ରୋଜଗାର କଲା ‘ପଠାନ୍‌’

ନୂଆଦିଲ୍ଲୀ : ରିଲିଜ୍‌ ପୂର୍ବରୁ ଏହି ଫିଲ୍ମ ଅଗ୍ରୀମ ବୁକିଂରେ ରେକର୍ଡ କରିଛି ‘ପଠାନ’। ଫିଲ୍ମକୁ ନେଇ ବେଶ୍‌ ଉତ୍ସାହ ଅଛନ୍ତି ଦର୍ଶକ । ଫିଲ୍ମଟି ବିଦେଶରେ ବମ୍ପର ରୋଜଗାର କରିଛି । ସୁପରଷ୍ଟାର ଶାହରୁଖ ଖାନଙ୍କ ଆକ୍ସନ ପ୍ୟାକେଜ ଫିଲ୍ମର କ୍ରେଜ୍‌ ଭାରତ ତଥା ବିଦେଶରେ ମଧ୍ୟ ଦେଖିବାକୁ…

ମଣିଷ କିନ୍ତୁ ରବର କଣ୍ଢେଇ ପରି ଶରୀରକୁ ଯେମିତି ଚାହାନ୍ତି ସେମିତି ମୋଡନ୍ତି

ଗାବନ: ପତଳା ଶରୀର । ଯୁୃଆଡେ ଚାହିଲେ ସିଆଡେ ମୋଡି ହୋଇ ଯାଉଛି । ମୋଡାମୋଡି ଶରୀରରେ ଯିଏ ତାଙ୍କୁ ଦେଖିବ, ଡରିଯିବ । ଲାଗିବ ବୋଧହୁଏ ଶାରୀରିକ ଭିନ୍ନକ୍ଷମ । କିନ୍ତୁ ନା । ସେ ଶାରୀରିକ ଭାବେ ସୁସ୍ଥ ଏବଂ ସକ୍ଷମ । ଏତେ ସକ୍ଷମ ଯେ ତାଙ୍କର ଶରୀର ତାଙ୍କ ନିୟନ୍ତ୍ରଣରେ । ଯୋଗ ହେଉଛି…

ବେଷ୍ଟ୍‌ ଫରେନ୍‌ ଲାଙ୍ଗୁଏଜ୍‌ ଫିଲ୍ମ ଭାବେ କ୍ରିଟିକ୍ସ ଚଏସ୍ ଆୱାର୍ଡ ଜିତିଲା ’RRR’

ନୂଆଦିଲ୍ଲୀ:  ଏବେ ସାରା ବିଶ୍ବରେ ପ୍ରଶଂସା ସାଉଣ୍ଟୁଛି ଏସଏସ ରାଜମୌଲିଙ୍କ ଫିଲ୍ମ RRR । ଗ୍ଲୋଡେନ୍ ଗ୍ଲୋବ ଜିତିବା ପରେ ରାଜମୌଲିଙ୍କ ଫିଲ୍ମ RRR ବେଷ୍ଟ ଫରେନ୍ ଲାଙ୍ଗୁଏଜ୍ ଫିଲ୍ମ ଭାବେ କ୍ରିଟିକ୍ସ ଚଏସ୍ ଆୱାର୍ଡ ଜିତିଛି। ଏନେଇ କ୍ରିଟିକ୍ସ ଚଏସ୍ ଆୱାର୍ଡ ନିଜ ଅଫିସିଆଲ୍ ଟ୍ୱିଟର…

ବାପା ହେବାକୁ ଯାଉଛନ୍ତି ସାଉଥ୍‌ ସୁପରଷ୍ଟାର ରାମ ଚରଣ, ବେବୀ ବମ୍ପ ଫଟୋ ଶେୟାର କଲେ ଉପାସନା

ହାଇଦ୍ରାବାଦ: ବିବାହର ଦଶ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ସାଉଥ୍‌ ସୁପରଷ୍ଟାର ରାମ ଚରଣ। ସ୍ତ୍ରୀ ଉପାସନା କାମିନେନୀ ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ବେଶ ଉତ୍ସାହିତ ଅଛନ୍ତି। ପରିବାରରେ ଖେଳିଯାଇଛି ଆନନ୍ଦର ଲହରୀ । ମକର ସଂକ୍ରାନ୍ତି ଅବସରରେ ଉପାସନା ପ୍ରଥମ ଥର ଲାଗି ନିଜର ବେବି…

ପୁରୀ ଟାଉନ ହଲରେ ପ୍ରଦର୍ଶିତ ହେଲା ଚିିଲିକା ତୀରେ

ପୁରୀ: ୧୯୭୭ରେ ମୁକ୍ତିଲାଭ କରିଥିବା ଚିଲିକା ତୀରେ ଫିଲ୍ମ ଆଜି ପୁରୀ ଟାଉନ ହଲରେ ପୁନର୍ବାର ପ୍ରଦର୍ଶିତ ହୋଇଛି । ଜାତୀୟ ପୁରସ୍କାରପ୍ରାପ୍ତ ଏହି ଚଳଚ୍ଚିତ୍ର ୪୬ ବର୍ଷ ପରେ ପୁରୀର ବାସ୍ନା, କଳା, ସାହିତ୍ୟ, ଅଭିନୟର ଜୀବନ୍ତ ନମୂନା ପ୍ରଦର୍ଶିତ ହେବା ପରେ ଏହି ଖୁସିର ବାତାବରଣ ଖେଳି ଯାଇଥିଲା…

