Latest Odisha News

BREAKING NEWS

Browsing Category

ମନୋରଞ୍ଜନ

RRR କୁ ମିଳିଲା ‘ସର୍ବଶ୍ରେଷ୍ଠ ଅନ୍ତର୍ଜାତୀୟ ଚିତ୍ର’ ସମ୍ମାନ

ନୂଆଦିଲ୍ଲୀ : ବେଷ୍ଟ୍‍ ଇଣ୍ଟରନ୍ୟାସନାଲ ପିକ୍ଚର ଆଓ୍ଵାର୍ଡ ଜିତିଛି ଆରଆରଆର (RRR) । ପ୍ରଶଂସକ କହିଲେ ପୁଣି ରିଲିଜ୍‌ ହେଉ ଏହି ଫିଲ୍ମ  । ଏହି ଫିଲ୍ମଟି ରିଲିଜ ହେବା ପରେ ବହୁ ପ୍ରଶଂସକଙ୍କ ପସନ୍ଦ ଆସିଥିଲା ଏହି ଫିଲ୍ମ  । ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଳୀଙ୍କୁ ନ୍ୟୁୟର୍କ ଫିଲ୍ମ…

ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ନଜର ଆସିଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ : ମରାଠି ଫିଲ୍ମକୁ ନେଇ ଚର୍ଚ୍ଚାକୁ ଆସିଲେ ବଲିଉଡ ଅଭିନେତା ଅକ୍ଷୟ କୁମାର । ଏହି ଫିଲ୍ମରେ ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିବେ ଖିଲାଡ଼ି ଷ୍ଟାର ଅକ୍ଷୟକୁମାର । ମରାଠି ଚଳଚ୍ଚିତ୍ର ନାଁ ରହିଛି ‘ଭେଦାତ୍‌ ମରାଠେ ଭୀର୍‌ ଦୌଦ୍‌ଲେ ସାତ୍‌’। ଅକ୍ଷୟ ନିଜ…

ଭୂମି ମାଫିଆ କବଜା କଲେ ଗାୟକ ଲକି ଅଲୀଙ୍କ ଫାର୍ମ ହାଉସ

ମୁମ୍ବାଇ: ବଲିଉଡର ସିନିୟର ଗାୟକ ଲକି ଅଲୀ ଏବେ ଅଡୁଆରେ ପଡିଛନ୍ତି । ତାଙ୍କ ଫାର୍ମ ହାଉସକୁ ଭୂମି ମାପିଆମାନେ କବଜା କରି ନେଇଥିବା ସେ ସୋସିଆଲ ମିଡିଆରେ ଜଣାଇଛନ୍ତି । ସେ ତାଙ୍କ ଆକାଂଉଟରେ କର୍ଣ୍ଣାଟକ ଡିଜିପିଙ୍କୁ ମଧ୍ୟ ପତ୍ର ଲେଖି ଏ ସମ୍ପର୍କରେ ଜଣାଇଛନ୍ତି । ଏହି ପତ୍ରରେ ସେ କେତେଜଣ…

ଫିଲ୍ମ ସୁଟିଂ ବେଳେ ୨୦ ଫୁଟ୍ ଉଚ୍ଚରୁ ଖସି ଚାଲିଗଲା ଷ୍ଟଣ୍ଟମ୍ୟାନଙ୍କ ଜୀବନ

ଚେନ୍ନାଇ: ଫିଲ୍ମ ସୁଟିଂ ବେଳେ ଅଘଟଣ । କ୍ୟାମେରାରେ ଆକ୍ସନ୍ ଦୃଶ୍ୟ ସୁଟ୍ ବେଳେ ଆଖି ବୁଜିଲେ ଷ୍ଟଣ୍ଟମ୍ୟାନ୍ଯ । ଏଭଳି ଦୁଃଖଦ ଖବର ଆସିଛି ତାମିଲନାଡ଼ୁରୁ । ତାମିଲ୍ ଫିଲ୍ମ ‘ବିଦୁଥଲଈ’ ସୁଟିଂ ବେଳେ ୫୪ ବର୍ଷୀୟ ଷ୍ଟଣ୍ଟମ୍ୟାନ ଏସ୍ ସୁରେଶଙ୍କ ମୃତ୍ୟୁ ହୋଇଛି । ବୋନ୍ନି ମାରନଙ୍କ…

ସାଇନ୍ସ ଫିକ୍ସନ, ସେକ୍ସ ଏଜୁକେଶନ ଉପରେ ଫିଲ୍ମ କରିବେ ଅକ୍ଷୟ

ମୁମ୍ବାଇ: କ୍ରମାଗତ ଫ୍ଲପ ଫିଲ୍ମ ଦେବା ପରେ ଅକ୍ଷୟ କୁମାର ତାଙ୍କ ଫିଲ୍ମ ସାଇନ କରିବା ରଣନୀତିରେ ପରିବର୍ତନ କରିଛନ୍ତି । ରିପୋର୍ଟ ମୁତାବକ ସେ ଏବେ ଚିରାଚରିତ ଶୈଳୀ ଫିଲ୍ମ ବଦଳରେ ନୂତନ ବିଷୟ ବସ୍ତୁ ନେଇ ଆଗ୍ରୟ ପ୍ରକାଶ କରିଛନ୍ତି । ଏବେ ସେ ୨ଟି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି । ଗୋଟିଏ…

