Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଧୋନୀଙ୍କ ପ୍ରଡକ୍ସନ ହାଉସର ପ୍ରଥମ ଫିଲ୍ମର ନାମ ଲେଟସଗେଟ ମ୍ୟାରେଡ

ମୁମ୍ବାଇ:ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଭାରତୀୟ କ୍ରିକେଟର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଫିଲ୍ମ ଦୁନିଆରେ ପାଦ ଥାପିଛନ୍ତି । ୨୦୧୯ରେ ସେ ଧୋନୀ ଏଂଟରଟେନମେଂଟ ନାମକ ଏକ ପ୍ରଡକ୍ସନ ହାଉସ ଆରମ୍ଭ କରିଥିଲେ । ଧୋନୀ ଏବଂ ତାଙ୍କ ପତ୍ନୀ ସାକ୍ଷୀ ଏହାକୁ ମିଳିତ ଭାବେ ଚଳାଉଛନ୍ତି…

ବାଗଦେବୀଙ୍କ ସାମ୍ନାରେ ଦୁଇ ସନ୍ତାନଙ୍କ ସହ ସେଲ୍ଫି ନେଲେ ରାଣୀ ମୁଖାର୍ଜୀ

ମୁମ୍ବାଇ: ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଅଭିନିତ ଫିଲ୍ମ ‘ମିସେସ ଚାଟାର୍ଜୀ ଭରସେସ ନରୱେ’ । ଚଳଚ୍ଚିତ୍ରଟି ୧୭ ମାର୍ଚ୍ଚ ୨୦୨୩ରେ ରିଲିଜ ହେବ । ଏହାର ପ୍ରଥମ ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫଟୋରେ ରାଣୀ ମୁଖାର୍ଜୀ ହଳଦିଆ ରଙ୍ଗର ଶାଢୀରେ ନଜର…

ଅନୁ କପୁର ଅସୁସ୍ଥ: ହସପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ତଥା ଆଙ୍କର ଅନୁ କପୁର ଅସୁସ୍ଥ । ଗୁରୁବାର ସକାଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକ ସଙ୍ଗେ ସଙ୍ଗେ ତାଙ୍କୁ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଡ଼ାକ୍ତର ଅଜୟ ସ୍ୱରୂପ…

ବିଜ୍ଞାନ କହୁଛି, ଏହି ଅଭିନେତା ସବୁଠାରୁ ସୁନ୍ଦର ପୁରୁଷ

ନୂଆଦିଲ୍ଲୀ: ୱେବସିରିଜ୍ ବ୍ରିଜଗେର୍ଟନର ଅଭିନେତା ରେଗେ ଜିନ ପେଜ୍ ହେଉଛନ୍ତି ବିଶ୍ୱର ସବୁଠାରୁ ସୁନ୍ଦର ପୁରୁଷ। ବୈଜ୍ଞାନିକ ଗବେଷଣାରୁ ଏହି ସୂଚନା ମିଳିଥିବା ମେଟ୍ରୋ ୟୁକେ ଖବର ପ୍ରକାଶ କରିଛି। ଶରୀର ପୂର୍ଣ୍ଣତାକୁ ମାପୁଥିବା ଗ୍ରୀକ୍ ଗୋଲ୍‌ଡେନ ରେଶିଓ ଅଫ୍ ବ୍ୟୁଟି ଫି ଏହି ସୂଚନା ଦେଇଛି।…

ରଜରେ ବଡ଼ ପରଦାକୁ ଆସିବ ଅନୁଭବଙ୍କ ଅଭିନୀତ ରାବଣ

ଭୁବନେଶ୍ୱର: ରଜରେ ରିଲିଜ୍ ହେବ ଓଡ଼ିଆ ଫିଲ୍ମ ରାବଣ । ଫିଲ୍ମ ରାବଣର ପ୍ରଥମ ପୋଷ୍ଟର ସହ ଟିଜର ରିଲିଜ୍ ହୋଇଛି । ଯେଉଁଥିରେ ଅନୁଭବ ମହାନ୍ତିଙ୍କୁ ଭିନ୍ନ ଏକ ଭୂମିକାରେ ଦେଖିବାକୁ ମିଳିବ । ଓଡ଼ିଆ ସହ ହିନ୍ଦୀ ଭାଷାରେ ରିଲିଜ୍ ହେବାକୁ ଥିବା ରାବଣ ଫିଲ୍ମର ଏହା ହେଉଛି ପ୍ରଥମ ଭାଗ । ଯାହାକି…