ଅଭୁଲା ଗୀତ : ଆଜି ମୁଁ ଶ୍ରାବଣୀ

ଗୀତ: ଜୀବନନନ୍ଦ ପାଣି ସଙ୍ଗୀତ : ଶାନ୍ତନୁ ମହାପାତ୍ର ଗାୟନ: ଲତା ମଙ୍ଗେସକର ଚଳଚ୍ଚିତ୍ର: ଅରୁନ୍ଧତୀ, ୧୯୬୮ ଆଜି ମୁଁ ଶ୍ରାବଣୀ ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ ଯେଉଁ ରଜନୀ କେବେ ପାହିନି ଆଜି ମୁଁ ସେଇ ରଜନୀ ଆଜି ମୁଁ ସେଇ ରଜନୀ ଆଜି ମୁଁ ଶ୍ରାବଣୀ ଏତେ ମେଘ ମୋ ଆକାଶେ…

ଚର୍ଚ୍ଚାରେ ମିସ୍ ୟୁନିଭର୍ସଙ୍କ ଗାଉନ୍

ନୂଆଦିଲ୍ଲୀ : ମିସ୍ ୟୁନିଭର୍ସ ଥାଇଲ୍ୟାଣ୍ଡ -୨୦୨୨ ଆନା ସୁଏଙ୍ଗମ୍-ଇୟାମ ଏବେ ଚର୍ଚ୍ଚାରେ । ସୋଡା ଡ୍ରାଫ୍ଟ କ୍ୟାନ ପୁଲ ଟ୍ୟାବରେ ନିର୍ମିତ ଏକ ଚମତ୍କାର ଗାଉନ୍ ପିନ୍ଧି ଚର୍ଚ୍ଚାରେ ରହିଛନ୍ତି ଏନା । ଏହି ‌ଗାଉନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜାନୁଆରୀ ୧୨ ତାରିଖ ରାତିରେ…

୨୪ ଘଣ୍ଟିଆ ଅକ୍ସିଜେନ ସପୋର୍ଟରେ ସୁସ୍ମିତା ସେନଙ୍କ ବୟଫ୍ରେଣ୍ଡ ଲଳିତ ମୋଦି

ମୁମ୍ବଇ: ସୁସ୍ମିତା ସେନାଙ୍କ ବନ୍ଧୁ ତଥା ବ୍ୟବସାୟୀ ଲଳିତ ମୋଦି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ୨୪ ଘଣ୍ଟିଆ ଅକ୍ସଜେନ ସପୋର୍ଟରେ ରଖାଯାଇଛି ।  ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଏୟାର ଲିପ୍ଟେଡ ହୋଇଥିଲେ ।   ଲଳିତ ନିଜେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୋସିଆଲ…

ଫିଲ୍ମ ‘ଆଦିପୁରୁଷ’ରେ ରାବଣର ଲୁକ୍ ନେଇ ଉଠିଲା ପ୍ରଶ୍ନ; କୋର୍ଟରେ ପହଞ୍ଚିଲା ମାମଲା

ଅଲ୍ଲାହବାଦ: ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ’କୁ ନେଇ ବିବାଦ ଥମି ନଥିବା ବେଳେ ମୁକ୍ତିଲାଭ କରିବାକୁ ଥିବା ଫିଲ୍ମ ଅଦିପୁରଷ ବିରୋଧରେ ମାମଲା କୋର୍ଟରେ ପହଞ୍ଚିଛି। ଏନେଇ ଅହ୍ଲାବାଦ ହାଇକୋର୍ଟ ଫିଲ୍ମ ସେନ୍‌ସର ବୋର୍ଡକୁ ନୋଟିସ୍ କରି ଫିଲ୍ମ ବିରୋଧରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର…

ବିଜେପି ନେତ୍ରୀଙ୍କ ବିରୋଧରେ ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ଉର୍ଫି ଯାଦବ

ନୂଆଦିଲ୍ଲୀ: ବିଜେପି ନେତ୍ରୀଙ୍କ ବିରୋଧରେ ଫେରାଦ ହେଲେ ସୋସିଆଲ୍ ମିଡିଆ ସେନ୍ସସେସନ ଉର୍ଫି ଯାଦବ। ବିଜେପି ମହିଳା ନେତ୍ରୀ ଚିତ୍ରା କିଶୋର ୱାଗଙ୍କ ବିରୋଧରେ ଆଜି ମହାରାଷ୍ଟ୍ର ମହିଳା କମିଶନଙ୍କୁ ଭେଟି ଉର୍ଫି ନିଜର ଅଭିଯୋଗ ଜଣାଇଛନ୍ତି। ସୂଚନା ଅନୁସାରେ, ଗତକାଲି ଚିତ୍ରା ଉର୍ଫିଙ୍କ…