ଆରଆରଆର ପାଇଁ ନିର୍ଦ୍ଦେଶକ ରାଜମୌଲୀଙ୍କୁ ମିଳିଲା ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ ପୁରସ୍କାର

ନ୍ୟୁୟର୍କ: ଆରଆରଆର ଫିଲ୍ମର ନିର୍ଦ୍ଦେଶକ ଏସଏସ ରାଜମୌଲୀ ଶନିବାର ଆଉ ଏକ କମାଲ କରିଛନ୍ତି । ଷ୍ଟିଭନ ସ୍ପିଲବର୍ଗ, ଡ୍ୟାରେନ ଏରୋନଫିସକୀ ଓ ସାରା ପୋଲିଙ୍କୁ ପଛରେ ପକାଇ ରାଜମୌଲୀ ଏହି ସଫଳତା ହାସଲ କରିଛନ୍ତି । ଜାନୁୟାରୀରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ହଲିଉଡର ଆଗଧାଡିର…

ଆତ୍ମହତ୍ୟା କରିଥାନ୍ତେ କରନ ଜୋହର !

ମୁମ୍ବାଇ: ବିବାଦୀୟ କ୍ରିଟିକ୍ସ କେଆରକେ ଆଜି ଏକ ଚାଂଚଲ୍ୟକର ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ବ୍ରହ୍ମାସ୍ତ୍ର ଫିଲ୍ମ ସୁପରଫ୍ଲପ ହେବା ପରେ ଏହାର ପ୍ରଡ୍ୟୁସର କରନ ଜୋହର ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରୁଥିଲେ । ମାତ୍ର ଠିକ ସମୟରେ ମୁକେଶ ଅମ୍ବାନୀ ତାଙ୍କୁ ୩୦୦ କୋଟି ଧାର ଦେବାରୁ ସେ…

ସିଂଘମ ଏଗେନରେ ପୁନର୍ବାର ଏକତ୍ର ହେବେ ରୋହିତ-ଅଜୟ

ମୁମ୍ବାଇ: ରୋହିତ ଶେଟ୍ଟୀ ଓ ଅଜୟ ଦେବଗାନ ପୁନର୍ବାର ସିଂଘମ ଏଗେନରେ ଏକତ୍ର ହେବାକୁ ଯାଉଛନ୍ତି । ସିଂଘମ ଫ୍ରାଂଚାଇଜର ପ୍ରଥମ ୨ଟି ସଂସ୍କରଣ ସୁପରହିଟ ହେବା ପରେ ଦର୍ଶକଙ୍କ ଏହି ଫିଲ୍ମ ପ୍ରତି ବେଶ ଉତ୍କଣ୍ଠା ରହିଛି । ଭୋଲା ଫିଲ୍ମ ପରେ ଏହାର ଶୁଟିଂ ଆରମ୍ଭ ହେବ । ଅଜୟ ଭୋଲା ନେଇ ଏବଂ ରୋହିତ…

ଦୁଃଖଦ ଖବର : ବାହାଘର ହେବାର କିଛି ଘଂଟା ପରେ ଚାଲିଗଲା ହଲିଉଡ ଗାୟକ ଜ୍ୟାକ ଫ୍ଲିଂଟଙ୍କ ଜୀବନ

ଲଣ୍ଡନ: ହଲିଉଡର ଲୋକପ୍ରିୟ କଂଟ୍ରି ସିଙ୍ଗର ଜ୍ୟାକ ଫ୍ଲିଂଟଙ୍କ ଆଜି ପରଲୋକ ହୋଇଯାଇଛି । ବ୍ରେଣ୍ଡା ଫ୍ଲିଂଟଙ୍କୁ ୩୭ ବର୍ଷୀୟ ଜ୍ୟାକ ବିବାହ କରିବା ପରେ ଖୁସି ମନରେ ଘରକୁ ଫେରିଥିଲେ । ଏହା ପରେ ସେ କ୍ଲାନ୍ତ ହୋଇ ଶୋଇ ପଡିଥିଲେ ଓ ଆଉ ଉଠି ନ ଥିଲେ । ଘଟଣାଟି ପ୍ରସାରିତ ହେବା ପରେ କଳାକାର…

ବିବେକ ନିର୍ମାଣ କରିବେ ଦି କଶ୍ମୀର ଫାଇଲ୍ସ ଅନରିପୋର୍ଟେଡ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ବିବାଦ ଥମିବାରେ ନାଁ ଧରୁନି । ଗୋଆରେ ଅର୍ଗାନାଇଜ ଆଇଏଫଏଫଆଇ ୨୦୨୨ର ଇଭେଂଟରେ ସାମିଲ ହୋଇଥିବା ଇସ୍ରାଏଲ ଜୁରୀ ଏହି ଫିଲ୍ମକୁ ଭଲଗାର ଓ ପ୍ରୋପାଗଣ୍ଡା ବୋଲି କହିଥିଲେ । ଯାହାକୁ ନେଇ ବିବେକ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ସେ କହିଥିଲେ…