Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଜ୍ୟାକଲିନଙ୍କୁ ଜେରା କରୁଛି ପୁଲିସ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଆଜି ଇଓଡବ୍ଲ୍ୟ ଅଫିସରେ ହାଜର ହୋଇଛନ୍ତି। ଠକ ସୁକେଶ ଚନ୍ଦ୍ରଶେଖର ମାମଲାରେ ସେ ହାଜର ହୋଇଛନ୍ତି। ପୋଲିସ ଏବେ ଏହି ସିଂହଳୀ ଅଭିନେତ୍ରୀଙ୍କୁ ଜେରା କରୁଛି। ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଜେରା ପାଇଁ ଏକ ଲମ୍ବା ପ୍ରଶ୍ନ ତାଲିକା…

ଦୁଷ୍କର୍ମର ଶିକାର ହେଲେ ଅଭିନେତ୍ରୀ

ଓଡିଶା ସମ୍ବାଦ ବ୍ୟୁରୋ: ତେଲୁଗୁ ସିନେମା ଇଣ୍ଡଷ୍ଟ୍ରିରୁ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ତେଲୁଗୁ ଅଭିନେତ୍ରୀ ସାଉଥ୍ ମୁମ୍ବାଇର ଜଣେ ଫିଟନେସ୍ ଟ୍ରେନରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ରିପୋର୍ଟ ଅନୁଯାୟୀ, ବିବାହ କରିବାର ପ୍ରଲୋଭନ ଦେଖାଇ ଅଭିନେତ୍ରୀଙ୍କ ସହ ଶାରୀରିକ…

ଇଣ୍ଟରନ୍ୟାସନାଲ ରାମ୍ପରେ ଡେବ୍ୟୁ କରିବେ ଅନନ୍ୟା ବିର୍ଲା

ମୁମ୍ବାଇ: ଦେଶର ପ୍ରମୁଖ ଉଦ୍ୟୋଗପତି କୁମାର ମଙ୍ଗଲମ ବିର୍ଲାଙ୍କ ଏକମାତ୍ର ସିଙ୍ଗର ତଥା ଗୀତିକାର ଝିଅ ଅନନ୍ୟା ବିର୍ଲା ଏବେ ମଡେଲିଂରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅନନ୍ୟା କେବଳ ବ୍ୟବସାୟରେ ନିଜକୁ ସୀମିତ କରି ରଖିନାହାଁନ୍ତି ବରଂ ଫ୍ୟାଶନ, ସଙ୍ଗୀତ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ…

ବାହା ହୋଇନଥିଲେ ବଲିଉଡରେ କାମ ମିଳେ!

ମୁମ୍ବାଇ: ଆଧୁନିକ ଯୁଗର ତାଳେ ତାଳେ ବଦଳିବାକୁ ଲାଗୁଛି ଫିଲ୍ମ ଇଣ୍ଡଷ୍ଟ୍ରି। ବିଶେଷ କରି ବଲିଉଡରେ ବହୁତ ପରିବର୍ତ୍ତନ ଆସିଛି। ଚଳଚ୍ଚିତ୍ରର କାହାଣୀଠାରୁ ଆରମ୍ଭ କରି ଫ୍ୟାଶନ, ସବୁ ବଦଳିଯାଇଛି। ସମ୍ପ୍ରତ୍ତିରେ ସେଲିବ୍ରିଟି ମହିମା ଚୌଧୁରୀଙ୍କର ଇଣ୍ଟର୍ଭ୍ୟୁ ହୋଇଥିଲା ଏବଂ ଏଥିରେ ସେ…

ବଲିଉଡ ବାହାରେ ବଢୁଛି ସଞ୍ଜୁ ବାବାଙ୍କ ‘ଭାଉ’

ମୁମ୍ବାଇ: ଅନେକ ଚଳଚ୍ଚିତ୍ରରେ ଭିଲେନ୍ ଭୂମିକାରେ ଅଭିନୟ କରିଛନ୍ତି ସଞ୍ଜୟ ଦତ୍ତ। ତାଙ୍କୁ ଭିଲେନ୍ ଭାବରେ ମଧ୍ୟ ବହୁତ ପସନ୍ଦ କରାଯାଉଛି। ନିକଟରେ ମୁକ୍ତିଲାଭ କରିଥିବା ବ୍ଲକବଷ୍ଟର ଫିଲ୍ମ 'କେଜିଏଫ 2' ରେ ସଞ୍ଜୟଙ୍କ ଖଳନାୟକ ଅଭିନୟ ବେସ ସଫଳ ପାଇଥିଲା। ବଲିଉଡରେ ଭିଲେନ୍ ହୋଇ ସମସ୍ତଙ୍କ…

