Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ଲାଇଗର’ ପାଇଁ ଫଣ୍ଡିଂକୁ ନେଇ ଅଭିନେତା ବିଜୟ ଦେବରକୋଣ୍ଡାଙ୍କୁ ଇଡିର ଜେରା

ହାଇଦ୍ରାବାଦ: ଫିଲ୍ମ ‘ଲାଇଗର’ ପାଇଁ ବିଦେଶରୁ ଆସିଛି କି ଟଙ୍କା ? ବିଦେଶରୁ ଆସିଥିବା ଅର୍ଥର ଉତ୍ସକୁ ନେଇ ଖୋଳତାଡ଼ ଆରମ୍ଭ କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିନେତା ବିଜୟ ଦେବରକୋଣ୍ଡାଙ୍କୁ ପଚରାଉଚରା କରିଛି । ସୂଚନା ଅନୁସାରେ, ବିଦେଶ ଫଣ୍ଡିରେ ଆଇନ୍ ଉଲ୍ଲଂଘନ ଅଭିଯୋଗରେ ଇଡି…

ଆମିରଖାନଙ୍କ ଜ୍ବାଇଁକୁ ନେଇ ପ୍ରଶଂସକଙ୍କ ମନରେ ଉଙ୍କିମାରୁଛି ଅନେକ ପ୍ରଶ୍ନ ?

ନୂଆଦିଲ୍ଲୀ : ବଲିଉଡ ଅଭିନେତା ଆମିର ଖାନଙ୍କ ଝିଅ ବିବାହକୁ ନେଇ ସୋଶିଆଲ ମିଡିଆରେ ଚାଲିଛି ଚର୍ଚ୍ଚା  । ନିକଟରେ ଅଭିନେତ୍ରୀ ଇରା ଖାନ୍ ଏବଂ ବୟଫ୍ରେଣ୍ଡ ନୁପୂର ଶିଖରଙ୍କ ସହ ନିର୍ବନ୍ଧ ହୋଇଥିଲା  । ଖୁବ୍ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି  । ତେବେ ଇରାଙ୍କ…

ଚନ୍ଦ୍ରମୂଖୀ ୨ରେ କଙ୍ଗନା ହେବେ ଭୂତୁଣୀ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାନାୱତ ବହୁ ଚର୍ଚ୍ଚିତ ଚନ୍ଦ୍ରମୂଖୀ୨ରେ ଅଭିନୟ କରିବେ । ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି । ଫିଲ୍ମର ନିର୍ଦ୍ଦେଶନା ପି ବସୁ ଦେବେ । କଙ୍ଗନାଙ୍କ ଅପୋଜିଟରେ ତାମିଲ ଅଭିନେତା ରାଘବ ଳରେନ୍ସ ଅଭିନୟ କରିବେ । ରାଘବ…

ସୋନାକ୍ଷୀଙ୍କୁ ନିଜ ସମ୍ପତ୍ତିରୁ କିଛି ଦେବେନି କହିଲେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ନିଜର ଲୁକ୍‌ ଓ ଗ୍ଲାମରସ ଅନ୍ଦାଜ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି  । ଆଉ ପ୍ରଶଂସକଙ୍କ ମନ ଜିତିଛନ୍ତି  ।ଏବେ ସୋନାକ୍ଷୀଙ୍କ ବାପାଙ୍କ କଥା ସୋଶିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି  । ଏକ ସାକ୍ଷାତକାରରେ…

‘ଦ କଶ୍ମୀର ଫାଇଲ୍ସ’କୁ ପ୍ରୋପାଗଣ୍ଡା ଫିଲ୍ମ କହି ସମାଲୋଚନା କଲେ IFIFI ମୁଖ୍ୟ ବିଚାରକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୫୩ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଯାପନୀ ଉତ୍ସବରେ ଆଇଏଫଆଇଏଫଆଇ ବିଚାରକ ମଣ୍ଡଳୀର ମୁଖ୍ୟ ନଦାଭ ଲପିଡ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ କଶ୍ମୀର ଫାଇଲ୍ସ'କୁ ନେଇ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ…