୩ ମିନିଟ୍‌ର ଆଇଟମ ଗୀତ ପାଇଁ ୨ କୋଟି ଟଙ୍କା ଫି’ ନେଲେ ଉର୍ବଶୀ

ମୁମ୍ବାଇ : ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଉର୍ବଶୀ । ଉର୍ବଶୀ ନିଜର ଗ୍ଲାମର ଏବଂ ଷ୍ଟାଇଲ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି । କିନ୍ତୁ ଏଥର ନିଜ ଫି’ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଉର୍ବଶୀ । ମାତ୍ର ତିନି ମିନିଟର ଏକ ଆଇଟମ ଗୀତ ପାଇଁ ୨ କୋଟି ଟଙ୍କା ଫି’ ନେଇଛନ୍ତି । ଦକ୍ଷିଣ…

ବିଗ୍ ବ୍ରଦରର ପ୍ରତିଯୋଗୀ ହେବେ ଲୋକପ୍ରିୟ କଳାକାର ଅବଦୁ ରୋଜିକ୍

ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ ରିୟାଲିଟି ସୋ’ ବିଗ୍ ବସ୍ । ତାଜାକିସ୍ତାନର ଅବଦୁ ରୋଜିକ୍ ଏହି ରିଆଲିଟି ସୋ’ରୁ ବେଶ୍ ଲୋକପ୍ରିୟ ହୋଇଥିଲେ । ବିଗ୍ ବସ୍ ୧୬ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଭାରତ ସମେତ ବିଦେଶରେ ମଧ୍ୟ ଲୋକଙ୍କ ମନ ଜିଣିଥିଲେ ଅବଦୁ। ପୂର୍ବରୁ  ଭାରତରେ ଅବଦୁଙ୍କ…

ବେକରେ ମାଆଙ୍କ ମଙ୍ଗଳସୂତ୍ର ପିନ୍ଧନ୍ତି ପ୍ରସିଦ୍ଧ ଗାୟକ ପାଲାଶ୍ ସେନ୍

ମୁମ୍ବାଇ: ୯୦ ଦଶକର ପ୍ରସିଦ୍ଧ ଗାୟକ ପାଲାଶ୍ ସେନ୍‌ଙ୍କୁ ଲୋକେ ଏବେ ବି ମନେ ରଖିଛନ୍ତି । ‘କଭି ଆନା ତୁ ମେରୀ ଗଲି' ଏବଂ ‘ମାଏରୀ' ପରି ସୁପରହିଟ୍ ଗୀତରେ ଦର୍ଶକଙ୍କ ହୃଦୟ ଜିତିଥିଲେ ପାଲାଶ୍ । ଆଜି ବି ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କମ୍ ନୁହେଁ । ଏକ ବିଶେଷ କାରଣ ପାଇଁ ସେ ଏବେ ବେଶ୍ ପରିଚିତ…

ହିନ୍ଦୀ ସିନେମା ପାଇଁ ପଠାନ୍‌ର ଜବରଦସ୍ତ କମ୍‌ବ୍ୟାକ୍: ପ୍ରଥମ ଦିନରେ ରେକର୍ଡ ଆୟ କଲା ସିନେମା

ମୁମ୍ବାଇ: ନାନା ବିରୋଧ ପ୍ରତିବନ୍ଧକ ସତ୍ତ୍ୱେ ଗତକାଲି ସାରା ଦେଶର ରିଲିଜ୍ ହୋଇଛି ଶାହରୁଖ ଖାନ୍‌ଙ୍କ ଫିଲ୍ମ ପଠାନ। ଫିଲ୍ମକୁ ନେଇ ସିନେ କ୍ରିଟିକ୍‌ଙ୍କର ମିଶ୍ର ପ୍ରତିକ୍ରିୟା ମିଳିଥିବା  ବେଳେ ଇଣ୍ଟର୍‌ନେଟ୍‌ କିନ୍ତୁ ଟ୍ରେଣ୍ଡ ହେଉଛି କିଂ ଇଜ୍ ବ୍ୟାକ୍ ହ୍ୟାସ୍ ଟ୍ୟାଗ୍। ଦୀର୍ଘ ୪ ବର୍ଷ…

ବାପାଙ୍କ ମୃତ୍ୟୁର ବର୍ଷକ ପରେ ଚାଲିଗଲେ ପୁଅ

କଟକ: କଥାରେ ଅଛି ମୃତ୍ୟୁ କେତେବେଳେ କଉଠି ବି ଆସେ କାହାକୁ ଜଣା ନଥାଏ । କିଏ ଜାଣିଥିଲା ଏତେ କମ୍ ବୟସରେ ସେ ଦୁନିଆ ଛାଡ଼ି ଚାଲି ଯିବେ । ଯେଉଁ ବୟସରେ ଭବିଷ୍ୟତ ଗଢିବାକୁ ସ୍ବପଦେଖିବା କଥା ସେ ଆଜି ଅଫେରା ରାଇଜରେ । ଆାମେ କହୁଛୁ ଓଡ଼ିଆ ଟେଲି ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ସାନ…