ତାମିଲ ଫିଲ୍ମରେ ଡେବ୍ୟୁ କରିବେ ସଞ୍ଜୟ

ମାଡ୍ରାସ: ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଲୋକେଶ କନଗରାଜ ତାଙ୍କର ଆଗାମୀ ଫିଲ୍ମ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଥାଲାପତି ବିଜୟ ଅଭିନୀତ ଏହି ଫିଲ୍ମରେ ସଞ୍ଜୟ ଦତ ଗ୍ୟାଙ୍ଗଷ୍ଟାର ଭୂମିକା କରୁଛନ୍ତି । ସଞ୍ଜୟଙ୍କ ଏହା ପ୍ରଥମ ତାମିଲ ଫିଲ୍ମ ହେବାକୁ ଯାଉଛି ।…

‘କଫି ୱିଥ୍ କରନ’ରେ ନଜର ଆସିବେ ଅନିଲ କପୁର ଏବଂ ବରୁଣ ଧାୱନ

ମୁମ୍ବାଇ: ଗ୍ଲାମର ୱାର୍ଲଡରେ ଯିଏ ଯେତେ ୟଙ୍ଗ ରୁହେ ତାର ଚାହିଦା ସେତେ ବଢେ। ବିଶେଷ କରି ଫିଲ୍ମି ଦୁନିଆରେ ଲୁକ ଉପରେ ଚାଲିଛି ବହୁତ ଚର୍ଚ୍ଚା। ଏଥର ଅନିଲ କପୁର ଏବଂ ବରୁଣ ଧାୱନ 'କଫି ୱିଥ୍ କରନ' ଶୋ'ରେ କରନ ଜୋହରଙ୍କ ଅତିଥି ହେବାକୁ ଯାଉଛନ୍ତି। ଆଉ ଏହି ଶୋରେ ଅନିଲଙ୍କ ୟଙ୍ଗ ରହିବା ଉପରେ…

ଚାଲିଛି ବି-ଟାଉନର ଫ୍ୟାଶନ ଟ୍ରେଣ୍ଡ, ଜାଣନ୍ତୁ ହଟ୍ ଷ୍ଟାରଙ୍କ ଟ୍ରେଣ୍ଡି ଲୁକ୍

ମୁମ୍ବାଇ: ବି-ଟାଉନ କଳାକାରଙ୍କ ନୂତନ ଫ୍ୟାଶନକୁ ଫଲୋ କରନ୍ତି ଆଜିର ଯୁବପିଢି। ବି-ଟାଉନରେ ଅନେକ ସମୟରେ ନୂଆ ଫ୍ୟାଶନ୍ ଟ୍ରେଣ୍ଡ ସେଟ୍ ହୋଇଥାଏ। ଅଭିନେତ୍ରୀଙ୍କ ଷ୍ଟାଇଲକୁ ଲୋକେ ଯେତିକି ପସନ୍ଦ କରନ୍ତି ସେତିକି ଅଭିନେତାମାନେ ଫ୍ୟାଶନରେ ନିଜର ଦବଦବା ଦେଖାନ୍ତି। ଏହି ତାରକାମାନେ ନିଜକୁ ନୂତନ…

ଅମ୍ରିତା ଓ ସୈଫଙ୍କ ଲଭ ଷ୍ଟୋରୀ କେମିତି ଆରମ୍ଭ ହୋଇଥିଲା ?

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଚର୍ଚ୍ଚିତ ଅଭିନେତା ଓ ଅଭିନେତ୍ରୀଙ୍କ ବ୍ୟକ୍ତିଗତ କାହାଣୀ କୌଣସି ଫିଲ୍ମଠାରୁ କମ ନୁହେଁ। ସେଲିବ୍ରିଟିଙ୍କ ଅସଲ ଜୀବନଶୈଳୀ ଏହି ଫିଲ୍ମ ଜଗତରୁ ଆରମ୍ଭ ହୁଏ। ନିଜର ଦକ୍ଷତା ଓ ଲୋକପ୍ରିୟତା ସତ୍ତ୍ୱେ ବୈବାହିକ ଜୀବନ ସେମାନଙ୍କ ଅଭିନୟ ଜୀବନର ଶତ୍ରୁ…

ରେକର୍ଡ ଭାଙ୍ଗିଲା ଫିଲ୍ମ ବ୍ରହ୍ମାସ୍ତ୍ର, ପ୍ରଥମ ଦିନରେ ଆୟ ୭୫ କୋଟି

ମୁମ୍ବାଇ: ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ବ୍ରହ୍ମାସ୍ତ୍ର ମୁକ୍ତିଲାଭ କରିଛି। ପ୍ରଥମ ଦିନରେ ଫିଲ୍ମ ରେକର୍ଡ ବ୍ରେକ ହାସଲ କରିଛି। ଫିଲ୍ମର ପୁରା ଟିମ ଖୁସି ମନାଉଥିବାର ପରିଲକ୍ଷିତ ହୋଇଛି। ସମସ୍ତେ ସୋସିଆଲ ମିଡିଆରେ ଧନ୍ୟବାଦ ପୋଷ୍ଟ ମଧ୍ୟ ସେୟାର କରୁଛନ୍ତି। ଆଲିଆ ଭଟ୍ଟ…