ଆଉ ଏକ ପ୍ୟାନ ଇଣ୍ଡିଆ ପ୍ରୋଜେକ୍ଟରେ ଅଭିନୟ କରିବେ ରାମଚରଣ

ମାଡ୍ରାସ: ବାହୂବଳୀ ଓ ଆରଆରଆର ଫିଲ୍ମ ମାଧ୍ୟମରେ ସାଉଥ ସୁପରଷ୍ଟାର ରାମଚରଣ ଏବେ ସାରା ଭାରତରେ ପରିଚିତ ହୀରୋ ସାଜିଛନ୍ତି । ତାଙ୍କ ଫିଲ୍ମକୁ ଦେଖିବା ପାଇଁ ପ୍ରଂଶସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରୁଛନ୍ତି । ଇତି ମଧ୍ୟରେ ରାମଚରଣଙ୍କ ଆଗାମୀ ଫିଲ୍ମର ଘୋଷଣା ହୋଇସାରିଛି । ଉପେନା ଫିଲ୍ମ…

ପରଲୋକରେ ଓସ୍କାର ବିଜେତା ଆଇରିନ୍ କାରା

ନୂଆଦିଲ୍ଲୀ : ଓସ୍କାର ବିଜେତା ଆଇରିନ୍ କାରାଙ୍କ ଦେହାନ୍ତ ହୋଇଛି। ଅଭିନେତ୍ରୀଙ୍କ ପ୍ରକାଶକ ତାଙ୍କ ମୃତ୍ୟୁ ଘୋଷଣା କରିଥିଲେ । ସେ କହିଛନ୍ତି ଯେ ଅଭିନେତ୍ରୀ ଫ୍ଲୋରିଡା ସ୍ଥିତ ତାଙ୍କ ଘରେ ମୃତ୍ୟୁ ବରଣ କରିଛନ୍ତି  । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା  । ଏନେଇ ମୃତ୍ୟୁର କାରଣ…

ଶୋଭିତାଙ୍କ ସହ ବିଦେଶ ଯାତ୍ରା କଲେ ନାଗା, ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ନାଗା ଚୈତନ୍ୟ । ଶୋଭିତାଙ୍କୁ ଡେଟ୍‌ କରୁଥିବା ନେଇ ସୋଶିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି  । ନିକଟରେ ସାଉଥ ସୁନ୍ଦରୀ ସାମନ୍ଥା ରୁଥ ଏବଂ ନାଗାଙ୍କର ଛାଡ଼ପତ୍ର ହୋଇଥିଲା  । ଏନେଇ ନାଗା ଏବଂ ଶୋଭିତାଙ୍କ ଫଟୋକୁ ନେଇ ସୋଶିଆଲ ମିଡିଆରେ ଭାଇରାଲ ହେଉଛି…

ପୁରୀ ଅନ୍ନପୂର୍ଣ୍ଣା ଥିଏଟରରେ ମନ ମୋହିଲା ମାହାରୀ ନୃତ୍ୟ

ପୁରୀ : ମାହାରୀ ନୃତ୍ୟ ତାଳେ ତାଳେ ଝୁମିଲେ ଦର୍ଶକ । ପୁରୀର ଐତିହାସିକ ଅନ୍ନପୂର୍ଣ୍ଣା ଥିଏଟରରେ ମନ ମୋହିଲା ଓଡ଼ିଶାର ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ । ସୁହାଗ ନଳିନୀ ଦାସ ମାହାରୀ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ଓଡିଶୀ, ଛାନ୍ଦ, ଚମ୍ପୁ ପରିବେଷଣ କଲେ ନୃତ୍ୟଶିଳ୍ପୀ । ଶାଶ୍ୱତ ଯୋଶୀ ଓ…